ଭବିଷ୍ଯତ ରେ ତୁମ୍ଭର ଭବିଷ୍ଯତ ବଂଶଧରଗଣ ଓ ବହକ୍ସ୍ଟ ଦୂର ସ୍ଥାନରକ୍ସ୍ଟ ଆସକ୍ସ୍ଟଥିବା ବିଦେଶୀଗଣ ବିନାଶ ଓ ବିପର୍ୟ୍ଯଯ ଦେଖିବେ, ଯାହା ସଦାପ୍ରଭୁ ଦେଶକକ୍ସ୍ଟ ଆଘାତ କରିଛନ୍ତି।
Cross references
ଠିକ୍ ସହେି ସମୟରେ, ସଦାପ୍ରଭୁ ସଦୋମ ଏବଂ ହ ମାରେକୁ ଧ୍ବଂସ କଲେ। ସଦାପ୍ରଭୁ ଆକାଶରୁ ସଦୋମ ଓ ହ ମାରୋ ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କଲେ।
ଆମ୍ଭେ ଏହି ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା। ଯେତବେେଳେ ଲୋକମାନେ ୟିରୁଶାଲମ ଦଇେ ଯିବେ, ସମାନେେ ଯାହା ଦେଖିବେ ସେଥି ରେ ଆଘାତ ପାଇବେ। ଯେତବେେଳେ ସମାନେେ ଧ୍ବସ୍ତ ନଗରୀକୁ ଦେଖିବେ, ସମାନେେ ଆତଙ୍କିତ ହବେେ ଓ ବୀଭିଷିକା ପ୍ରକାଶ କରିବା ପାଇଁ ହିସ୍ ଶବ୍ଦ କରିବେ।
ପୁଣି ସଦାପ୍ରଭୁ କ୍ଷମା ନ କରି ଯେପରି ସମସ୍ତ ନଗର ବିନାଶ କରିଥିଲେ। ସେ ଲୋକ ସହେିସବୁ ନଗର ତୁଲ୍ଯ ହେଉ। ଆଉ ସେ ଲୋକ ପ୍ରାତଃକାଳ ରେ କ୍ରନ୍ଦନ ଓ ମଧ୍ଯାହ୍ନ କାଳ ରେ ଚିତ୍କାର ଶବ୍ଦ ଶୁଣୁ।
ସଦୋମ ଓ ହ ମାରୋର ଏବଂ ନିକଟସ୍ଥ ନଗରୀ ଉତ୍ପାଟିତ ହେଲାପରି ତୁମ୍ଭର ମଧ୍ଯ ହବେ। କୌଣସି ଲୋକ ସଠାେ ରେ ବାସ କରିବ ନାହିଁ କିଅବା କୌଣସି ଶିଶୁ ସଠାେ ରେ ଜନ୍ମ ହବେ ନାହିଁ।
ଇଫ୍ରଯିମ, ଆମ୍ଭେ ତୁମ୍ଭକୁ ପରିତ୍ଯାଗ କରିବାକୁ ଗ୍ଭହୁଁ ନାହୁଁ। ଇଶ୍ରାୟେଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ। ଅଦ୍ମାର ଓ ସବୋଯିମ୍ ପରି ତୁମ୍ଭକୁ ହବୋକୁ ଆମ୍ଭେ ଗ୍ଭହୁଁ ନାହୁଁ। ଆମ୍ଭର ମନକୁ ପରିବର୍ତ୍ତନ କରିଛୁ। ଆମ୍ଭର ପ୍ ରମେ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ।
ତେଣୁ ଆମ୍ଭେ ପ୍ରତିଜ୍ଞା କରୁଛୁ, ମାୟୋବ ଓ ଅମ୍ମାନରେ ଲୋକମାନେ ସଦୋମ ଓ ହ ମାରୋ ପରି ଧ୍ବଂସ ହବେେ। ଆମ୍ଭେ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପ୍ରତିଜ୍ଞା କରୁଅଛୁ ଚିରକାଳ ପାଇଁ ସମାନଙ୍କେର ଭୂମି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହବେ। ସମାନଙ୍କେର ଭୂମିରେ ଅନାବନା ଗଛ ବ୍ଯାପିୟିବ। ମରୁସାଗର ପରି ସମାନଙ୍କେର ଭୁମି ଲବଣାକ୍ତ ହବେ। ଆମ୍ଭର ବଞ୍ଚିତ ଲୋକମାନେ ତାଙ୍କ ଦେଶ ଅଧିକାର କରିବେ ଓ ତାଙ୍କର ସମ୍ପତ୍ତି ଫରେିପାଇବେ।