Home ଲୂକଲିଖିତ ସୁସମାଚାର 14 · ଓଡ଼ିଆ ବାଇବେଲ

ଲୂକଲିଖିତ ସୁସମାଚାର

Chapter 14

ଓଡ଼ିଆ ବାଇବେଲ
1ଗୋଟିଏ ବିଶ୍ରାମବାର ରେ ଯୀଶୁ ଜଣେ ପ୍ରଧାନ ଫାରୂଶୀଙ୍କ ଘରକୁ ତାହାଙ୍କ ସହିତ ଏକାଠି ଖାଇବା ପାଇଁ ଗଲେ। ସଠାେରେ ଥିବା ପ୍ରେତ୍ୟକକ ଲୋକ ଯୀଶୁଙ୍କୁ ସତର୍କତାର ସହିତ ଲକ୍ଷ୍ଯ କରୁଥିଲେ।
2ଜଣେ 'ଜଳୋଦର' ରୋଗୀକୁ ଯୀଶୁଙ୍କ ସାମନାକୁ ଅଣାଗଲା।
3ଯୀଶୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନଙ୍କୁ ପଚାରିଲେ, ବାଶ୍ରାମବାର ରେ ଭଲ କରିଦବୋ ଠିକ୍ ନା ଭୁଲ?
4ସମାନେେ କିନ୍ତୁ ଚୁପ୍ ରହିଲେ। ତେଣୁ ଯୀଶୁ ଲୋକଟିକୁ ଧରି ସୁସ୍ଥ କରି ଦେଲେ। ତା'ପରେ ସହେି ଲୋକଟି ଚାଲିଗଲା।
5ଯୀଶୁ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ କହିଲେ, ଯଦି ବାଶ୍ରାମବାର ରେ ତୁମ୍ଭମାନଙ୍କ ପୁଅ କିମ୍ବା ତୁମ୍ଭମାନଙ୍କ ବଳଦଟି କୂଅ ଭିତ ରେ ଖସିପଡେ, ତବେେ ତୁମ୍ଭମାନେେ କ'ଣ ତାକୁ ସଙ୍ଗେସଙ୍ଗେ ବାହାରକୁ ଟାଣି ଆଣିବ ନାହିଁ?
6ଯୀଶୁ ଯାହା ପଚାରିଲେ ସମାନେେ କିଛି ଉତ୍ତର ଦଇେ ପାରିଲେ ନାହିଁ।
7ଯୀଶୁ ଲକ୍ଷ୍ଯ କଲେ ଯେ, କେତକେ ଅତିଥି ବସିବା ପାଇଁ ଭଲ ଆସନଟିଏ ଖାଜେୁଥିଲେ। ତେଣୁ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ:
8ଯଦି ଜଣେ ତୁମ୍ଭକୁ ବିବାହଉତ୍ସବ ରେ ନିମନ୍ତ୍ରଣ କରୁଛି, ତବେେ ସବୁଠାରୁ ମୁଖ୍ଯ ଆସନ ରେ ବସନାହିଁ। କାରଣ ସହେି ଲୋକଟି ତୁମ୍ଭଠାରୁ ଅଧିକ ମହାନ ଲୋକକୁ ମଧ୍ଯ ଡାକି ଥାଇପା ରେ।
9ତୁମ୍ଭେ ଯଦି ସବୁଠାରୁ ମୁଖ୍ଯ ଆସନ ରେ ବସିଥିବ, ତବେେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି କହିବେ, 'ଏହି ଲୋକଙ୍କୁ ତୁମ୍ଭ ଆସନଟି ଦଇଦେିଅ।' ତା'ପରେ ତୁମ୍ଭେ ସଠାରୁେ ଉଠି ପଛ ରେ ଥିବା ଶଷେ ଆସନଟିକୁ ୟିବ। ସେତବେେଳେ ତୁମ୍ଭକୁ ବଡ ଅପମାନ ଲାଗିବ।
10ତେଣୁ ଯେତବେେଳେ ଜଣେ ଲୋକ ତୁମ୍ଭକୁ ନିମନ୍ତ୍ରଣ କରିଛି, ତୁମ୍ଭେ ଗୋଟିଏ ନିମ୍ନତମ ଆସନ ରେ ବସ। ସେତବେେଳେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି ତୁମ୍ଭକୁ କହିବ, 'ବନ୍ଧୁ, ତୁମ୍ଭେ ଏଠା ରେ ନ ବସି ଟିକିଏ ଆଗକୁ ଆସି ଏ ଭଲ ଆସନ ରେ ବସ।' ସେତବେେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ତୁମ୍ଭକୁ ସମ୍ମାନ କରିବେ।
11ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।
12ଯୀଶୁ ତାହାଙ୍କୁ ନିମନ୍ତ୍ରଣ କରିଥିବା ଫାରୂଶୀ ଜଣଙ୍କୁ କହିଲେ, ତୁମ୍ଭେ କାହାରିକୁ ଦିନ ରେ ବା ରାତି ରେ ଖାଇବାକୁ ନିମନ୍ତ୍ରଣ କଲୋ ବେଳେ କବଳେ ତୁମ୍ଭର ଭାଇ ବନ୍ଧୁ କୁଟୁମ୍ବ ଓ ଧନୀ ପଡ଼ୋଶୀମାନଙ୍କୁ ଡିକ ନାହିଁ। କାରଣ ଅନ୍ୟ ବେଳେ ସମାନେେ ମଧ୍ଯ ତୁମ୍ଭକୁ ତାହାଙ୍କ ସହିତ ଖାଇବାକୁ ଡାକିବେ। ସେତବେେଳେ ତୁମ୍ଭେ ତୁମ୍ଭର ପ୍ରତିଦାନ ପାଇୟିବ।
13ବରଂ ଭୋଜି ଦବୋ ସମୟରେ ଗରିବ, ପଙ୍ଗୁ, େଛାଟା ଓ ଅନ୍ଧମାନଙ୍କୁ ଡାକ।
14ଏ ଲୋକମାନଙ୍କର କିଛି ନଥିବାରୁ ସମାନେେ ତୁମ୍ଭକୁ ପ୍ରତିବଦଳ ରେ କିଛି ଦଇେ ପାରିବନୋହିଁ। ତେଣୁ ଏହା ତୁମ୍ଭପାଇଁ ଆଶୀର୍ବାଦଜନକ ହବେ। କିନ୍ତୁ ଯେତବେେଳେ ଧାର୍ମିକ ଲୋକମାନେ ମୃତମାନଙ୍କ ମଧ୍ଯରୁ ଜୀବୀତ ହବେେ, ସହେି ସମୟରେ ତୁମ୍ଭମାନେେ ତୁମ୍ଭର ପୁରସ୍କାର ପାଇବ।
15ଯୀଶୁଙ୍କ ସହିତ ଖାଇବାକୁ ବସିଥିବା ଲୋକମାନଙ୍କ ମଧ୍ଯରୁ ଜଣେ ଲୋକ ଏ ସବୁ କଥା ଶୁଣି ଯୀଶୁଙ୍କୁ କହିଲା, ପରମେଶ୍ବରଙ୍କ ରାଜ୍ଯ ରେ ଭୋଜନ କରୁଥିବା ଲୋକ ବହୁତ ଖୁସି ହବେ।
16ଯୀଶୁ ସହେି ଲୋକକୁ କହିଲେ, ଥରେ ଜଣେ ଲୋକ ଗୋଟିଏ ବଡ ରାତ୍ରିଭୋଜିର ବ୍ଯବସ୍ଥା କରିଥିଲେ। ସେ ବହୁତ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ।
17ଖାଇବା ସମୟ ହବୋରୁ ସେ ଅତିଥିମାନଙ୍କ ପାଖକୁ ଏହି କଥା କହିବା ପାଇଁ ନିଜ ଚାକରକୁ ପଠାଇଲେ: 'ଆସନ୍ତୁ, ଭୋଜନ ପ୍ରସ୍ତୁତି ହାଇେ ଗଲାଣି।'
18କିନ୍ତୁ ସମସ୍ତ ନିମନ୍ତ୍ରିତ ବ୍ଯକ୍ତିମାନେ କହିଲେ ଯେ, ସମାନେେ ଯାଇ ପାରିବେ ନାହିଁ। ପ୍ରେତ୍ୟକକ ବାହାନା କରି କ୍ଷମା ମାଗି ରହିଗଲେ। ପ୍ରଥମ ଲୋକଟି କହିଲା, 'ମୁଁ ଏବେ ଖଣ୍ଡେ ଜମି କିଣିଛି। ସହେି ଜମିଟି ଦେଖିବାକୁ ପର୍ତ୍ତମାନ ମାେତେ ୟିବାକୁ ପଡିବ। ଦୟାକରି ମାେତେ କ୍ଷମା କର।'
19ଆଉ ଜଣେ କହିଲା, 'ମୁଁ ଏବେ ପାଞ୍ଚହଳ ବଳଦ କିଣିଛି।
20ମୁଁ ତାହାଙ୍କୁ ପରଖିବାକୁ ୟିବାକୁ ବାହାରିଲିଣି। ଦୟାକରି ମାେତେ କ୍ଷମା କର।' ତୃତୀୟ ଲୋକଟି କହିଲା, ' ମାରେ ତ ଏବେ ବାହାଘର ହାଇେଛି। ମୁଁ ଯାଇ ପାରିବି ନାହିଁ।'
21ତେଣୁ ଚାକରଟି ଫରେିଆସିଲା। ଯାହା ସବୁ ଘଟିଥିଲା, ସେ ତା ମାଲିକକୁ ସବୁ କହିଲା, ଏହା ଶୁଣି ମାଲିକ ଖୁବ୍ ରାଗିଗଲେ ଓ କହିଲେ, ନଗରର ରାସ୍ତା ଗଳିମାନଙ୍କୁ ଶୀଘ୍ର ଦୌଡିଯାଅ, ଏବଂ ଦୀନଦୁଃଖୀ, ପଙ୍ଗୁ, ଅନ୍ଧ ଓ େଛାଟାମାନଙ୍କୁ ଏଠାକୁ ନଇେଆସ।'
22ପରେ ଚାକରଟି ତାହାଙ୍କୁ କହିଲା, ମାଲିକ ତୁମ୍ଭେ ଯାହା କହିଲ, ମୁଁ ତ କଲି। ତଥାପି ଆଉ ଅଧିକ ଲୋକଙ୍କ ପାଇଁ ଜାଗା ବଳିଛି।'
23ମାଲିକ ଚାକରକୁ କହିଲେ, 'ରାଜପଥ ଓ ଗ୍ରାମପଥକୁ ଚାଲିଯାଅ। ସଠାେରେ ଥିବା ଲୋକଙ୍କୁ ଆସିବାକୁ କୁହ। ମୁଁ ଚା ହେଁ, ମାେ ଘର ପୁରାପୁରି ଭରିଯାଉ।'
24ଯେଉଁମାନଙ୍କୁ ମୁଁ ପ୍ରଥମେ ନିମନ୍ତ୍ରଣ କରିଥିଲା, ସମାନଙ୍କେ ମଧ୍ଯରୁ ଜଣେ ହେଲେ ମଧ୍ଯ ମାେ ସହିତ ଆଉ କବେେ ହେଁ ଭୋଜି ଖାଇବେ ନାହିଁ।'
25ବହୁତ ଲୋକ ଯୀଶୁଙ୍କ ସହିତ ଯାତ୍ରା କରୁଥିଲେ। ଯୀଶୁ ଲୋକମାନଙ୍କୁ କହିଲେ,
26ଯଦି ଜଣେ ଲୋକ ମାେ ପାଖକୁ ଆ ସେ, କିନ୍ତୁ ଯଦି ମାେ ଅପେକ୍ଷା ତା ବାପାମାଆ, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତବେେ ସେ ଲୋକ ମାରେ ଶିଷ୍ଯ ହାଇେ ପାରିବ ନାହିଁ। ଜଣେ ଲୋକକୁ ତା' ନିଜ ଅପେକ୍ଷା ମାେତେ ଅଧିକ ଭଲ ପାଇବାକୁ ହବେ।
27ଜଣେ ଲୋକ ମାେତେ ଅନୁସରଣ କଲା ବେଳେ ଯଦି ତାକୁ ଦିଆଯାଇଥିବା କ୍ରୁଶ କାନ୍ଧଇେ ଚାଲିବ ନାହିଁ, ତବେେ ସେ ଲୋକ ମାରେ ଶିଷ୍ଯ ହାଇେ ପାରିବନାହିଁ।
28ତୁମ୍ଭମାନେେ ଯଦି ଗୋଟିଏ କୋଠଘର ତିଆରି କରିବାକୁ ଚାହୁଁଛ, ତବେେ ତୁମ୍ଭମାନେେ ପ୍ରଥ ସେ ବସି ସ୍ଥିର କରିବ ଯେ, ଏଥି ପାଇଁ କେତେ ଖର୍ଚ୍ଚ ହବେ। ତୁମ୍ଭମାନଙ୍କର ହିସାବ କରି ଦେଖିବା ଉଚିତ ଯେ, କାମଟି ସଂମ୍ପୂର୍ଣ୍ଣ କରିବା ନିମନ୍ତେ ତୁମ୍ଭମାନଙ୍କ ପାଖ ରେ ୟଥେଷ୍ଟ ଅର୍ଥ ଅଛି କି ନାହିଁ।
29ତା' ନ ହେଲେ ତୁମ୍ଭମାନେେ ମୂଳଦୁଆ ପକଇେ ଦଇେ କାମ ଆରମ୍ଭ କରି ପାର, କିନ୍ତୁ ଶଷେ କରିପାରିବ ନାହିଁ, ତବେେ ଏହାକୁ ଦେଖିଥିବା ଲୋକେ ତୁମ୍ଭମାନଙ୍କୁ ଉପହାସ କରିବେ।
30ସମାନେେ କହିବେ, 'ଏ ଲୋକଟା କୋଠା ଆରମ୍ଭ କରି ଦଲୋ, କିନ୍ତୁ ଶଷେ କରି ପାରିଲା ନାହିଁ।'
31ଯଦି ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ୟୁଦ୍ଧ କରିବାକୁ ବାହାରନ୍ତି, ତବେେ ସେ ଆଗ ବସି ଯୋଜନା କରନ୍ତି। ଯଦି ସହେି ରାଜାଙ୍କର କବଳେ ଦଶ ହଜାର ସୈନ୍ଯ ଥାଆନ୍ତି, ତବେେ ସେ କୋଡିଏ ହଜାର ସୈନ୍ଯ ଧରି ଆସୁଥିବା ଜଣେ ବିରୋଧୀ ରାଜାଙ୍କୁ ପରାସ୍ତ କରିପାରିବେ ନାହିଁ।
32ଯଦି ସେ ଅନ୍ୟ ରାଜାଙ୍କୁ ପରାସ୍ତ କରିବାକୁ ସକ୍ଷମ ହବେ ନାହିଁ, ତବେେ ବିରୋଧୀ ରାଜା ବହୁତ ଦୂର ରେ ଥିବା ବେଳେ ତାହାଙ୍କ ପାଖକୁ କିଛି ଲୋକ ପଠାଇ ସନ୍ଧି ପ୍ରସ୍ତାବ ଦବେେ।
33ସହେିଭଳି ତୁମ୍ଭମାନେେ ସମସ୍ତେ ପ୍ରଥମେ ଯୋଜନା କରିବ। ତୁମ୍ଭମାନେେ ମାେତେ ଅନୁସରଣ କରିବାକୁ ଚାହିଁଲେ ତୁମ୍ଭମାନଙ୍କର ପ୍ରେତ୍ୟକକ ବିଷୟ ତ୍ଯାଗ କରିବ। ତୁମ୍ଭମାନେେ ଯଦି ତାହା କରି ନପାରିବ, ତବେେ ମାରେ ଶିଷ୍ଯ ହାଇେ ପାରିବନାହିଁ।
34ଲୁଣ ଗୋଟିଏ ଭଳ ଜିନିଷ। ଲୁଣ ଯଦି ତାର ଲୁଣିଆ ସ୍ବାଦ ହରାଇ ବ ସେ, ତବେେ ତା'ର କୌଣସି ମୂଲ୍ଯ ନାହିଁ। ତୁମ୍ଭମାନେେ ପୁଣି ଥରେ ତାର ଲୁଣିଆ ସ୍ବାଦ ଫରୋଇ ଦଇେ ପାରିବନାହିଁ।
35ଏ ହକେୁ ତୁମ୍ଭମାନେେ ଏପରିକି ମାଟି ପାଇଁ ବା ଖତସାର ପାଇଁ ମଧ୍ଯ ବ୍ଯବହାର କରି ପାରିବନାହିଁ। ଲୋକେ ତାକୁ ଫୋପାଡି ଦିଅନ୍ତି।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme