Home Bibles ଦିତୀୟ ବଂଶାବଳୀ 32:25 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 32:25 · ଓଡ଼ିଆ ବାଇବେଲ

କିନ୍ତୁ ହିଜକିଯଙ୍କ ହୃଦଯ ଗର୍ବୀ ଥିଲା, ତେଣୁ ସେ ପରମେଶ୍ବରଙ୍କ ମହାଦୟା ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ନାହିଁ। ଏଥି ନିମନ୍ତେ ପରମେଶ୍ବର ହିଜକିଯ ଓ ଯିହୁଦା ଏବଂ ୟିରୁଶାଲମର ଲୋକଙ୍କ ପ୍ରତି କୋର୍ଧ କଲେ।

Cross references

ଦିତୀୟ ବିବରଣ 8:12

ଏହାପରେ ତୁମ୍ଭମାନେେ ଉତ୍ତମ ଖାଦ୍ୟ ଖାଇବାକକ୍ସ୍ଟ ପାଇବ ଓ ସକ୍ସ୍ଟନ୍ଦର ଗୃହମାନ ନିର୍ମାଣ କରିବ ସେଥି ରେ ବାସ କରିବାକୁ।

ଦିତୀୟ ବିବରଣ 8:17

ତୁମ୍ଭେ କବେେ କୁହ ନାହିଁ ଯେ, 'ଆପଣା ପରାକ୍ରମ ଓ ବାହୁ ବଳଦ୍ବାରା ଏହି ସମସ୍ତ ଐଶ୍ବର୍ୟ୍ଯ ଲାଭ କରିଛ ବୋଲି।'

ଦିତୀୟ ବିବରଣ 32:6

ହେ ମୂର୍ଖ ଓ ଅଜ୍ଞାନ ଲୋକେ, ତୁମ୍ଭମାନେେ କି ସଦାପ୍ରଭୁଙ୍କୁ ଏପରି ପରିଶାଧେ କରୁଅଛ? ସେ କି ତୁମ୍ଭର ପିତା ଏବଂ ସୃଷ୍ଟିକର୍ତ୍ତା, ନକ୍ସ୍ଟହିଁନ୍ତି, ସେ କି ତୁମ୍ଭର ସୃଷ୍ଟିକର୍ତ୍ତା, ନକ୍ସ୍ଟହଁନ୍ତି, ୟିଏ ତକ୍ସ୍ଟମ୍ଭଙ୍କକ୍ସ୍ଟ ସ୍ଥାପିତ କରିଛନ୍ତି।

ଦିତୀୟ ଶାମୁୟେଲ 24:1

ସଦାପ୍ରଭୁ ପକ୍ସ୍ଟନ୍ନରାଯ ଇଶ୍ରାୟେଲୀୟମାନଙ୍କ ଉପରେ କୋର୍ଧାନ୍ବିତ ହେଲେ। ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଇଶ୍ରାୟେଲୀୟମାନଙ୍କ ବିରକ୍ସ୍ଟଦ୍ଧ ରେ କାର୍ୟ୍ଯ କରଇେଲେ। ତେଣୁ ଦାଉଦ ଆଦେଶ ଦେଲେ, ୟାଅ, ଇଶ୍ରାୟେଲ ଓ ୟିହକ୍ସ୍ଟଦାକକ୍ସ୍ଟ ଗଣନା କର।

ଦିତୀୟ ଶାମୁୟେଲ 24:10

ଏହାପରେ ଦାଉଦ ଲୋକମାନଙ୍କୁ ଗଣନା କଲାପରେ ତାଙ୍କର ହୃଦଯ ଦକ୍ସ୍ଟଃଖପୂର୍ଣ୍ଣ ହେଲା। ଦାଉଦ ସଦାପ୍ରଭୁଙ୍କୁ କହିଲେ, ଏହି କର୍ମ କରିବା ରେ ମୁ ମହାପାପ କରିଛି। ହେ ସଦାପ୍ରଭୁ, ମୁ ଆପଣଙ୍କକ୍ସ୍ଟ ବିନଯ କରୁଅଛି, ନିଜ ଦାସର ପାପ କ୍ଷମା କର। କାରଣ ମୁ ଅତି ମକ୍ସ୍ଟର୍ଖର କର୍ମ କରିଅଛି।

