Home Bibles ଦିତୀୟ ରାଜାବଳୀ 22:3 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 22:3 · ଓଡ଼ିଆ ବାଇବେଲ

ଯୋଶିୟ ତାଙ୍କ ରାଜତ୍ବର ଅଷ୍ଟାଦଶ ବର୍ଷ ରେ ମଶୁଲ୍ଲମର ପୌତ୍ର, ଅତ୍ସଲିଯର ପୁତ୍ର ଶାଫନ ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରକୁ ପଠାଇ କହିଲେ।

Cross references

ଦିତୀୟ ରାଜାବଳୀ 23:23

ସମାନେେ ଯୋଶିୟଯ ରାଜାଙ୍କର ରାଜତ୍ବର ଆଷ୍ଟାଦଶ ବର୍ଷ ରେ ଏହି ନିସ୍ତାର ପର୍ବ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ୟିରୁଶାଲମ ରେ ପାଳନ କଲେ।

ଦିତୀୟ ବଂଶାବଳୀ 34:3

ଯୋଶିୟ ପରମେଶ୍ବରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ବର ଅଷ୍ଟମ ବର୍ଷ ରେ ଅନୁସରଣ କରିଥିଲେ। ଯୋଶିୟଯ ପରମେଶ୍ବରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ତଥାପି ଅଳ୍ପବଯସ୍କ ଥିଲେ। ଯୋଶିୟଯଙ୍କ ରାଜତ୍ବର ଦ୍ବାଦଶ ବର୍ଷ ରେ ସେ ଯିହୁଦା ଓ ୟିରୁଶାଲମ ରେ ଥିବା ଉଚ୍ଚସ୍ଥାନ, ଆଶରୋ ସ୍ତମ୍ଭ ଖାଦେିତ ପ୍ରତିମା ଓ ଢ଼ାଞ୍ଚା ରେ ଢ଼ଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ।

ଯିରିମିୟ 36:10

ସେତବେେଳେ ବାରୂକ ସହେି ନଳାକାର ପୁସ୍ତକ ଲିଖିତ ଯିରିମିୟଙ୍କ ସମସ୍ତ ବାକ୍ଯ ପାଠ କଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ଉପର ପ୍ରାଙ୍ଗଣ ରେ, ସଦାପ୍ରଭୁଙ୍କ ମନ୍ଦିରର ନୂତନ ଫାଟକ ନିକଟରେ ଓ ଶାଫନ ଲେଖକର ପୁତ୍ର ଶମରିଯର କଠାେରୀ ରେ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚର ରେ ତାହା ପାଠ କଲେ।

ଯିରିମିୟ 36:11

ବାରୂକ ତାହା ପାଠ କଲା ବେଳେ ଶାଫନର ପୌତ୍ର ଶମରିଯର ପୁତ୍ର ମୀଖାଯ ସଦାପ୍ରଭୁଙ୍କର ବାକ୍ଯ ଶୁଣିଲେ।

ଯିରିମିୟ 36:12

ସେତବେେଳେ ସେ ସଦାପ୍ରଭୁଙ୍କ ବାକ୍ଯ ଶୁଣି ରାଜଗୃହକୁ ଓହ୍ଲାଇ ଲେଖକର କଠାେରୀକୁ ଗଲା, ସେତବେେଳେ ସେ ସ୍ଥାନ ରେ ସମସ୍ତ ଅଧିପତି, ଯଥା : ଇଲୀଶାମା ଲେଖକ, ଶମଯିଯର ପୁତ୍ର ଦଲଯିଯ, ଅକବୋରର ପୁତ୍ର ଇଲନାଥନ୍, ଶାଫନର ପୁତ୍ର ଗମରିଯ ଓ ହନାନିଯର ପୁତ୍ର ସିଦିକିଯ ଉପବିଷ୍ଟ ଥିଲେ।

Interlinear

Choose Theme