Home Bibles ☰ Books ସିଫନିୟ 2:10 · ଓଡ଼ିଆ ବାଇବେଲ
ସିଫନିୟ 2:10 · ଓଡ଼ିଆ ବାଇବେଲ

ମାୟୋବ ଓ ଅମ୍ମାନରେ ଲୋକମାନଙ୍କ ପାଇଁ ଏହିସବୁ ଘଟିବ କାରଣ ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଲୋକମାନଙ୍କ ପ୍ରତି ଗର୍ବୀ ଓ ନିଷ୍ଠୁର ହାଇେଥିଲେ ଏବଂ ସମାନଙ୍କେୁ ଅପମାନିତ କରିଥିଲେ।

Cross references

ଯାତ୍ରା ପୁସ୍ତକ 9:17

ତଥାପି ମଧ୍ଯ ତୁମ୍ଭେ ମାରେ ଲୋକମାନଙ୍କ ବିରୁଦ୍ଧାଚରଣ କରୁଛ। ତୁମ୍ଭେ ମାରେ ଲୋକମାନଙ୍କୁ ମୁକ୍ତ କରୁନାହଁ।

ଯାତ୍ରା ପୁସ୍ତକ 10:3

ତେଣୁ ମାଶାେ ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ସଦାପ୍ରଭୁ ଏବ୍ରୀଯମାନଙ୍କର ପରମେଶ୍ବର କହିନ୍ତି, ' କେତେ ଦିନ ତୁମ୍ଭେ ମାେତେ ଅମାନ୍ଯ କରିବ? ମାରେ ଲୋକମାନଙ୍କୁ ୟିବାକୁ ଦିଅ ଓ ସମାନଙ୍କେୁ ମାରେ ଉପାସନା କରିବାକୁ ଦିଅ।

ପ୍ରଥମ ବଂଶାବଳୀ 16:21

କିନ୍ତୁ ସଦାପ୍ରଭୁ କାହାରିକୁ ସମାନଙ୍କେୁ ଆଘାତ କରିବାକୁ ଅନୁମତି ଦେଲେ ନାହିଁ, ସମାନଙ୍କେୁ ଆଘାତ ନ କରିବାକୁ ସଦାପ୍ରଭୁ ରାଜାଗଣଙ୍କୁ ସତର୍କ କରାଇ ଦେଲେ।

ଯିଶାଇୟ 10:12

ମାରେ ପ୍ରଭୁ ୟିରୁଶାଲମ ଓ ସିୟୋନ ପର୍ବତ ବିରୁଦ୍ଧ ରେ ସମସ୍ତ କାର୍ୟ୍ଯ ସମାପ୍ତ କଲାପ ରେ ଅଶୂରକୁ ଦଣ୍ଡ ଦବେେ। କାରଣ ଅଶୂରର ରାଜା ଅତି ଅହଙ୍କାରୀ ଓ ତାଙ୍କର ଗର୍ବ ତାଙ୍କୁ କୁକର୍ମ କରାଇଛି। ତେଣୁ ପରମେଶ୍ବର ତାଙ୍କୁ ଦଣ୍ଡ ଦବେେ।

ଯିଶାଇୟ 16:6

ଏହା ଶୁଣା ଯାଉଛି ଯେ, ମାୟୋବ ଅତ୍ଯନ୍ତ ଗର୍ବୀ ଓ ଅହଙ୍କାରୀ। ସେ କେତେ ଆତ୍ମଭିମାନୀ ଗର୍ବୀ ଏବଂ କୋର୍ଧୀ ମାତ୍ର, ତା'ର ଏ ଅହଙ୍କାର ଅଧିକ ସମୟ ରହିବ ନାହିଁ।

ଯିଶାଇୟ 37:22

ସନ୍ ହରେୀବ ବିଷଯ ରେ ସଦାପ୍ରଭୁ ଏହିକଥା କୁହନ୍ତି, ସିୟୋନର କୁଆଁରୀକନ୍ଯା ତୁମ୍ଭକୁ ତୁଚ୍ଛ କରିଛି ଓ ତୁମ୍ଭକୁ ପରିହାସ କରିଛି। ୟିରୁଶାଲମର କନ୍ଯା ତୁମ୍ଭକୁ ହୀନ ଦୃଷ୍ଟି ରେ ଦେଖିଛି।

ଯିରିମିୟ 12:14

ସଦାପ୍ରଭୁ ଏହା କହନ୍ତି, ସମସ୍ତ ମନ୍ଦ ପଡ଼ୋଶୀ ଯେଉଁମାନେ କି ଆମ୍ଭେ ଉତ୍ତରାଧିକାରୀ ସୂତ୍ର ରେ ଇଶ୍ରାୟେଲୀୟମାନଙ୍କୁ ଦଇେଥିବା ଦେଶକୁ ସ୍ପର୍ଶ କରନ୍ତି ଆମ୍ଭେ ସମାନଙ୍କେୁ ତାଙ୍କ ଦେଶରୁ ଉତ୍ପାଟନ କରିବା ଏବଂ ଆମ୍ଭେ ସମାନଙ୍କେ ମଧ୍ଯରୁ ଯିହୁଦାର ଘରକୁ ହଟଇେ ଦବୋ।

ଯିରିମିୟ 48:14

ତୁମ୍ଭମାନେେ କହିପାରିବ ନାହିଁ 'ଆମ୍ଭମାନେେ ବୀର ଓ ୟୁଦ୍ଧ ରେ ସାହସୀ।'

ଯିରିମିୟ 48:29

ମାଯାେବ ବଡ଼ ଅହଙ୍କାରୀ, ଆମ୍ଭମାନେେ ତାହାର ଅହଙ୍କାରର କଥା, ତାହାର ଉଦ୍ଧତ ଭାବ, ତାହାର ଗର୍ବ, ତାହାର ଦର୍ପ ଓ ତାହାର ଚିତ୍ତର ଅହମିକା କଥା ଶୁଣିଅଛୁ।

ଯିହିଜିକଲ 38:14

ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଭବିଷ୍ଯଦବାକ୍ଯ ପ୍ରଚାର କରି ଗୋଗକୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, 'ଯେତବେେଳେ ମାରେ ଲୋକମାନେ ଶାନ୍ତି ରେ ଓ ନିରାପଦ ରେ ବାସ କରୁଛନ୍ତି, ତୁମ୍ଭେ ସମାନଙ୍କେୁ ଆକ୍ରମଣ କରିବାକୁ ଆସିବ ?

ଦାନିଏଲ 4:37

ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।

ଦାନିଏଲ 5:20

କିନ୍ତୁ ନବୂଖଦ୍ନିତ୍ସର ଗର୍ବୀ ଏବଂ ଜିଦ୍ଖୋର ହେଲେ। ତେଣୁ ତାଙ୍କର ରାଜ୍ଯ ତାଙ୍କଠାରୁ ନିଆଗଲା। ତା'ପ ରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡି ନିଆଗଲା।

ଓବଦିୟ 1:3

ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସହେି ଗୁମ୍ଫା ଗୁଡିକରେ ବାସ କର। ତୁମ୍ଭେ ସହେି ଉଚ୍ଚ ସ୍ଥାନ ରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ' ମାେତେ କହେି ଭୂମି ଉପରକୁ ଆଣି ପାରିବେ ନାହିଁ।'

ଓବଦିୟ 1:11

ତୁମ୍ଭେ ଇଶ୍ରାୟେଲର ଶତୃମାନଙ୍କ ସହିତ ମିଶିଲ। ଅଜଣା ଲୋକ ଇଶ୍ରାୟେଲ ଧନ ସମ୍ପତ୍ତି ଅଧିକାର କଲେ। ବିଦେଶୀ ମାନେ ୟିରୁଶାଲମ ନଗରଦ୍ବାର ଦଇେ ପ୍ରବେଶ କଲେ। ସହେି ବିଦେଶୀମାନେ ୟିରୁଶାଲମର କେଉଁ ଅଂଶ ପାଇବେ ବୋଲି ବହୁ ପଥର ଫିଙ୍ଗିଲେ ତୁମ୍ଭେ ସମାନଙ୍କେ ମଧ୍ଯରୁ ଜଣେ ହେଲ।

Interlinear

Choose Theme