ଦିତୀୟ ରାଜାବଳୀ 14:10

ଏହା ସତ୍ଯ ତୁମ୍ଭେ ଇଦୋମ ଅଧିକାର କରିଛ। ସେଥିପାଇଁ ତୁମ୍ଭେ ଗର୍ବିତ କାରଣ ତୁମ୍ଭେ ଇଦୋମ ଜଯ କରିଛ। ସହେି ଗୌରବ ନଇେ ସନ୍ତୁଷ୍ଟ ହାଇେ ରୁହ। ଆଉ ନିଜ ଉପରେ କ୍ଲେଶ ଆଣ ନାହିଁ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଯିହୁଦାର ସହିତ ପତନ ହବେ।

ଦିତୀୟ ରାଜାବଳୀ 20:12

ସେ ସମୟରେ ବଲଦନର ପୁତ୍ର ମରୋଦକବଲଦନ୍ ବାବିଲର ରାଜା ଥିଲେ। ସେ ହିଜକିଯ, ନିକଟକୁ ପତ୍ରଗୁଡିକ ଓ ଉପହାର ପଠାଇଲେ। କାରଣ ସେ ହିଜକିଯ ଅସୁସ୍ଥତା ବିଷଯ ରେ ଶୁଣିଲେ।

ଦିତୀୟ ରାଜାବଳୀ 20:13

ହିଜକିଯ ବାବିଲର ଲୋକମାନଙ୍କୁ ଅଭିନନ୍ଦନ ନେଲେ ଓ ତାଙ୍କ ଗୃହ ରେ ଥିବା ସମୁଦାଯ ମୂଲ୍ଯବାନ୍ ପଦାର୍ଥଗୁଡିକ, ଯଥା: ରୂପା, ସୁନା, ସୁଗନ୍ଧିଦ୍ରବ୍ଯ, ବହୁମୂଲ୍ଯ ତୈଳ, ଅସ୍ତ୍ର ଶସ୍ତ୍ର ଓ ଭଣ୍ତାର ରେ ଥିବା ତାଙ୍କର ସମସ୍ତ ଦ୍ରବ୍ଯ ଦଖାଇେଲେ, ଯାହା ହିଜକିଯ ତାଙ୍କ ଗୃହ ରେ ଓ ସମଗ୍ର ରାଜ୍ଯ ରେ ଏପରି ଜିନିଷ ନ ଥିଲା।

ପ୍ରଥମ ବଂଶାବଳୀ 21:1

ଶଯତାନ ଇଶ୍ରାୟେଲର ବିରୁଦ୍ଧ ରେ ଛିଡ଼ା ହେଲା। ଶଯତାନ ଇଶ୍ରାୟେଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ସେ ଦାଉଦଙ୍କୁ ପ୍ରବର୍ତ୍ତାଇଲା।

ପ୍ରଥମ ବଂଶାବଳୀ 21:12

ଦେଶସାରା ଭୟଙ୍କର ବ୍ଯାଧି ବ୍ଯାପି ୟିବ ଓ ସଦାପ୍ରଭୁଙ୍କର ଦୂତ ଇଶ୍ରାୟେଲ ମଧ୍ଯ ଦଇେ ଯିବେ ଓ ଲୋକମାନଙ୍କୁ ବିନାଶ କରିବେ।' ବର୍ତ୍ତମାନ ୟିଏ ମାେତେ ପଠାଇଥିଲେ ତାଙ୍କ ପାଇଁ କେଉଁ ଉତ୍ତରଟି ନଇୟିବେି ?

ଦିତୀୟ ବଂଶାବଳୀ 19:2

ଦ୍ରଷ୍ଟା ଯହେୂ ଯିହାଶାଫେଟ୍ଙ୍କୁ ଭଟେିବାକୁ ଗଲେ। ଯହେୂଙ୍କର ପିତାଙ୍କର ନାମ ହନାନି ଥିଲା। ଯହେୂ ରାଜା ଯିହାଶାଫେଟ୍କୁ କହିଲେ, ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାୟ୍ଯ କଲ ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସହେି ଲୋକମାନଙ୍କୁ ପ୍ ରମେ କଲ ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କୋର୍ଧ କରିଅଛନ୍ତି।

ଦିତୀୟ ବଂଶାବଳୀ 24:18

ରାଜା ଓ ସହେି ନେତାମାନେ ସଦାପ୍ରଭୁ ପରମେଶ୍ବରଙ୍କର ମନ୍ଦିରକୁ ଅଗ୍ରାହ୍ଯ କଲେ। ସମାନଙ୍କେର ପୂର୍ବପୁରୁଷମାନେ ସଦାପ୍ରଭୁ ପରମେଶ୍ବରଙ୍କର ଅନୁଗମନ କରିଥିଲେ। ସମାନେେ ଆଶରୋ ସ୍ତମ୍ଭ ଓ ଅନ୍ୟ ମୂର୍ତ୍ତିଗୁଡ଼ିକୁ ପୂଜା କଲେ। ପରମେଶ୍ବର ଯିହୁଦାର ଓ ୟିରୁଶାଲମର ଲୋକମାନଙ୍କ ଉପରେ କୋର୍ଧ କଲେ, କାରଣ ରାଜା ଓ ସହେି ନେତାମାନେ ଦୋଷୀ ଥିଲେ।

ଦିତୀୟ ବଂଶାବଳୀ 25:19

ତୁମ୍ଭେ ନିଜକୁ କହିଲା, 'ମୁଁ ଇଦୋମକୁ ପରାଜିତ କରିଦଲେି !' ତୁମ୍ଭେ ଗର୍ବୀ ଓ ଅତ୍ଯନ୍ତ ଦର୍ପୀ। କିନ୍ତୁ ତୁମ୍ଭେ ଗୃହ ରେ ରହିବା ଉଚିତ୍। ତୁମ୍ଭର ଦୁର୍ଭାଗ୍ଯ ଭୋଗିବା ଦରକାର ନାହିଁ। ଯଦି ତୁମ୍ଭେ ମାେ ସହିତ ୟୁଦ୍ଧ କରିବ, ତବେେ ତୁମ୍ଭେ ଓ ଯିହୁଦା ନଷ୍ଟ ହବେ।

ଦିତୀୟ ବଂଶାବଳୀ 26:16

କିନ୍ତୁ ଉଷିୟ ଯେତବେେଳେ ଶକ୍ତିଶାଳୀ ହାଇେ ଉଠିଲେ, ତାଙ୍କର ଗର୍ବ ତାଙ୍କର ବିନାଶର କାରଣ ହେଲା। ସେ ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ହାଇେ ରହିଲେ ନାହିଁ। ସେ ସୁଗନ୍ଧିଧୂପର ବଦେୀ ଉପରେ ସୁଗନ୍ଧିଧୂପ ଜ୍ବଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

ଦିତୀୟ ବଂଶାବଳୀ 32:31

ଥରେ ବାବିଲୀଯ ନେତାମାନେ ହିଜକିଯଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପ୍ ରରଣେ କଲେ। ସହେି ବାର୍ତ୍ତାବାହକମାନେ ଦେଶ ମଧିଅରେ ଘଟିଥିବା ଏକ ଅଦ୍ଭୁତ ଚିହ୍ନ ସମ୍ବନ୍ଧ ରେ ପଚାରିଲେ। ଯେତବେେଳେ ସମାନେେ ଆସିଲେ ସେତବେେଳେ ହିଜକିଯଙ୍କୁ ପରୀକ୍ଷା କରିବା ନିମନ୍ତେ ଓ ହିଜକିଯଙ୍କ ହୃଦଯ ରେ ଯାହା କିଛି ଅଛି, ତାହା ଜାଣିବା ନିମନ୍ତେ ପରମେଶ୍ବର ହିଜକିଯଙ୍କୁ ଏକାକୀ ଛାଡ଼ିଗଲେ।

ଗୀତସଂହିତା 116:12

ସେ କରିଥିବା ମଙ୍ଗଳଦାନର ଫଳସ୍ବରୂପ ମୁଁ ସଦାପ୍ରଭୁଙ୍କୁ କ'ଣ ଦଇପୋରେ ?

ଯିଶାଇୟ 39:1

ସହେି ସମୟରେ ବାବିଲ ରାଜା ବଲଦନର ପୁତ୍ର ମଲୋଦକ୍-ବଲଦନ ହିଜକିଯ ନିକଟକୁ ପତ୍ର ଓ ଦର୍ଶନୀ ପଠାଇଲା। କାରଣ ହିଜକିଯଙ୍କର ଅସୁସ୍ଥତା ଓ ଆରୋଗ୍ୟ ଲାଭ ସେ ଶୁଣିଥିଲା।

ଯିହିଜିକଲ 28:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

ଯିହିଜିକଲ 28:5

ତୁମ୍ଭେ ଆପଣା ମହାଜ୍ଞାନ ଦ୍ବାରା ଓ ବାଣିଜ୍ଯ ଦ୍ବାରା ଆପଣାର ଧନ ବଢ଼ାଇ ଅଛ। ଆଉ ତୁମ୍ଭର ଏହି ଧନ ସକାେଶ ତୁମ୍ଭର ଚିତ୍ତ ଗର୍ବିତ ହାଇେଅଛି।

