Home Bibles ଦିତୀୟ ବଂଶାବଳୀ 17:12 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 17:12 · ଓଡ଼ିଆ ବାଇବେଲ

ଯିହାଶାଫେଟ୍ କ୍ରମେ ଅଧିକରୁ ଅଧିକ ପରାକ୍ରମୀ ହାଇେ ଉଠିଲେ। ସେ ଯିହୁଦା ଦେଶ ରେ ଅନକେ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ।

Cross references

ପ୍ରଥମ ବଂଶାବଳୀ 29:25

ସଦାପ୍ରଭୁ ଶଲୋମନଙ୍କୁ ଅତି ମହାନ୍ କଲେ। ଇଶ୍ରାୟେଲର ସମସ୍ତ ଲୋକ ଜାଣିଥିଲେ ଯେ, ସଦାପ୍ରଭୁ ହିଁ ଶଲୋମନଙ୍କୁ ମହାନ୍ କରିଅଛନ୍ତି। ସଦାପ୍ରଭୁ ଶଲୋମନଙ୍କୁ ରାଜୋଚିତ ସମ୍ମାନ ପ୍ରଦାନ କଲେ। ଶଲୋମନଙ୍କ ପୂର୍ବରୁ ଇଶ୍ରାୟେଲର କୌଣସି ରାଜା ଏହିପରି ସମ୍ମାନ ପାଇ ନ ଥିଲେ।

ଦିତୀୟ ବଂଶାବଳୀ 8:2

ଏହାପରେ ହୂରମ ରାଜା ଦଇେଥିବା ସହରଗୁଡ଼ିକୁ ଶଲୋମନ ଆଉଥରେ ନିର୍ମାଣ କଲେ। ଆଉ ଶଲୋମନ ଏହି ସହରଗୁଡ଼ିକରେ ବାସ କରିବା ନିମନ୍ତେ କିଛି ଇଶ୍ରାୟେଲୀୟ ଲୋକଙ୍କୁ ଅନୁମତି ଦେଲେ।

ଦିତୀୟ ବଂଶାବଳୀ 8:4

ଶଲୋମନ ମଧ୍ଯ ମରୁଭୂମି ମଧିଅରେ ତଦ୍ ମାେର୍ ସହର ନିର୍ମାଣ କଲେ। ସେ ପ୍ରତିରକ୍ଷା ନିମନ୍ତେ ହମାତ୍ ରେ ସମସ୍ତ ସହର ନିର୍ମାଣ କଲେ।

ଦିତୀୟ ବଂଶାବଳୀ 8:6

ଏବଂ ଶଲୋମନ ବାଲତ୍ ସହର ଓ ଅନ୍ୟ ନଗରଗୁଡ଼ିକୁ ସୁଦୃଢ଼ କରିଥିଲେ, ଯେଉଁଠା ରେ ସେ ସୈନ୍ଯମାନଙ୍କ ଛାଉଣୀ ପକାଇଥିଲେ। ସେ ଆହୁରି ଅନକେ ନଗରସବୁ ନିର୍ମାଣ କଲେ, ଯେଉଁଠା ରେ ୟୁଦ୍ଧରଥ ସବୁ ରଖା ଯାଉଥିଲା ଓ ଅଶ୍ବାରୋହୀମାନେ ବାସ କରୁଥିଲେ। ଶଲୋମନ ୟିରୁଶାଲମ, ଲିବାନୋନ ରେ ଓ ସେ ରାଜା ଥିବା ସମସ୍ତ ଦେଶ ରେ ଯାହା ନିର୍ମାଣ କରିବାକୁ ଚାହିଁଲେ, ତାହା ନିର୍ମାଣ କଲେ।

ଦିତୀୟ ବଂଶାବଳୀ 11:5

ରିହବିଯାମ୍ ୟିରୁଶାଲମ ରେ ବାସ କଲେ। ସେ ଆକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯିହୁଦାର ଦୃଢ଼ ନଗରମାନ ନିର୍ମାଣ କଲେ।

ଦିତୀୟ ବଂଶାବଳୀ 11:11

ଯେତବେେଳେ ରିହବିଯାମ୍ ସହେି ନଗର ଗୁଡ଼ିକୁ ଦୃଢ଼ କଲେ, ସେ ସଠାେରେ ସନୋଧ୍ଯକ୍ଷମାନଙ୍କୁ ସ୍ଥାପନ କଲେ। ସେ ସହେି ନଗରଗୁଡ଼ିକୁ ଖାଦ୍ୟ, ତୈଳ ଓ ଦ୍ରାକ୍ଷାରସ ମଧ୍ଯ ଯୋଗଣ କଲେ।

ଦିତୀୟ ବଂଶାବଳୀ 11:12

ଆହୁରି ମଧ୍ଯ, ରିହବିଯାମ୍ ପ୍ରେତ୍ୟକକ ନଗର ରେ ଢ଼ାଲ ଓ ବର୍ଚ୍ଛାମାନ ଗଚ୍ଛିତ ରଖିଲେ ଓ ନଗରଗୁଡ଼ିକୁ ଅତ୍ଯନ୍ତ ଦୃଢ଼ କଲେ। ରିହବିଯାମ୍ ଯିହୁଦା ଓ ବିନ୍ଯାମୀନର ନଗର ଓ ତାହାର ଲୋକମାନଙ୍କୁ ନିଜ ଅଧୀନ ରେ ରଖିଲେ।

