କିନ୍ତୁ ସ୍ବର୍ଗସ୍ଥ ୟିରୁଶାଲମ ସ୍ବାଧୀନ ଅଟେ। ସେ ଆମ୍ଭର ମାତା।
Cross references
ହେ ପରମେଶ୍ବରଙ୍କ ନଗରୀ, ତୁମ୍ଭ ବିଷଯରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି।
ଯଦି ତୁମ୍ଭେ ଏକ ପିଲା ହାଇେଥାନ୍ତ, ମାରେ େଛାଟ ଭାଇପରି ଯେ କି ମାେ ମା'ର କ୍ଷୀର ଖାଉଛି ଏବଂ ଯଦି ମୁଁ ତୁମ୍ଭକୁ ବାହା ରେ ଦେଖେ ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ କହେି ମାେତେ ଖରାପ ଭାବିବେ ନାହିଁ।
ଶଷେ ଦିନ ରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖର ରେ ହବେ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧିଅରେ ଉଚ୍ଚତର ହବେ। ସମସ୍ତ ଗୋଷ୍ଠୀର ଲୋକମାନେ ସୋର୍ତ ସଦୃଶ ସଠାେକୁ ଧାବିତ ହବେେ।
ସଦାପ୍ରଭୁ ଏହିକଥା କୁହନ୍ତି, ହେ ଇଶ୍ରାୟେଲର ପୁତ୍ରଗଣ, ତୁମ୍ଭମାନେେ ଭାବୁଛ ଆମ୍ଭେ ତୁମ୍ଭର ମାତା ୟିରୁଶାଲମକୁ ତ୍ଯାଗ କରିଅଛୁ। ପ୍ରମାଣ ସ୍ବରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ଯରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରଯ କରିଅଛୁ ? ଏଠା ରେ ଦେଖ, ତୁମ୍ଭମାନେେ ନିଜର ଅପରାଧ ପାଇଁ ବିକ୍ରୀ ହାଇେଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ଯକ୍ତା ହାଇେଥିଲେ।
ହେ ୟିରୁଶାଲମର ଧ୍ବଂସାବଶଷେ ସ୍ଥାନସକଳ, ଉଚ୍ଚସ୍ବର ରେ ଆନନ୍ଦଧ୍ବନି କର। ଏକତ୍ର ଗାନ କର, କାରଣ ସଦାପ୍ରଭୁ ନିଜର ଲୋକମାନଙ୍କୁ ସାନ୍ତ୍ବନା କରିଅଛନ୍ତି ଓ ସେ ୟିରୁଶାଲମକୁ ମୁକ୍ତ କରିଅଛନ୍ତି।
ମୁଁ ସିୟୋନକୁ ଭଲ ପାଏ, ଧର୍ମ ଦୀପ୍ତିର ନ୍ଯାଯ ଓ ତାହାର ପରିତ୍ରାଣ ଜ୍ବଳନ୍ତ ପ୍ରଦୀପର ନ୍ଯାଯ ୟିରୁଶାଲମ ରେ ପ୍ରକଟ ନ ହାଇେଛି, ସେ ପର୍ୟ୍ଯନ୍ତ ଆମ୍ଭେ ତା ନିମନ୍ତେ ବିଶ୍ରାମ ନବୋ ନାହିଁ। ପ୍ରଭାତ ରେ ଦୀପ୍ତି ଲାଭ କରିବା ପରି ମୁଁ ୟିରୁଶାଲମ ରେ ବିଜଯ ଚା ହେଁ।
ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭମାନେେ ଚିରକାଳ ତହିଁରେ ଆନନ୍ଦ ଉଲ୍ଲାସ କର। କାରଣ ଆମ୍ଭେ ୟିରୁଶାଲମକୁ ଏକ ଆନନ୍ଦ ମୁଖରିତ ନଗରରୂପେ ଓ ତହିଁର ନିବାସୀଗଣଙ୍କୁ ଆନନ୍ଦର ପାତ୍ର ରୂପେ ସୃଷ୍ଟି କରୁ।
ୟିରୁଶାଲମକୁ ପ୍ ରମେ କରୁଥିବା ତୁମ୍ଭମାନେେ ସମସ୍ତେ ତା ସହିତ ଆନନ୍ଦ କର ଓ ତା' ପାଇଁ ଉଲ୍ଲସିତ ହୁଅ। ପୁଣି ତା' ପାଇଁ ଶାେକ କରୁଥିବା ତୁମ୍ଭମାନେେ ସମସ୍ତେ ତା'ର ଆନନ୍ଦ ପାଇଁ ଉଲ୍ଲାସ କର।
ମା'ଙ୍କ ସହିତ ୟୁକ୍ତି କର। କାରଣ ସେ ଆମ୍ଭର ସ୍ତ୍ରୀ ନୁହେଁ କି ଆମ୍ଭେ ତା'ର ସ୍ବାମୀ ନୁହଁ। ବେଶ୍ଯା ପରି ନ ହବୋକୁ ତାଙ୍କୁ କୁହ। ତାଙ୍କୁ କୁହ ଯେଉଁ ପ୍ ରମେିକମାନଙ୍କୁ ହୃଦଯ ରେ ସ୍ଥାନ ଦଇେଛନ୍ତି ସମାନଙ୍କେୁ ଦୂ ରଇେ ଦିଅନ୍ତୁ।
ସମାନଙ୍କେର ମାଆ ବେଶ୍ଯାପରି କାମ କରିଅଛି। ସୋମାନଙ୍କର ମାଆଙ୍କ କୃତକର୍ମ ପାଇଁ ଲଜ୍ଜିତ ହବୋ ଉଚିତ। ସେ କହିଲା, 'ମୁଁ ମାରେପ୍ ରମେିକମାନଙ୍କ ପାଖକୁ ୟିବି। ମାରେପ୍ ରମେିକମାନେ ମାେତେ ଖାଦ୍ୟ ଓ ପାଣି ଦବେେ। ସମାନେେ ମାେତେ ପଶମ ଓ ଲାଇଲନ୍ ଦବେେ। ସମାନେେ ମାେତେ ଦ୍ରାକ୍ଷାରସ ଓ ଅଲିଭ୍ ତଲେ ଦବେେ।'
ତୁମ୍ଭ ଯାଜକମାନଙ୍କର ଦିନ ରେ ସ୍ଖଳନ ଘଟିବ ଓ ରାତ୍ରି ରେ ଭବିଷ୍ଯତ୍ବକ୍ତାମାନଙ୍କର ମଧ୍ଯ ତୁମ୍ଭ ସହିତ ସ୍ଖଳନ ଘଟିବ ଏବଂ ଆମ୍ଭେ ତୁମ୍ଭମାନଙ୍କର ମାଆଙ୍କୁ ବିନାଶ କରିବା।
ତା'ପ ରେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ଆମ୍ଭେ ପବିତ୍ର ପର୍ବତ ସିଯୋନ ରେ ବାସ କରିବା। ୟିରୁଶାଲମ ଗୋଟିଏ ପବିତ୍ର ସ୍ଥାନ ରେ ପରିଣତ ହବେ। ବିଦେଶୀଯମାନେ ଆଉ ଏହି ନଗର ରେ ପ୍ରବେଶ କରିପାରିବେ ନାହିଁ।
ଭବିଷ୍ଯତ ରେ ସଦାପ୍ରଭୁଙ୍କ ଗୃହ, ପର୍ବତର ଉଚ୍ଚତମ ପର୍ବତ ଶିଖର ଉପ ରେ ସ୍ଥାପିତ ହବେ। ଏହା ସମସ୍ତ ପର୍ବତଗୁଡିକ ଅପେକ୍ଷା ଉଚ୍ଚତର ହବେ। ଲଗାତାର ଗୋଷ୍ଠୀଗଣ ଷୋର୍ତ ପରି ସଠାେକୁ ଯାଉଥିବେ।