ଆମ୍ଭେ ସମସ୍ତ ଗୋଷ୍ଠୀକୁ ୟିରୁଶାଲମ ବିରୁଦ୍ଧ ରେ ଲଢିବାକୁ ଏକତ୍ରୀତ କରିବା। ନଗରଟି ପରାଜିତ ହବେ ଓ ଗୃହଗୁଡିକ ଲୁଣ୍ଠିତ ହବେ। ସ୍ତ୍ରୀମାନେ ଧର୍ଷିତ ହବେେ ଏବଂ ଦେଶର ଅର୍ଦ୍ଦକେ ଲୋକ ନିର୍ବାସିତ ହବେେ। ଅବଶିଷ୍ଟ ଲୋକମାନେ ନଗରୀରୁ ନିଆଯିବେ ନାହିଁ।
Cross references
ସଦାପ୍ରଭୁ ତୁମ୍ଭକୁ ତାଙ୍କର ପବିତ୍ର ଲୋକ ଭାବେ ପ୍ରତିଷ୍ଠା କରିବେ, ଠିକ୍ ଯେପରି ସେ ପ୍ରତିଜ୍ଞା କରିଛନ୍ତି। ସେ ଠିକ୍ ସହେିପରି କରିବେ କାରଣ ତୁମ୍ଭମାନେେ ତାଙ୍କର ଆଦେଶ ମାନ ଓ ତାଙ୍କର ପଥରେ ଗ୍ଭଲ।
ସହେି ସମୟରେ ସିୟୋନ ଓ ୟିରୁଶାଲମର ଅବଶିଷ୍ଟ ସମସ୍ତ ଲୋକ ସ୍ବତନ୍ତ୍ର ଓ ପବିତ୍ର ଲୋକ ବୋଲି କଥିତ ହବେେ। ଏହା ସହେି ଲୋକମାନଙ୍କ ପ୍ରତି ଘଟିବ ଯେଉଁମାନେ ଏକ ସ୍ବତନ୍ତ୍ର ତାଲିକା ରେ ଥିବେ ଓ ସହେି ତାଲିକାଭୁକ୍ତ ଲୋକେ କବଳେ ବଞ୍ଚି ରହିବେ।
ସଦଖ, ପରଲମଶ୍ବର ଦୂରଦଲଶୀଯସଗାଷ୍ଠୀମାନଙ୍କ ପ୍ରତି ସଙ୍କଲତ ଦଲଉଛନ୍ତି।ସସ ତାଙ୍କର ଧ୍ବଜା ଉତ୍ତୋଳନ କରିସସମାନଙ୍କୁ ଡ଼ାକିବାକୁ ସିଟି ବଜାଉଛନ୍ତି। ଦୂରସଦଶରୁ ଶତ୍ରୁ ଆସୁଛନ୍ତି।ସସମାଲନ ଏଲତ ଦ୍ରୁତ ଗତିସର ଆସୁଛନ୍ତିସଯସଦଶମଧିଅଲର ଖୁବ୍ ଶୀଘ୍ର ପ୍ରଲବଶ କରିଲବ।
ସମାନଙ୍କେର ଗୃହମାନଙ୍କରୁ ସମସ୍ତ ଦ୍ରବ୍ଯ ଲୁଣ୍ଠିତ ହବେ। ସମାନଙ୍କେର ଭାର୍ୟ୍ଯାମାନେ ଧର୍ଷିତା ହବେେ ଓ ସମାନଙ୍କେର ଦୃଷ୍ଟି ଗୋଚର ରେ ସମାନଙ୍କେର େଛାଟ ପିଲାମାନେ ମୃତ୍ଯୁ ପର୍ୟ୍ଯନ୍ତ କୋରଡ଼ା ପାଇବେ।
ଦେଖ, ଆମ୍ଭ ସମ୍ମୁଖ ରେ ଏହା ଲିଖିତ ଅଛି, ଆମ୍ଭେ ନୀରବ ରହିବା ନାହିଁ, ମାତ୍ର ପ୍ରତିଫଳ ଦବୋ, ହଁ ଆମ୍ଭେ ସମାନଙ୍କେ କୋଳ ରେ ପ୍ରତିଫଳ ଦବୋ।
ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭମାନେେ ଚିରକାଳ ତହିଁରେ ଆନନ୍ଦ ଉଲ୍ଲାସ କର। କାରଣ ଆମ୍ଭେ ୟିରୁଶାଲମକୁ ଏକ ଆନନ୍ଦ ମୁଖରିତ ନଗରରୂପେ ଓ ତହିଁର ନିବାସୀଗଣଙ୍କୁ ଆନନ୍ଦର ପାତ୍ର ରୂପେ ସୃଷ୍ଟି କରୁ।
ବାବିଲର ରାଜା ନବୂଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ, ତାହାର ଶାସନାଧୀନ ସମସ୍ତ ରାଜ୍ଯ ଓ ସମସ୍ତ ଗୋଷ୍ଠୀ ୟିରୁଶାଲମ ଓ ତାହାର ନଗର ସମୂହର ବିରୁଦ୍ଧ ରେ ୟୁଦ୍ଧ କରୁଥିବା ସମୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଉପସ୍ଥିତ ହେଲା।
ତାହାର ସମସ୍ତ ବିପକ୍ଷମାନେ ସମାନଙ୍କେର ହସ୍ତ ପ୍ରସାରଣ କଲେ ଏବଂ ସମସ୍ତ ସୁନ୍ଦର ଜିନିଷ ନଇଗେଲେ। ସେ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିର ରେ ପ୍ରବେଶ କରିବାର ପର୍ୟ୍ଯବେକ୍ଷଣ କଲେ। ସହେି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମଳନେୀ ରେ ଯୋଗ ଦବୋକୁ ଆଦେଶ ଦଇେଥିଲେ।
ଶତ୍ରୁମାନେ ସିୟୋନ ଓ ଯିହୁଦା ନଗର ସମୂହର ସ୍ତ୍ରୀ ଲୋକମାନଙ୍କୁ ଧର୍ଷଣ କଲେ।
ପୁଣି ତାହାପ ରେ ଚତୁର୍ଥରାଜ୍ଯ ଲୌହପରି ଶକ୍ତିଶାଳୀ ହବେ। ଲୌହ ଯେପରି ସମସ୍ତ ଦ୍ରବ୍ଯକୁ ଖଣ୍ତ ଖଣ୍ତ କରି ଚୁର୍ଣ୍ଣ କରେ, ସହେିପରି ସେ ରାଜ୍ଯ ଅନ୍ୟ ସମସ୍ତ ରାଜ୍ଯକୁ ଖଣ୍ତ ଖଣ୍ତ କରି ଧୂଳିସାତ୍ କରିବ।
ଆମ୍ଭେ ମଧ୍ଯ ସମସ୍ତ ରାଜ୍ଯକୁ ଏକତ୍ରୀତ କରିବା। ସହେି ସମୟରେ, ଆମ୍ଭେ ସବୁ ରାଜ୍ଯକୁ ୟିହୋଶାଫଟ ଉପତ୍ୟକାକୁ ଓହ୍ଲାଇ ଆଣିବା। ସଠାେ ରେ ଆମ୍ଭେ ସମାନଙ୍କେର ବିଗ୍ଭର କରିବା। ସହେି ଗୋଷ୍ଠୀଗୁଡିକ ଆମ୍ଭ ଇଶ୍ରାୟେଲର ଲୋକମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି। ସମାନେେ ଆମ୍ଭର ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ୟୋର କରି ନିର୍ବାସିତ କରି ଦଇେଛନ୍ତି। ସମାନେେ ଆମ୍ଭର ଭୂମିଓ ସମାନଙ୍କେ ମଧିଅରେ ଭାଗ କରିଛନ୍ତି। ତେଣୁ ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ।
