Home Bibles ମାର୍କଲିଖିତ ସୁସମାଚାର 13:14 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 13:14 · ଓଡ଼ିଆ ବାଇବେଲ

ତୁମ୍ଭମାନେେ, 'ଧ୍ବସଂ ଘଟାଉଥିବା ଭୟଙ୍କର ବସ୍ତୁକୁ' ଯେଉଁଠା ରେ ନ ରହିବା ଉଚିତ୍, ସହେି ସ୍ଥାନ ରେ ଥିବାର ଦେଖିବ। ଯେଉଁମାନେ ଏହା ପଢିବେ, ସମାନେେ ବୁଝିନବୋ ଉଚିତ୍ ଯେ ଏହାର ଅର୍ଥ କ'ଣ? ସେତବେେଳେ ୟିହୂଦାର ଲୋକମାନେ ପାହାଡ ଉପରକୁ ପଳଇବୋ ଉଚିତ।

Cross references

ଯିରିମିୟଙ୍କ ବିଳାପ 1:10

ତାହାର ସମସ୍ତ ବିପକ୍ଷମାନେ ସମାନଙ୍କେର ହସ୍ତ ପ୍ରସାରଣ କଲେ ଏବଂ ସମସ୍ତ ସୁନ୍ଦର ଜିନିଷ ନଇଗେଲେ। ସେ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିର ରେ ପ୍ରବେଶ କରିବାର ପର୍ୟ୍ଯବେକ୍ଷଣ କଲେ। ସହେି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମଳନେୀ ରେ ଯୋଗ ଦବୋକୁ ଆଦେଶ ଦଇେଥିଲେ।

ଯିହିଜିକଲ 44:9

ସଦାପ୍ରଭୁ, ମାରେ ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ଇଶ୍ରାୟେଲ ସନ୍ତାନମାନଙ୍କ ମଧିଅରେ ଯେଉଁ ବିଦେଶୀଯମାନେ ଅଛନ୍ତି ସମାନଙ୍କେ ମଧ୍ଯରୁ ଶାରୀରିକ ବା ହୃଦଯ ରେ ଅସୁନ୍ନତ କୌଣସି ବିଦେଶୀଯ ଲୋକ ମାେ ପବିତ୍ର ମନ୍ଦିର ରେ ପ୍ରବେଶ କରିବ ନାହିଁ।

ଦାନିଏଲ 8:13

ତା'ପ ରେ ଏକ ପବିତ୍ର ସ୍ବର୍ଗଦୂତ କହିବାର ମୁଁ ଶୁଣିଲି। ତା'ପ ରେ ଅନ୍ୟ ଏକ ସ୍ବର୍ଗଦୂତ ଏହି ଦୂତକୁ ପଚାରିଲେ, କେତଦେିନ ପର୍ୟ୍ଯନ୍ତ ନିତ୍ଯ ହାମବେଳି ବିରୁଦ୍ଧ ରେ ଏହି ଦର୍ଶନ ରହିବ ଏବଂ କେତକୋଳ ପର୍ୟ୍ଯନ୍ତ ଏହି ଲୋମହର୍ଷକ ଦୋଷ ଗ୍ଭଲିବ ଯେ, ମନ୍ଦିର ଏହିପରି ଭାବରେ ପଦଦଳନ ହବୋକୁ ଅନୁମତି ହାଇେଛି?

ଦାନିଏଲ 9:27

ତା' ପ ରେ ଆଗାମୀ ଅଧିପତି ଏକ ସପ୍ତାହ ପର୍ୟ୍ଯନ୍ତ ଅନକେ ଲୋକଙ୍କ ସହିତ ଦୃଢ ଚୁକ୍ତି କରିବ ଓ ଅର୍ଦ୍ଧ ସପ୍ତାହ ୟଜ୍ଞ ଓ ନବୈେଦ୍ଯ ନିବୃତ୍ତ କରାଇବ। ଆଉ ଘୃଣ୍ଯବସ୍ତ୍ର ସହ ଜଣେ ବିନାଶକ ଆସିବ ଓ ସେ ଭୟଙ୍କର ବିନାଶ ସାଧନ କରିବ। ମାତ୍ର ପରମେଶ୍ବର ସହେି ବିନାଶକର ସମ୍ପୂର୍ଣ୍ଣ ବିନାଶ କରିବେ।

ଦାନିଏଲ 11:31

ଉତ୍ତରର ରାଜା ୟିରୁଶାଲମକୁ ସୈନ୍ଯଗଣ ପଠାଇଲେ ଏବଂ ମନ୍ଦିର ତିଆରି କଲେ ଏବଂ ଦୂର୍ଗକୁ ଅଶୁଚି କଲେ। ସମାନେେ ନିତ୍ଯ ନବୈେଦ୍ଯ ବନ୍ଦ କରିବେ ଏବଂ ଅତି ମନ୍ଦ ଘୃଣା ପ୍ରତି ମୂର୍ତ୍ତି ସ୍ଥାପନ କରିବେ।

ଦାନିଏଲ 12:11

ପୁଣି ଯେଉଁ ସମୟରେ ନିତ୍ଯ ବଳିଦାନ ନିବୃତ୍ତ ହବେ ଓ ବିନାଶକାରୀଙ୍କ ଘୃଣାୟୋଗ୍ଯ ବସ୍ତୁ ସ୍ଥାପିତ ହବେ ସହେି ସମୟଠାରୁ 1,290 ଦିନ ହବେ।

ମାଥିଉଲିଖିତ ସୁସମାଚାର 13:51

ଯୀଶୁ ନିଜ ଶିଷ୍ଯମାନଙ୍କୁ ପଚାରିଲେ, ତୁମ୍ଭେ ଏ ସବୁର ଅର୍ଥ ବୁଝି ପାରୁଛ?

ମାଥିଉଲିଖିତ ସୁସମାଚାର 24:15

ଭବିଷ୍ଯଦ୍ବକ୍ତା ଦାନିୟେଲ 'ଧ୍ବଂସ ସାଧକ ଭୟଙ୍କର ବସ୍ତୁ' ବିଷୟ ରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନ ରେ ଠିଆ ହାଇେଥିବାର ଦଖାୟିବେ। (ଏହାକୁ ପଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚ଼ିତ।)

ଲୂକଲିଖିତ ସୁସମାଚାର 21:20

ତୁମ୍ଭମାନେ ୟିରୂଶାଲମର ଚାରିପଟେ ସୈନ୍ଯବାହିନୀଙ୍କୁ ଘରେି ରହିଥିବାର ଦେଖିବ। ତବେେ ତୁମ୍ଭମାନେେ ଜାଣିପାରିବ ଯେ ୟିରୁଶାଲମର ଧ୍ବଂସ ହବୋ ସମୟ ଆସି ପହଞ୍ଚି ଗଲାଣି।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:30

ଫିଲିପ୍ପ ରଥ ପାଖକୁ ଯାଇ ତାହାଙ୍କୁ ୟିଶାଇୟ ଭାବବାଦୀଙ୍କର ପୁସ୍ତକ ପଢ଼ିବାର ଶୁଣିଲେ। ସେ ତାହାଙ୍କୁ ପଚ଼ାରିଲେ, ତୁମ୍ଭେ ଯାହା ପଢ଼ୁଛ, ତାହା କ'ଣ ବୁଝିପାରୁଛ?

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:7

ଅନ୍ୟଥା ମାରେ କଥା ତୁମ୍ଭମାନଙ୍କ ପାଇଁ କୌଣସି ନିର୍ଜୀବ ବଂଶୀ ବା ବୀଣାର ଧ୍ବନି ତୁଲ୍ଯ ହବେ। ଯଦି କୌଣସି ବାଦ୍ଯ ୟନ୍ତ୍ରର ସ୍ବରଗୁଡ଼ିକରେ ପାର୍ଥକ୍ଯ ନ ରହିବ, ତା' ହେଲେ ଜଣେ କିପରି ଜାଣି ପାରିବ ଯେ, ବଂଶୀ ବା ବୀଣା କ'ଣ ବାଜୁଅଛି?

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:20

ଭାଇ ଓ ଭଉଣୀମାନେ, ବୁଦ୍ଧି ରେ ପିଲାମାନଙ୍କ ପରି ହୁଅନାହିଁ ବରଂ ମନ୍ଦ ବିଷୟ ରେ ଶିଶୁ ପରି ହୁଅ ଓ ବୁଦ୍ଧି ରେ ପୂର୍ଣ୍ଣ ବୟସ୍କ ହୁଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:3

ଯେଉଁ ଲୋକମାନେ ପରମେଶ୍ବରଙ୍କ ଏହି ବାକ୍ଯ ପଢ଼ନ୍ତି, ଓ ଯେଉଁ ଲୋକମାନେ ଏହି ଭାବବାଣୀକୁ ଶୁଣନ୍ତି ଓ ଏଥି ରେ ଲଖାେଥିବା ବିଷୟଗୁଡ଼ିକୁ ପାଳନ କରନ୍ତି, ସମାନେେ ଧନ୍ଯ। କାରଣ ସମୟ ନିକଟବର୍ତ୍ତୀ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:18

ଯେଉଁ ଲୋକର ବୁଦ୍ଧି ଅଛି, ସେ ପଶୁର ସଂଖ୍ଯାର ଅର୍ଥକୁ ଠିକରୂପେ ଦଇପୋରିବ। ଏଥିପାଇଁ ବୁଦ୍ଧି ଆବଶ୍ଯକ କାରଣ ଏହିସଂଖ୍ଯା ଗୋଟିଏ ମନୁଷ୍ଯର ସଂଖ୍ଯା। ତାହାର ସଂଖ୍ଯା ହେଉଛି 666।

Interlinear

Choose Theme