Home Bibles ରୋମୀୟଙ୍କ ପ୍ରତି ପତ୍ର 14:11 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 14:11 · ଓଡ଼ିଆ ବାଇବେଲ

ଶାସ୍ତ୍ର ରେ ଲଖାେ ଅଛି:

Cross references

ଗଣନା ପୁସ୍ତକ 14:21

କିନ୍ତୁ ମୁଁ ପ୍ରତିଜ୍ଞା କରୁଅଛି ଯେ, ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ ହବେ।

ଗଣନା ପୁସ୍ତକ 14:28

ସମାନଙ୍କେୁ କୁହ, 'ସଦାପ୍ରଭୁ ପ୍ରତିଜ୍ଞା କରନ୍ତି। ସମାନେେ ଯାହା ଅଭିଯୋଗ କରିଛନ୍ତି' ତାହାହିଁ ମୁଁ କରିବି।

ଗୀତସଂହିତା 72:11

ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ। ସବୁ ଜାତିଗଣ ଲୋକମାନେ ତାଙ୍କର ସବୋ କରନ୍ତୁ।

ଯିଶାଇୟ 45:22

ହେ ପୃଥିବୀ ପ୍ରାନ୍ତସ୍ଥ ସମସ୍ତ ଲୋକ, ତୁମ୍ଭମାନେେ ଆମ୍ଭପ୍ରତି ଦୃଷ୍ଟି କର ଓ ପରିତ୍ରାଣ ପ୍ରାପ୍ତ ହୁଅ। କାରଣ ଆମ୍ଭେ ପରମେଶ୍ବର ଓ ଆମ୍ଭ ଛଡ଼ା ଅନ୍ୟ ପରମେଶ୍ବର ନାହିଁ।

ଯିଶାଇୟ 49:18

ତୁମ୍ଭର ଚକ୍ଷୁ ମଲୋଇ ଚତୁର୍ଦ୍ଦିଗକୁ ଦେଖ। ସମାନେେ ସମସ୍ତେ ଏକତ୍ରୀତ ହାଇେ ତୁମ୍ଭ ଆଡ଼କୁ ଆସୁଛନ୍ତି। ସଦାପ୍ରଭୁ କୁହନ୍ତି, ମାରେ ଜୀବନ ରେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରୁଛି, ତୁମ୍ଭେ ସମସ୍ତ ପରିଧାନ ଭୂଷଣ କରିବ। ପୁଣି ସମସ୍ତେ ଗୋଟିଏ କନ୍ଯା ପରି ପରିଧାନ କରିବେ।

ଯିରିମିୟ 22:24

ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହାୟୋକୀମର ପୁତ୍ର ଯିହାୟୋଦାରକୀନ୍ ଆମ୍ଭ ଦକ୍ଷିଣ ହସ୍ତର ମାହେର ତୁଲ୍ଯ ହେଲେ ହେଁ ଆମ୍ଭେ ତୁମ୍ଭକୁ ସଠାରୁେ କାଢ଼ି ପକାଇବା।

ଯିହିଜିକଲ 5:11

ତହୁଁ ସଦାପ୍ରଭୁ ମାରେପ୍ରଭୁ କହନ୍ତି, ତୁମ୍ଭେ ଆପଣାର ତୁଚ୍ଛ ବସ୍ତୁ ସକଳ ଦ୍ବାରା ଓ ଆପଣାର ସବୁ ଘୃଣା ଯୋଗ୍ଯ କର୍ମଦ୍ବାରା ଆମ୍ଭର ପବିତ୍ରସ୍ଥାନ ଅଶୁଚି କରିଅଛ, ଏଥିପାଇଁ ଆମ୍ଭେ ଜୀବିତ ଥିବା ପ୍ରମାଣେ ଆମ୍ଭେ ଶପଥ କରୁଛୁ ଯେ, ଆମ୍ଭେ ତୁମ୍ଭମାନଙ୍କୁ ପଛ କରିଦବୋ। ଆଉ ତୁମ୍ଭମାନଙ୍କ ପାଇଁ ଦୁଃଖ କରିବା ନାହିଁ କି ଦୟା କରିବା ନାହିଁ।

