Home Bibles ହିତୋପଦେଶ 29:23 · ଓଡ଼ିଆ ବାଇବେଲ
ହିତୋପଦେଶ 29:23 · ଓଡ଼ିଆ ବାଇବେଲ

ଯଦି ଜଣେ ଲୋକ ଗର୍ବୀ ତବେେ ତାହା ତାକୁ ଧ୍ବଂସ କରିବ। ଯଦି ଜଣେ ଲୋକ ବିନମ୍ର, ତବେେ ସମ୍ମାନ ପାଇବ।

Cross references

ଦିତୀୟ ବିବରଣ 8:2

ଆଉ ତୁମ୍ଭମାନେେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯେଉଁ ଚାଳିଶ ବର୍ଷ ପ୍ରାନ୍ତର ମଧିଅରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନବୋ ପାଇଁ ତୁମ୍ଭମାନେେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି।

ଦିତୀୟ ବିବରଣ 8:16

ସେ ତକ୍ସ୍ଟମ୍ଭ ପୁର୍ବପୁରୁଷମାନଙ୍କ ମାନ୍ନାଦ୍ବାରା ଅଜ୍ଞାତ ପ୍ରାନ୍ତର ରେ ତୁମ୍ଭକୁ ପ୍ରତିପାଳନ କଲେ। ଏହିପରି ଭାବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ତୁମ୍ଭେ ସ୍ମରଣ କର।

ଦିତୀୟ ବଂଶାବଳୀ 32:25

କିନ୍ତୁ ହିଜକିଯଙ୍କ ହୃଦଯ ଗର୍ବୀ ଥିଲା, ତେଣୁ ସେ ପରମେଶ୍ବରଙ୍କ ମହାଦୟା ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ନାହିଁ। ଏଥି ନିମନ୍ତେ ପରମେଶ୍ବର ହିଜକିଯ ଓ ଯିହୁଦା ଏବଂ ୟିରୁଶାଲମର ଲୋକଙ୍କ ପ୍ରତି କୋର୍ଧ କଲେ।

ଦିତୀୟ ବଂଶାବଳୀ 33:10

ସଦାପ୍ରଭୁ ମନଃଶିଙ୍କୁ ଓ ତାଙ୍କର ଲୋକମାନଙ୍କୁ କଥା କହିଲେ, ମାତ୍ର ସମାନେେ ତାଙ୍କର କଥା ଶୁଣିଲେ ନାହିଁ।

ଦିତୀୟ ବଂଶାବଳୀ 33:23

ଆମାେନ୍ ତାଙ୍କର ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖ ରେ ନିଜକୁ ନମ୍ର କଲେ ନାହିଁ। କିନ୍ତୁ ଆମାେନ୍ ଆହୁରି ଅଧିକରୁ ଅଧିକ ପାପ କଲେ।

ଆୟୁବ ପୁସ୍ତକ 22:29

ପରମେଶ୍ବର ଗର୍ବୀ ଲୋକକୁ ଲଜ୍ଜିତ କରାନ୍ତି। କିନ୍ତୁ ନମ୍ର ଲୋକକୁ ସାହାୟ୍ଯ କରନ୍ତି।

ଆୟୁବ ପୁସ୍ତକ 40:12

ହଁ ଆୟୁବ, ସହେି ଗର୍ବୀ ଲୋକମାନଙ୍କୁ ଦେଖ ଏବଂ ସମାନଙ୍କେୁ ନମ୍ର କର। ଦୁଷ୍ଟମାନଙ୍କୁ ସମାନେେ ଛିଡ଼ା ହାଇେଥିବା ସ୍ଥାନ ରେ ହିଁ ଦଳି ଦିଅ।

ହିତୋପଦେଶ 11:2

ଗର୍ବ ଲଜ୍ଜା ଆଣେ, କିନ୍ତୁ ନମ୍ରତା ଜ୍ଞାନ ଆଣେ।

ହିତୋପଦେଶ 15:33

ସଦାପ୍ରଭୁଙ୍କର ସମ୍ମାନ ଜ୍ଞାନପ୍ରଦ ଉପଦେଶ ଅଟେ। ଏବଂ ନମ୍ରତା ସମ୍ଭ୍ରମର ସମ୍ମୁଖ ରେ ଥାଏ।

ହିତୋପଦେଶ 16:18

ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।

ହିତୋପଦେଶ 18:12

ଗର୍ବୀତ ମନୁଷ୍ଯର ମନ ବିନାଶ ସମ୍ମୁଖ ରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।

ଯିଶାଇୟ 2:11

ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସହେି ଅହଙ୍କାରୀଗଣ ଲଜ୍ଜା ରେ ଅବନତ ହବେେ। ମାତ୍ର ସେତବେେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।

ଯିଶାଇୟ 57:15

କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ବର, ସହେି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି ; ଆମ୍ଭେ ଉର୍ଦ୍ଧ୍ବ ଓ ପବିତ୍ର ସ୍ଥାନ ରେ ବାସ କରୁ। ଆଉ ମଧ୍ଯ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନିମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।

ଯିଶାଇୟ 66:2

ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଛୁ। ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ। ମାତ୍ର ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ଯ ରେ ଥରହର ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟି ଦବୋ।

ଦାନିଏଲ 4:30

ମୁଁ ମାରେପ୍ରତାପ ରେ ଏହି ମହାନ୍ ନଗର ନିର୍ମାଣ କରିଛି ଓ ମାରେ ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କଡେେ ମହାନ୍।

ଦାନିଏଲ 5:20

କିନ୍ତୁ ନବୂଖଦ୍ନିତ୍ସର ଗର୍ବୀ ଏବଂ ଜିଦ୍ଖୋର ହେଲେ। ତେଣୁ ତାଙ୍କର ରାଜ୍ଯ ତାଙ୍କଠାରୁ ନିଆଗଲା। ତା'ପ ରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡି ନିଆଗଲା।

ଓବଦିୟ 1:3

ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସହେି ଗୁମ୍ଫା ଗୁଡିକରେ ବାସ କର। ତୁମ୍ଭେ ସହେି ଉଚ୍ଚ ସ୍ଥାନ ରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ' ମାେତେ କହେି ଭୂମି ଉପରକୁ ଆଣି ପାରିବେ ନାହିଁ।'

ମାଥିଉଲିଖିତ ସୁସମାଚାର 5:3

ଆତ୍ମି ରେ ଦିନହୀନ ଲୋକମାନେ ଧନ୍ଯ, କାରଣ ସ୍ବର୍ରାଜ୍ଯ ସହେିମାନଙ୍କର।

ମାଥିଉଲିଖିତ ସୁସମାଚାର 18:4

ଯେଉଁ ଲୋକ ନିଜକୁ ଗୋଟିଏ େଛାଟ ପିଲା ଭଳି ନମ୍ର କରିଥାଏ, ସହେି ଲୋକ ସ୍ବର୍ଗରାଜ୍ଯ ରେ ସବୁଠାରୁ ଶ୍ ରେଷ୍ଠ।

ମାଥିଉଲିଖିତ ସୁସମାଚାର 23:12

ଯେଉଁ ଲୋକ ନିଜକୁ ଅନ୍ୟ ଲୋକଙ୍କ ଅପେକ୍ଷା ଉଚ୍ଚ କରିବ, ତାକୁ ନତ କରାୟିବ। ଯେଉଁ ଲୋକ ନିଜକୁ ନତ କରିବ, ତାକୁ ମହାନ କରାୟିବ।

ଲୂକଲିଖିତ ସୁସମାଚାର 14:11

ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।

ଲୂକଲିଖିତ ସୁସମାଚାର 18:14

ମୁଁ ତୁମ୍ଭମାନଙ୍କୁ କହୁଛି, 'ଏହି ଲୋକଟି ଯେତବେେଳେ ତା'ର ପ୍ରାର୍ଥନା ଶଷେ କରି ତା' ଘରକୁ ଫରେିଗଲା, ସେ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ , ସେ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ନଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ ବୋଲି ଭାବେ, ତାକୁ ହୀନ କରି ଦିଆୟିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ କରାୟିବ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 12:23

େ ହରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ବରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶଷେ ରେ ସେ ମୃତ୍ଯୁବରଣ କଲେ।

ଯାକୁବଙ୍କ ପତ୍ 4:6

କିନ୍ତୁ ପରମେଶ୍ବର ଆମ୍ଭକୁ ଦଇେଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁ ହେ : ପରମେଶ୍ବର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।335

ପିତରଙ୍କ ପ୍ରଥମ ପତ୍ 5:5

ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।

Interlinear

Choose Theme