ମାରେ ପ୍ରଭୁ ୟିରୁଶାଲମ ଓ ସିୟୋନ ପର୍ବତ ବିରୁଦ୍ଧ ରେ ସମସ୍ତ କାର୍ୟ୍ଯ ସମାପ୍ତ କଲାପ ରେ ଅଶୂରକୁ ଦଣ୍ଡ ଦବେେ। କାରଣ ଅଶୂରର ରାଜା ଅତି ଅହଙ୍କାରୀ ଓ ତାଙ୍କର ଗର୍ବ ତାଙ୍କୁ କୁକର୍ମ କରାଇଛି। ତେଣୁ ପରମେଶ୍ବର ତାଙ୍କୁ ଦଣ୍ଡ ଦବେେ।
Cross references
ମାତ୍ର କୀତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସମାନେେ ଅଶୂରକୁ ଓ ଏବରକୁ ପରାସ୍ତ କରିବେ। କିନ୍ତୁ ଏହି ଜାହାଜଗୁଡିକ ମଧ୍ଯ ଧ୍ବଂସ ହବେେ।
କିନ୍ତୁ ଆମ୍ଭେ ଜାଣକ୍ସ୍ଟ ତାଙ୍କର ଶତୃମାନେ କ'ଣ କହିବେ। ଶତୃମାନେ ବକ୍ସ୍ଟଝି ପାରକ୍ସ୍ଟ ନଥିବେ। ସମାନେେ ଏପରି କହି ପାରନ୍ତି, ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଧ୍ବଂସ କରି ନାହାଁନ୍ତି। ଆମ୍ଭେ ଆପଣା ଶକ୍ତି ବଳ ରେ ସମାନଙ୍କେୁ ଜିତିଛକ୍ସ୍ଟ।'
ଅଳ୍ପ କେତକେ ମୃତ୍ଯୁର ରକ୍ଷା ପାଇଥିବା ଅବଶିଷ୍ଟ ଲୋକମାନେ ସିୟୋନ ପର୍ବତଠାରୁ ଓ ୟିରୁଶାଲମରୁ ବାହାରକୁ ଯିବେ। ଏହି ଘଟଣା ସଦାପ୍ରଭୁଙ୍କର ମନଭାବରୁ ସୃଷ୍ଟି କରିବେ।
ଯଦି ତୁମ୍ଭେ ପରମେଶ୍ବରଙ୍କ ତୁଲ୍ଯ, ତା' ହେଲେ ତୁମ୍ଭେ ତୁମ୍ଭର କୋରଧ ପ୍ରକାଶ କରିପାର ଓ ଉଦ୍ଧତ ଲୋକମାନଙ୍କୁ ଦଣ୍ଡ ଦଇପୋର। ସହେି ଗର୍ବୀ ଲୋକମାନଙ୍କୁ ନମ୍ର କରାଅ।
ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାୟ୍ଯ କର। କିନ୍ତୁ ଅହଂକାରୀର ଗର୍ବ ଓ ଦର୍ପକୁ ଚୂର୍ଣ୍ଣ କର।
ଏ ପୃଥିବୀରୁ ସମାନଙ୍କେର ଫଳ ଓ ମନୁଷ୍ଯ ସନ୍ତାନଗଣ ମଧ୍ଯରୁ ସମାନଙ୍କେର ବଂଶ ଲୋପ କରିବ।
ହେ ପରମେଶ୍ବର, ଯେତବେେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କୋର୍ଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।
ଦୁଷ୍ଟ ଲୋକମାନଙ୍କର ଗର୍ବ ଚାହାଁଣି ଓ ଗର୍ବୀତ ଚିନ୍ତା ପାପପରି। ତାହା ଲୋକର ପ୍ରଦୀପ ପରି ଦଖାୟୋଏ, ତାହା ଦୁଷ୍ଟମାନଙ୍କୁ ଅନୁଶାସନ କରେ।
କେତକେ ଲୋକ ଅଛନ୍ତି, ଯେଉଁମାନେ ଭାବନ୍ତି ସମାନେେ ବହୁତ ଭଲ। ସମାନେେ ଭାବନ୍ତି ଅନ୍ୟମାନଙ୍କଠାରୁ ୟଥେଷ୍ଟ ଭଲ।
ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସହେି ଅହଙ୍କାରୀଗଣ ଲଜ୍ଜା ରେ ଅବନତ ହବେେ। ମାତ୍ର ସେତବେେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।
