କିନ୍ତୁ ହିଜକିଯ ଓ ୟିରୁଶାଲମ ରେ ବାସ କରୁଥିବା ଲୋକମାନେ ସମାନଙ୍କେର ହୃଦଯ ଓ ଜୀବନକୁ ପରିବର୍ତ୍ତିତ କଲେ। ସମାନେେ ନିଜକୁ ନମ୍ର କଲେ ଓ ଆଉ ଗର୍ବ କଲେ ନାହିଁ। ତେଣୁ ହିଜକିଯ ଜୀବିତ ଥିବା ପର୍ୟ୍ଯନ୍ତ ସଦାପ୍ରଭୁ ସମାନଙ୍କେ ଉପରେ କୋରଧ କଲେ।
Cross references
ମାତ୍ର ଲୋକମାନେ ସମାନଙ୍କେର ପାପ ସ୍ବକାର କରି ପାରନ୍ତି ଓ ସମାନେେ ସମାନଙ୍କେ ପୂର୍ବପୁରୁଷମାନଙ୍କର ଅପରାଧ ସ୍ବୀକାର କରିପାରନ୍ତି ଓ ସମାନେେ ଆମ୍ଭ ବିରୁଦ୍ଧ ରେ ପାପ କରିଛନ୍ତି ବୋଲି ସ୍ବୀକାର କରି ପାରନ୍ତି।
ଆହାବକୁ କୁହ, ମୁଁ ସଦାପ୍ରଭୁ କହୁଅଛି, 'ତୁମ୍ଭେ ନାବୋତକୁ ହତ୍ଯା କରିଛ ଓ ତା'ର ଦ୍ରାକ୍ଷାକ୍ଷେତ୍ରକୁ ଅଧିକାର କରିଅଛ, ମୁଁ ସଦାପ୍ରଭୁ କହୁଛି, ଯେଉଁ ସ୍ଥାନ ରେ ନାବୋତର ମୃତ୍ଯୁ ହାଇେଛି, ସହେି ସ୍ଥାନ ରେ ତୁମ୍ଭର ମୃତ୍ଯୁ ହବେ। କୁକୁରମାନେ ନାବୋତର ରକ୍ତକୁ ଯେଉଁ ସ୍ଥାନ ରେ ଗ୍ଭଟି ଖାଇଥିଲେ, ସହେି ସ୍ଥାନ ରେ ତୁମ୍ଭର ରକ୍ତ ମଧ୍ଯ ଗ୍ଭଟିବେ।'
ଆହାବ୍ ତା'ର କୁକର୍ମ ବିଷଯ ରେ ଅନୁତାପ କରି ମାେ ସମ୍ମୁଖ ରେ ନିଜକୁ ନମ୍ର କଲା। ତୁମ୍ଭେ ଏହା ଦେଖୁଅଛ। ଏହି ହତେୁ ମୁଁ ବର୍ତ୍ତମାନ ତା'ର ଜୀବନ ରେ କିଛି ଅମଙ୍ଗଳ ଘଟାଇବାକୁ ଯାଉ ନାହିଁ। ତା'ର ପୁତ୍ର ରାଜା ହବୋ ପର୍ୟ୍ଯନ୍ତ ଅପେକ୍ଷା କରିବି ଏବଂ ତା'ପରେ ତା'ର ପରିବାର ପ୍ରତି ବିପର୍ୟ୍ଯଯ ଆଣିବି।
ତା'ପରେ ଯିଶାଇୟ ହିଜକିଯଙ୍କୁ କହିଲେ, ସଦାପ୍ରଭୁଙ୍କ ବାକ୍ଯ ଶୁଣ।
ଭୟଙ୍କର ଜିନିଷ ଏହି ନିବାସୀ ଓ ଏହି ସ୍ଥାନ ରେ ଘଟିବ। ଏହାଶୁଣି ତୁମ୍ଭର ହୃଦଯ କୋମଳ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଛାମୁ ରେ ନିଜକୁ ନମ୍ର କଲ ଓ ନିଜ ବସ୍ତ୍ର ଚିରିଲ ଓ ମାେ ଛାମୁ ରେ କ୍ରନ୍ଦନ କଲ। ଏଣୁ ମୁଁ ତୁମ୍ଭର ବିନତି ଶୁଣିଲି।'
ସଦାପ୍ରଭୁ ଦେଖିଲେ ଯେ, ସମାନେେ ନିଜକୁ ନମ୍ର କରିଛନ୍ତି। ଏହାପରେ ସଦାପ୍ରଭୁଙ୍କର ବାର୍ତ୍ତା ଶମଯିଯଙ୍କ ନିକଟକୁ ଆସିଲା। ସଦାପ୍ରଭୁ ଶମଯିଯଙ୍କୁ କହିଲେ, ସମାନେେ ନିଜକୁ ନମ୍ର କରିଅଛନ୍ତି। ତେଣୁ ଆମ୍ଭେ ସମାନଙ୍କେୁ ବିନଷ୍ଟ କରିବା ନାହିଁ, କିନ୍ତୁ ଆମ୍ଭେ ସମାନଙ୍କେୁ ଅଳ୍ପ ଉପଶମ ଦବୋ। କିନ୍ତୁ ୟିରୁଶାଲମ ଉପରେ ଆମ୍ଭର କୋରଧ ଢ଼ାଳିବା ନିମନ୍ତେ ଆମ୍ଭେ ଶୀଶକ୍କୁ ବ୍ଯବହାର କରିବା ନାହିଁ।
ତାଙ୍କ ଉପରକୁ ଯେତବେେଳେ ଏହିସବୁ ବିପଦ ଆସିଲା, ମନଃଶି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କଠାରୁ ସାହାୟ୍ଯ ଲୋଡ଼ିଲେ। ମନଃଶି ନିଜକୁ ତାଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ବରଙ୍କ ସମ୍ମୁଖ ରେ ନମ୍ର କଲେ।