କିନ୍ତୁ ସଦାପ୍ରଭୁ କୁହନ୍ତି, 'ତୁମ୍ଭର ସ୍ତ୍ରୀ ନଗର ମଧିଅରେ ଜଣେ ଗଣିକା ହବେ। ତୁମ୍ଭର ପୁତ୍ରକନ୍ଯାଗଣ ଖଡ୍ଗ ରେ ନିହତ ହବେେ। ଅନ୍ୟ ଲୋକମାନଙ୍କୁ ତୁମ୍ଭ ରାଜ୍ଯରୁ ନିଆୟିବ ଏବଂ ସମାନଙ୍କେ ନିଜ ନିଜ ମଧିଅରେ ବିଭାଗ କରାୟିବ। ଆଉ ମଧ୍ଯ ତୁମ୍ଭେ ବିଦେଶ ରେ ମୃତ୍ଯୁବରଣ କରିବ। ଇଶ୍ରାୟେଲର ଲୋକମାନେ ନିଶ୍ଚିତ ଏଦେଶରୁ ବନ୍ଦୀରୂପେ ବିତାଡିତ ହବେେ।'
କିନ୍ତୁ ଆମ୍ଭେ ୟିରୁଶାଲମକୁ ସମସ୍ତ ଦେଶ ପାଇଁ ଏକ ଭାରି ପଥର କରିବା। ଯେଉଁମାନେ ତାକୁ ଉଠାଇବେ, ସମାନେେ ଆଘାତପ୍ରାପ୍ତ ହବେେ। ସହେି ଲୋକମାନେ ପ୍ରକୃତ ରେ କ୍ଷତବିକ୍ଷତ ହବେେ। କାରଣ ପୃଥିବୀର ସମଗ୍ର ଗୋଷ୍ଠୀ ୟିରୁଶାଲମ ବିରୁଦ୍ଧ ରେ ଏକତ୍ରୀତ ହବେେ।
ଦେଶର ଦୁଇ ତୃତୀଯାଂଶ ଲୋକ ଚ୍ଛଦନେ ହବେେ ଓ ମୃତ୍ଯୁବରଣ କରିବେ। ମାତ୍ର ଏକ ତୃତୀଯାଂଶ ଜୀବିତ ରହିବେ।
ରାଜା ଖୁବ୍ ରାଗିଗଲେ। ତାହାଙ୍କ ଚ଼ାକରମାନଙ୍କୁ ଯେଉଁମାନେ ମାରି ଦେଲେ, ସମାନଙ୍କେୁ ମାରିଦବୋପାଇଁ ରାଜା ସୈନ୍ଯ ପଠାଇଲେ। ସୈନ୍ଯମାନେ ସହେି ହତ୍ଯାକାରୀମାନଙ୍କୁ ମାରି ଦେଲେ ଓ ତାହାଙ୍କ ନଗରକୁ ପୋଡ଼ି ଦେଲେ।
ୟିରୁଶାଲମ! ରେ ୟିରୁଶାଲମ! ତୁ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରିଛୁ। ପରମେଶ୍ବର ଯେଉଁମାନଙ୍କୁ ତୋ ପାଖକୁ ପଠାଇଥିଲେ, ତୁ ସମାନଙ୍କେୁ ପଥର ଫୋପାଡ଼ି ହତ୍ଯା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାୟ୍ଯ କରିବାକୁ ଇଚ୍ଛା କରିଥିଲା। ଯଭେଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସହେିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନକେ ଥର ଚ଼ାହିଁଥିଲି। କିନ୍ତୁ ତୁ ମାେତେ ତାହା କରଇେ ଦଲେୁନାହିଁ।