ଯିହିଜିକଲ 28:17

ତୁମ୍ଭର ସୌନ୍ଦର୍ୟ୍ଯ ହତେୁ ତୁମ୍ଭେ ଅହଙ୍କାରୀ ହାଇେଅଛ। ତୁମ୍ଭର ଜ୍ଞାନ ତୁମ୍ଭର ମହିମା ଦ୍ବାରା ଭ୍ରଷ୍ଟ ହାଇେଅଛି। ମୁଁ ତୁମ୍ଭକୁ ଧୂଳିକୁ ଫିଙ୍ଗି ଦଲେି ଯେପରି ରାଜା ତୁମ୍ଭର ଧ୍ବଂସ ଦେଖିଲେ।

ଦାନିଏଲ 5:20

କିନ୍ତୁ ନବୂଖଦ୍ନିତ୍ସର ଗର୍ବୀ ଏବଂ ଜିଦ୍ଖୋର ହେଲେ। ତେଣୁ ତାଙ୍କର ରାଜ୍ଯ ତାଙ୍କଠାରୁ ନିଆଗଲା। ତା'ପ ରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡି ନିଆଗଲା।

ଦାନିଏଲ 5:23

ଆପଣ ନମ୍ର ହବୋ ପରିବର୍ତେ ସ୍ବର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରେ ୗପ୍ୟ ପାତ୍ର ରେ ଆପଣ, ଆପଣଙ୍କ ଅମାତ୍ଯଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମା ରେ ଦବଗେଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସମାନଙ୍କେର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧିନ, ଆପଣ ସହେି ପରମେଶ୍ବରଙ୍କର ଗୌରବ କରିନାହାଁନ୍ତି।

ଦାନିଏଲ 11:12

ଉତ୍ତରର ରାଜା ହାରିବା ପ ରେ ତାଙ୍କର ସୈନ୍ଯମାନଙ୍କୁ ବନ୍ଦୀକରି ନିଆୟିବ ଓ ଦକ୍ଷିଣ ଦେଶର ରାଜା ଗର୍ବିତ ହାଇେ ହଜାର ହଜାର ସୈନ୍ଯଙ୍କୁ ବଧ କରିବ। ତଥାପି ସେ ନିଯନ୍ତ୍ରଣ ରେ ରହିବ ନାହିଁ।

ହୋଶେୟ 14:2

କ'ଣ କହିବ ସେ ବିଷଯ ରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫରେିଆସ। ତାଙ୍କୁ କୁହ,

ହବକକୂକ 2:4

ଅହଂକାରୀ ବ୍ଯକ୍ତିର ଆତ୍ମା ସଚ୍ଚୋଟ ନୁହେଁ। ସପରେି ଅହଂକାରୀ ଲୋକ ଫୁତ୍କାର ରେ ଉଡିୟାଏ। କିନ୍ତୁ ଧାର୍ମିକଲୋକମାନେ ସମାନଙ୍କେର ବିଶ୍ବାସ ବଳ ରେ ହିଁ ବଞ୍ଚିବେ।

ଲୂକଲିଖିତ ସୁସମାଚାର 17:17

ଯୀଶୁ ଉତ୍ତର ଦେଲେ, ଦଶ ଜଣ ଲୋକ ସୁସ୍ଥ ହେଲେ, ତବେେ ଅନ୍ୟ ନଅ ଜଣ କାହାଁନ୍ତି?

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:7

ମାେତେ ଦିଆଯାଇଥିବା ଆଶ୍ଚର୍ୟ୍ଯଜନକ ପ୍ରତ୍ଯାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ଯଧିକ ଗର୍ବ କରିବି, ସେଥିପାଇଁ ମାେତେ ଶରୀର ରେ ୟନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ବରୂପେ ଏହା ମାେତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମାେତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 3:6

କିନ୍ତୁ ଜଣେ ଅଧ୍ଯକ୍ଷ ନୂତନ ଶିଷ୍ଯ ହାଇେ ନ ଥିବେ। ନୂତନ ବିଶ୍ବାସୀଙ୍କୁ ଅଧ୍ଯକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପା ରେ। ଏଭଳି ପରିସ୍ଥିତି ରେ ତା'ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହାଇେ ଦଣ୍ଡିତ ହବେ।

ପିତରଙ୍କ ପ୍ରଥମ ପତ୍ 5:5

ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।

Interlinear

Choose Theme