Home Bibles ରୋମୀୟଙ୍କ ପ୍ରତି ପତ୍ର 5:6 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 5:6 · ଓଡ଼ିଆ ବାଇବେଲ

ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ।

Cross references

ଗଣନା ପୁସ୍ତକ 7:15

ଏଗୁଡ଼ିକ ଭକ୍ଷ୍ୟ ନୈବେଦ୍ୟ ଥିଲା।

ଗୀତସଂହିତା 1:1

ଜଣେ ବ୍ଯକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ, ୟଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ, ପାପୀମାନଙ୍କ ପରି ଜୀବନ ୟାପନ କରେ ନାହିଁ, ଯେଉଁମାନେ କି ପରମେଶ୍ବରଙ୍କୁ ସମ୍ମାନ ଦଖାେନ୍ତି ନାହିଁ, ସହେି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ,

ଯିରିମିୟଙ୍କ ବିଳାପ 1:6

ସିଯୋନ କନ୍ଯାଠାରୁ ଆଶୀର୍ବାଦ ଓ ଉନ୍ନତି ତାହାଠାରୁ ଚାଲିୟାଇଛି, ଏହାର ରାଜକୁମାରୀମାନେ ଚାରଣ ଭୂମି ଖୋଜୁଥିବା ହରିଣ ପରି ବୁଲୁଛନ୍ତି। ପୁଣି ସମାନଙ୍କେୁ ଅନୁଧାବନ କରୁଥିବା ଲୋକମାନଙ୍କ ଆଗ ରେ ସମାନେେ ଶକ୍ତିହୀନ ହାଇେଛନ୍ତି।

ଯିହିଜିକଲ 16:4

ହେ ୟିରୁଶାଲମ, ତୁମ୍ଭର ଜନ୍ମ ବିବରଣୀ ହେଲା, ତୁମ୍ଭେ ଜନ୍ମ ହବୋ ଦିନ ତୁମ୍ଭର ନାଭି କଟା ହାଇେ ନ ଥିଲା। କିମ୍ବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳ ରେ ସ୍ନାନ କରାୟାଇ ନ ଥିଲା। ତୁମ୍ଭ ଶରୀର ରେ ଲବଣ ଦିଆୟାଇ ନ ଥିଲା କିମ୍ବା ତୁମ୍ଭକୁ ପଟି ରେ ଆବୃତ କରାୟାଇ ନ ଥିଲା।

ଦାନିଏଲ 11:15

ଏହି ରୂପେ ଉତ୍ତର ଦେଶର ରାଜା ଆସିବ ଓ ଗଡବନ୍ଦୀ କରି ସୁଦୃଢ ନଗର ହସ୍ତଗତ କରିବ। ସେତବେେଳେ ଦକ୍ଷିଣ ଦେଶର ସୈନ୍ଯବାହିନୀ ଓ ମନୋନୀତ ଲୋକମାନେ ତାଙ୍କୁ ପ୍ରତିରୋଧ କରିପାରିବେ ନାହିଁ। ଏପରିକି ମହାଶକ୍ତିଶାଳୀ ସୈନ୍ଯମାନେ ମଧ୍ଯ ତାଙ୍କୁ ବାଧା ଦଇେ ପାରିବେ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 4:5

କିନ୍ତୁ ଜଣେ ଲୋକ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହବୋ ଭଳି କାମ କରି ପରନୋହିଁ। ତାହାହ ପରମେଶ୍ବରଙ୍କ ପ୍ରତି ବିଶ୍ବାସ ରହିବା ଉଚ଼ିତ। ତା' ହେଲେ ପରମେଶ୍ବର ସେ ଲୋକର ବିଶ୍ବାସକୁ ଗ୍ରହଣ କରନ୍ତି ଓ ଏହା ତାହାକୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ କରେ। ପରମେଶ୍ବର ମନ୍ଦ ଲୋକକୁ ମଧ୍ଯ ଧାର୍ମିକ କରି ପାରନ୍ତି।

ରୋମୀୟଙ୍କ ପ୍ରତି ପତ୍ର 4:25

ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ଯୁ ନିମନ୍ତେ ସମର୍ପିତ କରା ହେଲା। ଆମ୍ଭକୁ ପରମେଶ୍ବରଙ୍କଠା ରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ଯୁରୁ ପୁନର୍ଜୀବିତ ହେଲେ।

ରୋମୀୟଙ୍କ ପ୍ରତି ପତ୍ର 5:8

କିନ୍ତୁ ଆମ୍ଭେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭ ପାଇଁ ମୃତ୍ଯୁ ବରଣ କଲେ। ଏହା ଦ୍ବାରା ପରମେଶ୍ବର ପ୍ରମାଣିତ କଲେ ଯେ, ସେ ଆମ୍ଭକୁ ବହୁତ ପ୍ ରମେ କରନ୍ତି।

ରୋମୀୟଙ୍କ ପ୍ରତି ପତ୍ର 5:10

ମାେ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ବରଙ୍କର ଶତୃ ହାଇେଥିଲେ ମଧ୍ଯ, ସେ ନିଜ ପୁତ୍ରଙ୍କ ମୃତ୍ଯୁ ଦ୍ବାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେ ହତେୁ ଆମ୍ଭେ ପରମେଶ୍ବରଙ୍କର ମିତ୍ର, ପରମେଶ୍ବର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ଯମ ରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ।

ରୋମୀୟଙ୍କ ପ୍ରତି ପତ୍ର 11:26

ଏହି ଭଳି ସମଗ୍ର ଇଶ୍ରାୟେଲ ଉଦ୍ଧାର ପାଇବ। ଶାସ୍ତ୍ର ରେ ଲଖାେଅଛି:

ଗାଲାତୀୟଙ୍କ ପ୍ରତି ପତ୍ର 4:4

କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହବୋରୁ ପରମେଶ୍ବର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ଯବସ୍ଥା ଅଧିନ ରେ ଜୀବନଯାପନ କରୁଥିଲେ।

ଏଫିସୀୟଙ୍କ ପ୍ରତି ପତ୍ର 2:1

ପୂର୍ବରୁ ତୁମ୍ଭର ପାପ ହତେୁ ଓ ପରମେଶ୍ବରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ୟ୍ଯ ହତେୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା।

କଲସୀୟଙ୍କ ପ୍ରତି ପତ୍ର 2:13

ତୁମ୍ଭେ ନିଜର ପାପ ହତେୁରୁ ଏବଂ ତୁମ୍ଭର ପାପ ସ୍ବଭାବ ହତେୁ ସ୍ବାଧୀନ ନ ଥିବାରୁ ଆତ୍ମିକ ଭାବରେ ମୃତ ଥିଲ। କିନ୍ତୁ ପରମେଶ୍ବର ତୁମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନର୍ଜୀବିତ କଲେ। ଏହା ସହିତ ପରମେଶ୍ବର ଆମ୍ଭର ସମସ୍ତ ପାପଗୁଡ଼ିକୁ କ୍ଷମା ମଧ୍ଯ କଲେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:9

ଯେ ହତେୁ ପରମେଶ୍ବର ଆମ୍ଭକୁ ତାହାଙ୍କ କୋର୍ଧର ବିଷୟ ହବୋ ପାଇଁ ବାଛି ନାହାଁନ୍ତି। ବରଂ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ମୁକ୍ତି ପାଇବା ପାଇଁ ପରମେଶ୍ବର ଆମ୍ଭକୁ ବାଛିଛନ୍ତି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:9

ଆମ୍ଭେ ଏହା ମଧ୍ଯ ଜାଣିଛୁ ଯେ, ଭଲ ଲୋକଙ୍କ ଲାଗି ବ୍ଯବସ୍ଥାର ଆବଶ୍ଯକତା ନାହିଁ। ଯେଉଁ ଲୋକମାନେ ବ୍ଯବସ୍ଥା ବିରୋଧୀ ଓ ଆଜ୍ଞାଧୀନ ନୁହଁନ୍ତି, ସହେିମାନଙ୍କ ଲାଗି ବ୍ଯବସ୍ଥା ନିର୍ମିତ ହାଇେଛି। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ ଏବଂ ପାପୀ, ଅପବିତ୍ର, ଧର୍ମବିହୀନ, ମାତାପିତାଙ୍କ ହତ୍ଯାକାରୀ ତଥା ନରହତ୍ଯାକାରୀ,

ତୀତସଙ୍କ ପ୍ରତି ପତ୍ର 2:12

ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତମାେ ଓ ତୁଖିକଙ୍କୁ ପଠାଇବି। ସମାନଙ୍କେୁ ପଠାଇଲା ପରେ ତୁମ୍ଭେ ନିକପଲିଠା ରେ ମାେ ପାଖକୁ ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ। ମୁଁ ଠିକ୍ କରିଛି ଯେ ଶୀତକାଳ ସଠାେରେ କଟାଇବି।

ତୀତସଙ୍କ ପ୍ରତି ପତ୍ର 3:3

ଅତୀତ ରେ ଆମ୍ଭେ ମଧ୍ଯ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଇର୍ଷାଳୁ ଓ ଦ୍ବଷେପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।

ଏବ୍ରୀ 9:26

ଯଦି ଖ୍ରୀଷ୍ଟ ନିଜକୁ ଅନକେ ଥର ସମର୍ପଣ କରି ଥାଆନ୍ତେ, ତା' ହେଲେ ଜଗତ ସୃଷ୍ଟି ହବୋ ଦିନଠାରୁ ତାହାଙ୍କୁ ଅନକେ ଥର ଯାତନା ସହିବାକୁ ପଡ଼ିଥାନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ୟୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ବାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।

