Home Bibles ଦିତୀୟ ବଂଶାବଳୀ 32:24 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 32:24 · ଓଡ଼ିଆ ବାଇବେଲ

ସହେି ଦିନମାନଙ୍କର ହିଜକିଯ ଗୁରୁତ୍ବର ଭାବରେ ଅସୁସ୍ଥ ହେଲେ ଓ ମରଣାପନ୍ନ ହେଲେ। ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ହିଜକିଯଙ୍କୁ କଥା କହିଲେ ଓ ଗୋଟିଏ ଚିହ୍ନ ଦେଲେ।

Cross references

ଦିତୀୟ ରାଜାବଳୀ 20:1

ସେ ସମୟରେ ହିଜକିଯ ଅସୁସ୍ଥ ହେଲେ ଏବଂ ମୃତ୍ଯୁବରଣ କରିବା ଉପରେ ହେଲେ। ଭବିଷ୍ଯଦ୍ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, ସଦାପ୍ରଭୁ କହନ୍ତି, 'ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ଯମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚଯ ମରିବ।'

ଦିତୀୟ ରାଜାବଳୀ 20:11

ତା'ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଏଥି ରେ ସଦାପ୍ରଭୁ ଛାଯା କଲେ ଯେ, ଦଶ ପାଉଣ୍ତ ଆଗକୁ ୟାଇ ପଛକୁ ଘୁଞ୍ଚି ଆସିଲ।

ଦିତୀୟ ରାଜାବଳୀ 20:20

ହିଜକିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ଯକୁ ଜଳ ଆଣିଲେ, ଏ ସମସ୍ତ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ଯିଶାଇୟ 38:1

ସହେି ସମୟରେ ହିଜକିଯ ସାଂଘାତିକ ରୋଗ ରେ ପୀଡ଼ିତ ହେଲେ। ତେଣୁ ଆମାେସଙ୍କ ପୁତ୍ର ଭବିଷ୍ଯତ୍ ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ,

ଯିଶାଇୟ 38:21

ତା'ପ ରେ ଯିଶାଇୟ ହିଜକିଯଙ୍କୁ କହିଲେ, ତୁମ୍ଭେ ଡ଼ିମ୍ବିରିକୁ ଏକତ୍ର ଛଚେ ଏବଂ ତୁମ୍ଭର କ୍ଷତ ରେ ଲଗାଅ। ତାହା ହେଲେ ତୁମ୍ଭେ ଆରୋଗ୍ୟ ଲାଭ କରିବ।'

Interlinear

Choose Theme