Home ପରମଗୀତ 5 · ଓଡ଼ିଆ ବାଇବେଲ

ପରମଗୀତ

Chapter 5

ଓଡ଼ିଆ ବାଇବେଲ
1ହେ ମାରେ ଭଗିନୀ, ମାହେର ପ୍ରିୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି। ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ଯ ସଂଗ୍ରହ କରିଅଛି। ମୁଁ ମହୁ ଫଣୋରୁ ମାରେ ମହୁ ଭୋଜନ କରିଅଛି। ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧପାନ କରିଅଛି। ଆସ ପରସ୍ପର ସହିତ ଆମାଦେ କରିବା। ଆସ ପ୍ ରମେ ରେ ମତ୍ତ ହାଇଯେିବା।
2ମୁଁ ନିଦ୍ରିତା ଥିଲି, ମାତ୍ର ମାରେ ହୃଦଯ ଜାଗ୍ରତ ଥିଲା। ଏତ ମାେ ପ୍ରିଯତମଙ୍କ ରବ। ସେ ଦ୍ବାର ରେ ଆଘାତ କରି କହୁଛନ୍ତି, ଆଗୋ ମାରେ ଭଗିନୀ, ମାରେ ପ୍ରିୟେ, ମାରେ କପୋତୀ, ମାହେର ଶୁଦ୍ଧମତି ମାେ ପାଇଁ ଦ୍ବାର ଫିଟାଅ। କାରଣ ମାରେମସ୍ତକ ଶିଶିର ରେ ମାହେର କେଶ ରାତ୍ରିର ଜଳ ବିନ୍ଦୁ ରେ ପରିପୂର୍ଣ୍ଣ।
3ମୁଁ ଆପଣା ବସ୍ତ୍ର କାଢ଼ି ପକାଇଛି। ମୁଁ ତାକୁ ଆଉ ପିନ୍ଧିବାକୁ ଚାହୁଁ ନାହିଁ। ମୁଁ ମାରେ ପାଦ ଧୌତ କରିଅଛି, ମୁଁ ସଗେୁଡ଼ିକୁ ମଇଳା କରିବା ପାଇଁ ଚାହୁଁ ନାହିଁ।
4ମାେ ପ୍ରିଯତମ ଦ୍ବାରର ଛିଦ୍ର ରେ ଆପଣା ହାତ ଥୋଇଲେ, ତହିଁରେ ମାରେ ହୃଦଯ ତାହାଙ୍କ ପାଇଁ ଉଚ୍ଚାଟ ହେଲା।
5ମୁଁ ଆପଣା ପ୍ରିଯତମଙ୍କ ପାଇଁ ଦ୍ବାର ଫିଟାଇବାକୁ ଉଠିଲି, କିଳଣୀର ବେଣ୍ଟ ଉପ ରେ ମାରେ ହସ୍ତରୁ ଗନ୍ଧରସ ଓ ମାେ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା।
6ମୁଁ ଆପଣା ପ୍ରିଯତମଙ୍କ ପାଇଁ ଦ୍ବାର ଫିଟାଇଲି। ମାତ୍ର ମାହେର ପ୍ରିଯତମ ସେ ସ୍ଥାନରୁ ଚାଲି ୟାଇଥିଲେ। ମାରେ ଆତ୍ମା ମାେତେ ଛାଡ଼ିଗଲା, ଯେତବେେଳେ ସେ କହିଲେ। ମୁଁ ତାହାଙ୍କୁ ଖାଜେିଲି ମାତ୍ର ପାଇଲି ନାହିଁ। ମୁଁ ତାହାଙ୍କୁ ଡ଼ାକିଲି, ମାତ୍ର ସେ ମାେତେ ଉତ୍ତର ଦେଲେ ନାହିଁ।
7ନଗର ଭ୍ରମଣକାରୀ ପ୍ରହରିମାନେ ମାେତେ ଦେଖିଲେ। ସମାନେେ ମାେତେ ପ୍ରହାର କଲେ। ସମାନେେ ମାେତେ କ୍ଷତବିକ୍ଷତ କଲେ। ପ୍ରାଚୀର ରକ୍ଷକମାନେ ମାଠାରୁେ ମାହେର ଆଚ୍ଛାଦନ ବସ୍ତ୍ର କାଢ଼ି ନଇଗେଲେ।
8ଆଗୋ ୟିରୁଶାଲମର କନ୍ଯାଗଣ। ଯବେେ ତୁମ୍ଭମାନେେ ମାେ ପ୍ରିଯତମଙ୍କ ଦଖାେ ପାଇବ, ତବେେ ମୁଁ ତୁମ୍ଭମାନଙ୍କୁ ଶପଥ ଦଇେ କହୁଅଛି, ମୁଁ ପ୍ ରମେ ପତିତା ବୋଲି ତୁମ୍ଭେ ତାଙ୍କୁ କହିବ।
9ହେ ନାରୀଗଣ ମଧ୍ଯ ପରମ ସୁନ୍ଦରୀ। ତୁମ୍ଭର ପ୍ ରମେିକ ଅନ୍ୟ ପ୍ ରମେିକମାନଙ୍କ ଅପେକ୍ଷା କିପରି ଭଲ ଅଟନ୍ତି? ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏହି ଶପଥ କରାଉଛ?
10ମାହେର ପ୍ରିଯତମ ଶ୍ବତେ ଓ ରକ୍ତବର୍ଣ୍ଣ, ଦଶ ସହସ୍ର ମଧିଅରେ ପ୍ରଧାନ।
11ତାଙ୍କର ମସ୍କ ଶୁଦ୍ଧ ସୁବର୍ଣ୍ଣ ତୁଲ୍ଯ। ତାଙ୍କର କେଶ କୁଞ୍ଚିତ ଓ ଡାମରା କୁଆପରି କୃଷ୍ଣବର୍ଣ୍ଣ।
12ତାଙ୍କର ନେତ୍ର ୟୁଗଳ ନଦୀ ନିକଟରେ ଥିବା କପୋତମାନଙ୍କ ତୁଲ୍ଯ। ଦୁଗ୍ଧ ରେ ଧୌତ ଓ ଯଥା ସ୍ଥାନ ରେ ସ୍ଥାପିତ।
13ତାଙ୍କର ଗଣ୍ଡଦେଶ ସୁଗନ୍ଧି ଲତାର କିଆରି ସ୍ବରୂପ ସୁଗନ୍ଧି ତୃଣର ତଟ ସ୍ବରୂପ। ତାଙ୍କର ଓଷ୍ଠଧାର କଇଁଫୁଲ ତୁଲ୍ଯ ତହିଁରୁ ଦ୍ରବ ଗନ୍ଧରସ ଝ ରେ।
14ତାହାଙ୍କ ହସ୍ତ ଦ୍ବଯ ବୈଦୁର୍ୟ୍ଯ ମଣି ରେ ଖଚିତ ସୁବର୍ଣ୍ଣ କଙ୍କଣ ତୁଲ୍ଯ। ତାହାଙ୍କ ଶରୀର ନୀଳକାନ୍ତ ମଣି ମଣ୍ଡିତ ଗଜଦନ୍ତମଯ ଶିଳ୍ପ କର୍ମ ତୁଲ୍ଯ।
15ତାଙ୍କର ଗୋଡ଼ ଦୁଇଟି ସୁବର୍ଣ୍ଣ ମୂଳଦୁଆ ରେ ସ୍ଥାପିତ ଦୁଇଟି ମାର୍ବଲର ସ୍ତମ୍ବ ତୁଲ୍ଯ। ତାଙ୍କର ଆକୃତି ଲିବାନୋନ୍ ଏରସ ବୃକ୍ଷ ତୁଲ୍ଯ ଉତ୍କୃଷ୍ଟ।
16ତାହାଙ୍କ ମୁଖ ଅତ୍ଯନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମ ନୋହର। ହେ ୟିରୁଶାଲମର କନ୍ଯାଗଣ, ସେ ମାହେର ପ୍ରିଯତମ, ସେ ମାହେର ସହୋଦର।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme