Home Bibles ଯିଶାଇୟ 65:18 · ଓଡ଼ିଆ ବାଇବେଲ
ଯିଶାଇୟ 65:18 · ଓଡ଼ିଆ ବାଇବେଲ

ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭମାନେେ ଚିରକାଳ ତହିଁରେ ଆନନ୍ଦ ଉଲ୍ଲାସ କର। କାରଣ ଆମ୍ଭେ ୟିରୁଶାଲମକୁ ଏକ ଆନନ୍ଦ ମୁଖରିତ ନଗରରୂପେ ଓ ତହିଁର ନିବାସୀଗଣଙ୍କୁ ଆନନ୍ଦର ପାତ୍ର ରୂପେ ସୃଷ୍ଟି କରୁ।

Cross references

ଦିତୀୟ ବଂଶାବଳୀ 6:41

ହେ ସଦାପ୍ରଭୁ ପରମେଶ୍ବର, ବର୍ତ୍ତମାନ ଜାଗ୍ରତ ହୁଅ, ନିଯମ-ସିନ୍ଦୁକ ଯାହାକି ତୁମ୍ଭର ଶକ୍ତି ପ୍ରଦର୍ଶନ କରେ, ତୁମ୍ଭର ସହେି ବିଶଷେ ସ୍ଥାନକୁ ଆସ। ତୁମ୍ଭର ଯାଜକଗଣ ପରିତ୍ରାଣ ଦ୍ବାରା ସଜ୍ଜିତ ହୁଅନ୍ତୁ। ତୁମ୍ଭର ସତ୍ ଅନୁଗାମୀଗଣ, ଏହି ସମସ୍ତ ଉତ୍ତମ ବିଷଯ ରେ ଆନନ୍ଦିତ ହୁଅନ୍ତୁ।

ଗୀତସଂହିତା 67:3

ହେ ପରମେଶ୍ବର, ଗୋଷ୍ଠୀଯମାନେ ତୁମ୍ଭର ପ୍ରଶଂସା କରନ୍ତୁ। ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।

ଗୀତସଂହିତା 96:10

ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା !ପୃଥିବୀ ସୁସ୍ଥିର ରହିବ। ପରମେଶ୍ବର ନ୍ଯାଯ ବିଚାର କରିବେ।

ଗୀତସଂହିତା 98:1

ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି !

ଯିଶାଇୟ 12:4

ତା'ପ ରେ ତୁମ୍ଭେ କହିବ, ସଦାପ୍ରଭୁଙ୍କର ପ୍ରଶଂସା କର। ତାହାଙ୍କ ନାମ ରେ ପ୍ରାର୍ଥନା କର। ସେ ଯେଉଁ ମହାନ୍ କାର୍ୟ୍ଯ କରିଛନ୍ତି, ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗ ରେ ତାଙ୍କର ପ୍ରଶଂସା କର।'

ଯିଶାଇୟ 25:9

ସେତବେେଳେ ଲୋକେ ଏହି କଥା କହିବେ, ଏହି ଆମର ପରମେଶ୍ବର ଯାହାଙ୍କୁ ଆମ୍ଭମାନେେ ବହୁତ ସମୟ ଧରି ଅପେକ୍ଷା କରିଅଛୁଁ। ସେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି। ତାହାଙ୍କ ଦୃଢ଼ ପରିତ୍ରାଣ ରେ ଆମ୍ଭମାନେେ ଆନନ୍ଦ ଉଲ୍ଲାସ କରିବୁ, ଯେତବେେଳେ ସେ ଆମ୍ଭକୁ ରକ୍ଷା କରନ୍ତି।'

ଯିଶାଇୟ 35:10

ପୁଣି ପରମେଶ୍ବରଙ୍କ ନିସ୍ତାରିତ ଲୋକମାନେ ଫରେି ଆସିବେ। ସମାନେେ ଆନନ୍ଦ ରେ ଗାନ କରି କରି ସିୟୋନ ରେ ଉପସ୍ଥିତ ହବେେ। ଚିରନ୍ତନ ଆନନ୍ଦ ସମାନଙ୍କେର ମସ୍ତକର ଭୂଷଣ ହବେ। ସମାନେେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ବର ଦୂରକୁ ପଳାଇୟିବ।

ଯିଶାଇୟ 42:10

ହେ ଦ୍ବୀପଗଣ ଓ ତନ୍ନିବାସୀଗଣ, ହେ ସମୁଦ୍ରଗାମୀମାନେ ଓ ସମୁଦ୍ରବାସୀମାନେ ଏବଂ ପୃଥିବୀସ୍ଥ ଦୂରଦେଶୀଯ ଲୋକମାନେ, ତୁମ୍ଭମାନେେ ସମସ୍ତେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର। ଏକ ନୂତନ ସଙ୍ଗୀତ ତାଙ୍କ ବିଷଯ ରେ ଗାନ କର।

ଯିଶାଇୟ 44:23

ସହ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଛନ୍ତି।ସହ ପୃଥିବୀର ଭୂତଳସ୍ଥାନ ସକଳ ଆନନ୍ଦଧ୍ବନି କର।ସହ ପର୍ବତ ଗଣ,ସହ ଅରଣ୍ଯ ଓ ତନ୍ମଧ୍ଯସ୍ଥ ବୃକ୍ଷ ସମୂହ, ତୁମ୍ଲଭମାଲନ ସମସ୍ଲତ ଉଚ୍ଚ ସ୍ବରସର ପ୍ରଭୁଙ୍କର ପ୍ରଶଂସା ଗାନ କର ; କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଛନ୍ତି ଓ ଇଶ୍ରାଲୟଲକୁସଗୗରବନ୍ବିତ କରିଲବ।

ଯିଶାଇୟ 49:13

ହେ ସ୍ବର୍ଗମଣ୍ଡଳ, ଗାନ କର ; ହେ ପୃଥିବୀ, ଉଲ୍ଲସିତ ହୁଅ ; ହେ ପର୍ବତଗଣ, ଉଚ୍ଚ ସ୍ବର ରେ ଆନନ୍ଦ ଧ୍ବନି କର ; କାରଣ ସଦାପ୍ରଭୁ ନିଜ ଲୋକମାନଙ୍କୁ ସାନ୍ତ୍ବନା କରିଛନ୍ତି ଓ ନିଜର ପୀଡ଼ିତ ଲୋକମାନଙ୍କୁ କରୁଣା କରିଛନ୍ତି।

ଯିଶାଇୟ 51:11

ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫରେି ଆସିବେ, ଆନନ୍ଦ ଗାନ କରି ସିୟୋନ ରେ ଉପସ୍ଥିତ ହବେେ। ଚିର ଆନନ୍ଦ ସମାନଙ୍କେର ମସ୍ତକର ଭୂଷଣ ହବେ। ସମାନେେ ଆନନ୍ଦ ଓ ଉଲ୍ଲାସ ପ୍ରାପ୍ତ ହବେେ ଏବଂ ଦୁଃଖ ଶାେକ ସୁଦୂରଗାମୀ ହବେ।

ଯିଶାଇୟ 52:7

ଯେଉଁ ବ୍ଯକ୍ତି ସୁସମାଚାର ଆଣୁଛନ୍ତି, ୟିଏ ଶାନ୍ତି ପ୍ରଚାର କରୁଅଛି, ୟିଏ ମଙ୍ଗଳ ସୁସମାଚାର ଆଣୁଛନ୍ତି, ୟିଏ ପରିତ୍ରାଣ ପ୍ରଚାର କରୁଅଛି ଓ ୟିଏ ସିୟୋନକୁ ତୁମ୍ଭ ପରମେଶ୍ବର ରାଜ୍ଯ କରନ୍ତି ବୋଲି କହୁଅଛି, ସହେି ଶାନ୍ତିଦୂତର ଚରଣ ପର୍ବତଗଣ ଉପ ରେ ସ୍ବାଗତ ଯୋଗ୍ଯ।'

ଯିଶାଇୟ 66:10

ୟିରୁଶାଲମକୁ ପ୍ ରମେ କରୁଥିବା ତୁମ୍ଭମାନେେ ସମସ୍ତେ ତା ସହିତ ଆନନ୍ଦ କର ଓ ତା' ପାଇଁ ଉଲ୍ଲସିତ ହୁଅ। ପୁଣି ତା' ପାଇଁ ଶାେକ କରୁଥିବା ତୁମ୍ଭମାନେେ ସମସ୍ତେ ତା'ର ଆନନ୍ଦ ପାଇଁ ଉଲ୍ଲାସ କର।

ସିଫନିୟ 3:14

ହେ ୟିରୁଶାଲମ, ଗୀତ ଗାଅ ଓ ସୁଖୀ ହୁଅ। ଇଶ୍ରାୟେଲ ମଧ୍ଯ ଆନନ୍ଦ କରିବ। ୟିରୁଶାଲମ ମଧ୍ଯ ସୁଖୀ ହବେ।

ଯିଖରିୟ 9:9

ହେ ସିୟୋନର କନ୍ଯା ଆନନ୍ଦ କର! ହେ ୟିରୁଶାଲମର କନ୍ଯା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜଯଲାଭ କରିଛନ୍ତି। ସେ ଅତ୍ଯନ୍ତ ନମ୍ର। ସେ ଏକ ୟୁବ ଗଧ ଉପ ରେ ବସି ଆସୁଛନ୍ତି।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:16

ସଦାସର୍ବଦା ଆନନ୍ଦିତ ରୁହ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:15

ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ବର୍ଗ ରେ ଉଚ୍ଚ ସ୍ବରମାନ ଶୁଣାଗଲା। ସମାନେେ କହିଲେ,

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:1

ତା'ପରେ ମୁଁ ସ୍ବର୍ଗ ରେ ଅନକେ ଲୋକମାନଙ୍କର ସ୍ବର ଭଳି ଏକ ସ୍ବର ଶୁଣିଲି। ସମାନେେ କହୁଥିଲେ :

Interlinear

Choose Theme