ପ୍ରଥମ ଶାମୁୟେଲ 15:4 · ଓଡ଼ିଆ ବାଇବେଲ
ଶାଉଲ ଟଲାଯୀମ୍ ରେ ସୈନ୍ଯ ଏକଜକ୍ସ୍ଟଟ କଲେ। ସଠାେରେ 2,00,000 ପଦାତିକ ଓ ଅନ୍ଯାନ୍ଯ 10,000 ଲୋକ ୟିହକ୍ସ୍ଟଦାର ଥିଲେ।
Cross references
ଯିହୋଶୂୟ 15:24
ସୀଫ, ଟଲେମ୍, ବାଲୋତ୍,
ପ୍ରଥମ ଶାମୁୟେଲ 11:8
ଶାଉଲ ବସକରେେ ଲୋକମାନଙ୍କୁ ଏକାଠି କଲେ। ସଠାେରେ ଇଶ୍ରାୟେଲରକ୍ସ୍ଟ 3,00,000 ଲୋକ ୟିହକ୍ସ୍ଟଦାରକ୍ସ୍ଟ 30,000 ଲୋକ ଉପସ୍ଥିତ ହେଲେ।
ପ୍ରଥମ ଶାମୁୟେଲ 13:15
ଶାଉଲ ଏବଂ ତାଙ୍କ ଅବଶିଷ୍ଟ ସୈନ୍ଯ ଗିଲଗଲ ପରିତ୍ଯାଗ କଲେ। ସମାନେେ ବିନ୍ଯାମୀନ ଦଇେ ଗିବିଯାକକ୍ସ୍ଟ ୟାତ୍ରା କଲେ। ଶାଉଲ ଗଣନା କଲେ ଓ ପାଇଲେ ଯେ, ସେ ପର୍ୟ୍ଯନ୍ତ ତାଙ୍କ ସହ 600 ଲୋକ ଅଛନ୍ତି।
ଦିତୀୟ ରାଜାବଳୀ 3:6
ସେତବେେଳେ ରାଜା ଯିହାରୋମ୍ ଶମରିଯାରୁ ୟାଇ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏକତ୍ର କଲେ।