Home Bibles ଦିତୀୟ ଶାମୁୟେଲ 24:9 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 24:9 · ଓଡ଼ିଆ ବାଇବେଲ

ଯୋୟାବ ରାଜାଙ୍କକ୍ସ୍ଟ ଗଣନାର ଚିଠା ଦେଲେ। ଇଶ୍ରାୟେଲ ରେ ଖଡ୍ଗଧାରୀ 8,00,000 ବଳବାନ ଲୋକ ଓ ୟିହକ୍ସ୍ଟଦାର 5 ,00,000 ଲୋକ ଥିଲେ।

Cross references

ଗଣନା ପୁସ୍ତକ 1:44

ମାଶାେ, ହାରୋଣ ଓ ଇଶ୍ରାୟେଲର ବାର ଜଣ ଅଧିପତି ଏହି ଲୋକମାନଙ୍କୁ ଗଣନା କଲେ। ପ୍ରେତ୍ୟକକ ପିତୃଗୃହ ନିମନ୍ତେ ଜଣେ ଜଣେ ଅଧିପତି ସମାନଙ୍କେୁ ଗଣନା କଲେ।

ପ୍ରଥମ ବଂଶାବଳୀ 21:5

ଓ ଦାଉଦଙ୍କୁ ଲୋକମାନଙ୍କର ସଂଖ୍ଯା ଜଣାଇଲେ। ଇଶ୍ରାୟେଲ ମଧିଅରେ ଖଡ୍ଗ ବ୍ଯବହାର କରୁଥିବା 11,00,000 ଜଣ ଲୋକ ଥିଲେ। ଯିହୁଦା ରେ ଖ' ବ୍ଯବହାର କରୁଥିବା 4,70,000 ଜଣ ଲୋକ ଥିଲେ।

ପ୍ରଥମ ବଂଶାବଳୀ 27:23

ଦାଉଦ ଇଶ୍ରାୟେଲର ଲୋକମାନଙ୍କୁ ଗଣିବା ନମସ୍ତେ ସ୍ଥିର କଲେ। ସଠାେରେ ବହୁତ ଅଧିକ ଲୋକ ଥିଲେ, କାରଣ ପରମେଶ୍ବର ପ୍ରତିଜ୍ଞା କରିଥିଲେ ଯେ, ସେ ଇଶ୍ରାୟେଲର ଲୋକମାନଙ୍କୁ ଆକାଶର ତାରାଗଣ ତୁଲ୍ଯ ଅଗଣ୍ଯ କରିବେ। ତେଣୁ ଦାଉଦ କବଳେ 20 ବର୍ଷ ବଯସ୍କ ଓ ତଦୁଦ୍ଧର୍‌ବ ବଯସର ଲୋକଙ୍କୁ ଗଣନା କଲେ।

Interlinear

Choose Theme