Home Bibles ☰ Books ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 3:6 · ଓଡ଼ିଆ ବାଇବେଲ
ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 3:6 · ଓଡ଼ିଆ ବାଇବେଲ

କିନ୍ତୁ ଜଣେ ଅଧ୍ଯକ୍ଷ ନୂତନ ଶିଷ୍ଯ ହାଇେ ନ ଥିବେ। ନୂତନ ବିଶ୍ବାସୀଙ୍କୁ ଅଧ୍ଯକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପା ରେ। ଏଭଳି ପରିସ୍ଥିତି ରେ ତା'ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହାଇେ ଦଣ୍ଡିତ ହବେ।

Cross references

ଦିତୀୟ ବିବରଣ 8:14

ଯେତବେେଳେ ଏପରି ହବେ ସାବଧାନ, ଗର୍ବ କରିବ ନାହିଁ। ଏକଥା ଭକ୍ସ୍ଟଲ ନାହିଁ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମିଶରରକ୍ସ୍ଟ ତୁମ୍ଭମାନଙ୍କୁ ଦାସତ୍ବରକ୍ସ୍ଟ ମକ୍ସ୍ଟକ୍ତ କରିଛନ୍ତି ଓ ମିଶରରକ୍ସ୍ଟ ବାହାର କରି ଆଣିଛନ୍ତି।

ଦିତୀୟ ବିବରଣ 17:20

ତାଙ୍କର ହୃଦଯ ଅହଙ୍କାରି ହବୋ ଉଚିତ୍ ନକ୍ସ୍ଟହଁ। ସେ ନିଯମରକ୍ସ୍ଟ ବିମକ୍ସ୍ଟଖ ହବୋ ଉଚିତ୍ ନକ୍ସ୍ଟହଁ। ନିଯମକକ୍ସ୍ଟ ଠିକ୍ ଭାବରେ ସେ ପାଳନ କରିବା ଉଚିତ୍। ତବେେ ସେ ଓ ତା'ର ଭବିଷ୍ଯତ ବଂଶଧରମାନେ ଇଶ୍ରାୟେଲ ରେ ବହକ୍ସ୍ଟଦିନ ଧରି ରାଜତ୍ବ କରିବେ।

ଦିତୀୟ ରାଜାବଳୀ 14:10

ଏହା ସତ୍ଯ ତୁମ୍ଭେ ଇଦୋମ ଅଧିକାର କରିଛ। ସେଥିପାଇଁ ତୁମ୍ଭେ ଗର୍ବିତ କାରଣ ତୁମ୍ଭେ ଇଦୋମ ଜଯ କରିଛ। ସହେି ଗୌରବ ନଇେ ସନ୍ତୁଷ୍ଟ ହାଇେ ରୁହ। ଆଉ ନିଜ ଉପରେ କ୍ଲେଶ ଆଣ ନାହିଁ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଯିହୁଦାର ସହିତ ପତନ ହବେ।

ଦିତୀୟ ବଂଶାବଳୀ 26:16

କିନ୍ତୁ ଉଷିୟ ଯେତବେେଳେ ଶକ୍ତିଶାଳୀ ହାଇେ ଉଠିଲେ, ତାଙ୍କର ଗର୍ବ ତାଙ୍କର ବିନାଶର କାରଣ ହେଲା। ସେ ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ହାଇେ ରହିଲେ ନାହିଁ। ସେ ସୁଗନ୍ଧିଧୂପର ବଦେୀ ଉପରେ ସୁଗନ୍ଧିଧୂପ ଜ୍ବଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

ଦିତୀୟ ବଂଶାବଳୀ 32:25

କିନ୍ତୁ ହିଜକିଯଙ୍କ ହୃଦଯ ଗର୍ବୀ ଥିଲା, ତେଣୁ ସେ ପରମେଶ୍ବରଙ୍କ ମହାଦୟା ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ନାହିଁ। ଏଥି ନିମନ୍ତେ ପରମେଶ୍ବର ହିଜକିଯ ଓ ଯିହୁଦା ଏବଂ ୟିରୁଶାଲମର ଲୋକଙ୍କ ପ୍ରତି କୋର୍ଧ କଲେ।

ହିତୋପଦେଶ 16:18

ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।

ହିତୋପଦେଶ 18:12

ଗର୍ବୀତ ମନୁଷ୍ଯର ମନ ବିନାଶ ସମ୍ମୁଖ ରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।

ହିତୋପଦେଶ 29:23

ଯଦି ଜଣେ ଲୋକ ଗର୍ବୀ ତବେେ ତାହା ତାକୁ ଧ୍ବଂସ କରିବ। ଯଦି ଜଣେ ଲୋକ ବିନମ୍ର, ତବେେ ସମ୍ମାନ ପାଇବ।

ଯିଶାଇୟ 2:12

ସଦାପ୍ରଭୁଙ୍କର ଏକ ସ୍ଥିରକୃତ ଦିନ ଆସିବ। ସହେିଦିନ ସଦାପ୍ରଭୁ ଅହଙ୍କାରୀ ଓ ଗର୍ବିତ ଲୋକଙ୍କୁ ଦଣ୍ଡ ଦବେେ। ସେତବେେଳେ ସହେି ଗର୍ବିତ ଲୋକମାନେ ନିଜକୁ ବଡ଼ ମନେ କରିବେ ନାହିଁ।

ଯିଶାଇୟ 14:12

ତୁମ୍ଭେ ପ୍ରଭାତୀ ତାରା ସଦୃଶ ଥିଲ। ବର୍ତ୍ତମାନ ତୁମ୍ଭର ପତନ ଘଟିଛି। ଅତୀତ ରେ ସମସ୍ତ ଗୋଷ୍ଠୀ ତୁମ୍ଭ ନିକଟରେ ନତ ହେଉଥିଲେ। କିନ୍ତୁ ବର୍ତ୍ତମାନ ତୁମ୍ଭକୁ ଛଦନେ କରାୟାଇଛି।

ଦାନିଏଲ 11:12

ଉତ୍ତରର ରାଜା ହାରିବା ପ ରେ ତାଙ୍କର ସୈନ୍ଯମାନଙ୍କୁ ବନ୍ଦୀକରି ନିଆୟିବ ଓ ଦକ୍ଷିଣ ଦେଶର ରାଜା ଗର୍ବିତ ହାଇେ ହଜାର ହଜାର ସୈନ୍ଯଙ୍କୁ ବଧ କରିବ। ତଥାପି ସେ ନିଯନ୍ତ୍ରଣ ରେ ରହିବ ନାହିଁ।

ଲୂକଲିଖିତ ସୁସମାଚାର 10:18

ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି।

Interlinear

Choose Theme