Home ମାଥିଉଲିଖିତ ସୁସମାଚାର 27 · ଓଡ଼ିଆ ବାଇବେଲ

ମାଥିଉଲିଖିତ ସୁସମାଚାର

Chapter 27

ଓଡ଼ିଆ ବାଇବେଲ
1ତା'ପର ଦିନ ଅତି ସକାଳୁ ସମସ୍ତ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବ ପାଇଁ ଯୋଜନା କଲେ।
2ସମାନେେ ଯୀଶୁଙ୍କୁ ବନ୍ଧି ପକାଇଲେ। ତାପରେ ତାହାଙ୍କୁ ରାଜ୍ଯପାଳ ପୀଲାତଙ୍କ ପାଖକୁ ନଇଗେଲେ, ଓ ତାହାଙ୍କ ହାତ ରେ ଯୀଶୁଙ୍କୁ ଦଇେ ଦେଲେ।
3ୟିହୂଦା ଦେଖିଲା ଯେ, ସମାନେେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ୟିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତୃମାନଙ୍କ ହାତ ରେ ଦଇେ ଦଇେଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନଙ୍କୁ ସହେି ତିରିଶଟି ରେ ୗପ୍ୟମୁଦ୍ରା ଫରୋଇ ଦଲୋ।
4ସେ କହିଲେ, ମୁଁ ପାପ କରିଛି। ମୁଁ ଜଣେ ନିରପରାଧ ଲୋକକୁ ମାରି ଦବୋପାଇଁ ତୁମ୍ଭ ହାତ ରେ ଧ ରଇେ ଦଇେଛି।
5ୟିହୂଦା ମନ୍ଦିର ଭିତ ରେ ସହେି ରୂପାଟଙ୍କାତକ ଫିଙ୍ଗି ଦଲୋ। ତାପରେ ସହେି ଜାଗା ଛାଡ଼ି ୟିହୂଦା ଚାଲିଗଲେ ଓ ନିଜକୁ ଫାଶି ଦଲୋ।
6ପ୍ରଧାନ ଯାଜକମାନେ ମନ୍ଦିର ଭିତ ରେ ସହେି ରୂପା ଟଙ୍କାତକ ଗୋଟାଇ ନେଲେ। ସମାନେେ କହିଲେ, ମନ୍ଦିର ଟଙ୍କା ସହିତ ଏ ଟଙ୍କାତକ ରଖିବା ନିୟମ ବିରୁଦ୍ଧ ହବେ। କାରଣ ଏ ଟଙ୍କା ଜଣକର ମୃତ୍ଯୁ ପାଇଁ ଦିଆଯାଇଛି।
7ବାହାରୁ ୟିରୂଶାଲମକୁ ଭ୍ରମଣ ରେ ଆସୁଥିବା ଲୋକମାନଙ୍କ ମୃତ୍ଯୁ ହେଲେ ସମାନଙ୍କେୁ ସମାଧି ଦବୋ ନିମନ୍ତେ ସମାନେେ ଏ ଟଙ୍କା ରେ 'କୁମ୍ଭାର ଜମି' ନାମ ରେ ନାମିତ ଜମି ଖଣ୍ଡିଏ କିଣିବାକୁ ସ୍ଥିର କଲେ।
8ତେଣୁ ଏବେ ସୁଦ୍ଧା ଏହି ଜମିଟିକୁ ରକ୍ତକ୍ଷାତ୍ର ବୋଲି କୁହାଯାଉଛି।
9ଏଭଳି ଭାବରେ ଭବିଷ୍ଯଦ୍ବକ୍ତା ୟିରିମିୟଙ୍କ ମାଧ୍ଯମ ରେ କୁହାୟାଇଥିବା ବାଣୀ ସଫଳ ହେଲା। ୟିରିମିୟ କହିଥିଲେ,
10ପ୍ରଭୁ ମାେତେ ଦଇେଥିବା ଆଦେଶ ଅନୁସାରେ ସମାନେେ ସହେି ଟଙ୍କା ରେ କୁମ୍ଭାର ଜମି ଖଣ୍ଡିକ କିଣିଲେ।
11ଏହି ସମୟରେ ଯୀଶୁ ରାଜ୍ଯପାଳ ପୀଲାତ ଆଗ ରେ ଠିଆ ହେଲେ। ରାଜ୍ଯପାଳ ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?
12କିନ୍ତୁ ଯେତବେେଳେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ତାହାଙ୍କୁ ଅଭିୟୁକ୍ତ କଲେ ସେ କିଛି ଉତ୍ତର ଦେଲନୋହିଁ।
13ତେଣୁ ପୀଲାତ ଯୀଶୁଙ୍କୁ ପଚାରିଲେ, ସମାନେେ ତୁମ୍ଭ ବିରୁଦ୍ଧ ରେ ଯେଉଁ ସବୁ ଅଭିଯୋଗ କରୁଛନ୍ତି ତାହା ତୁମ୍ଭେ ଶୁଣିଛ। କାହିଁକି ଉତ୍ତର ଦେଉନାହଁ?
14କିନ୍ତୁ ଯୀଶୁ ଗୋଟିଏ ହେଲେ ଉତ୍ତର ତାହାଙ୍କୁ ଦବୋକୁ ମନାକଲେ। ଏଥି ରେ ପୀଲାତ ବଡ଼ ଆଶ୍ଚର୍ୟ୍ଯ ହାଇଗେଲେ।
15ପ୍ରେତ୍ୟକକ ବର୍ଷ ନିସ୍ତାର ପର୍ବ ଅବସର ରେ ରାଜ୍ଯପାଳ କାରାଗାରରୁ ଜଣେ ବନ୍ଦୀକୁ ମୁକ୍ତ କରିବାର ରୀତି ଥିଲା। ଲୋକମାନେ ଯେଉଁ ଲୋକର ମୁକ୍ତ ହବୋ ଚାହୁଁଥିଲେ, କବେଳେ ସହେି ଲୋକକୁ ମୁକ୍ତ କରାଯାଉଥିଲା।
16ସହେି ସମୟରେ ବାରବ୍ବା ନାମ ରେ ଜଣେ କୁଖ୍ଯାତ ବନ୍ଦୀ ଥିଲା।
17ତେଣୁ ଯେତବେେଳେ ସବୁଲୋକେ ଏକାଠି ଜମା ହେଲେ, ସେତବେେଳେ ପୀଲାତ ସମାନଙ୍କେୁ ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି। ବାରବ୍ବା ଓ ଯୀଶୁଙ୍କ ମଧ୍ଯରୁ କାହାକୁ ମୁକ୍ତ କରିବାକୁ ଚାହୁଁଛ?
18ପୀଲାତ ଜାଣିଥିଲେ ଯେ ଲୋକମାନେ ଯୀଶୁଙ୍କ ପ୍ରତି ଇର୍ଷାପରାୟଣ ଥିଲେ। ସେଥିପାଇଁ ତାହାଙ୍କ ହାତ ରେ ଯୀଶୁଙ୍କୁ ସମର୍ପି ଦଇେଛନ୍ତି।
19ପୀଲାତ ବିଚାରମଞ୍ଚ ରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: ଏହି ଧର୍ମିକ ଲୋକଟିର କିଛି ହେଲେ କ୍ଷତି କରନାହିଁ। ମୁଁ ତାହାଙ୍କ ବିଷୟ ରେ କାଲି ରାତି ରେ ଗୋଟିଏ ସ୍ବପ୍ନ ଦେଖିଛି। ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହାଇପେଡ଼ିଛି।
20କିନ୍ତୁ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସମାନେେ ବାରବ୍ବାଙ୍କୁ ମୁକ୍ତ କରିବା ପାଇଁ ଓ ୟିଶୁଙ୍କୁ ମାରିଦବୋ ପାଇଁ ଅନୁ ରୋଧ କରନ୍ତୁ।
21ରାଜ୍ଯପାଳ ପୀଲାତ ପଚ଼ାରିଲେ, ବାରବ୍ବା ଓ ଯୀଶୁ ଏହି ଦୁଇଜଣ ବନ୍ଦୀଙ୍କ ମଧ୍ଯରୁ ତୁମ୍ଭମାନଙ୍କ ପାଇଁ କାହାକୁ ମୁକ୍ତ କରିଦବୋ ତୁମ୍ଭମାନେେ ଚାହୁଁଛ?
22ତା'ପରେ ପୀଲାତ ସମାନଙ୍କେୁ ପଚ଼ାରିଲେ, ତବେେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାୟାଏ ତାହାଙ୍କ ପ୍ରତି ମୁଁ କ'ଣ କରିବି?
23ପୀଲାତ ପଚ଼ାରିଲେ, କାହିଁକି? ସେ କ'ଣ ଅପରାଧ କରିଛନ୍ତି? କିନ୍ତୁ ସମସ୍ତେ ଚିତ୍କାର କରି କହିଲେ, ତାହାଙ୍କୁ କୃଶ ରେ ଚ଼ଢ଼ଇେ ଦିଆଯାଉ।
24ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳଇବୋକୁ କିଛି କରିପାରିବେ ନାହିଁ ବରଂ ଲୋକେ ବଳକେୁ ବଳେ ଉତ୍ତଜେିତ ହାଇେ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, ଏ ଲୋକର ମୃତ୍ଯୁ ପାଇଁ ମୁଁ ତାଯୀ ନୁହେଁ। ତୁମ୍ଭମାନେେ କବଳେ ଏସବୁ କରୁଛ।
25ସବୁ ଲୋକ ଉତ୍ତର ଦେଲେ, ଆମ୍ଭେ ତାହାଙ୍କ ମୃତ୍ଯୁ ପାଇଁ ଦାଯୀ ରହିବୁ। ତାହାଙ୍କ ମୃତ୍ଯୁ ପାଇଁ ଯେ କୌଣସି ଦଣ୍ଡ ପାଇବାକୁ ଯୋଗ୍ଯ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥି ରେ ରାଜି ଅଛୁ।
26ପୀଲାତ ବାରବ୍ବାଙ୍କୁ ମୁକ୍ତ କରି ଦେଲେ ଓ ଯୀଶୁଙ୍କୁ ବତରେ ମାରିବା ପାଇଁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କୃଶ ରେ ଚଢ଼ାଇବା ପାଇଁ ସୈନ୍ଯମାନଙ୍କୁ ହାତ ରେ ଅର୍ପଣ କଲେ।
27ତା'ପରେ ପୀଲାତଙ୍କ ସୈନ୍ଯମାନେ ଯୀଶୁଙ୍କୁ ପୀଲାତଙ୍କ ରାଜପ୍ରାସାଦ ଭିତରକୁ ନଇଗେଲେ। ସବୁ ସୈନ୍ଯତକ ଯୀଶୁଙ୍କ ଚାରିପଟେ ଜମା ହାଇଗେଲେ।
28ସୈନ୍ଯମାନେ ଯୀଶୁଙ୍କ ପୋଷାକ କାଢ଼ି ପକାଇଲେ ଓ ତାହାଙ୍କୁ ବାଇଗଣୀ ପୋଷାକଟି ପିନ୍ଧାଇ ଦେଲେ।
29ସମାନେେ କଣ୍ଟାଡ଼ାଳ ରେ ଗୋଟିଏ ମୁକୁଟ ତିଆରି କଲେ ଓ ସହେି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡ ରେ ପିନ୍ଧାଇ ଦେଲେ। ତାହାଙ୍କର ଡ଼ାହାଣ ହାତ ରେ ବାଡ଼ିଟି ଧ ରଇେ ଦେଲେ। ତା'ପରେ ତାହାଙ୍କ ଆଗ ରେ ଆଣ୍ଠୁମାଡ଼ି ବସି ପଡ଼ି ତାହାଙ୍କୁ ଥଟ୍ଟା କଲେ। ସମାନେେ କହିଲେ, ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।
30ତା'ପରେ ସମାନେେ ତାହାଙ୍କ ମୁହଁ ଉପରକୁ ଛପେ ପକାଇଲେ ଓ ତାହାଙ୍କ ହାତରୁ ବାଡ଼ିଟି ନଇେ ସେଥି ରେ ତାହାଙ୍କର ମୁଣ୍ଡକୁ ପୁଟିବାକୁ ଲାଗିଲେ।
31ତାହାଙ୍କୁ ଥଟ୍ଟା କରି ସାରିବା ପରେ ତାହାଙ୍କ ପୋଷାକ କାଢ଼ି ନେଲେ ଓ ପୁଣି ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇ କୃଶ ରେ ଚଢ଼ାଇବା ପାଇଁ ନଇଗେଲେ।
32ସୈନ୍ଯମାନେ ଯୀଶୁଙ୍କୁ ନଇେ ନଗର ବାହାରକୁ ଯାଉଥିବା ସମୟରେ କୂରୀଣୀୟ ଶିମାନେ ନାମ ରେ ଜଣେ ଲୋକକୁ ଦେଖିଲେ। ସମାନେେ ସେ ଲୋକଟିକୁ ଯୀଶୁଙ୍କ ପାଇଁ କୃଶ ବୋହି ନବୋ ପାଇଁ ବାଧ୍ଯ କଲେ।
33ସମାନେେ ଗଲ୍ଗଥା ନାମକ ସ୍ଥାନ ରେ (ଯାହାର ଅର୍ଥ କପାଳସ୍ଥାନ) ପହନ୍ଚିଲେ।
34ସମାନେେ ଯୀଶୁଙ୍କୁ ପିତ୍ତ ମିଶା ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହାକୁ ଚାଖିବା ପରେ ପିଇବା ପାଇଁ ମନା କଲେ।
35ସମାନେେ ଯୀଶୁଙ୍କୁ କୃଶ ରେ କଣ୍ଟାମାରିସାରି ତାହାଙ୍କର ପୋଷାକ ପତ୍ର ନିଜ ନିଜ ଭିତ ରେ ଗୁଳାବାଣ୍ଟ କରି ବାଣ୍ଟି ନେଲେ।
36ତା'ପରେ ସୈନ୍ଯମାନେ ସଠାେରେ ଯୀଶୁଙ୍କୁ ଜଗିବା ପାଇଁ ବସିଲେ।
37ସୈନ୍ଯମାନେ ଯୀଶୁଙ୍କ ବିରୁଦ୍ଧ ରେ ଅଭିଯୋଗପତ୍ର ତିଆରି କଲେ ଓ ତାହାକୁ ତାହାଙ୍କ ମୁଣ୍ଡ ଉପରେ ଝୁଲାଇ ଦେଲେ। ସେଥି ରେ ଲଖାେ ଥିଲା, ଏ ଯିହୂଦୀମାନଙ୍କର ରାଜା ଯୀଶୁ।
38ସହେି ସମୟରେ ଦୁଇଜଣ ଡ଼କାୟତଙ୍କୁ ମଧ୍ଯ ଯୀଶୁଙ୍କ ପାଖ ରେ କୃଶ ରେ ଚଢ଼ଇେ ଦିଆଗଲା। ଜଣକୁ ତାହାଙ୍କ ଡ଼ାହାଣ ପଟେ ଓ ଆର ଜଣକୁ ବାମ ପଟେ।
39ସହେି ପାଖ ଦଇେ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସମାନେେ ସମେମାନଙ୍କ ମୁଣ୍ଡ ହଲଇେ କହୁଥିଲେ,
40ତୁମ୍ଭେ କହୁଥିଲ ଯେ ତୁମ୍ଭେ ମନ୍ଦରକୁ ଭାଙ୍ଗି ଦଇେ ପାରିବଓ ପୁଣି ତାକୁ ତିନିଦିନ ମଧିଅରେ ତିଆରି କରିଦଇେ ପାରିବା ତେଣୁ ଏବେ ତୁମ୍ଭେ ନିଜକୁ ରକ୍ଷା କର। ତୁମ୍ଭେ ଯଦି ପ୍ରକୃତ ରେ ପରମେଶ୍ବରଙ୍କ ପୁତ୍ର ତବେେ କୃଶ ଉପରୁ ତଳକୁ ଚ଼ାଲିଆସ।
41ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚ଼ୀନମାନେ ମଧ୍ଯ ସଠାେରେ ଥିଲେ। ସମାନେେ ମଧ୍ଯ ଅନ୍ୟମାନଙ୍କ ଭଳି ଯୀଶୁଙ୍କୁ ଥଟ୍ଟା କରୁଥିଲେ।
42ସମାନେେ କହୁଥିଲେ, ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲେ। ଏବେ କିନ୍ତୁ ସେ ନିଜକୁ ରକ୍ଷା କରି ପାରୁନାହାନ୍ତି। ଲୋକେ କହନ୍ତୁ ଯେ ସେ ଇଶ୍ରାୟେଲର ରାଜା। ଏକଥା ଯଦି ସତ, ତବେେ ସେ ବର୍ତ୍ତମାନ କୃଶ ଉପରୁ ତଳକୁ ଓହ୍ଲଇେ ଆସନ୍ତୁ। ତବେେ ଅମ୍ଭେ ତାହାଙ୍କୁ ବିଶ୍ବାସ କରିବୁ।
43ସେ ପରମେଶ୍ବରଙ୍କଠା ରେ ବିଶ୍ବାସ କରୁଥିଲେ। ଯଦି ପ୍ରକୃତ ରେ ପରମେଶ୍ବର ତାହାଙ୍କୁ ଚାହୁଁଥାଆନ୍ତି, ତବେେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, 'ମୁଁ ପରମେଶ୍ବରଙ୍କ ପୁତ୍ର।'
44ଯେଉଁ ଡ଼କାୟତମାନଙ୍କୁ ଯୀଶୁଙ୍କ ପାଖ ରେ କୃଶ ରେ ଚ଼ଢ଼ଇେ ଦିଆଯାଉଥିଲା, ସମାନେେ ମଧ୍ଯ ଯୀଶୁଙ୍କୁ ସହେିଭଳି ଥଟ୍ଟା କରିବା ରେ ଲାଗିଲେ।
45ଦ୍ବପ୍ରହରଠାରୁ ତିନିଟା ବାଜିବା ପର୍ୟ୍ଯନ୍ତ ସାରା ଦେଶ ରେ ଅନ୍ଧକାର ଘୋଟିଗଲା।
46ପ୍ରାୟ ତିନିଟା ବେଳେ ଯୀଶୁ ଉଚ୍ଚ ସ୍ବର ରେ ଡାକିଲେ, ଏଲି, ଏଲି, ଲାମା ସବକ୍ଥାନୀ? ଅର୍ଥାତ୍ ହେ ମାରେ ପରମେଶ୍ବର, ହେ ମାରେ ପରମେଶ୍ବର, ତୁମ୍ଭେ ମାେତେ କାହିଁକି ପରିତ୍ଯାଗ କଲ?
47ସଠାେରେ ଠିଆହାଇେଥିବା କେତକେ ଲୋକ ଏକଥା ଶୁଣିଲେ ଓ କହିଲେ, ସେ ଏଲିୟଙ୍କୁ ଡ଼ାକୁଛି।
48ସହେିକ୍ଷଣି ସହେି ଲୋକମାନଙ୍କ ମଧ୍ଯରୁ ଜଣେ ଦୌଡ଼ିଯାଇ ସ୍ପଞ୍ଜଟିଏ ନଇେ ଆସିଲା। ତାକୁ ଅସ୍ଲରସ ରେ ବୁଡ଼ାଇ ଗୋଟିଏ ବାଡ଼ି ରେ ଟାଙ୍ଗି ଯୀଶୁଙ୍କୁ ବଢ଼ାଇ ଦଲୋ।
49କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲିୟ ଆସି ତାହାଙ୍କୁ ରକ୍ଷା କରୁଛନ୍ତି କି ନାହିଁ ଏବେ ଦେଖିବା।
50ପୁଣି ଥରେ ଯୀଶୁ କହିଲେ ସମାପ୍ତ ହେଲା, ତା'ପରେ ସେ ପ୍ରାଣତ୍ଯାଗ କଲେ।
51ତା'ପରେ ମନ୍ଦିରର ପରଦା ଉପରୁ ତଳ ପର୍ୟ୍ଯନ୍ତ ଚିରିଯାଇ ଦୁଇଖଣ୍ଡ ହାଇଗେଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟି ଗଲା,
52କବରଗୁଡ଼ିକ ଖାଲିଗେଲା, ଆଗରୁ ମରିଯାଇଥିବା ପରମେଶ୍ବରଙ୍କର ଅନକଗେୁଡ଼ିଏ ଲୋକ ମୃତ୍ଯୁରୁ ପୁଣି ଉତ୍ଥାନ କଲେେ। ସମାନେେ କବର ଭିତରୁ ବାହରି ଆସିଲେ।
53ଯୀଶୁଙ୍କ ମୃତ୍ଯୁରୁ ବଞ୍ଚି ଉଠିବା ପରେ ସମାନେେ ପବିତ୍ରନଗରକୁ ଯାଇ ଅନକେ ଲୋକଙ୍କୁ ଦଖାଦେେଲେ।
54ରୋମୀୟ ସନୋଧ୍ଯକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ଯମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସମାନେେ ବହୁତ ଭୟ କଲେ ଓ ସମାନେେ କହିଲେ, ସେ ପ୍ରକୃତ ରେ ପରମେଶ୍ବରଙ୍କ ପୁତ୍ର ଥିଲେ।
55କିଛି ଦୁର ରେ ଅନକେ ସ୍ତ୍ରୀଲୋକ ଏସବୁ ଦେଖୁଥିଲେ। ଏହି ସ୍ତ୍ରୀଲୋକମାନେ ଯୀଶୁଙ୍କ ଯତ୍ନ ନବୋ ପାଇଁ ଗାଲିଲୀରୁ ତାହାଙ୍କ ସହିତ ଆସିଥିଲେ।
56ସମାନଙ୍କେ ମଧିଅରେ ମଗ୍ଦଲିନୀ ମରିୟମ, ଯାକୁବ ଓ ଯୋଷଫଙ୍କେ ମାଆ ମରିୟମ ଓ ଜବଦେୀଙ୍କ ପୁତ୍ରମାନ(ଯାକୁବ ଓ ଯହେନ)ଙ୍କ ମାଆ ଥିଲେ।
57ସନ୍ଧ୍ଯା ହବୋ ବଳକେୁ ଯୋଷଫେ ନାମକ ହାରାମଥିଯାର ଜଣେ ଧନୀ ଲୋକ ୟିରୁଶାଲମ ରେ ଆସି ପହନ୍ଚିଲେ। ସେ ମଧ୍ଯ ଯୀଶୁଙ୍କର ଜଣେ ଶିଷ୍ଯ ଥିଲେ।
58ସେ ପୀଲାତଙ୍କ ପାଖକୁ ଗଲେ ଓ ଯୀଶୁଙ୍କ ଶରୀର ପାଇଁ ଅନୁରୋଧ କଲେ। ପୀଲାତ ସୈନ୍ଯମାନଙ୍କୁ ଆଜ୍ଞା ଦଇେ କହିଲେ ଶରୀରକୁ ତାହାଙ୍କୁ ଦଇଦେିଅ।
59ଯୋଷଫେ ଶରୀରକୁ ନେଲେ ଓ ତାହାଙ୍କୁ ନୂଆ ରେଶମ ବସ୍ତ୍ର ଦ୍ବାରା ଘାଡ଼ଇେେ ଦେଲେ।
60ଯୋଷଫେ ଯୀଶୁଙ୍କ ଶରୀରକୁ ତାହାଙ୍କୁ ନୂଆ କବର ମଧିଅରେ ରଖିଲେ। ସହେି କବରକୁ ୟୋ ସଫେ ପଥରର କାନ୍ଥ କାଟି ତିଆରି କରିଥିଲେ। ତାପରେ ସେ ଗୋଟିଏ ବହୁତ ବଡ ପଥର ଗଡ଼ଇେ ଆଣି ପ୍ରବେଶଦ୍ବାରକୁ ବନ୍ଦ କରି ଦେଲେ। ଏସବୁ କଲପରେେ ୟୋ ସଫେ ଚାଲିଗଲେ।
61ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ ସଠାେରେ କବର ଆଗ ରେ ବସି ରହିଥିଲେ।
62ସହେି ଦିନଟି ପ୍ରସ୍ତୁତି ଦିବସ ଥିଲା, ସହେି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରୂଶୀମାନେ ପୀଲାତଙ୍କୁ ଭଟେିଲେ।
63ସମାନେେ କହିଲେ, ମହାଶୟ, ଆମ୍ଭର ମନେ ଅଛି ଯେ ସହେି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, 'ତୃତୀୟ ଦିନ ପରେ ମୁଁ ମୃତ୍ଯୁରୁ ପୁଣି ପୂର୍ନଉଥିତ ହବେି।'
64ତେଣୁ ତୃତୀୟ ଦିନ ପର୍ୟ୍ଯନ୍ତ କବରକୁ ପହରା ଦବୋ ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ଯମାନେ ସଠାେକୁ ଆସି ତାହାଙ୍କ ମୃତ ଦହକେୁ ଚେ଼ାରୀ କରି ନବୋପାଇଁ ଚେଷ୍ଟା କରିବେ। ତା'ପରେ ସମାନେେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ଯୁରୁ ଉଠିଛନ୍ତି। ତାହାହେଲେ ଏହୀ ଶଷେ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହବେ।
65ପୀଲାତ ସମାନଙ୍କେୁ କହିଲେ, ତୁମ୍ଭେ ପହରା ପାଇଁ ସୈନ୍ଯ ନଇଯାେଇପାର। ତୁମ୍ଭେ ଯଭେଳି ଭଳ ଭାବୁଛ, ଯାଅ ଓ ସହେିପରି କବରସ୍ଥାନକୁ ପହରା ଦଇେ ନିରାପଦ ରେ ରଖ।
66ତା'ପରେ ସମାନେେ କବର ପାଖକୁ ଗଲେ ଓ ପ୍ରବେଶଦ୍ବାର ରେ ମାହେର ଲଗଇେଲେ। ସଠାେରେ ସୈନ୍ଯମାନଙ୍କୁ ପହରା ଦବୋପାଇଁ ଆଦେଶ ଦଇେ ଚୋରମାନଙ୍କ କବଳରୁ କପରକୁ ନିରାପଦ ରଖିବାର ବ୍ଯବସ୍ଥା କଲେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme