Home Bibles ପ୍ରଥମ ଶାମୁୟେଲ 11:8 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 11:8 · ଓଡ଼ିଆ ବାଇବେଲ

ଶାଉଲ ବସକରେେ ଲୋକମାନଙ୍କୁ ଏକାଠି କଲେ। ସଠାେରେ ଇଶ୍ରାୟେଲରକ୍ସ୍ଟ 3,00,000 ଲୋକ ୟିହକ୍ସ୍ଟଦାରକ୍ସ୍ଟ 30,000 ଲୋକ ଉପସ୍ଥିତ ହେଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 1:4

ତା'ପରେ ୟିହକ୍ସ୍ଟଦାର ଲୋକ ଆକ୍ରମଣ କରିବାକୁ ଗଲେ। କିଣାନୀଯ ଓ ପରିଷୀଯମାନଙ୍କୁ ସଦାପ୍ରଭୁ ୟିହକ୍ସ୍ଟଦାର ଲୋକମାନଙ୍କୁ ସମର୍ପଣ କଲେ। ଏବଂ ୟିହକ୍ସ୍ଟଦାର ଲୋକମାନେ 10,000 ଲୋକଙ୍କକ୍ସ୍ଟ ବଷେକରେ ହତ୍ଯା କଲେ।

ବିଚାରକର୍ତାମାନଙ୍କ ବିବରଣ 20:2

ଇଶ୍ରାୟେଲ ପରିବାରବର୍ଗର ସମସ୍ତ ଅଧିପତିମାନେ ସଠାେରେ ଏକତ୍ରୀତ ହେଲେ। ପରମେଶ୍ବରଙ୍କ ଲୋକଗଣର ସହେି ସମାଜ ରେ ରହିଲେ। ଖଡ୍ଗଧାରୀ, ପଦାତିକ ଉପସ୍ଥିତ ଥିଲେ। ଏମାନେ ଥିଲେ 4,00,000।

ପ୍ରଥମ ଶାମୁୟେଲ 13:15

ଶାଉଲ ଏବଂ ତାଙ୍କ ଅବଶିଷ୍ଟ ସୈନ୍ଯ ଗିଲଗଲ ପରିତ୍ଯାଗ କଲେ। ସମାନେେ ବିନ୍ଯାମୀନ ଦଇେ ଗିବିଯାକକ୍ସ୍ଟ ୟାତ୍ରା କଲେ। ଶାଉଲ ଗଣନା କଲେ ଓ ପାଇଲେ ଯେ, ସେ ପର୍ୟ୍ଯନ୍ତ ତାଙ୍କ ସହ 600 ଲୋକ ଅଛନ୍ତି।

ପ୍ରଥମ ଶାମୁୟେଲ 15:4

ଶାଉଲ ଟଲାଯୀମ୍ ରେ ସୈନ୍ଯ ଏକଜକ୍ସ୍ଟଟ କଲେ। ସଠାେରେ 2,00,000 ପଦାତିକ ଓ ଅନ୍ଯାନ୍ଯ 10,000 ଲୋକ ୟିହକ୍ସ୍ଟଦାର ଥିଲେ।

ଦିତୀୟ ଶାମୁୟେଲ 24:9

ଯୋୟାବ ରାଜାଙ୍କକ୍ସ୍ଟ ଗଣନାର ଚିଠା ଦେଲେ। ଇଶ୍ରାୟେଲ ରେ ଖଡ୍ଗଧାରୀ 8,00,000 ବଳବାନ ଲୋକ ଓ ୟିହକ୍ସ୍ଟଦାର 5 ,00,000 ଲୋକ ଥିଲେ।

ଦିତୀୟ ରାଜାବଳୀ 3:6

ସେତବେେଳେ ରାଜା ଯିହାରୋମ୍ ଶମରିଯାରୁ ୟାଇ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏକତ୍ର କଲେ।

ଦିତୀୟ ବଂଶାବଳୀ 17:12

ଯିହାଶାଫେଟ୍ କ୍ରମେ ଅଧିକରୁ ଅଧିକ ପରାକ୍ରମୀ ହାଇେ ଉଠିଲେ। ସେ ଯିହୁଦା ଦେଶ ରେ ଅନକେ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ।

Interlinear

Choose Theme