Home Bibles ଦିତୀୟ ଶାମୁୟେଲ 20:24 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 20:24 · ଓଡ଼ିଆ ବାଇବେଲ

ଅଦୋରାମ୍ ବେଠି କର୍ମ ଓ କର ଆଦାଯ କରିବାର ଦାଯିତ୍ବ ରେ ଥିଲା ଏବଂ ଅହୀଲୂଦର ପକ୍ସ୍ଟତ୍ର ୟିହୋଶାଫଟ ଯେ କି ଥିଲା ଜଣେ ଇତିହାସ ଲେଖକ।

Cross references

ପ୍ରଥମ ରାଜାବଳୀ 4:3

ଶୀଶାର ପୁତ୍ର ଇଲୀହାରଫେ ଓ ଅହିଯ ଉଭୟ ବିଗ୍ଭରାଳଯ ରେ ଯାହା ହେଉଥିଲା ସମାନେେ ଲେଖୁଥିଲେ।

ପ୍ରଥମ ରାଜାବଳୀ 4:6

ଅହୀଶାର୍ ରାଜାଙ୍କର ପ୍ରାସାଦର ଦାଯିତ୍ବ ରେ ଥିଲେ।

ପ୍ରଥମ ରାଜାବଳୀ 12:18

ଏହାପରେ ରିହବିଯାମ ରାଜା ବେଠିକର୍ମାଧ୍ଯକ୍ଷ ଅଦୋରାମକୁ ଲୋକମାନଙ୍କ ନିକଟକୁ ପଠାଇଲେ। ମାତ୍ର ସମସ୍ତ ଇଶ୍ରାୟେଲ ତାଙ୍କୁ ପ୍ରସ୍ତରାଘାତ କରି ମାରି ଦେଲେ। ତା'ପରେ ରିହବିଯାମ ଶୀଘ୍ର ନିଜ ରଥରେ ଆରୋହଣ କରି ୟିରୁଶାଲମକୁ ପଳାଯନ କଲେ।

Interlinear

Choose Theme