Home Bibles ପରମଗୀତ 5:1 · ଓଡ଼ିଆ ବାଇବେଲ
ପରମଗୀତ 5:1 · ଓଡ଼ିଆ ବାଇବେଲ

ହେ ମାରେ ଭଗିନୀ, ମାହେର ପ୍ରିୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି। ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ଯ ସଂଗ୍ରହ କରିଅଛି। ମୁଁ ମହୁ ଫଣୋରୁ ମାରେ ମହୁ ଭୋଜନ କରିଅଛି। ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧପାନ କରିଅଛି। ଆସ ପରସ୍ପର ସହିତ ଆମାଦେ କରିବା। ଆସ ପ୍ ରମେ ରେ ମତ୍ତ ହାଇଯେିବା।

Cross references

ଆଦି ପୁସ୍ତକ 37:25

ଯେତବେେଳେ ଯୋଷଫେ କୂପ ମଧିଅରେ ଥିଲେ। ତା'ର ଭାଇମାନେ ଖାଇବାକୁ ବସିଲେ। ଏହାପରେ ସମାନେେ ଦେଖିଲେ, ଏକ ବଣିକ ଦଳ ଗିଲିଯଦରୁ ଇଶ୍ମାଯଲେୀଯ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ଯ ଓ ଗୁଗ୍ଗୁଳ ଓ ଗନ୍ଧରସ ଘନେି ମିଶର ଦେଶକୁ ଯାଉଛନ୍ତି।

ଦିତୀୟ ବିବରଣ 16:13

ତୁମ୍ଭମାନେେ ଯେତବେେଳେ ଖଳାରକ୍ସ୍ଟ ଶସ୍ଯ ସଂଗ୍ରହ କରି ସାରିଲା ପରେ ଓ ଯେତବେେଳେ ଆପଣା ଦ୍ରାକ୍ଷାକ୍ଷତରେକ୍ସ୍ଟ ସଂଗ୍ରହ କଲାପରେ ସାତଦିନ ପାଇଁ କକ୍ସ୍ଟଟୀରପର୍ବ ପାଳନ କରିବ।

ଦିତୀୟ ବିବରଣ 26:10

ତେଣୁ, ହେ ସଦାପ୍ରଭୁ, ଦେଖ ତୁମ୍ଭେ ଆମ୍ଭକକ୍ସ୍ଟ ଯେଉଁ ଦେଶ ଦଇେଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛକ୍ସ୍ଟ।'

ଦିତୀୟ ବଂଶାବଳୀ 31:6

ଇଶ୍ରାୟେଲୀୟ ଓ ୟିହୁଦୀଯ ଲୋକମାନେ, ଯେଉଁମାନେ ଯିହୁଦାର ନଗର ରେ ବାସ କରୁଥିଲେ, ସମାନଙ୍କେର ପଶୁପଲ ଓ ମଷେପଲର ମଧ୍ଯ ଦଶମାଂଶ ଆଣିଲେ। ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗୀକୃତ ପବିତ୍ର ଜିନିଷର ଏକ ଦଶମାଂଶ ଆଣିଲେ। ଏହି ସମସ୍ତ ସାମଗ୍ରୀ ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କ ନିକଟକୁ ଆଣିଲେ। ସମାନେେ ଏହି ସମସ୍ତ ସାମଗ୍ରୀକୁ ଗଦାକରି ରଖିଲେ।

ଗୀତସଂହିତା 16:3

ସଦାପ୍ରଭୁ ୟାହାକିଛି ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି, ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ। ସଦାପ୍ରଭୁ ପ୍ରକୃତରେ ଦଖାଇେ ଦିଅନ୍ତି ୟେ ସେ ସମାନଙ୍କେୁ ଭଲ ପାଆନ୍ତି।

ଗୀତସଂହିତା 147:11

ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ବସ୍ତ ପ୍ରମରେେ ଭରସା ରଖନ୍ତି, ସେ ସମାନଙ୍କେ ଉପରେ ସନ୍ତୁଷ୍ଟ ହୁଅନ୍ତି।

