ପ୍ରଥମ ଶାମୁୟେଲ 13:15 · ଓଡ଼ିଆ ବାଇବେଲ
ଶାଉଲ ଏବଂ ତାଙ୍କ ଅବଶିଷ୍ଟ ସୈନ୍ଯ ଗିଲଗଲ ପରିତ୍ଯାଗ କଲେ। ସମାନେେ ବିନ୍ଯାମୀନ ଦଇେ ଗିବିଯାକକ୍ସ୍ଟ ୟାତ୍ରା କଲେ। ଶାଉଲ ଗଣନା କଲେ ଓ ପାଇଲେ ଯେ, ସେ ପର୍ୟ୍ଯନ୍ତ ତାଙ୍କ ସହ 600 ଲୋକ ଅଛନ୍ତି।
Cross references
ପ୍ରଥମ ଶାମୁୟେଲ 13:2
ଶାଉଲ ଇଶ୍ରାୟେଲରକ୍ସ୍ଟ 3,000 ପୁରୁଷମାନଙ୍କୁ ନିର୍ବାଚିତ କଲେ। ଏମାନଙ୍କ ମଧ୍ଯରକ୍ସ୍ଟ 2,000 ମିକ୍ମସ୍ ରେ ବୈଥେଲ୍ର ପାର୍ବତ୍ଯ ଅଞ୍ଚଳ ଶାଉଲଙ୍କ ସହ ରହିଲେ। ଏବଂ 1,000 ଗିବିଯାର ଯୋନାଥନ ସହିତ ବିନ୍ଯାମୀନର ଭୂମିରେ ଅବଶିଷ୍ଟ ରହିଲେ। ସେ ଅବଶିଷ୍ଟ ସୈନ୍ଯମାନଙ୍କୁ ଆପଣା ଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିବାକୁ ଆଦେଶ ଦେଲେ।
ପ୍ରଥମ ଶାମୁୟେଲ 13:6
ଇଶ୍ରାୟେଲୀୟମାନେ ଆପଣାମାନଙ୍କ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗକ୍ସ୍ଟମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ଯାନ୍ଯ ଗାତ୍ର ରେ ଆତ୍ମଗୋପନ କଲେ।
ପ୍ରଥମ ଶାମୁୟେଲ 14:2
ସେ ସମୟରେ ଶାଉଲ ଗିବିଯାର ପ୍ରାନ୍ତଭାଗ ରେ ମିଗ୍ରୋଣସ୍ଥ ଡାଳିମ୍ବଗଛ ମୂଳ ରେ ଥିଲେ। ପ୍ରାଯତଃ 600 ଲୋକ ତାଙ୍କ ପାଖ ରେ ଥିଲେ।