ପିତରଙ୍କ ପ୍ରଥମ ପତ୍ 1:20

ଜଗତ ଆରମ୍ଭ ହବୋ ପୂର୍ବରୁ ଖ୍ରୀଷ୍ଟ ମନୋନୀତ ହାଇେଥିଲେ। କିନ୍ତୁ ଏହି ଶଷେ ସମୟରେ ତୁମ୍ଭ ନିମନ୍ତେ ସେ ଜଗତ ରେ ପ୍ରକାଶିତ ହେଲେ।

ପିତରଙ୍କ ଦିତୀୟ ପତ୍ର 2:5

ଅତି ପୂର୍ବକାଳ ରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ବର ଦଣ୍ଡ ଦଇେଥିଲେ। ପରମେଶ୍ବର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟଙ୍କାରୀ ବନ୍ଯା ଆଣିଥିଲେ। କିନ୍ତୁ ପରମେଶ୍ବର ନୋହ ଓ ତାହାଙ୍କ ସହ୍ଯ ଅନ୍ୟ ସାତଜଣଙ୍କୁ ସହେି ପ୍ରଳୟଙ୍କାରୀ ବନ୍ଯାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।

ପିତରଙ୍କ ଦିତୀୟ ପତ୍ର 3:7

ମାତ୍ର ପରମେଶ୍ବରଙ୍କ ସହେି ବାକ୍ଯ ଦ୍ବାରା ଆକାଶମଣ୍ଡଳ ଓ ବର୍ତ୍ତମାନର ଜଗତ ରହିଅଛି। ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ଦ୍ବାରା ବିନଷ୍ଟ ହବୋ ନିମନ୍ତେ ରକ୍ଷିତ ଅଛି। ପରମେଶ୍ବରଙ୍କ ସମସ୍ତ ବିରୋଧୀ ଲୋକମାନେ ପୁଣି ଆକାଶମଣ୍ଡଳ ଓ ପୃଥିବୀ ନଷ୍ଟ ହବୋ ନିମନ୍ତେ ବିଚାର ଦିନ ପର୍ୟ୍ଯନ୍ତ ସୁରକ୍ଷିତ ଥିବେ।

ଯିହୂଦାଙ୍କ ପତ୍ର 1:4

କେତକେ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳ ରେ ପ୍ରବେଶ କରିଛନ୍ତି। ସମାନେେ ସମାନଙ୍କେର କାର୍ୟ୍ଯ ପାଇଁ ଦୋଷୀ ବିବଚେିତ ହାଇେ ସାରିଲଣେି। ଭବିଷ୍ଯଦ୍ ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟ ରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ବରଙ୍କର ବିରୋଧୀ। ସମାନେେ ପାପପୂର୍ଣ୍ଣ କାର୍ୟ୍ଯ କରିବା ପାଇଁ ଆମ୍ଭ ପରମେଶ୍ବରଙ୍କର ଅନୁଗ୍ରହକୁ ଅପବ୍ଯବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।

ଯିହୂଦାଙ୍କ ପତ୍ର 1:15

ପ୍ରଭୁ ପ୍ରେତ୍ୟକକ ଲୋକଙ୍କର ବିଚାର କରିବେ। ସେ ପରମେଶ୍ବରଙ୍କ ବିରୋଧୀ ପ୍ରେତ୍ୟକକ ଲୋକଙ୍କୁ ବିଚାର କରିବାକୁ ଓ ଦଣ୍ଡ ଦବୋକୁ ଆସୁଛନ୍ତି। ସେ ପରମେଶ୍ବରଙ୍କର ବିରୁଦ୍ଧ ରେ ଦୁଷ୍କର୍ମ କରିଥିବା ପ୍ରେତ୍ୟକକ ଲୋକଙ୍କୁ ଦଣ୍ଡ ଦବେେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସହେି ପାପୀମାନଙ୍କୁ ପରମେଶ୍ବର ଦଣ୍ଡ ଦବେେ। ପରମେଶ୍ବରଙ୍କ ବିରୁଦ୍ଧ ରେ ମନ୍ଦକଥା କହିବା ହତେୁ ସେ ସମାନଙ୍କେୁ ଦଣ୍ଡ ଦବେେ।

ଯିହୂଦାଙ୍କ ପତ୍ର 1:18

ପ୍ ରରେିତମାନେ ତୁମ୍ଭକୁ କହିଥିଲେ, ଶଷେ କାଳ ରେ ପରମେଶ୍ବରଙ୍କୁ ଉପହାସ କରୁଥିବା ଲୋକମାନେ ଉଠିବେ। ଏହି ଲୋକମାନେ କବଳେ ନିଜ ଇଚ୍ଛା ଅନୁସାରେ ପରମେଶ୍ବରଙ୍କ ବିରୁଦ୍ଧ ରେ କାର୍ୟ୍ଯ କରନ୍ତି।

Interlinear

Choose Theme