ହିତୋପଦେଶ 9:5

ଆସ ମାରେ ଖାଦ୍ୟକୁ ଭକ୍ଷଣ କର ଏବଂ ମାରେଦ୍ରାକ୍ଷାରସ ପାନ କର।

ପରମଗୀତ 4:9

ହେ ମାରେ ଭଉଣୀ, ହେ ମାରେ କନ୍ଯା, ତୁମ୍ଭେ ମାରେ ହୃଦଯକୁ ତୁମ୍ଭର ଚକ୍ଷୁର ଗୋଟିଏ ଚାହାଣି ରେ ଏବଂ ଗୋଟିଏ ଅଳଙ୍କାର ହାର ରେ ଚୋରି କରିଅଛି।

ପରମଗୀତ 4:16

ହେ ଉତ୍ତରୀଯ ବାଯୁ, ଜାଗ। ହେ ଦକ୍ଷିଣ ବାଯୁ, ଆସ। ମାେ ଉଦ୍ୟାନର ସୁଗନ୍ଧି ଯେପରି ଚାରିଆଡ଼େ ବିଚ୍ଛୁରିତ ହବେ ଏବଂ ବାହାରକୁ ଆସିବ, ଏଥିପାଇଁ ତହିଁ ଉପ ରେ ପ୍ରବାହିତ ହୁଅ। ମାହେର ପ୍ରିଯତମ, ଆପଣା ଉଦ୍ୟାନକୁ ଆସନ୍ତୁ ଓ ବହୁମୂଲ୍ଯ ଫଳସବୁ ଭୋଜନ କରନ୍ତୁ।

ପରମଗୀତ 6:2

ମାହେର ପ୍ରିଯତମ ଆପଣା ଉଦ୍ୟାନକୁ ସୁଗନ୍ଧି ଲତାର କିଆରିକୁ, ଉଦ୍ୟାନ ରେ ତାଙ୍କର ପଲ ଚରାଇବାକୁ ଓ କଇଁଫୁଲ ସଂଗ୍ରହ କରିବାକୁ ୟାଇଛନ୍ତି।

ପରମଗୀତ 6:11

ମୁଁ ଡ଼ିମ୍ବିରି ବୃକ୍ଷ କାଟିବାକୁ ସଦ୍ଯ ଚାରାଗଛ ଗୁଡ଼ିକ ଦେଖିବା ପାଇଁ ଗଲି। ଦ୍ରାକ୍ଷାଲତା ପଲ୍ଲବିତ ହାଇେଅଛି କି ନାହିଁ ଓ ଡ଼ାଳିମ୍ବ କଢ଼ ଧରିଛି କି ନାହିଁ ମୁଁ ଦେଖିବାକୁ ଗଲି।

ପରମଗୀତ 8:1

ଯଦି ତୁମ୍ଭେ ଏକ ପିଲା ହାଇେଥାନ୍ତ, ମାରେ େଛାଟ ଭାଇପରି ଯେ କି ମାେ ମା'ର କ୍ଷୀର ଖାଉଛି ଏବଂ ଯଦି ମୁଁ ତୁମ୍ଭକୁ ବାହା ରେ ଦେଖେ ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ କହେି ମାେତେ ଖରାପ ଭାବିବେ ନାହିଁ।

ପରମଗୀତ 8:13

ହେ ଉପବନ ବାସିନୀ, ମିତ୍ରଗଣ ତୁମ୍ଭର କଥା ଶୁଣନ୍ତି। ତୁମ୍ଭ ସ୍ବର ମାେତେ ମଧ୍ଯ ଶୁଣିବାକୁ ଦିଅ।

ଯିଶାଇୟ 5:1

ବର୍ତ୍ତମାନସମାରପ୍ରିଯତମ ପରଲମଶ୍ବରଙ୍କ ଉଦ୍ଦଲଶ୍ଯସର ଏକ ସଙ୍ଗୀତ ଗାନ କରିବି। ଏହି ସଙ୍ଗୀତଟିସମାର ପ୍ରିଯତମ ପ୍ରଭୁ ଓ ଇଶ୍ରାଲୟଲର ଦ୍ରାକ୍ଷାକ୍ଷଲତ୍ର ବିଷଯସର ଅଲଟ।ସମାରପ୍ରିଯତମ ପ୍ରଭୁଙ୍କର ଉର୍ବର ପର୍ବତ ଉପସର ଏକ ଦ୍ରାକ୍ଷାକ୍ଷଲତ୍ର ଥିଲା।