ସଦାପ୍ରଭୁଙ୍କର ଏକ ସ୍ଥିରକୃତ ଦିନ ଆସିବ। ସହେିଦିନ ସଦାପ୍ରଭୁ ଅହଙ୍କାରୀ ଓ ଗର୍ବିତ ଲୋକଙ୍କୁ ଦଣ୍ଡ ଦବେେ। ସେତବେେଳେ ସହେି ଗର୍ବିତ ଲୋକମାନେ ନିଜକୁ ବଡ଼ ମନେ କରିବେ ନାହିଁ।
ସସହିସଲାକମାଲନ ବିନଯୀସହଲବ।ସସହି ମହାନ୍ସଲାକମାଲନସସମାନଙ୍କର ମଥାନତ କରିଲବ ଓ ଭୂମିକୁ ମୁଖ କରିଲବ।
ତାହାପ ରେ ଇଫ୍ରଯିମର ପ୍ରେତ୍ୟକକ ଲୋକ ଓ ଏପରିକି ଶମରିଯାର ପ୍ରାଚୀନଗଣ ଜାଣିବେ ଯେ ପରମେଶ୍ବର ସମାନଙ୍କେୁ ଦଣ୍ଡ ଦେଲେ।
ପରମେଶ୍ବର କହିବେ, ମୁଁ ଅଶୂରକୁ ଏକ ୟଷ୍ଟିରୂପେ ବ୍ଯବହାର କରିବି। ଏହି କୋର୍ଧରୂପକ ଦଣ୍ଡ ଇଶ୍ରାୟେଲକୁ ଶାସ୍ତି ଦବେେ।
ଅଶୂର ଭାବେ ସେ ମହାନ୍। ମାତ୍ର ସର୍ବଶକ୍ତିମାନ ସଦାପ୍ରଭୁ ତା ବିରୁଦ୍ଧ ରେ ଏକ ଭୟଙ୍କର ବ୍ଯାଧି ପଠାଇବେ। ଗୋଟିଏ ରୋଗୀ ତା'ର ଓଜନ ହରାଇଲା ପରି ଅଶୂର ତା'ର ଅର୍ଥ ଓ ସାମର୍ଥ୍ଯ ହରାଇବ। ତା'ପ ରେ ଅଶୂରର ସମସ୍ତ ଗୌରବ ଧ୍ବଂସ ପାଇବ। ଏହା ଅଶୂରର ସମସ୍ତ ଧ୍ବଂସ କରିବା ପର୍ୟ୍ଯନ୍ତ ଜ୍ବଳନ୍ତ ଅଗ୍ନି ସଦୃଶ ହବେ।
ଯେତବେେଳେ ସଦାପ୍ରଭୁ ଜାଣିବେ ଯେ ଅଶୂର ତୁମ୍ଭମାନଙ୍କୁ ବହୁ ଦଣ୍ଡ ଦଇେସାରିଛି, ସେତବେେଳେ ମାରେ କୋର୍ଧ ପ୍ରଶମିତ ହବେ।'
ସର୍ବଶକ୍ତିମାନ ସଦାପ୍ରଭୁ ଶପଥ କରି କହିଲେ, ମୁଁ ଶପଥ କରୁଛି, ମୁଁ ଯାହା ଚାହିଁଥିଲି ତାହାହିଁ ଘଟିବ। ମୁଁ ଯେପରି ମନ୍ତ୍ରଣା କରିଛି ସହେିପରି ମଧ୍ଯ ଘଟିବ।
ଅନକେ ଗୋଷ୍ଠୀର କୋଳାହଳ ଶୁଣ। ସମାନେେ ସମୁଦ୍ରର ଗର୍ଜନ ତୁଲ୍ଯ ଘାରେ ନାଦ କରୁଛନ୍ତି। ବହୁ ଦେଶର ଲୋକେ ମାଡ଼ି ଆସୁଛନ୍ତି। ସମାନେେ ଯେପରି ପ୍ରବଳ ବନ୍ଯା ଜଳ ସଦୃଶ ମାଡ଼ି ଆସୁଛନ୍ତି।
ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହବେ ଓ ତାହାର ପାପ ଦୂରୀଭୂତ ହବେ। ସେ ୟଜ୍ଞବଦେୀର ପ୍ରସ୍ତର ସବୁ ଧୂଳିସାତ ହବେ ଓ ସହେି ଆଶରୋ ମୂର୍ତ୍ତି ଓ ସୂର୍ୟ୍ଯ ପ୍ରତିମା ସବୁ ବିନଷ୍ଟ ହବେେ।
ସଦାପ୍ରଭୁ ପାରାସୀମ ପର୍ବତ ରେ ଉଠିଲାପରି ଉଠିବେ। ଗିବିଯୋନ ଉପତ୍ୟକା ରେ ଯେପରି କ୍ରୋଧାନ୍ବିତ ହାଇେଥିଲେ, ସହେିପରି କୋର୍ଧ କରିବେ। ସେତବେେଳେ ସେ ଅଦ୍ଭୁତକାର୍ୟ୍ଯ ସାମ୍ପାଦନ କରିବେ। ପୁଣି ସେ ନିଜର କାର୍ୟ୍ଯ ତଥା ଅଲୌକିକ କାର୍ୟ୍ଯ ସମ୍ପନ୍ନ କରିବେ।
ବହୁଜାତିଗଣ ଅରୀଯଲେ ବିପକ୍ଷ ରେ ୟୁଦ୍ଧ କରିବେ, ଏବଂ ତାହାର ସୁଦୃଢ଼ ଦୁର୍ଗ ଭିତରକୁ ପ୍ରବେଶ କରିବେ, ତାହା ରାତ୍ରିକାଳିନ ସ୍ବପ୍ନ ଓ ଦର୍ଶନ ତୁଲ୍ଯ ହବେ।
ପୁଣି ସଦାପ୍ରଭୁ ତାଙ୍କ କୋରଧର ପ୍ରଚଣ୍ଡତା ଉଚ୍ଚସ୍ବର ରେ ଶୁଣାଇବେ ଓ ତାଙ୍କର ଶକ୍ତିଶାଳୀ ହସ୍ତ କୋରଧ ରେ ଅବରୋହଣ କରିବ। ତାହା ଅଗ୍ନିତୁଲ୍ଯ ସମସ୍ତ ଜିନିଷ ଭସ୍ମ କରି ଦବେେ। ପୁଣି ସଦାପ୍ରଭୁଙ୍କର କୋରଧ ଝଡ଼, ତାଫୋନ ଓ ଶିଳାବୃଷ୍ଟି ତୁଲ୍ଯ ହବେ।
ଯେପରି ପକ୍ଷୀମାନେ ଉଡ଼ି ଉଡ଼ି ବସାକୁ ରକ୍ଷା କରନ୍ତି। ସହେିପରି ସର୍ବଶକ୍ତିମାନ ସଦାପ୍ରଭୁ ୟିରୁଶାଲମକୁ ରକ୍ଷା କରିବେ। ସେ ତାକୁ ଉଦ୍ଧାର ଓ ନିସ୍ତାର' କରିବେ।
ଏହାପ ରେ ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀଯମାନଙ୍କ ଛାଉଣି ରେ 1,85,000 ଲୋକଙ୍କୁ ସଂହାର କଲେ। ଯେତବେେଳେ ପ୍ରଭାତ ରେ ଲୋକମାନେ ଉଠିଲେ, ସମାନଙ୍କେ ଚତୁର୍ଦ୍ଦିଗ ରେ କବଳେ ଶବମାନ ଦେଖିଲେ।
ଶଷେ ରେ କ'ଣ ଘଟିବ ଆମ୍ଭେ ଆଦ୍ଯରୁ କହିଥାଉଁ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ଯ ସାଧିତ ହବେ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।
ଆମ୍ଭେ ପୂର୍ବଦିଗସ୍ଥ ଦୂରଦେଶରୁ ଏକ ମନୁଷ୍ଯକୁ ଆହ୍ବାନ କରୁ। ସହେି ମନୁଷ୍ଯଟି ଉତ୍କ୍ରୋଶ ପକ୍ଷୀ ସଦୃଶ। ଆମ୍ଭେ ଯାହା ମନ୍ତ୍ରଣା କରୁ ସେ ତାହାହିଁ କରିବ। ଆମ୍ଭେ କଳ୍ପନା କରିଅଛୁ ଓ ଆମ୍ଭେ ତାହା ସଫଳ କରିବା।
ଦେଖ, ତୁମ୍ଭମାନେେ ନିଜ ନିଜ ପତ ରେ ବଞ୍ଚିବାକୁ ଚାହୁଁଛ। ତୁମ୍ଭମାନେେ ନିଜେ ନିଜେ ଅଗ୍ନି ଜାଳୁଅଛ ଓ ଅଗ୍ନି ଖୁଣ୍ଟା ରେ ନିଜକୁ ବେଷ୍ଟନ କରୁଅଛ। ପୁଣି ତୁମ୍ଭମାନେେ ନିଜ ଅଗ୍ନିଶିଖା ଓ ନିଜ ପ୍ରଜ୍ଜ୍ବଳିତ ଅଗ୍ନିଖୁଣ୍ଟା ମଧିଅରେ ଗମନ କର। ମାେ ହସ୍ତରୁ ଏହା ତୁମ୍ଭମାନେେ ପାଇବ, ତୁମ୍ଭମାନେେ ଶାେକରେ ଶଯନ କରିବ।'
ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭମାନଙ୍କ ପାପ ପାଇଁ ଓ ତୁମ୍ଭମାନଙ୍କ ପିତୃପୁରୁଷଙ୍କ ପାପ ପାଇଁ ଉଭୟଙ୍କୁ ପ୍ରତିଫଳ ଦବୋ। କାରଣ ସମାନେେ ପର୍ବତଗୁଡ଼ିକ ଉପ ରେ ଧୂପ ଜଳାଇଛନ୍ତି ଓ ଉପପର୍ବତଗୁଡ଼ିକ ଉପ ରେ ଆମ୍ଭର ନିନ୍ଦା କରିଛନ୍ତି। ଏଣୁ ସମାନଙ୍କେ କାର୍ୟ୍ଯର ମାନ କଳନା କରି ପ୍ରତିଫଳ ସମାନଙ୍କେ କୋଳ ରେ ଦବୋ।
ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ଅଶୂରର ରାଜାକୁ ଯେଉଁପରି ଶାସ୍ତି ଦଇେଥିଲୁ, ସହେିପରି ବାବିଲର ରାଜାକୁ ଓ ତାହାର ଲୋକମାନଙ୍କୁ ଦଣ୍ଡ ଦବୋ।
ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ' ସହେି ବୃକ୍ଷ ଅତି ଉଚ୍ଚ ହେଲା। ଗହଳିଆ ଡ଼ାଳସବୁର ଶିଖର ଦେଶ ଉଚ୍ଚତା ରେ ମେଘକୁ ସ୍ପର୍ଶ କଲା। ଆଉ ତାହା ଏତେ ଅଧିକ ଉଚ୍ଚ ହେଲା ଯେ ଏହା ଅହଂକାରୀ ହେଲା।
ଆଉ ଜଳରାଶିର ନିକଟବର୍ତ୍ତୀ କୌଣସି ବୃକ୍ଷ ଆପଣା ଦୀର୍ଘତା ଯୋଗୁଁ ଗର୍ବିତ ହବେ ନାହିଁ ଓ ସମାନେେ ମେଘଗୁଡ଼ିକୁ ଛୁଇଁବା ପାଇଁ ଚେଷ୍ଟା କରିବେ ନାହିଁ। ଆଉ ଜଳ ସଚେିତ ବୃକ୍ଷସବୁ କିପରି ସମାନେେ ଡେଙ୍ଗା ହବେେ, ଏ ବିଷଯ ରେ ଅହଂକାର କରିବେ ନାହିଁ। କାରଣ ସମାନଙ୍କେ ମଧ୍ଯରୁ ସମସ୍ତେ ମୃତ୍ଯୁ ଅବଶ୍ଯାମ୍ଭାବିତ ଅଟେ, ପୃଥିବୀ ତଳକୁ ୟିବାକୁ ଠିକ୍ ଲୋକମାନେ କବରକୁ ଗଲାପରି। ସମାନେେ ଅନ୍ୟମାନଙ୍କୁ ଯୋଗ ଦବେେ, ୟିଏ ପୂର୍ବରୁ ଗର୍ତ୍ତ ଭିତରକୁ ୟାଇଥିଲେ।
ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।
ଏବଂ ସେ ସାଗର ଓ ରମ୍ଯ ପବିତ୍ର ପର୍ବତର ମଧିଅରେ ଆପଣା ରାଜକୀଯ ତମ୍ବୁ ସ୍ଥାପନ କରିବ। ଆଉ ତାହାର ଅନ୍ତିମ କାଳ ଉପସ୍ଥିତ ହବେ ଓ କହେି ତାହାକୁ ସାହାୟ୍ଯ କରିବେ ନାହିଁ।'
ଭଲ ଫଳ ପାଇବାକୁ ହେଲେ ଭଲ ଗଛଟିଏ ଲଗାଇବାକୁ ପଡ଼େ। ତୁମ୍ଭର ଖରାପ ଗଛଟିଏ ଥିଲେ ସେଥିରୁ ତୁମ୍ଭେ ଖରାପ ଫଳ ପାଇବ। କାରଣ ଫଳଦ୍ବାରା ଗଛଟିକୁ ଚିହ୍ନି ହୁଏ।
କାରଣ ଖରାପ ଭାବନା, ହତ୍ଯା, ବ୍ଯଭିଚାର, ୟୋନାଚାର, ଚୋରୀ, ମିଥ୍ଯାସାକ୍ଷ୍ଯ ଓ ନିନ୍ଦା ଆଦି ଖରାପ ବିଷୟଗୁଡିକ ପ୍ରଥମେ ମଣିଷର ମନ ଭିତ ରେ ସୃଷ୍ଟି ହୂଏ।
ଏବେ ବିଚାରର ସମୟ ଆସିଛି। ତାହା ପରମେଶ୍ବରଙ୍କ ପରିବାରଠାରୁ ଆରମ୍ଭ ହବେ। ଯଦି ସହେି ବିଚାର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ବରଙ୍କ ସୁସମାଚାର ଗ୍ରହଣ କରି ନାହାଁନ୍ତି, ସମାନଙ୍କେର କି ଅବସ୍ଥା ହବେ ?