ସମାନଙ୍କେର ଗୃହମାନଙ୍କରୁ ସମସ୍ତ ଦ୍ରବ୍ଯ ଲୁଣ୍ଠିତ ହବେ। ସମାନଙ୍କେର ଭାର୍ୟ୍ଯାମାନେ ଧର୍ଷିତା ହବେେ ଓ ସମାନଙ୍କେର ଦୃଷ୍ଟି ଗୋଚର ରେ ସମାନଙ୍କେର େଛାଟ ପିଲାମାନେ ମୃତ୍ଯୁ ପର୍ୟ୍ଯନ୍ତ କୋରଡ଼ା ପାଇବେ।
Cross references
ହେ ବାବିଲୋନ, ତୁମ୍ଭେ ଧ୍ବଂସ ହବେ! ମୁଁ ୟେ କୌଣସି ଲୋକକୁ ଆଶୀର୍ବାଦ ଦବେି, ୟିଏ ତୁମ୍ଭକୁ ପ୍ରତିଦାନ ଦବେ, ୟାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
ମୁଁ ୟେ କୌଣସି ବ୍ଯକ୍ତିକୁ ଆଶୀର୍ବାଦ ଦବେି, ୟିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସମାନଙ୍କେୁ ପଥରରେ ପିଟି ଦବେ।
ସହେି ସୈନ୍ଯମାନେ ବାବିଲ ଆକ୍ରମଣ କରି ତା'ର ୟୁବକମାନଙ୍କୁ ହତ୍ଯା କରିବେ। ଏପରିକି ଶିଶୁମାନଙ୍କ ପ୍ରତି ସମାନେେ ଦୟା ଦଖାଇବେେ ନାହିଁ କିମ୍ବା ପିଲାମାନଙ୍କୁ ଛାଡ଼ିବେ ନାହିଁ। ବାବିଲ ସଦୋମ ଓ ହ ମାରୋର ପରି ସଂପୂର୍ଣ୍ଣ ଧ୍ବଂସ ପାଇବ। ଯେତବେେଳେ ପରମେଶ୍ବର ସମାନଙ୍କେୁ ନଷ୍ଟ କରିବେ।
ଶତ୍ରୁମାନେ ସିୟୋନ ଓ ଯିହୁଦା ନଗର ସମୂହର ସ୍ତ୍ରୀ ଲୋକମାନଙ୍କୁ ଧର୍ଷଣ କଲେ।
ତେଣୁ ତୁମ୍ଭମାନଙ୍କର ସୈନ୍ଯବାହିନୀ ୟୁଦ୍ଧର ଶଦ୍ଦ ଶୁଣିବେଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ବଂସ ପାଇବ। ଶଲମନ ବୈଥ୍-ଅରବଲକେୁ ଧ୍ବଂସ କଲାପରି ଏହା ଘଟିବ। ୟୁଦ୍ଧ ସମୟରେ ମାଆମାନଙ୍କୁ ସମାନଙ୍କେର ପିଲାମାନଙ୍କ ସହିତ ହତ୍ଯା କରାଗଲା।
କିନ୍ତୁ ନୋ-ଆମାନେ ପରାଜିତ ହେଲା। ତା'ର ଲୋକମାନେ ବନ୍ଦୀଭାବରେ ଗୋଟିଏ ବିଦେଶକୁ ନିଆଗେଲ। ସୈନ୍ଯମାନେ ରାସ୍ତାର ପ୍ରେତ୍ୟକକ କୋଣ ରେ ତା'ର େଛାଟ ପିଲାମାନଙ୍କୁ ପିଟି ପିଟି ମାରି ଦେଲେ। ଏବଂ ସମାନେେ ତାଙ୍କର ମାନ୍ଯ ପୁରୁଷମାନଙ୍କ ନିମନ୍ତେ ଗୁଳାବାଣ୍ଟ କଲେ, ତାଙ୍କର ବଡ ଲୋକ ସମସ୍ତେ ଶୃଙ୍ଖଳ ରେ ବନ୍ଧା ହେଲେ।
ଆମ୍ଭେ ସମସ୍ତ ଗୋଷ୍ଠୀକୁ ୟିରୁଶାଲମ ବିରୁଦ୍ଧ ରେ ଲଢିବାକୁ ଏକତ୍ରୀତ କରିବା। ନଗରଟି ପରାଜିତ ହବେ ଓ ଗୃହଗୁଡିକ ଲୁଣ୍ଠିତ ହବେ। ସ୍ତ୍ରୀମାନେ ଧର୍ଷିତ ହବେେ ଏବଂ ଦେଶର ଅର୍ଦ୍ଦକେ ଲୋକ ନିର୍ବାସିତ ହବେେ। ଅବଶିଷ୍ଟ ଲୋକମାନେ ନଗରୀରୁ ନିଆଯିବେ ନାହିଁ।