ସିଫନିୟ 2:9

ତେଣୁ ଆମ୍ଭେ ପ୍ରତିଜ୍ଞା କରୁଛୁ, ମାୟୋବ ଓ ଅମ୍ମାନରେ ଲୋକମାନେ ସଦୋମ ଓ ହ ମାରୋ ପରି ଧ୍ବଂସ ହବେେ। ଆମ୍ଭେ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପ୍ରତିଜ୍ଞା କରୁଅଛୁ ଚିରକାଳ ପାଇଁ ସମାନଙ୍କେର ଭୂମି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହବେ। ସମାନଙ୍କେର ଭୂମିରେ ଅନାବନା ଗଛ ବ୍ଯାପିୟିବ। ମରୁସାଗର ପରି ସମାନଙ୍କେର ଭୁମି ଲବଣାକ୍ତ ହବେ। ଆମ୍ଭର ବଞ୍ଚିତ ଲୋକମାନେ ତାଙ୍କ ଦେଶ ଅଧିକାର କରିବେ ଓ ତାଙ୍କର ସମ୍ପତ୍ତି ଫରେିପାଇବେ।

ମାଥିଉଲିଖିତ ସୁସମାଚାର 10:32

ଯଦି କହେି ଲୋକ ସମସ୍ତଙ୍କ ଆଗ ରେ ଠିଆ ହାଇେ କୁ ହେ ଯେ, ସେ ମାେତେ ବିଶ୍ବାସ କରେ ତବେେ ମୁଁ ମଧ୍ଯ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଆଗ ରେ କହିବି ଯେ ସେ ମାରେ ନିଜ ଲୋକ।

ରୋମୀୟଙ୍କ ପ୍ରତି ପତ୍ର 10:9

ଯଦି ତୁମ୍ଭେ ନିଜ ମୁହଁ ରେ କୁହ, ଯୀଶୁ ପ୍ରଭୁ ଅଟନ୍ତି, ଓ ତୁମ୍ଭର ମନ ବିଶ୍ବାସ କରେ ଯେ, ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁର ଉଠାଇ ଆଣି ଥିଲେ; ତବେେ ତୁମ୍ଭେ ଉଦ୍ଧାର ପାଇୟିବ।

ରୋମୀୟଙ୍କ ପ୍ରତି ପତ୍ର 15:9

ଅଣଯିହୂଦୀ ଲୋକେ, ପରମେଶ୍ବରଙ୍କ ଦ୍ବାରା ପ୍ରଦତ୍ତକରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ଯ ସେ ଏହା କଲେ। ଶାସ୍ତ୍ର କୁ ହେ:

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:10

ଏପରି କରିବାର ଉଦ୍ଦେଶ୍ଯ ଥିଲା ଯେ ସ୍ବର୍ଗର, ପୃଥିବୀର ଓ ପାତାଳର ପ୍ରେତ୍ୟକକ ଲୋକ ଯେପରି ଯୀଶୁଙ୍କ ନାମ ଆଗ ରେ ମୁଣ୍ଡ ନୁଆଇଁବେ।

ଯୋହନଙ୍କ ପ୍ରଥମ ପତ୍ର 4:15

ଯଦି କହେି ବିଶ୍ବାସ କରେ ଯେ, ଯୀଶୁ ପରମେଶ୍ବରଙ୍କର ପୁତ୍ର ଅଟନ୍ତି, ତବେେ ପରମେଶ୍ବର ତାଠା ରେ ରହନ୍ତି ଓ ସେ ମଧ୍ଯ ପରମେଶ୍ବରଙ୍କଠା ରେ ରହେ।

ଯୋହନଙ୍କ ଦିତୀୟ ପତ୍ 1:7

ଏ ଜଗତ ରେ ବର୍ତ୍ତମାନ ଅନକେ ଭଣ୍ଡ ଶିକ୍ଷକ ବାହାରିଲଣେି। ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା ସମାନେେ ଅସ୍ବୀକାର କରନ୍ତି। ଏହି ସତ୍ଯକୁ ଅସ୍ବୀକାର କରୁଥିବା ପ୍ରେତ୍ୟକକ ବ୍ଯକ୍ତି ଜଣେ ଜଣେ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:14

ଚାରିଜଣ ଜୀବିତପ୍ରାଣୀ କହିଲେ, ଆମେନ୍! ଏବଂ ଚବିଶଜଣ ପ୍ରାଚୀନ ବ୍ଯକ୍ତି ନଇଁପଡ଼ି ତାହାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।

Interlinear

Choose Theme