କିନ୍ତୁ ମୁଁ ପ୍ରତିଜ୍ଞା କରୁଅଛି ଯେ, ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ ହବେ।
Cross references
କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମାରେ ପରାକ୍ରମ ଜାଣିବ। ସମଗ୍ର ପୃଥିବୀ ରେ ମାରେ ନାମ ବିଖ୍ଯାତ କରିବ।
ଆମ୍ଭେ ଆକାଶ ଆଡେ ହାତ ଉଠାଇ କହକ୍ସ୍ଟ, ଏହି ପ୍ରତିଜ୍ଞା କରୁ। ଆମ୍ଭେ ଯେ ଅନନ୍ତ ଜୀବି ଅଟକ୍ସ୍ଟ।
ମାରେ ଶତ୍ରୁମାନେ ମାେତେ ଫାନ୍ଦରେ ପକାଇବାକୁ ମାେ ପାଇଁ ଜାଲ ବିସ୍ତାର କରିଛନ୍ତି। ସମାନେେ ମାେ ପାଇଁ ଏକ ବଡ଼ ଗାତ ଖାେଳିଛନ୍ତି। କିନ୍ତୁ ସମାନେେ ନିଜେ ସେଥିରେ ପଡ଼ିଛନ୍ତି।
ତାଙ୍କର ଗୌରବାନ୍ବିତ ନାମର ମହିମା ଅନନ୍ତକାଳ ପର୍ୟ୍ଯନ୍ତ ଗାନ କର। ତାହାଙ୍କ ଗୌରବରେ ସମୁଦାଯ ପୃଥିବୀ ପରିପୂର୍ଣ୍ଣ ହେଉ! ଆମେନ୍, ଆମେନ୍।
ସମାନେେ ପରସ୍ପରକୁ ଡ଼ାକି କହୁଥିଲେ, ସର୍ବ ଶକ୍ତିମାନ ସଦାପ୍ରଭୁ ଧର୍ମମଯ, ଧର୍ମମଯ, ଧର୍ମମଯ। ତାଙ୍କର ମହିମା ସମଗ୍ର ପୃଥିବୀ ରେ ବ୍ଯାପିୟାଇଛି।' ସହେି ଦବଦେୂତମାନଙ୍କର ସ୍ବର ଅତି ଉଚ୍ଚ ଥିଲା।
ତୁମ୍ଭର ଚକ୍ଷୁ ମଲୋଇ ଚତୁର୍ଦ୍ଦିଗକୁ ଦେଖ। ସମାନେେ ସମସ୍ତେ ଏକତ୍ରୀତ ହାଇେ ତୁମ୍ଭ ଆଡ଼କୁ ଆସୁଛନ୍ତି। ସଦାପ୍ରଭୁ କୁହନ୍ତି, ମାରେ ଜୀବନ ରେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରୁଛି, ତୁମ୍ଭେ ସମସ୍ତ ପରିଧାନ ଭୂଷଣ କରିବ। ପୁଣି ସମସ୍ତେ ଗୋଟିଏ କନ୍ଯା ପରି ପରିଧାନ କରିବେ।
ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହାୟୋକୀମର ପୁତ୍ର ଯିହାୟୋଦାରକୀନ୍ ଆମ୍ଭ ଦକ୍ଷିଣ ହସ୍ତର ମାହେର ତୁଲ୍ଯ ହେଲେ ହେଁ ଆମ୍ଭେ ତୁମ୍ଭକୁ ସଠାରୁେ କାଢ଼ି ପକାଇବା।
ତହୁଁ ସଦାପ୍ରଭୁ ମାରେପ୍ରଭୁ କହନ୍ତି, ତୁମ୍ଭେ ଆପଣାର ତୁଚ୍ଛ ବସ୍ତୁ ସକଳ ଦ୍ବାରା ଓ ଆପଣାର ସବୁ ଘୃଣା ଯୋଗ୍ଯ କର୍ମଦ୍ବାରା ଆମ୍ଭର ପବିତ୍ରସ୍ଥାନ ଅଶୁଚି କରିଅଛ, ଏଥିପାଇଁ ଆମ୍ଭେ ଜୀବିତ ଥିବା ପ୍ରମାଣେ ଆମ୍ଭେ ଶପଥ କରୁଛୁ ଯେ, ଆମ୍ଭେ ତୁମ୍ଭମାନଙ୍କୁ ପଛ କରିଦବୋ। ଆଉ ତୁମ୍ଭମାନଙ୍କ ପାଇଁ ଦୁଃଖ କରିବା ନାହିଁ କି ଦୟା କରିବା ନାହିଁ।
କିନ୍ତୁ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମୁଁ ଜୀବିତ ଥିବା ୟାଏ ତୁମ୍ଭମାନେେ ଇଶ୍ରାୟେଲ ମଧିଅରେ ଏହି ପ୍ରବାଦକୁ ଆଉ ବ୍ଯବହାର କରିବ ନାହିଁ।
ପୁଣି ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ମୁଁ ମିଶର ଦେଶର ମରୁଭୂମିରେ ତୁମ୍ଭମାନଙ୍କର ପିତୃପୁରୁଷଗଣର ବିଚାର କରିଥିଲି, ମୁଁ ତୁମ୍ଭମାନଙ୍କର ବିଚାର କରିବି।
ତବେେ ତୁମ୍ଭେ ସମାନଙ୍କେୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣ ରେ ଆମ୍ଭର ସନ୍ତାଷେ ନାହିଁା କିନ୍ତୁ ଦୁଷ୍ଟ ଯେପରି ନିଜ ପାପ ପଥରୁ ନିବୃତ୍ତ ହାଇେ ବଞ୍ଚେ, ସେଥି ରେ ଆମ୍ଭେ ସନ୍ତାଷେ ଲାଭ କରୁ। ତେଣୁ ତୁମ୍ଭମାନେେ ନିଜ ନିଜ କୁପଥରୁ ଫରେ ଓ ମାରେ ନିକଟବର୍ତ୍ତୀ ହୁଅ। ହେ ଇଶ୍ରାୟେଲ ବଂଶ ତୁମ୍ଭେ କାହିଁକି ମରିବ ?'
ଏହିରୂପେ ତୁମ୍ଭେ ସମାନଙ୍କେୁ କହିବ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ମୁଁ ଜୀବିତ ଥିବା ପର୍ୟ୍ଯନ୍ତ ଧ୍ବଂସପ୍ରାପ୍ତ ସ୍ଥାନ ରେ ରହିଥିବା ଲୋକମାନେ ଖଡ୍ଗ ରେ ପତିତ ହବେେ ଏବଂ ଯେଉଁମାନେ ଖାେଲା ପ୍ରାନ୍ତର ରେ ଥିବେ ସମାନଙ୍କେୁ ପଶୁମାନେ ଭକ୍ଷଣ କରିବେ କିନ୍ତୁ ଯେଉଁ ଲୋକମାନେ ଦୃଢ଼ ଦୁର୍ଗ ଓ ଗୁମ୍ଫା ମଧିଅରେ ଲୁଚି ରହିବେ, ସମାନେେ ମହାମାରୀ ରେ ମରିବେ।
ତା'ପ ରେ ଲୋକମାନେ ସବୁଆଡେ ସଦାପ୍ରଭୁଙ୍କର ମହିମା ଜାଣିବେ। ସମୁଦ୍ର ରେ ଜଳ ବ୍ଯାପିଲା ପରି ଏହି ଖବର ଗ୍ଭରିଆଡେ ବ୍ଯାପିୟିବ।
ତେଣୁ ଆମ୍ଭେ ପ୍ରତିଜ୍ଞା କରୁଛୁ, ମାୟୋବ ଓ ଅମ୍ମାନରେ ଲୋକମାନେ ସଦୋମ ଓ ହ ମାରୋ ପରି ଧ୍ବଂସ ହବେେ। ଆମ୍ଭେ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପ୍ରତିଜ୍ଞା କରୁଅଛୁ ଚିରକାଳ ପାଇଁ ସମାନଙ୍କେର ଭୂମି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହବେ। ସମାନଙ୍କେର ଭୂମିରେ ଅନାବନା ଗଛ ବ୍ଯାପିୟିବ। ମରୁସାଗର ପରି ସମାନଙ୍କେର ଭୁମି ଲବଣାକ୍ତ ହବେ। ଆମ୍ଭର ବଞ୍ଚିତ ଲୋକମାନେ ତାଙ୍କ ଦେଶ ଅଧିକାର କରିବେ ଓ ତାଙ୍କର ସମ୍ପତ୍ତି ଫରେିପାଇବେ।
ତୁମ୍ଭର ଆସୁ। ସ୍ବର୍ଗ ରେ ତୁମ୍ଭ ଇଚ୍ଛା ସଫଳ ହବୋଭଳି ଏ ପୃଥିବୀ ରେ ବି ତୁମ୍ଭ ଇଚ୍ଛା ସଫଳ ହେଉ।