ଯିଶାଇୟ
Chapter 22
ଓଡ଼ିଆ ବାଇବେଲ1ଦର୍ଶନ ଉପତ୍ୟକା ସମ୍ବନ୍ଧୀଯ ଏକ ଦୁଃଖବାର୍ତ୍ତା : ତୁମ୍ଭମାନଙ୍କର କ'ଣ ହାଇେଛି ? ତୁମ୍ଭମାନେେ କାହିଁକି ଛାତ ଉପରକୁ ୟାଇଅଛ?
2ହେ ଆନନ୍ଦ ଧ୍ବନିପୂର୍ଣ୍ଣ, କୋଳାହଳ ପୂର୍ଣ୍ଣ, ଉଲ୍ଲସିତ ନଗରୀ, ତୁମ୍ଭର ଲୋକେ ଖଡ୍ଗ ରେ ନିହତ ହାଇେ ନାହାଁନ୍ତି କିନ୍ତୁ ୟୁଦ୍ଧ ରେ ମରି ନାହାଁନ୍ତି।
3ତୁମ୍ଭର ଶାସକକର୍ତ୍ତାଗଣ ଏକତ୍ର ଏକ ସମୟରେ ପଳାଯନ କଲେ। ମାତ୍ର ସମାନେେ ଧନୁର୍ଦ୍ଧାରୀମାନଙ୍କ ଦ୍ବାରା ବନ୍ଧା ହେଲେ। ପୁଣି ସମସ୍ତ ପ୍ରାପ୍ତ ଲୋକେ ଏକତ୍ର ବନ୍ଧାଗଲେ। ମାତ୍ର ସମାନେେ ଦୂରକୁ ପଳାଯନ କଲେ।
4ତେଣୁ ମୁଁ କହୁଛି, ମାେତେ ଚାହଁ ନାହିଁ। ମାେତେ କାନ୍ଦିବାକୁ ଦିଅ। ମାେ ଗୋଷ୍ଠୀଯ କନ୍ଯାର ସର୍ବନାଶ ବିଷଯ ରେ ମାେତେ ସାନ୍ତ୍ବନା ଦବୋକୁ ଚେଷ୍ଟା କର ନାହିଁ।'
5ସଦାପ୍ରଭୁ ଏକ ସ୍ବତନ୍ତ୍ର ଦିନ ବାଛିଛନ୍ତି। ସହେିଦିନ ସଠାେ ରେ ବିଦ୍ରୋହ ଓ ବ୍ଯାକୁଳତା ଦଖାେ ଦବେ। ଦର୍ଶନ ଉପତ୍ୟକା ରେ ଲୋକମାନେ ପରସ୍ପରକୁ ଦଳିବେ। ପ୍ରାଚୀରଗୁଡ଼ିକୁ ଭାଙ୍ଗି ପକାଇବେ। ସହେି ଲୋକମାନେ ଉପତ୍ୟକା ରେ ନଗରର ଲୋକମାନଙ୍କ ପ୍ରତି ପର୍ବତ ଉପ ରେ ଆର୍ତ୍ତନାଦ କରିବେ।
6ରଥା ରୋହୀ ଓ ଅଶ୍ବାରୋହୀ ସୈନ୍ଯମାନେ ତୁଣୀର ଧରି ୟୁଦ୍ଧକୁ ଗଲେ ଓ ତୀର ଢ଼ାଲ ଅନାବୃତ କଲେ।
7ପୁଣି ତୁମ୍ଭମାନଙ୍କର ସହେି ବିଶଷେ ଉପତ୍ୟକା ରେ ସୈନ୍ଯମାନେ ଭଟେିବେ। ସହେି ଉପତ୍ୟକା ରଥରେ ପରିପୂର୍ଣ୍ଣ ହବେ। ଅଶ୍ବାରୋହୀମାନେ ନଗର ଦ୍ବାର ରେ ସଜ୍ଜିତ ହାଇେ ରହିବେ।
8ସହେି ସମୟରେ ସେ ଯିହୁଦାର ଓଢ଼ଣା ଟାଣି ପକାଇଲେ ଓ ତୁମ୍ଭେ ବନଗୃହସ୍ଥ ୟୁଦ୍ଧାସ୍ତ୍ର ପ୍ରତି ଦୃଷ୍ଟି ଦେଲେ।
9ଦାଉଦ ନଗରର କାନ୍ଥଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କଲା ଓ ତୁମ୍ଭମାନେେ ସହେି ଭଗ୍ନସ୍ଥାନ ଗୁଡ଼ିକ ଦେଖିଲ। ତୁମ୍ଭେ ପୁଷ୍କରିଣୀର ଜଳସବୁ ଏକତ୍ର କରି ତଳକୁ ଆଣିଲ।
10ତୁମ୍ଭମାନେେ ୟିରୁଶାଲମସ୍ଥ ଗୃହଗୁଡ଼ିକୁ ଗଣନା କଲ ଓ ପ୍ରାଚୀର ଦୃଢ଼ କରିବା ପାଇଁ ଗୃହସବୁ ଭାଙ୍ଗିଲ।
11ଆଉ ମଧ୍ଯ ତୁମ୍ଭମାନେେ ପୁରାତନ ପୁଷ୍କରିଣୀର ଜଳ ସଂଗ୍ରହ ନିମିତ୍ତ ନଗରୀର ଦୁଇ ପ୍ରାଚୀରର ମଧ୍ଯବର୍ତ୍ତୀ ସ୍ଥାନ ରେ ବଡ଼ ଜଳାଶଯ ଖାେଳିଲ।
12ତେଣୁ ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଲୋକମାନଙ୍କୁ ରୋଦନ ଓ ବିଳାପ, ମସ୍ତକମୁଣ୍ଡନ ଓ କଟିଦେଶ ରେ ଚଟବସ୍ତ୍ର ପରିଧାନ କରିବାକୁ ଡ଼ାକି କହିଲେ।
13ମାତ୍ର ଦେଖ ! ଲୋକମାନେ ଆମାଦେ ପ୍ରମାଦେ କରୁଛନ୍ତି। ସମାନେେ କହୁଛନ୍ତି :
14ସଦାପ୍ରଭୁ ସର୍ବଶକ୍ତିମାନ ସ୍ବଯଂ ମାରେକର୍ଣ୍ଣ ରେ ପ୍ରକାଶ କଲେ, ତୁମ୍ଭମାନଙ୍କର ଅପରାଧ ମୃତ୍ଯୁ ପର୍ୟ୍ଯନ୍ତ କ୍ଷମା ପାଇବ ନାହିଁ।' ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।
15ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ, ତୁମ୍ଭେ ଗୃହର ଅଧ୍ଯକ୍ଷ ଶୀବନ ନିକଟକୁ ୟାଇ କୁହ,
16ତୁମ୍ଭେ ଏଠା ରେ କ'ଣ କରୁଛ ? ତୁମ୍ଭେ ତୁମ୍ଭର କାହା ପାଇଁ ଏଠା ରେ ଏକ କବର ଖୋଳୁଛ ?
17 ହେ ଶକ୍ତିଶାଳୀ ମାନବ, ସଦାପ୍ରଭୁ ତୁମ୍ଭକୁ ଦଳି ଦବେେ।
18ସେ ତୁମ୍ଭକୁ ଏକ ପେଣ୍ଡୁ ସଦୃଶ ଗଡ଼ାଇ ଗଡ଼ାଇ ନିଜର ବାହୁ ବଳ ରେ ଏକ ପ୍ରଶସ୍ତ ଦେଶକୁ ଫିଙ୍ଗି ଦବେେ ଯେଉଁଠା ରେ ତୁମ୍ଭେ ମରିବ।'
19ପୁଣି ମୁଁ ତୁମ୍ଭକୁ ତୁମ୍ଭର ପଦରୁ ତଡ଼ି ଦବେି ଏବଂ ସେ ତୁମ୍ଭକୁ ତୁମ୍ଭ ସ୍ଥାନରୁ ଟାଣି ତଳକୁ ପକାଇବେ।
20ଆଉ ସଦେିନ ଆମ୍ଭେ ଆପଣା ଦାସ ହିଲକିଯର ପୁତ୍ର ଇଲିଯାକିମଙ୍କୁ ଡ଼ାକିବା।
21ସଦେିନ ମୁଁ ତୁମ୍ଭର ପରିଧାନ ନଇେ ତାକୁ ପିନ୍ଧାଇବି। ମୁଁ ତୁମ୍ଭର କତ୍ତୃର୍ତ୍ବାଧିକାର ତାକୁ ସମର୍ପଣ କରିବି। ତେଣୁ ସେ ୟିରୁଶାଲମ ନିବାସୀ ଓ ଯିହୁଦା ବଂଶର ପିତା ହବେ।
22ପୁଣି ମୁଁ ଦାଉଦ ବଂଶର ଚାବି ତାହାର କାନ୍ଧ ରେ ରଖିବି। ସେ ଦ୍ବାର ଖାଲିେଲେ କହେି ବନ୍ଦ କରିପାରିବେ ନାହିଁ। ପୁଣି ସେ ବନ୍ଦ କଲେ କହେି ଖାଲିବେେ ନାହିଁ। ମାରେ ସହେି ଦାସ ନିଜର ପିତୃବଂଶର ଗୌରବର ସିଂହାସନ ସ୍ବରୂପ ହବେ।
23ମୁଁ ତାକୁ ଖିଲ ସଦୃଶ ସୁଦୃଢ଼ ସ୍ଥାନ ରେ ବିଦ୍ଧ କରିବି।
24ଲୋକମାନେ ତାହାର ପିତୃ ବଂଶର ସକଳ ଗୌରବ ଓ ପ୍ରଧାନ ଜିନିଷ ତାହା ଉପ ରେ ଟଙ୍ଗାଇବେ। ସମସ୍ତ ବଯସ୍କ ଓ େଛାଟ ପିଲାମାନେ ତା'ଉପ ରେ ନିର୍ଭର କରିବେ। ସହେି ଲୋକମାନେ ପାନପାତ୍ର ଅବଧି କଳଶ ପର୍ୟ୍ଯନ୍ତ ପ୍ରେତ୍ୟକକ କ୍ଷୁଦ୍ର ପାତ୍ର ତାହା ଉପ ରେ ଟଙ୍ଗାଇବେ।
25 ସଦେିନ ସହେି ଖିଲ ଯେ କି ଏକ ସୁଦୃଢ଼ ସ୍ଥାନ ରେ ବିଦ୍ଧ ହାଇେଥିଲା ତାହା ଦୁର୍ବଳ ହାଇଯେିବ ଓ ଭାଙ୍ଗି ତଳେ ପଡ଼ିୟିବ। ସହେି ଖିଲ ପଡ଼ିବା ସଙ୍ଗେ ସଙ୍ଗେ ସେଥି ରେ ଟଙ୍ଗା ୟାଇଥିବା ଜିନିଷଗୁଡ଼ିକ ତଳେ ପଡ଼ି ନଷ୍ଟ ହାଇଯେିବ। ତା'ପ ରେ ମୁଁ ଯାହା କହୁଛି ଏହା ଘଟିବ।' କାରଣ ସଦାପ୍ରଭୁ ଏହା କହି ଅଛନ୍ତି।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.