Home Bibles ସିଫନିୟ 2:9 · ଓଡ଼ିଆ ବାଇବେଲ
ସିଫନିୟ 2:9 · ଓଡ଼ିଆ ବାଇବେଲ

ତେଣୁ ଆମ୍ଭେ ପ୍ରତିଜ୍ଞା କରୁଛୁ, ମାୟୋବ ଓ ଅମ୍ମାନରେ ଲୋକମାନେ ସଦୋମ ଓ ହ ମାରୋ ପରି ଧ୍ବଂସ ହବେେ। ଆମ୍ଭେ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପ୍ରତିଜ୍ଞା କରୁଅଛୁ ଚିରକାଳ ପାଇଁ ସମାନଙ୍କେର ଭୂମି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହବେ। ସମାନଙ୍କେର ଭୂମିରେ ଅନାବନା ଗଛ ବ୍ଯାପିୟିବ। ମରୁସାଗର ପରି ସମାନଙ୍କେର ଭୁମି ଲବଣାକ୍ତ ହବେ। ଆମ୍ଭର ବଞ୍ଚିତ ଲୋକମାନେ ତାଙ୍କ ଦେଶ ଅଧିକାର କରିବେ ଓ ତାଙ୍କର ସମ୍ପତ୍ତି ଫରେିପାଇବେ।

Cross references

ଆଦି ପୁସ୍ତକ 19:24

ଠିକ୍ ସହେି ସମୟରେ, ସଦାପ୍ରଭୁ ସଦୋମ ଏବଂ ହ ମାରେକୁ ଧ୍ବଂସ କଲେ। ସଦାପ୍ରଭୁ ଆକାଶରୁ ସଦୋମ ଓ ହ ମାରୋ ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କଲେ।

ଆଦି ପୁସ୍ତକ 19:25

ସହେି ନଗରଗୁଡ଼ିକୁ, ସମୁଦାଯ ଉପତ୍ୟକା କ୍ଷେତ୍ରଗୁଡ଼ିକ ଓ ତନ୍ମଧସ୍ଥ ସମସ୍ତ ଲୋକ ଓ ସମସ୍ତ ବୃକ୍ଷଲତା ଧ୍ବଂସ ହାଇଗେଲା।

ଗଣନା ପୁସ୍ତକ 14:21

କିନ୍ତୁ ମୁଁ ପ୍ରତିଜ୍ଞା କରୁଅଛି ଯେ, ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ ହବେ।

ଦିତୀୟ ବିବରଣ 29:22

ଭବିଷ୍ଯତ ରେ ତୁମ୍ଭର ଭବିଷ୍ଯତ ବଂଶଧରଗଣ ଓ ବହକ୍ସ୍ଟ ଦୂର ସ୍ଥାନରକ୍ସ୍ଟ ଆସକ୍ସ୍ଟଥିବା ବିଦେଶୀଗଣ ବିନାଶ ଓ ବିପର୍ୟ୍ଯଯ ଦେଖିବେ, ଯାହା ସଦାପ୍ରଭୁ ଦେଶକକ୍ସ୍ଟ ଆଘାତ କରିଛନ୍ତି।

ଦିତୀୟ ବିବରଣ 29:23

ସଦାପ୍ରଭୁ ଆପଣା କୋର୍ଧ ଓ କୋପରେ ଯେଉଁ ସଦୋମ ଓ ହ ମାରୋ, ଅଦ୍ମା ଓ ସବୋଯିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନ ରେ ପରିପୂର୍ଣ୍ଣ ହାଇେଅଛି। ତହିଁରେ କିଛି ବକ୍ସ୍ଟଣାୟାଏ ନାହିଁ, କି ଫଳ ଉତ୍ପନ୍ନ ହକ୍ସ୍ଟଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢେ ନାହିଁ।

ଯିଶାଇୟ 11:14

ମାତ୍ର ଇଫ୍ରଯିମ ଓ ଯିହୁଦା ଉଭୟେ ପଲେଷ୍ଟୀୟ ଆକ୍ରମଣ କରିବେ। ଏହି ଉଭୟ ଗୋଷ୍ଠୀ ପକ୍ଷୀ ସଦୃଶ କ୍ଷୁଦ୍ର ପ୍ରାଣୀଙ୍କ ଉପରୁ ଝାମ୍ପ ମାରିବେ। ପୂର୍ବଦେଶୀଯ ଲୋକମାନଙ୍କର ସମାନେେ ଧନସମ୍ପଦ ଲୁଣ୍ଠନ କରିବେ। ସେ ଉଭୟେ ଗୋଷ୍ଠୀ ଇଦୋମ, ମାୟୋବ ଓ ଅମ୍ମାନରେ ସନ୍ତାନଗଣଙ୍କୁ ଆଯତ୍ତ କରିବେ।

ଯିଶାଇୟ 13:19

ବାବିଲୋନୀଯମାନେ ତାଙ୍କ ଦେଶପାଇଁ ଗର୍ବିତ ହୁଅନ୍ତି। କାରଣ ତାଙ୍କର ରାଜ୍ଯ ସବୁ ରାଜ୍ଯମାନଙ୍କ ମଧିଅରେ ଅଧିକ ସୌନ୍ଦର୍ୟ୍ଯଶାଳୀ।

ଯିଶାଇୟ 15:1

ମାଯାେବ ବିଷଯ ରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରି ରେ ମାୟୋବର ଆର ନଗରରୁ ସୈନ୍ଯମାନେ ସମସ୍ତ ଧନ ନଇଗେଲେ ଏବଂ ତାକୁ ମଧ୍ଯ ଧ୍ବଂସ କଲେ। ଆଉ ମଧ୍ଯ ଦିନେ ରାତ୍ରି ରେ ସୈନ୍ଯମାନେ ମାୟୋବର ବୀର ନଗରରୁ ସମସ୍ତ ଧନ ନଇଗେଲେ ଓ ସେ ନଗରକୁ ମଧ୍ଯ ଧ୍ବଂସ କଲେ।

ଯିଶାଇୟ 25:10

ଏହି ପର୍ବତ ଉପ ରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହବେ। ମାତ୍ର ଖାତକୁଣ୍ଡ ରେ କୁଟା ଦଳିତ ହେଲାପରି ମାୟୋବ ନିଜ ସ୍ଥାନ ରେ ଦଳିତ ହବେ।

ଯିଶାଇୟ 34:9

ଆଉ ମଧ୍ଯ ତହିଁର ସୋର୍ତସବୁ ଝୁଣା ରେ ଓ ତହିଁର ଧୂଳି ଗନ୍ଧକରେ ପରିଣତ ହବେ। ସହେି ଭୂମି ପ୍ରଜ୍ବଳିତ ଝୁଣା ହବେ।

ଯିଶାଇୟ 49:18

ତୁମ୍ଭର ଚକ୍ଷୁ ମଲୋଇ ଚତୁର୍ଦ୍ଦିଗକୁ ଦେଖ। ସମାନେେ ସମସ୍ତେ ଏକତ୍ରୀତ ହାଇେ ତୁମ୍ଭ ଆଡ଼କୁ ଆସୁଛନ୍ତି। ସଦାପ୍ରଭୁ କୁହନ୍ତି, ମାରେ ଜୀବନ ରେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରୁଛି, ତୁମ୍ଭେ ସମସ୍ତ ପରିଧାନ ଭୂଷଣ କରିବ। ପୁଣି ସମସ୍ତେ ଗୋଟିଏ କନ୍ଯା ପରି ପରିଧାନ କରିବେ।

ଯିରିମିୟ 46:18

ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ମୁଁ ଜୀବିତ ଥିବା ପ୍ରମାଣେ ଜଣେ ଆସୁଅଛି, ୟିଏକି ତାବୋର ପର୍ବତ ସଦୃଶ ମହାନ କିଅବା ସମୁଦ୍ର ନିକଟସ୍ଥ କର୍ମିଲ ପର୍ବତ ସଦୃଶ।

ଯିରିମିୟ 48:1

ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ମାୟୋବ ବିଷଯ ରେ ଏହା କହନ୍ତି, ନବୋ ଧ୍ବଂସ ହବେ, କିରିଯାଥଯିମ ଲଜ୍ଜିତ ହବେ। ତାହା କବଳିତ ହବେ ଏବଂ ପର୍ବତଗଡ଼ ଲଜ୍ଜିତ ଓ ଭଗ୍ନ ହବେ।

ଯିରିମିୟ 49:18

ସଦୋମ ଓ ହ ମାରୋର ଏବଂ ନିକଟସ୍ଥ ନଗରୀ ଉତ୍ପାଟିତ ହେଲାପରି ତୁମ୍ଭର ମଧ୍ଯ ହବେ। କୌଣସି ଲୋକ ସଠାେ ରେ ବାସ କରିବ ନାହିଁ କିଅବା କୌଣସି ଶିଶୁ ସଠାେ ରେ ଜନ୍ମ ହବେ ନାହିଁ।

ଯିରିମିୟ 50:40

ସଦାପ୍ରଭୁ କହନ୍ତି, ପରମେଶ୍ବର ସଦୋମ, ହ ମାରୋ ଓ ତନ୍ନିକଟବର୍ତ୍ତୀ ନଗରସବୁ ଯେଉଁପରି ଧ୍ବଂସ କରିଥିଲେ, ସହେିପରି ବାବିଲ ଧ୍ବଂସ ପାଇବ। ସଠାେ ରେ କହେି ଲୋକ ବାସ କରିବେ ନାହିଁ କି ମନୁଷ୍ଯପୁତ୍ର ତହିଁରେ ପ୍ରବାସ କରିବେ ନାହିଁ।

ଯିହିଜିକଲ 25:1

ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

ଯୋୟେଲ 3:19

ମିଶର ଗୋଟିଏ ନିର୍ଜନ ସ୍ଥାନ ହବେ ଏବଂ ଶୂନ୍ଯ ମରୁଭୂମି ହବେ। କାରଣ ସମାନେେ ଯିହୁଦାର ଲୋକମାନଙ୍କ ପ୍ରତି ନିଷ୍ଠୁର ହାଇେଥିଲେ। ସମାନେେ ସହେି ଦେଶର ନିରୀହ ଲୋକମାନଙ୍କୁ ହତ୍ଯା କରିଥିଲେ।

ଆମୋଷ 1:13

ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ଅମ୍ମାନରେ ଲୋକମାନଙ୍କୁ ଦଣ୍ତ ଦବୋ, ଯେଉଁମାନେ ଅନକେ ଅପରାଧ କରିଛନ୍ତି, କାହିଁକି? କାରଣ ସମାନେେ ଗିଲିଯଦ ରେ ଗର୍ଭବତୀ ନାରୀମାନଙ୍କୁ ହତ୍ଯା କରିଅଛନ୍ତି। ଅମ୍ମାନରେ ଲୋକମାନେ ଏହିପରି କାର୍ୟ୍ଯ କଲେ, ଯଟରେୁ ସମାନଙ୍କେର ସୀମା ଅଧିକ ଜାଗା ବଢାଇବାକୁ।

ମୀଖା 5:7

କିନ୍ତୁ ଯାକୁବର ଅବଶିଷ୍ଟାଂଶ, ବହୁ ଜାତି ମଧିଅରେ ସଦାପ୍ରଭୁଙ୍କର ସକାଳର କାକରପରି ବିକ୍ଷିପ୍ତ ହବେେ, ଏବଂ କବେେ ମନୁଷ୍ଯ ମାନଙ୍କ ଉପ ରେ ନିର୍ଭରଶୀଳ ହବେେ ନାହିଁ। ଆଉ ମଧ୍ଯ ସମାନେେ ତୃଣ ଉପ ରେ ବୃଷ୍ଟି ସଦୃଶ ହବେେ ଏବଂ ମନୁଷ୍ଯମାନଙ୍କ ଉପ ରେ ଭରସା ରଖିବେ ନାହିଁ।

ସିଫନିୟ 2:7

ତା'ପ ରେ ସହେି ରାଜ୍ଯ ଯିହୁଦାର ରକ୍ଷାକର୍ତ୍ତାଙ୍କ ଅଧିକାରକୁ ଆସିବ। ସଦାପ୍ରଭୁ ଯିହୁଦାର ସହେି ଲୋକମାନଙ୍କୁ ସ୍ମରଣ କରିବେ। ସହେି ଲୋକମାନେ ବିଦେଶ ରେ ବନ୍ଦୀ। କିନ୍ତୁ ସଦାପ୍ରଭୁ ସମାନଙ୍କେୁ ଫରୋଇ ଆଣିବେ। ତା'ପ ରେ ଯିହୁଦାର ଲୋକମାନେ ସମାନଙ୍କେର ମଷଗେୁଡିକୁ ସହେି ପଡିଆ ରେ ଚରିବାକୁ ଦବେେ। ସନ୍ଧ୍ଯା ବେଳେ ଅସ୍କିଲୋନର ଶୂନ୍ଯ ଗୃହ ରେ ସମାନେେ ପଡି ରହିବେ।

ସିଫନିୟ 2:14

ତା'ପ ରେ କବଳେ ମଷେମାନେ ଓ ହିଂସ୍ର ପଶୁ ସହେି ଧ୍ବଂସ ନଗରୀ ରେ ବାସ କରିବେ। ପଚୋ ଓ କାଉମାନେ ପରିତ୍ଯକ୍ତ ସ୍ତମ୍ଭମାନଙ୍କ ରେ ବସିବେ। ସମାନଙ୍କେର ରାବ ଝରକା ବାଟେ ଶୁଣାୟିବ। କାଉଗୁଡିକ ଦ୍ବାର ପାହାଚ ଉପ ରେ ବସିବେ। ପ୍ରବେଶପଥ ଧ୍ବଂସ ଏବଂ ନିର୍ଜ୍ଜନ ହବେ। ଏରସ କଡିକାଠ ଖାଲିେ ଦିଆୟିବ।

ସିଫନିୟ 3:13

ଇଶ୍ରାୟେଲର ବଞ୍ଚି ରହିଥିବା ଲୋକମାନେ ଖରାପ କାର୍ୟ୍ଯ କରିବେ ନାହିଁ। ସମାନେେ ମିଥ୍ଯା କହିବେ ନାହିଁ। ସମାନଙ୍କେ ମଧିଅରେ କୌଣସି ମିଥ୍ଯାବାଦୀ ରହିବେ ନାହିଁ। ସମାନେେ ମେଣ୍ତାମାନଙ୍କ ପରି ଖାଇବେ ପିଇବେ ଓ ଶାନ୍ତି ରେ ଶାଇେବେ। କହେି ସମାନଙ୍କେୁ ବ୍ଯସ୍ତ କରିବେ ନାହିଁ।

ଯିଖରିୟ 2:13

ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 14:11

ଶାସ୍ତ୍ର ରେ ଲଖାେ ଅଛି:

Interlinear

Choose Theme