Home Bibles ☰ Books ପ୍ରଥମ ଶାମୁୟେଲ 11:7 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 11:7 · ଓଡ଼ିଆ ବାଇବେଲ

ଶାଉଲ ହଲେ ବଳଦ ଆଣି ସମାନଙ୍କେୁ ଖଣ୍ତ ଖଣ୍ତ କରି କାଟିଲେ। ତା'ପରେ ସେ ଟକ୍ସ୍ଟକକ୍ସ୍ଟରାଗୁଡିକୁ ଦୂତଗଣକକ୍ସ୍ଟ ଦେଲେ। ସେ ଏହା ଇଶ୍ରାୟେଲୀୟଙ୍କୁ ସତର୍କ କରିବା ପାଇଁ ଦେଲେ। ସେ ଏକ ବାର୍ତ୍ତା ପଠାଇଲେ, ଯଦି କହେି ଶାଉଲ ଏବଂ ଶାମୁୟେଲଙ୍କୁ ଅନକ୍ସ୍ଟସରଣ ନକରନ୍ତି, ତବେେ ସମାନଙ୍କେର ଗାଈଗୁଡିକୁ ଏପରି ଖଣ୍ତ ଖଣ୍ତ କରି ଦିଆୟିବ।

Cross references

ଆଦି ପୁସ୍ତକ 35:5

ଯାକୁବ ଏବଂ ତାଙ୍କର ପରିବାର ସହେି ସ୍ଥାନ ପରିତ୍ଯାଗ କଲେ। ସହେି ନଗରର ଚତୁଃପାଶର୍ବର ଲୋକମାନେ ସମାନଙ୍କେୁ ବହୁତ ଭୟ କରୁଥିଲେ। ସହେି ଯେଉଁ ଲୋକମାନେ ତାଙ୍କର ପୁତ୍ରମାନଙ୍କୁ ଅନୁସରଣ ଏବଂ ହତ୍ଯା କରିବାକୁ ଅପେକ୍ଷା କରିଥିଲେ, ଏଥିରୁ କ୍ଷାନ୍ତ ହେଲେ।

ବିଚାରକର୍ତାମାନଙ୍କ ବିବରଣ 19:29

ଏହାପରେ ସେ ନିଜ ଗୃହ ରେ ପହଁଞ୍ଚି ଗୋଟିଏ ଛକ୍ସ୍ଟରୀ ନଇେ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜା ଅନକ୍ସ୍ଟସା ରେ ବାର ଖଣ୍ତ ରେ ବିଭକ୍ତ କରି ଇଶ୍ରାୟେଲର ସମସ୍ତ ଅଞ୍ଚଳକକ୍ସ୍ଟ ପଠାଇଲା।

ବିଚାରକର୍ତାମାନଙ୍କ ବିବରଣ 20:1

ଏଣୁ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ। ସମାନେେ ସମସ୍ତେ ମିସ୍ପୀ ରେ ସଦାପ୍ରଭୁଙ୍କଠା ରେ ଏକତ୍ରୀତ ହେଲେ। ଇଶ୍ରାୟେଲୀୟମାନେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଓ ଗିଲିଯଦଠାରକ୍ସ୍ଟ ମଧ୍ଯ ଆସିଲେ।

ବିଚାରକର୍ତାମାନଙ୍କ ବିବରଣ 21:5

ଏହାପରେ ସମାନେେ ପଚାରିଲେ, ଯେଉଁ ପରିବାରବର୍ଗଟି ଯାହା ସଦାପ୍ରଭୁଙ୍କ ଆଡେ ଫରେିଲା ନାହିଁ? ସମାନେେ ଏହି ପ୍ରଶ୍ନ ପଚାରିଲେ କାରଣ ସମାନେେ ଏକ ଗମ୍ଭୀର ଶପଥ କରିଥିଲେ। ସମାନେେ ସହେି ଲୋକମାନଙ୍କ ହତ୍ଯା କରିବାକୁ ପ୍ରତିଜ୍ଞା କରିଥିଲେ, ଯେଉଁମାନେ ଦର୍ଶନ କରିବାକୁ ସଦାପ୍ରଭୁଙ୍କୁ ମିସ୍ପୀକକ୍ସ୍ଟ ଆସିଲେ ନାହିଁ।

ଦିତୀୟ ବଂଶାବଳୀ 14:14

ଆସା ଓ ତାଙ୍କର ସୈନ୍ଯଦଳ ଗରାର୍ର ନିକଟସ୍ଥ ସମସ୍ତ ସହର ଉପରେ ବିଜଯଲାଭ କଲେ। ସହେି ସହରଗୁଡ଼ିକରେ ବାସ କରୁଥିବା ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ। ସହେି ସହରଗୁଡ଼ିକରେ ଅନକେ ବହୁମୂଲ୍ଯ ପଦାର୍ଥମାନ ରହିଥିଲା। ଆସାଙ୍କ ସୈନ୍ଯଦଳ ସହେି ସହରଗୁଡ଼ିକରୁ ସହେି ସମସ୍ତ ବହୁମୂଲ୍ଯ ପଦାର୍ଥଗୁଡ଼ିକୁ ନଇଗେଲେ।

ଦିତୀୟ ବଂଶାବଳୀ 17:10

ଯିହୁଦା ନିକଟସ୍ଥ ଦେଶଗୁଡ଼ିକ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ସେଥି ନିମନ୍ତେ ସମାନେେ ଯିହାଶାଫେଟ୍ଙ୍କ ବିରୁଦ୍ଧ ରେ ୟୁଦ୍ଧ ଆରମ୍ଭ କଲେ ନାହିଁ।

ଦିତୀୟ ବଂଶାବଳୀ 19:7

ବର୍ତ୍ତମାନ ତୁମ୍ଭମାନେେ ପ୍ରେତ୍ୟକକ ସଦାପ୍ରଭୁଙ୍କୁ ନିତାନ୍ତ ଭୟ କରିବ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ନ୍ଯାଯବାନ ଅଟନ୍ତି, ତେଣୁ ତୁମ୍ଭମାନେେ ଯାହା କର, ସେ ବିଷଯ ରେ ବିଶଷେ ସାବଧାନ ହୁଅ। ସଦାପ୍ରଭୁ କୌଣସି ମନୁଷ୍ଯକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ବ ଦିଅନ୍ତି ନାହିଁ। ଆଉ, ସେ ତାଙ୍କର ନିଷ୍ପତ୍ତି ବଦଳାଇବାକୁ ଲାଞ୍ଚ ନିଅନ୍ତି ନାହିଁ।

ଯିଶାଇୟ 8:13

ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ତୁମ୍ଭେ କବଳେ ଭୟ କର। ତାଙ୍କୁ ହିଁ କବଳେ ଭକ୍ତି କରିବ। ସହେି ହେଉଛନ୍ତି ଏକମାତ୍ର ଯାହାଙ୍କୁ ତୁମ୍ଭେ ଭୟକର।

Interlinear

Choose Theme