ଯିଶାଇୟ 23:18

ମାତ୍ର ସୋର ଉପାର୍ଜିତ ଧନକୁ ସଞ୍ଚଯ କରିବ ନାହିଁ। ତା'ର ଭଡ଼ା ଓ ବାଣିଜ୍ଯ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସମର୍ପିତ ହବେ। ସେ ସଦାପ୍ରଭୁଙ୍କ ଅନୁସରଣକାରୀମାନଙ୍କୁ ସେ ସଞ୍ଚିତ ଧନରୁ ଦିଆୟିବ। ସଦାପ୍ରଭୁଙ୍କ ସବେକ ପୂର୍ଣ୍ଣ ପ୍ରାଣ ରେ ଭକ୍ଷଣ କରିବେ ଓ ସହେି ପଇସା ରେ ସୁନ୍ଦର ପୋଷାକ ପରିଧାନ କରିବେ।

ଯିଶାଇୟ 51:3

ସହେିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହବେେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ଯ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ଯ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହବେେ ଏବଂ ସଙ୍ଗୀତ ଧ୍ବନି କରି ଧନ୍ଯବାଦ ଦବେେ।

ଯିଶାଇୟ 53:11

ଭୟଙ୍କର ୟାତନା ପ ରେ ମଧ୍ଯ ସେ ତୃପ୍ତ ହବେେ। ସେ ନିଜର ଜ୍ଞାନ ବଳ ରେ ପରିତୃପ୍ତ ହବେେ। ନିଜର ଧାର୍ମିକ ଦାସ ଅନକଙ୍କେୁ ଧାର୍ମିକ କରିବେ ଓ ସେ ସମାନଙ୍କେର ଅପରାଧ ବହନ କରିବେ।

ଯିଶାଇୟ 55:1

ହେ ତୃଷାର୍ତ୍ତଗଣ, ତୁମ୍ଭମାନେେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ଯ ବ୍ଯକ୍ତି ମଧ୍ଯ ଆସୁ। ତୁମ୍ଭମାନେେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ଯ ରେ ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।

ଯିଶାଇୟ 58:11

ଆଉ ମଧ୍ଯ ସଦାପ୍ରଭୁ ତୁମ୍ଭକୁ ସର୍ବଦା ବାଟ କଢ଼ାଇ ନବେେ। ମରୁଭୂମିରେ ତୁମ୍ଭର ଅଭାବ ତୃପ୍ତ କରିବେ। ସେ ତୁମ୍ଭର ଅସ୍ଥିଗୁଡ଼ିକୁ ବଳିଷ୍ଠ କରିବେ। ତହିଁରେ ତୁମ୍ଭେ ଜଳସିକ୍ତ ଉଦ୍ୟାନତୁଲ୍ଯ କିମ୍ବା ଜଳପୂର୍ଣ୍ଣ ଝରଣା ସଦୃଶ ହବେ।

ଯିଶାଇୟ 61:11

କାରଣ ଭୂମି ଯେପରି ବୀଜକୁ ଅଙ୍କୁରିତ କରାଏ ଓ ଉଦ୍ୟାନ ରେ ବୁଣା ୟାଇଥିବା ମଞ୍ଜି ଯେପରି ଅଙ୍କୁରିତ ହାଇେ ବଢ଼େ, ସହେିପରି ସଦାପ୍ରଭୁ ସମଗ୍ର ଜାତିଗଣଙ୍କ ମଧିଅରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।

ଯିଶାଇୟ 62:8

ସଦାପ୍ରଭୁ ନିଜର ଦକ୍ଷିଣ ହସ୍ତ ଓ ବଳବାନ୍ ବାହୁଦ୍ବାରା ଶପଥ କରିଛନ୍ତି, ଆମ୍ଭେ ତୁମ୍ଭର ଶସ୍ଯ ତୁମ୍ଭର ଶତ୍ରୁଗଣଙ୍କୁ ଶସ୍ଯ ନିମନ୍ତେ ନିଶ୍ଚଯ ଦବୋ ନାହିଁ ଓ ଯେଉଁ ଦ୍ରାକ୍ଷାରସ ପାଇଁ ତୁମ୍ଭେ ପରିଶ୍ରମ କରିଅଛ, ସହେି ନୂତନ ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।