ଭବିଷ୍ଯଦ୍ବକ୍ତା ଦାନିୟେଲ 'ଧ୍ବଂସ ସାଧକ ଭୟଙ୍କର ବସ୍ତୁ' ବିଷୟ ରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନ ରେ ଠିଆ ହାଇେଥିବାର ଦଖାୟିବେ। (ଏହାକୁ ପଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚ଼ିତ।)
ଯେଉଁ ମହିଳାମାନେ ଗର୍ଭବତୀ ଥିବେ, କି ଯାହା କୋଳ ରେ ଶିଶୁଟିଏ ଥିବ ସମାନେେ ଏହି ସମୟରେ ବହୁତ କଷ୍ଟ ଭୋଗିବେ।
ତୁମ୍ଭମାନେେ, 'ଧ୍ବସଂ ଘଟାଉଥିବା ଭୟଙ୍କର ବସ୍ତୁକୁ' ଯେଉଁଠା ରେ ନ ରହିବା ଉଚିତ୍, ସହେି ସ୍ଥାନ ରେ ଥିବାର ଦେଖିବ। ଯେଉଁମାନେ ଏହା ପଢିବେ, ସମାନେେ ବୁଝିନବୋ ଉଚିତ୍ ଯେ ଏହାର ଅର୍ଥ କ'ଣ? ସେତବେେଳେ ୟିହୂଦାର ଲୋକମାନେ ପାହାଡ ଉପରକୁ ପଳଇବୋ ଉଚିତ।
କାରଣ ସହେି ଦିନ ଗୁଡିକ ବିପଦ ରେ ପରିପୂର୍ଣ୍ଣ ରହିବ। ସେତବେେଳେ ଏତେ ବଡ ବିପଦ ମାଡି ଆସିବ ଯେ ସଭେଳି ବଡ ବିପଦ ପରମେଶ୍ବରଙ୍କ ସୃଷ୍ଟି ରଚନା କାଳରୁ ଆଜି ପର୍ୟ୍ଯନ୍ତ କବେେ ଆସି ନାହିଁ କି ଭବିଷ୍ଯତ ରେ କବେେ ଆସିବ ନାହିଁ।
ସହେି ସମୟରେ ରୋମୀୟ ଶାସନ ଅନ୍ତର୍ଗତ ସମସ୍ତ ଦେଖର ଲୋକମାନଙ୍କ ଉଦ୍ଦେଶ୍ଯ ରେ କାଇସର ଅଗଷ୍ଟଙ୍କର ଗୋଟିଏ ଆଜ୍ଞା ଘାଷେଣା କରାଗଲା। ଆଜ୍ଞାଟି କୁ ହେ ଯେ ସମସ୍ତେ ଜନଗଣନା ପାଇଁ ନିଜନିଜ ନାମର ପଞ୍ଜୀକରଣ କରିବେ।
ତୁମ୍ଭ ସକାେଶ ଏପରି ସମୟ ଆସୁଛି। ଯେତବେେଳେ କି ତୁମ୍ଭର ଶତୃମାନେ ତୁମ୍ଭ ଚାରିପଟେ ଗୋଟିଏ ପାଚରେୀ ତିଆରି କରି ଦବେେ। ତୁମ୍ଭ ଶତୃମାନେ ତୁମ୍ଭକୁ ଫରେିଯାଇ ଅବ ରୋଧ କରିବେ।
ତୁମ୍ଭମାନେ ୟିରୂଶାଲମର ଚାରିପଟେ ସୈନ୍ଯବାହିନୀଙ୍କୁ ଘରେି ରହିଥିବାର ଦେଖିବ। ତବେେ ତୁମ୍ଭମାନେେ ଜାଣିପାରିବ ଯେ ୟିରୁଶାଲମର ଧ୍ବଂସ ହବୋ ସମୟ ଆସି ପହଞ୍ଚି ଗଲାଣି।
ଏବଂ ଇଶ୍ରାୟେଲ ବିଷୟ ରେ ୟିଶାଇୟ ଘାଷେଣା କରି କୁହନ୍ତି:
କିନ୍ତୁ ସ୍ବର୍ଗସ୍ଥ ୟିରୁଶାଲମ ସ୍ବାଧୀନ ଅଟେ। ସେ ଆମ୍ଭର ମାତା।