Home Bibles କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:22 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:22 · ଓଡ଼ିଆ ବାଇବେଲ

ଆମ୍ଭେ କ'ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ ? ଆମ୍ଭେ କ'ଣ ତାହାଙ୍କଠାରୁ ଅଧିକ ବଳବାନ ? ନା !

Cross references

ଯାତ୍ରା ପୁସ୍ତକ 20:5

କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସବୋ କରିବ ନାହିଁ। କାହିଁକି? କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ। ମୁଁ ଇର୍ଷାପରାଯଣ ପରମେଶ୍ବର। ଯେଉଁମାନେ ମାେତେ ଘୃଣା କରନ୍ତି ସମାନେେ ମାରେ ଶତୃ ରେ ଗଣାୟାନ୍ତି ଏବଂ ମୁଁ ସମାନଙ୍କେୁ ସମାନଙ୍କେର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଶାସ୍ତି ବିଧାନ କରିବି।

ଯାତ୍ରା ପୁସ୍ତକ 34:14

ଅନ୍ୟ କୌଣସି ଦବେତାଙ୍କର ଉପାସନା କର ନାହିଁ, କାରଣ ମାରେ ନାମ ୟିହୋବା, ସ୍ବଗୌରବ ରକ୍ଷଣ ରେ ଉଦ୍ ଯୋଗୀ, ମୁଁ ସ୍ବ ଗୌରବ ରକ୍ଷଣ ରେ ଉଦ୍ୟୋଗୀ ପରମେଶ୍ବର।

ଦିତୀୟ ବିବରଣ 4:24

କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଜଣେ ଇର୍ଷାପରାଯଣ ପରମେଶ୍ବର ଏବଂ ସେ ଅଗ୍ନି ସ୍ବରୂପ ଧ୍ବଂସ କରନ୍ତି, ଯେଉଁମାନେ ଅନ୍ୟ ଦବେତାମାନଙ୍କୁ ପୂଜା କରନ୍ତି।

ଦିତୀୟ ବିବରଣ 6:15

ତକ୍ସ୍ଟମ୍ଭମାନେ ଯଦି ଏପରି କର, ସଦାପ୍ରଭୁଙ୍କର କୋରଧ ତକ୍ସ୍ଟମ୍ଭ ପ୍ରତିକୂଳ ରେ ପ୍ରଜ୍ବଳିତ ହବେ ଓ ସେ ଦେଶରକ୍ସ୍ଟ ତୁମ୍ଭକୁ ବିନାଶ କରବେ। କାରଣ ତକ୍ସ୍ଟମ୍ଭ ମଧିଅରେ ଥିବା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣାର ମହିମା ବଜାଯ ରଖିବା ପାଇଁ ଇର୍ଷାପରାଯଣ ଅଟନ୍ତି।

ଦିତୀୟ ବିବରଣ 32:16

ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଇର୍ଷା କଲେ। ସମାନେେ ଅନ୍ୟ ଦବଗେଣଙ୍କର ପୂଜା କଲେ। ସମାନେେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ବର ସମାନଙ୍କେ ଉପରେ କୋରଧ କଲେ।

ଦିତୀୟ ବିବରଣ 32:21

ଯେଉଁମାନେ ଦବେତା ନକ୍ସ୍ଟହଁନ୍ତି ସମାନଙ୍କେ ସହିତ ମାେତେ ଇର୍ଷା ପରାଯଣ କଲେ। ସମାନେେ ସମାନଙ୍କେର ଅସାରତା ଦ୍ବାରା ମାେତେ ବିରକ୍ତ କଲେ। ସେଥିପାଇଁ ମୁ ଇଶ୍ରାୟେଲକକ୍ସ୍ଟ ଇର୍ଷାନିତ୍ବ କରାଇବି ସହେିମାନଙ୍କ ମାଧ୍ଯମ ରେ ଯେଉଁମାନେ ପ୍ରକୃତି ଜାତି ନକ୍ସ୍ଟହଁନ୍ତି। ମୁ ସମାନଙ୍କେୁ ମୂର୍ଖ ଗୋଷ୍ଠୀ ଦ୍ବାରା ବିରକ୍ତ କରାଇବି।

ଯିହୋଶୂୟ 24:19

ଏହାପରେ ଯିହାଶୂେୟ ଲୋକମାନଙ୍କୁ କହିଲେ, ଏହା ସତ୍ଯ ନକ୍ସ୍ଟ ହେଁ? ତୁମ୍ଭମାନେେ ସଦାପ୍ରଭୁଙ୍କର ସବୋ କରିପାରିବାକକ୍ସ୍ଟ ସକ୍ଷମ ହବେ ନାହିଁ। କାରଣ ସଦାପ୍ରଭୁ ପରମେଶ୍ବର ପବିତ୍ର। ସେ ଜଣେ ଇର୍ଷାପରାଯଣ ପରମେଶ୍ବର ଅଟନ୍ତି। ସଦାପ୍ରଭୁ ତୁମ୍ଭକୁ କ୍ଷମା କରିବେ ନାହିଁ, ଯଦି ତୁମ୍ଭମାନେେ ଏହିପରି ଭାବରେ ତାଙ୍କର ବିରକ୍ସ୍ଟଦ୍ଧାଚରଣ କର।