ଯିଶାଇୟ 65:13

ସହେି ସକାେଶ ମାରେ ପ୍ରଭୁ ସଦାପ୍ରଭୁ ଏହିକଥା କରନ୍ତି, ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେ ମନ୍ଦାଚାରୀମାନେ କ୍ଷୁଧାର୍ତ୍ତ ରହିବ। ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭମାନେେ ତୃଷାର୍ତ୍ତ ରହିବ। ଆମ୍ଭର ଦାସମାନେ ଆନନ୍ଦ କଲା ବେଳେ ତୁମ୍ଭମାନେେ ଲଜ୍ଜିତ ହବେ।

ଯିଶାଇୟ 66:14

ପୁଣି ତୁମ୍ଭମାନେେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦଯ ଆନନ୍ଦିତ ହବେ। ଆଉ ତୁମ୍ଭମାନଙ୍କ ଅସ୍ଥି ନୂତନ ତୃଣ ସଦୃଶ ସତଜେ ହବେ। ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ଉପ ରେ ପ୍ରକାଶିତ ହବେ। ଆଉ ମଧ୍ଯ ସେ ନିଜ ଶତ୍ରୁମାନଙ୍କ ଉପ ରେ କୁପିତ ହବେେ।

ଯିଖରିୟ 9:15

ସର୍ବଶକ୍ତିମାନ୍ ସଦାପ୍ରଭୁ ସମାନଙ୍କେୁ ସୁରକ୍ଷା ଦବେେ। ସମାନେେ ଧ୍ବଂସ ହବେେ, ସମାନେେ ସମାନଙ୍କେର ଶତୃମାନଙ୍କୁ ବାଟୁଳି ଦ୍ବାରା ପରାସ୍ତ କରିବେ। ସମାନେେ ଦ୍ରାକ୍ଷାରସ ପାନ କରିବେ ଓ ଦୁର୍ଦ୍ଦାନ୍ତ ହବେେ, ସମାନେେ ୟଜ୍ଞବଦେୀର କଣ ରେ ଥିବା ପାତ୍ର ଯେପରି ସହେିପରି ପୂର୍ଣ୍ଣ ହବେେ।

ମାଥିଉଲିଖିତ ସୁସମାଚାର 25:40

ସେତବେେଳେ ରାଜା ଉତ୍ତର ଦବେେ, 'ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ ତୁମ୍ଭେ ମାରେ ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣଙ୍କ ପାଇଁ ଯାହା କିଛି କଲ, ତାହା ତୁମ୍ଭେ ମାେ ପାଇଁ କଲ।'

ଲୂକଲିଖିତ ସୁସମାଚାର 12:4

ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ହେ ମାରେ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କୁ କହୁଛି, ଲୋକଙ୍କୁ ଭୟ କର ନାହିଁ। ଲୋକେ କବଳେ ଶରୀରକୁ ମାରି ପକାଇବେ। କିନ୍ତୁ ସତେିକି କରି ସାରିବା ପରେ ସମାନେେ ତୁମ୍ଭମାନଙ୍କର ଆଉ ଅଧିକା କିଛି କରି ପାରିବେ ନାହିଁ।

ଲୂକଲିଖିତ ସୁସମାଚାର 15:6

ସେ ତା ବନ୍ଧୁ ଓ ପଡ଼ୋଶୀମାନଙ୍କ ପାଖକୁ ଯାଇ କହିବ, ମୁଁ ମାରହଜେି ଯାଇଥିବା ମେଣ୍ଢାଟି ପାଇ ଯାଇଛି। ମୁଁ ଅତ୍ଯନ୍ତ ଆନନ୍ଦିତ। ଆସ, ମାେ ସହିତ ତୁମ୍ଭମାନେେ ଆନନ୍ଦ କର।

ଲୂକଲିଖିତ ସୁସମାଚାର 15:9

ହଜି ଯାଇଥିବା ରୂପାମୁଦ୍ରାଟି ପାଇଗଲେ ସେ ତା' ବଂଧୁ ଓ ପଡ଼ୋଶୀମାନଙ୍କୁ ଡାକି କହିବ, 'ମୁଁ ବହୁତ ଆନନ୍ଦିତ। କାରଣ ମାରେ ହଜି ଯାଇଥିବା ରୂପା ମୁଦ୍ରାଟି ମିଳିଗଲା। ଆସ, ମାେ ସହିତ ଆନନ୍ଦ କର।'