ଦିତୀୟ ବଂଶାବଳୀ 14:6

ଯିହୁଦା ରେ ଶାନ୍ତି ଥିବା ସମୟରେ ଆସା ଯିହୁଦା ରେ ଦୃଢ଼ ନଗରମାନ ସ୍ଥାପନ କଲେ। ସଦାପ୍ରଭୁ ତାଙ୍କୁ ଶାନ୍ତି ପ୍ରଦାନ କରିଥିବାରୁ ସହେି ବର୍ଷଗୁଡ଼ିକରେ କୌଣସି ୟୁଦ୍ଧ ହାଇେ ନ ଥିଲା।

ଦିତୀୟ ବଂଶାବଳୀ 18:1

ଯିହାଶାଫେଟ୍ଙ୍କର ପ୍ରଚୁର ଧନସମ୍ପଦ ଓ ପ୍ରତିପତ୍ତି ଥିଲା। ସେ ରାଜା ଆହାବଙ୍କ କନ୍ଯାକୁ ବିବାହ କରି ତାଙ୍କ ସହିତ ଏକ ଚୁକ୍ତି କଲା।

ଦିତୀୟ ବଂଶାବଳୀ 26:6

ଉଷିୟ ପଲେଷ୍ଟୀୟ ଲୋକମାନଙ୍କ ବିରୁଦ୍ଧ ରେ ଗୋଟିଏ ୟୁଦ୍ଧ କଲେ। ସେ ଗାଥ୍, ଯବ୍ନିର ଓ ଅସ୍ଦୋଦ୍ ସହରର ଚତୁର୍ଦ୍ଦିଗ ରେ ଥିବା ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ଉଷିୟ ଅସ୍ଦୋଦ୍ ସହର ନିକଟରେ ଓ ଅନ୍ଯାନ୍ଯ ସ୍ଥାନ ରେ ପଲେଷ୍ଟୀୟ ଲୋକମାନଙ୍କ ମଧିଅରେ ସହରମାନ ନିର୍ମାଣ କଲେ।

ଦିତୀୟ ବଂଶାବଳୀ 26:10

ଉଷିୟ ମରୁଭୂମି ମଧିଅରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ଯ, ସେ ଅନକେ କୂପ ଖାେଳିଲେ। ପାର୍ବତ୍ଯମଯ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ଯାଞ୍ଚଳ ଓ ଉତ୍ତମ ଶସ୍ଯ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କ ରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନବୋ ନିମନ୍ତେ ସେ ଲୋକମାନଙ୍କୁ ନିୟୁକ୍ତି କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।

ଦିତୀୟ ବଂଶାବଳୀ 27:4

ଯୋଥମ୍ ଯିହୁଦାର ପାର୍ବତ୍ଯାଞ୍ଚଳମାନଙ୍କ ରେ ମଧ୍ଯ ସହରସବୁ ନିର୍ମାଣ କଲେ। ଯୋଥମ୍ ଅରଣ୍ଯ ମଧିଅରେ ଦୃଢ଼ ଦୁର୍ଗ ଓ ଗଡ଼ମାନ ନିର୍ମାଣ କଲେ।

ଦିତୀୟ ବଂଶାବଳୀ 32:5

ହିଜକିଯ ୟିରୁଶାଲମକୁ ଆହୁରି ଦୃଢ଼ କଲେ। ସେ ତାହା ଏହି ପ୍ରକାର କଲେ ; ସେ ପ୍ରାଚୀରର ଉଚ୍ଚସ୍ଥାନ ସବୁ ପୁନଃନିର୍ମାଣ କଲେ। ସେ ପ୍ରାଚୀର ଉପରେ ଦୁର୍ଗ ନିର୍ମାଣ କଲେ। ସେ ପ୍ରଥମ ପ୍ରାଚୀରର ବାହ୍ଯ ଭାଗ ରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ। ସେ ୟିରୁଶାଲମ ପ୍ରାଚୀନ ଅଂଶର ପୂର୍ବକୁ ଏକ ଶକ୍ତିଶାଳୀ ସ୍ଥାନ ପୁନଃନିର୍ମାଣ କଲେ। ସେ ଅନକେ ଅସ୍ତ୍ର ଓ ଢ଼ାଲମାନ ନିର୍ମାଣ କଲେ।

ଦିତୀୟ ବଂଶାବଳୀ 32:27

ହିଜକିଯ ଅନକେ ଧନସଂପଦ ଓ ସମ୍ମାନ ଲାଭ କଲେ। ସେ ରୂପା, ସୁନା, ବହୁମୂଲ୍ଯ ମଣିମୁକ୍ତା, ମସଲା, ଢ଼ାଲ ଓ ସମସ୍ତ ପ୍ରକାର ଦ୍ରବ୍ଯ ରଖିବା ନିମନ୍ତେ ସ୍ଥାନସବୁ ନିର୍ମାଣ କଲେ।

Interlinear

Choose Theme