Home Bibles ଯିହିଜିକଲ 38:14 · ଓଡ଼ିଆ ବାଇବେଲ
ଯିହିଜିକଲ 38:14 · ଓଡ଼ିଆ ବାଇବେଲ

ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଭବିଷ୍ଯଦବାକ୍ଯ ପ୍ରଚାର କରି ଗୋଗକୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, 'ଯେତବେେଳେ ମାରେ ଲୋକମାନେ ଶାନ୍ତି ରେ ଓ ନିରାପଦ ରେ ବାସ କରୁଛନ୍ତି, ତୁମ୍ଭେ ସମାନଙ୍କେୁ ଆକ୍ରମଣ କରିବାକୁ ଆସିବ ?

Cross references

ଯିଶାଇୟ 4:1

ସହେି ସମୟରେ ସାତଜଣ ସ୍ତ୍ରୀ ଏକ ପୁରୁଷକୁ ଧରି କହିବେ, ଆମ୍ଭମାନେେ ଆମ୍ଭ ନିଜର ଅନ୍ନ ଭୋଜନ କରିବୁ ଓ ନିଜର ବସ୍ତ୍ର ପରିଧାନ କରିବୁ। ତୁମ୍ଭେ ଯଦି ଆମ୍ଭମାନଙ୍କୁ ବିବାହ କରିବ ତାହା ହେଲେ ଆମ୍ଭମାନେେ ଆମ୍ଭମାନଙ୍କର ସମସ୍ତ କାର୍ୟ୍ଯ କରିବୁ। ଆମ୍ଭମାନଙ୍କୁ କବଳେ ତୁମ୍ଭର ନାମ ରେ ଖ୍ଯାତ କର ଓ ଆମ୍ଭମାନଙ୍କର ଲଜ୍ଜା ଅପମାନକୁ ଦୂର କର।'

ଯିରିମିୟ 23:6

ସହେି ଉତ୍ତମ ରାଜତ୍ବ କାଳ ରେ ଶାଖା 'ଉତ୍ପନ୍ନ' ହାଇେ ଯିହୁଦା ପରିତ୍ରାଣ ପାଇବ ଓ ଇଶ୍ରାୟେଲ ନିରାପଦ ରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମ ରେ ସେ ବିଖ୍ଯାତ ହବେେ।

ଯିହିଜିକଲ 37:28

ଏବଂ ଅନ୍ୟ ରାଷ୍ଟ୍ରମାନେ ଜାଣିବେ ଯେ ମୁଁ ସଦାପ୍ରଭୁ ଇଶ୍ରାୟେଲକୁ ମାରେବିଶଷେ ଲୋକ କଲେ। କାରଣ ମାରେ ପବିତ୍ରସ୍ଥାନ ସର୍ବଦା ସମାନଙ୍କେ ମଧିଅରେ ରହିବ।'

ଯିହିଜିକଲ 38:8

ଅନକେ ଦିନ ପ ରେ ତୁମ୍ଭକୁ ଅସ୍ତ୍ର ପାଇଁ ନିବଦନେ କରାୟିବ। ପରବର୍ତ୍ତୀ ବର୍ଷମାନଙ୍କ ରେ ୟୁଦ୍ଧରୁ ପୂର୍ବାବସ୍ଥାକୁ ଫରେୁଥିବା ଦେଶମାନଙ୍କୁ ଆକ୍ରମଣ କରିବ, ଯାହାର ବହୁ ଦେଶରୁ ଲୋକମାନେ ପର୍ବତ ଉପ ରେ ଏକତ୍ରୀତ ହାଇେଛନ୍ତି। ଯେଉଁମାନେ ଅତୀତ ରେ ବାରମ୍ବାର ବିଧ୍ବସ୍ତ ହାଇେଥିଲେ କିନ୍ତୁ ଦେଶଗୁଡ଼ିକରୁ ସମାନଙ୍କେୁ ଅଣାୟାଇଛି ଏବଂ ସମାନେେ ସମସ୍ତେ ସଠାେ ରେ ନିରାପଦ ରେ ବାସ କରୁଛନ୍ତି।

ଯିହିଜିକଲ 38:11

ତୁମ୍ଭେ କହିବ, 'ମୁଁ ପ୍ରାଚୀର ବିହୀନ ସହର ବିଶିଷ୍ଟ ଦେଶକୁ ଯିବି ; ସମାନେେ ଶାନ୍ତି ରେ ଅଛନ୍ତି, ସମାନେେ ଭାବନ୍ତି ସମାନେେ ନିରାପଦ ରେ ଅଛନ୍ତି, ସମାନଙ୍କେର ନଗରର ସୁରକ୍ଷା ପାଇଁ ଚତୁର୍ଦ୍ଦିଗ ରେ ପ୍ରାଚୀର ନାହିଁ କିମ୍ବା ସମାନଙ୍କେର ଅର୍ଗଳ କି କବାଟ ନାହିଁ। ତେଣୁ ଆମ୍ଭେ ସମାନଙ୍କେ ଦେଶ ବିପକ୍ଷ ରେ ଖଡ୍ଗ ଆଣିବା।

ଯିଖରିୟ 2:5

ସଦାପ୍ରଭୁ କୁହନ୍ତି, 'ଆମ୍ଭେ ତା'ର ଚତୁର୍ଦ୍ଦିଗ ରେ ତା'ର ସୁରକ୍ଷା ପାଇଁ ଅଗ୍ନିର ପ୍ରାଚୀର ତୁଲ୍ଯ ହବୋ। ଆମ୍ଭେ ତାକୁ ଆମ୍ଭର ମହିମା ରେ ପୂର୍ଣ୍ଣ କରିବା।'

ଯିଖରିୟ 2:8

ସେ ଆମ୍ଭକୁ ସହେି ଦେଶମାନଙ୍କଠାରୁ ତୁମ୍ଭମାନଙ୍କୁ ଫରୋଇ ଆଣିବା ପାଇଁ ପଠାଇଲେ, ଯେଉଁମାନେ ତୁମ୍ଭକୁ ଲୁଟିଥିଲେ। ତୁମ୍ଭମାନେେ ତାଙ୍କର ଗୌରବ।

Interlinear

Choose Theme