ଯୋହନଲିଖିତ ସୁସମାଚାର 3:29

କନ୍ଯା କବଳେ ବରର। ବରକୁ ସାହାୟ୍ଯ କରୁଥିବା ବନ୍ଧୁ ବର ଆସିବା ପର୍ୟ୍ଯନ୍ତ ଶୁଣେ ଓ ଅପେକ୍ଷା କରେ। ବରର ସ୍ବର ଶୁଣି ସହେି ବନ୍ଧୁ ବହୁତ ଖୁସି ହୁଏ। ମୁଁ ଏବେ ସହେି ଭଳି ଆନନ୍ଦ ପାଉଛି। ଏହା ମାରେ ଆନନ୍ଦର ସମୟ।

ଯୋହନଲିଖିତ ସୁସମାଚାର 14:21

ଯେଉଁ ଲୋକ ମାରେ ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତ ରେ ମାେତେ ପ୍ ରମେ କରେ। ମାେତେ ପ୍ ରମେ କରୁଥିବା ଲୋକକୁ ମାେ ପରମପିତା ମଧ୍ଯ ପ୍ ରମେ କରିବେ। ମୁଁ ମଧ୍ଯ ତାକୁ ପ୍ ରମେ କରିବି ଓ ନିଜକୁ ତା' ନିକଟରେ ପ୍ରକାଶ କରିବି।

ଯୋହନଲିଖିତ ସୁସମାଚାର 15:14

ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:29

ସେଥିପାଇଁ ବିଶ୍ବାସୀମାନେ ସ୍ଥିର କଲେ ଯେ, ସମାନେେ ଯଥାଶକ୍ତି ସାହାୟ୍ଯ ପାଠାଇବେ। ପ୍ରେତ୍ୟକକ ବିଶ୍ବାସୀ ନିଜର ସାଧ୍ଯମତେ ସାହାୟ୍ଯ ଦବୋପାଇଁ ଯୋଜନା କଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 9:11

ପରମେଶ୍ବର ତୁମ୍ଭମାନଙ୍କୁ ପ୍ରେତ୍ୟକକ ବିଷୟ ରେ ଧନୀ କରିବେ, ଫଳ ସ୍ବରୂପ ତୁମ୍ଭମାନେେ ସବୁବେଳେ ଉଦାର ମନ ରେ ଦାନ ଦଇେ ପାରିବ। ଆମ୍ଭ ମାଧ୍ଯମ ରେ ତୁମ୍ଭମାନଙ୍କର ଦାନ ପାଇଁ ପରମେଶ୍ବରଙ୍କୁ ଲୋକେ ଧନ୍ଯବାଦ ଦବେେ।

ଏଫିସୀୟଙ୍କ ପ୍ରତି ପତ୍ର 5:18

ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସଂପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମା ରେ ପରିପୂର୍ଣ୍ଣ ହୁଅ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 3:8

ତୁମ୍ଭମାନେେ ପ୍ରଭୁଙ୍କଠା ରେ ଦୃଢ଼ ରହିଲେ, ଆମ୍ଭର ଜୀବନ ପ୍ରକୃତ ରେ ସଫଳ ହୁଏ।

ଏବ୍ରୀ 2:12

ହେ ପରମେଶ୍ବର, ମୁଁ ମାରେ ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟ ରେ କହିବି। ତୁମ୍ଭର ସବୁଲୋକ (ସାଧୁ) ମାନଙ୍କ ଆଗ ରେ, ମୁଁ ତୁମ୍ଭର ପ୍ରଶଂସା ପାଇବି। ଗୀତିସଂହିତା 22:22

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:17

ଆତ୍ମା ଓ କନ୍ଯା କହନ୍ତି, ଆସ ! ଏସବୁ ଶୁଣୁଥିବା ପ୍ରେତ୍ୟକକ ଲୋକ ମଧ୍ଯ କହୁ, ଆସ !। ଯେ ତୃଷାର୍ତ୍ତ, ସେ ଆସୁ ; ଯେ ଇଚ୍ଛା କରେ, ସେ ବିନା ମୂଲ୍ଯ ରେ ଜୀବନର ଜଳପାନ କରିପା ରେ।

Interlinear

Choose Theme