ମନଃଶିଙ୍କ ପ୍ରାର୍ଥନା ଓ ପରମେଶ୍ବର କିପରି ତାଙ୍କର ପ୍ରାର୍ଥନା ଶୁଣିଲେ ଓ ତାଙ୍କ ନିମନ୍ତେ ଦୁଃଖିତ ହେଲେ, ତାହା 'ଭବିଷ୍ଯତ୍ବକ୍ତାମାନଙ୍କ ପୁସ୍ତକ' ରେ ଲଖାୟୋଇଅଛି। ମନଃଶିର ସମସ୍ତ ପାପ ଓ ମନ୍ଦକର୍ମ ଏବଂ ସହେି ଉଚ୍ଚସ୍ଥାନଗୁଡ଼ିକ ଯାହା ସେ ନିର୍ମାଣ କରିଥିଲେ, ଆଶରୋ ସ୍ତମ୍ଭମାନ ଏବଂ ମୂର୍ତ୍ତିଗୁଡ଼ିକ ଯାହା ସେ ପୂର୍ବରୁ ସ୍ଥାପନ କରିଥିଲେ ଓ ସମ୍ମାନ କରିଥିଲେ, ସହେିସବୁ ଭବିଷ୍ଯତ୍ବକ୍ତାମାନଙ୍କ ପୁସ୍ତକ ରେ ଲଖାୟୋଇଅଛି।
ଆମାେନ୍ ତାଙ୍କର ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖ ରେ ନିଜକୁ ନମ୍ର କଲେ ନାହିଁ। କିନ୍ତୁ ଆମାେନ୍ ଆହୁରି ଅଧିକରୁ ଅଧିକ ପାପ କଲେ।
'ଯେତବେେଳେ ତୁମ୍ଭମାନେେ ଏହି ସ୍ଥାନ ବିଷଯ ରେ ଓ ଏଠା ରେ ବାସ କରୁଥିବା ଲୋକମାନଙ୍କ ବିଷଯ ରେ ପରମେଶ୍ବରଙ୍କର ବାର୍ତ୍ତା ଶୁଣିଲ, ତୁମ୍ଭମାନେେ ଦୁଃଖ କଲ, ପରମେଶ୍ବରଙ୍କ ଆଗ ରେ ନିଜକୁ ନମଯ କଲ ଏବଂ ଦୁଃଖ ରେ ନିଜର ବସ୍ତ୍ରକୁ ଚିରି ପକାଇଲ। ଆମ୍ଭେ ତାହା ଦେଖିଲୁ, ସଦାପ୍ରଭୁ କହନ୍ତି।
ଆମ୍ଭେ ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ନିକଟକୁ ନଇୟିବେ। ତୁମ୍ଭେ ତୁମ୍ଭର କବରକୁ ଶାନ୍ତି ରେ ୟିବ। ଆମ୍ଭେ ଏହି ସ୍ଥାନ କି ଏଠା ରେ ବାସ କରୁଥିବା ଲୋକମାନଙ୍କ ଉପରେ ଯେଉଁ ବିପଦ ଆଣିବା, ତାହା ତୁମ୍ଭକୁ ଦେଖିବାକୁ ପଡ଼ିବ ନାହିଁ। ହିଲ୍କିଯ ଓ ରାଜାଙ୍କ ସବେକମାନେ ଏହି ବାର୍ତ୍ତାସବୁ ରାଜା ଯୋଶିୟଯଙ୍କ ନିକଟକୁ ଆଣିଲେ।
ଦେଖ, ଏକ ସମୟ ଆସୁଛି ଯେତବେେଳେ ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ଯ ଓ ଆଜି ପର୍ୟ୍ଯନ୍ତ ସଞ୍ଚିତ ତୁମ୍ଭ ପୂର୍ବପୁରୁଷଙ୍କ ଦ୍ରବ୍ଯ ବାବିଲକୁ ନିଆୟିବ।' ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି କୌଣସି ଦ୍ରବ୍ଯ ଛଡ଼ାୟିବ ନାହିଁ।
ଯିହୁଦାର ରାଜା ହିଜକିଯଙ୍କ ସମୟରେ ମେ ରେଷ୍ଟୀଯର ମୀଖା ଭବିଷ୍ଯଦବାକ୍ଯ ପ୍ରଚାର କଲା, ଆଉ ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା,
ଯିହୁଦାର ରାଜା ହିଜକିଯ ଓ ଯିହୁଦାର ସମସ୍ତ ଲୋକ ମୀଖାକୁ ବଧ କରି ନ ଥିଲେ। ହିଜକିଯ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ। ତେଣୁ ସଦାପ୍ରଭୁ ସମାନଙ୍କେ ବିରୁଦ୍ଧ ରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ ସେ ନିବୃତ୍ତ ହେଲେ। ଯଦି ଆମ୍ଭମାନେେ ଯିରିମିୟଙ୍କ ପ୍ରତି କିଛି କରୁ, ତବେେ ଆମ୍ଭମାନଙ୍କ ପ୍ରାଣର ପ୍ରତିକୂଳ ରେ ଅମଙ୍ଗଳ କରୁଅଛୁ।
ପ୍ରଭୁଙ୍କ ଆଗ ରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ।