ଆମାନଙ୍କେ ପୁତ୍ର, ଯିହୁଦା ଦେଶର ରାଜା ଯୋଶିୟର ରାଜତ୍ବର ତ୍ରଯୋଦଶ ବର୍ଷ ରେ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
Cross references
ଯେତବେେଳେ ସମାନେେ ମଜେ ନିକଟରେ ବସିଥିଲେ, ସଦାପ୍ରଭୁଙ୍କ ବାକ୍ଯ ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା। ୟିଏକି ତାଙ୍କୁ ତା'ର ଘରକୁ ଆଣିଥିଲା।
ମାତ୍ର ଜନ ସାଧାରଣ ସହେି ହତ୍ଯାକାରୀଙ୍କୁ, ସମସ୍ତ ଯେଉଁମାନେ ଆମାେନ୍ ରାଜାଙ୍କ ବିରୁଦ୍ଧ ରେ ଷଡୟନ୍ତ୍ର କରୁଥିଲେ ତାଙ୍କୁ ବଧ କଲେ। ତା'ପରେ ସମାନେେ ତାଙ୍କର ପୁତ୍ର ଯୋଶିୟଯଙ୍କୁ ତାଙ୍କ ପଦ ରେ ରାଜା କରାଇଲେ।
ଯୋଶିୟ ରାଜା ହବୋ ସମୟରେ ଆଠ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଏକତିରିଶ ବର୍ଷ ପର୍ୟ୍ଯନ୍ତ ରାଜା ହାଇେଥିଲେ।
ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା।
ଏହାପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା, ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ ?
ଆମାନରେ ପୁତ୍ର ଯିହୁଦାର ରାଜା ଯୋଶିୟଯର ଅଧିକାରର ତ୍ରଯୋଦଶ ବର୍ଷଠାରୁ ଆଜି ପର୍ୟ୍ଯନ୍ତ ଏହି ତଇେଶ ବର୍ଷକାଳ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହାଇେଅଛି। ଆଉ ମୁଁ ପ୍ରତ୍ଯୁଷରୁ ଉଠି ତାହା ତୁମ୍ଭମାନଙ୍କୁ କହିଅଛି ମାତ୍ର ତୁମ୍ଭମାନେେ ତାହା ଶୁଣି ନାହିଁ।
ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ବ କାଳରୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧ ରେ ଯାହା ଯାହା କରିଅଛୁ, ସେ ସମସ୍ତ ସହେି ପୁସ୍ତକରେ ଲେଖ।
ବରେିଙ୍କ ପୁତ୍ର ହାେେଶୟଙ୍କ ନିକଟକୁ ସଦାପ୍ରଭୁଙ୍କ ଏହି ବାର୍ତ୍ତା ଆସିଲା। ଏହି ବାର୍ତ୍ତା ଯିହୁଦାର ରାଜା ଉଷିୟ, ଯୋଥମ, ଆହସ ଓ ହିଜିକିଯଙ୍କ ରାଜତ୍ବ କାଳ ରେ ଓ ଇଶ୍ରାୟେଲର ରାଜା ଯୋୟାସଙ୍କ ପୁତ୍ର ୟାରବିଯାମଙ୍କ ସମୟରେ ଆସିଥିଲା।
ଅମିତାଯଙ୍କ ପୁତ୍ର ୟୂନସକୁ ସଦାପ୍ରଭୁ କହିଲେ।
ସଦାପ୍ରଭୁଙ୍କ ବାଣୀ ମୀଖାଙ୍କ ନିକଟକୁ ଆସିଥିଲା। ଯୋଥମ, ଆହସ ଓ ହିଜକିଯ ରାଜାମାନଙ୍କ ସମୟରେ ଏହି ବାଣୀ ଆସିଥିଲା। ଏମାନେ ସବୁ ଯିହୁଦାର ରାଜା ଥିଲେ ଓ ମୀଖା ଥିଲେ ମାେ ରେଷ୍ଟୀଯ। ସେ ଶମରିଯା ଓ ୟିରୁଶାଲମ ବିଷଯ ରେ ଏହି ଦର୍ଶନ ଲାଭ କଲେ।
ଏହି ବାର୍ତ୍ତା ସଦାପ୍ରଭୁ ସିଫନିଯଙ୍କୁ ପ୍ରଦାନ କରିଥିଲେ। ଯିହୁଦାର ରାଜା ଆମାନଙ୍କେ ପୁତ୍ର ଯୋଶିୟଙ୍କ ସମୟରେ ସେ ଏହି ବାର୍ତ୍ତା ଗ୍ରହଣ କଲେ। ସିଫନିଯ କୂଶିଙ୍କ ପୁତ୍ର, କୂଶି ଗଦଲିଯଙ୍କ ପୁତ୍ର, ଗଦଲିଯ ଅମରିଯଙ୍କ ପୁତ୍ର ଓ ଅମରିଯ ହିଜକିଯଙ୍କ ପୁତ୍ର ଥିଲେ।