ଆୟୁବ ପୁସ୍ତକ 9:4

ପରମେଶ୍ବର ଅତି ବିଜ୍ଞ ଓ ଶକ୍ତିଶାଳୀ ଅଟନ୍ତି। କହେି ତାଙ୍କ ବିରୁଦ୍ଧ ରେ ଛିଡ଼ା ହାଇେ କବେେ ଅକ୍ଷତ ରହିପାରିବ ନାହିଁ।

ଆୟୁବ ପୁସ୍ତକ 40:9

ତୁମ୍ଭର ବାହୁ କ'ଣ ପରମେଶ୍ବରଙ୍କ ବାହୁ ତୁଲ୍ଯ ? ତୁମ୍ଭର କ'ଣ ପରମେଶ୍ବରଙ୍କ ଭଳି କଣ୍ଠସ୍ବର ରହିଛି। ଯାହାକି ଘଡ଼ଘଡ଼ି ପରି ଗର୍ଜ୍ଜନ କରିପା ରେ।

ଗୀତସଂହିତା 78:58

କାରଣ ସମାନେେ ନିଜର ଉଚ୍ଚସ୍ଥଳୀ ଦ୍ବାରା ପରମେଶ୍ବରଙ୍କୁ ବିରକ୍ତ କଲେ। ଏବଂ ଆପଣାମାନଙ୍କ ଖାଦେିତ ପ୍ରତିମାଦ୍ବାରା ସମାନେେ ପରମେଶ୍ବରଙ୍କୁ ଇର୍ଷାନ୍ବିତ କଲେ।

ଉପଦେଶକ 6:10

ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହାଇେଅଛି। ଏବଂ ଯେଉଁ ପଥରେ ମନୁଷ୍ଯ ସମାଜ ଚାଲେ ତାହା ପରମେଶ୍ବର ଜାଣନ୍ତି। ଆଉ ୟିଏ ସମାନଙ୍କେଠାରୁ ଶକ୍ତିଶାଳୀ ତାଙ୍କ ସହିତ ୟୁକ୍ତି କରି ସମାନେେ କବେେ ଜିତି ପାରିବେ ନାହିଁ।

ଯିଶାଇୟ 45:9

ଯେ ନିଜର ସୃଷ୍ଟିକର୍ତ୍ତାଙ୍କ ବିରୋଧ ରେ ୟାଏ ସେ ସନ୍ତାପର ପାତ୍ର। ଗୋଟିଏ ଭଗ୍ନ ପାତ୍ରର ତୁମ୍ଭେ ଏକ ଖପରା ସଦୃଶ। ମୃତ୍ତିକା କ'ଣ ତା'ର ନିର୍ମାଣକର୍ତ୍ତା ସହ ୟୁକ୍ତି କରିବ, ମାେତେ କାହିଁକି ନିର୍ମାଣ କରୁଛ ?' ସହେିପରି ତୁମ୍ଭର କର୍ମ କ'ଣ କହିବ ତୁମ୍ଭର ହାତ ନାହିଁ।

ଯିହିଜିକଲ 22:14

ମୁଁ ଯେଉଁଦିନ ତୁମ୍ଭର ଶାସ୍ତି ବିଧାନ ପାଇଁ ବିଚାର କରିବି, ସଦେିନ ତୁମ୍ଭର ହୃଦଯ ଓ ଶକ୍ତି ସହିପାରିବ କି ? ମୁଁ ସଦାପ୍ରଭୁ ଏହା କହିଅଛି ଓ ଏହା ମୁଁ ସିଦ୍ଧ କରିବି।

ସିଫନିୟ 1:18

ସମାନଙ୍କେର ସୁନାରୂପା ସମାନଙ୍କେୁ ରକ୍ଷା କରିପାରିବ ନାହିଁ। ସହେି ସମୟରେ ସଦାପ୍ରଭୁ ଅତ୍ଯନ୍ତ ବିବ୍ରତ ଓ କ୍ରୋଧୀ ହାଇେ ପଡିବେ। ସଦାପ୍ରଭୁ ସମଗ୍ର ବିଶ୍ବକୁ ଧ୍ବଂସ କରିବେ। ସଦାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ବିଶ୍ବ ରେ ସମସ୍ତଙ୍କୁ ବିନାଶ କରିବେ।

ଏବ୍ରୀ 10:31

ଜୀବନ ପରମେଶ୍ବରଙ୍କ ହାତ ରେ ଜଣେ ପାପୀ ପଡ଼ିୟିବା, ଗୋଟିଏ ଭୟଙ୍କର କଥା।

Interlinear

Choose Theme