Home Bibles ଯାତ୍ରା ପୁସ୍ତକ 32:11 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 32:11 · ଓଡ଼ିଆ ବାଇବେଲ

କିନ୍ତୁ ମାଶାେ ତା'ର ସଦାପ୍ରଭୁ ପରମେଶ୍ବରଙ୍କୁ ଭିକ୍ଷା ମାଗିଲେ, ହେ ସଦାପ୍ରଭୁ, ତୁମ୍ଭର କୋରଧ ରେ ତୁମ୍ଭର ଲୋକମାନଙ୍କୁ ଧ୍ବଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳର ସମାନଙ୍କେୁ ମିଶରରୁ ବାହାର କରି ଆଣିଥିଲ।

Cross references

ଆଦି ପୁସ୍ତକ 18:27

ଏହାପରେ ଅବ୍ରହାମ କହିଲେ, ସଦାପ୍ରଭୁ ତୁମ୍ଭ ତୁଳନା ରେ ମୁଁ କବଳେ ଧୂଳି ଓ ପାଉଁଶ। କିନ୍ତୁ ମାେତେ କ୍ଷମା କର ମୁଁ ଏତେ ସାହାସୀ ହାଇେ ଆଉ ଏକ ପ୍ରଶ୍ନ ପଚାରୁଅଛି।

ଯାତ୍ରା ପୁସ୍ତକ 6:6

ତେଣୁ ଇଶ୍ରାୟେଲୀୟ ଲୋକମାନଙ୍କୁ କୁହ, 'ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭମାନେେ ମିଶରବାସୀମାନଙ୍କର ଆଉ ଦାସ ହାଇେ ରହିବ ନାହିଁ। ମୁଁ ମାରେ ମହାନଶକ୍ତି ପ୍ରଯୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦବେି। ଏହାପରେ ମୁଁ ତୁମ୍ଭମାନଙ୍କୁ ସମାନଙ୍କେ କବଳରୁ ରକ୍ଷା କରିବି।

ଯାତ୍ରା ପୁସ୍ତକ 8:8

ଫାରୋ ମାଶାେ ଏବଂ ହାରୋଣଙ୍କୁ ଡାକିଲେ। ଫାରୋ କହିଲେ, ସଦାପ୍ରଭୁଙ୍କୁ କୁହ ମାେ ଉପରୁ, ମାରେ ଲୋକମାନଙ୍କ ଉପରୁ ବେଙ୍ଗମାନଙ୍କୁ କାଢି ନିଅନ୍ତୁ। ମୁଁ ତାଙ୍କର ଲୋକଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବା ପାଇଁ ଛାଡି ଦବେି।

ଗଣନା ପୁସ୍ତକ 11:11

ତହୁଁ ମାଶାେ ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅସୁବିଧା କରୁଛ? ତୁମ୍ଭେ କାହିଁକି ମାେ ଉପରେ କୋର୍ଧ ଦଖାେଉଛ? କାହିଁକି ଆପଣା ମାେ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ?

ଗଣନା ପୁସ୍ତକ 14:13

ତା'ପରେ ମାଶାେ ସଦାପ୍ରଭୁଙ୍କୁ କହିଲେ, ତବେେ ମିଶରୀଯ ଲୋକମାନେ ତ ଏହା ଶୁଣିବେ, କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ବାରା ସମାନଙ୍କେ ମଧ୍ଯରୁ ଏହି ଲୋକମାନଙ୍କୁ ଆଣିଅଛ।

ଗଣନା ପୁସ୍ତକ 16:22

ତହୁଁ ସମାନେେ ମୁହଁ ମାଡି ପଡି କହିଲେ, ହେ ପରମେଶ୍ବର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳିର କହେି ପାପ କରେ, ସମସ୍ତ ମଣ୍ତଳିକୁ ଉତ୍ପିଡୀନ କରିବା ଉଚିତ୍ କି?

ଗଣନା ପୁସ୍ତକ 21:7

ଏଥି ରେ ଲୋକମାନେ ମାଶାଙ୍କେ ନିକଟକୁ ଆସି ନିବଦନେ କଲେ, ଆମ୍ଭମାନେେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧ ରେ ଅଭିଯୋଗ କରି ପାପ କରିଅଛୁଁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂ ରଇେ ନବେେ। ତେଣୁ ମାଶାେ ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ।

ଗଣନା ପୁସ୍ତକ 27:4

ଆମ୍ଭମାନଙ୍କ ପିତାଙ୍କର ନାମ ଲୋପ ପାଇୟିବ, ଯେ ହତେୁ ତାଙ୍କର କୌଣସି ପୁତ୍ର ନଥିଲେ। ତେଣୁ ଆମ୍ଭ ପିତୃବଂଶୀଯ ଭାଇମାନଙ୍କ ସହିତ ଆମ୍ଭମାନଙ୍କୁ ଭୂମି ଦିଅ।

ଦିତୀୟ ବିବରଣ 9:18

ତୁମ୍ଭମାନେେ କରିଥିବା ପାପର ପ୍ରାଯଶ୍ଚିତ କରାବା ପାଇଁ ଯାହାକି ସଦାପ୍ରଭୁଙ୍କୁ କୋରଧିତ କଲା, ମୁ ଚାଳିଶ ଦିନ ଓ ଚାଳିଶ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁ ଅନ୍ନ ଭୋଜନ କିଅବା ଜଳପାନ କଲିନାହିଁ।

ଦିତୀୟ ବିବରଣ 9:26

ମୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲି, ହେ ପ୍ରଭକ୍ସ୍ଟ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକଙ୍କକ୍ସ୍ଟ ଓ ଆପଣା ଅଧିକାର କକ୍ସ୍ଟ ବିନାଶ କରନାହିଁ। ତୁମ୍ଭେ ଆପଣା ମହିମା ରେ ସମାନଙ୍କେୁ ମକ୍ସ୍ଟକ୍ତ କରିଅଛ, ତୁମ୍ଭେ ସମାନଙ୍କେୁ ବଳବାନ୍ ହସ୍ତଦ୍ବାରା ମିଶରରକ୍ସ୍ଟ ବାହାର କରି ଆଣିଅଛ।

ଗୀତସଂହିତା 74:1

ପରମେଶ୍ବର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ଯାଗ କଲ ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ୟେ ତୁମ୍ଭର ନିଜ ଦଳ?

ଗୀତସଂହିତା 106:23

ପରମେଶ୍ବର ଚାହିଁଥିଲେ ସହେି ଲୋକମାନଙ୍କୁ ସଂପୂର୍ଣ୍ଣ ଧ୍ବଂସ କରିବାକୁ କିନ୍ତୁ ମାଶାେ ତାହାଙ୍କ ମନୋନୀତ ବ୍ଯକ୍ତି ତାଙ୍କର କୋପ ଫରୋଇବା ନିମନ୍ତେ ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନାଶ କଲେ ନାହିଁ।

ଯିଶାଇୟ 63:17

ହେ ସଦାପ୍ରଭୁ, ଆମ୍ଭମାନଙ୍କୁ କାହିଁକି ତୁମ୍ଭ ପଥରୁ ବିଭ୍ରାନ୍ତ କରୁଅଛି ଓ ତୁମ୍ଭକୁ ଭୟ କରିବାକୁ ଆମ୍ଭର ଅନ୍ତଃକରଣକୁ କଠିନ କରୁଅଛ ? ନିଜର ଦାସମାନଙ୍କ ପାଇଁ ଓ ନିଜର ଅଧିକାର ସ୍ବରୂପ ଗୋଷ୍ଠୀଗଣଙ୍କ ପାଇଁ ଫରେିଆସ।

ଯିରିମିୟ 12:1

ହେ ସଦାପ୍ରଭୁ, ମୁଁ ଯେତବେେଳେ ତୁମ୍ଭ ବିପକ୍ଷ ରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧ ରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ୟ୍ଯ ହୁଅନ୍ତି ? ଅତି ବିଶ୍ବାସଘାତକ କାହିଁକି ନିରାପଦ ରେ ରହନ୍ତି ?

ଯିରିମିୟ 15:1

ଅନନ୍ତର ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ଯଦିଓ ମାଶାେ ଓ ଶାମୁଯଲେ ଆମ୍ଭ ସମ୍ମୁଖ ରେ ଠିଆ ହାଇେ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସମାନଙ୍କେୁ ଆମ୍ଭ ଦୃଷ୍ଟିରୁ ଦୂର କର। ସମାନଙ୍କେୁ ବାହାରି ୟିବାକୁ କୁହ।

ଦାନିଏଲ 9:15

ଏଣୁ ହେ ଆମ୍ଭମାନଙ୍କର ପରମେଶ୍ବର ସଦାପ୍ରଭୁ, ତୁମ୍ଭେ ତୁମ୍ଭର ବଳବାନ ହସ୍ତଦ୍ବାରା ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଛ। ଏବେ ମଧ୍ଯ ତୁମ୍ଭେ ପ୍ରସିଦ୍ଧି ଲାଭ କରିଅଛୁ। ହେ ପ୍ରଭୁ, ଆମ୍ଭମାନେେ ପାପ କରିଅଛୁ ଓ ଆମ୍ଭମାନେେ ଦୁଷ୍କର୍ମ କରିଅଛୁ।

Interlinear

Choose Theme