Home Bibles ☰ Books ଗୀତସଂହିତା 16:3 · ଓଡ଼ିଆ ବାଇବେଲ
ଗୀତସଂହିତା 16:3 · ଓଡ଼ିଆ ବାଇବେଲ

ସଦାପ୍ରଭୁ ୟାହାକିଛି ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି, ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ। ସଦାପ୍ରଭୁ ପ୍ରକୃତରେ ଦଖାଇେ ଦିଅନ୍ତି ୟେ ସେ ସମାନଙ୍କେୁ ଭଲ ପାଆନ୍ତି।

Cross references

ଦିତୀୟ ବଂଶାବଳୀ 6:41

ହେ ସଦାପ୍ରଭୁ ପରମେଶ୍ବର, ବର୍ତ୍ତମାନ ଜାଗ୍ରତ ହୁଅ, ନିଯମ-ସିନ୍ଦୁକ ଯାହାକି ତୁମ୍ଭର ଶକ୍ତି ପ୍ରଦର୍ଶନ କରେ, ତୁମ୍ଭର ସହେି ବିଶଷେ ସ୍ଥାନକୁ ଆସ। ତୁମ୍ଭର ଯାଜକଗଣ ପରିତ୍ରାଣ ଦ୍ବାରା ସଜ୍ଜିତ ହୁଅନ୍ତୁ। ତୁମ୍ଭର ସତ୍ ଅନୁଗାମୀଗଣ, ଏହି ସମସ୍ତ ଉତ୍ତମ ବିଷଯ ରେ ଆନନ୍ଦିତ ହୁଅନ୍ତୁ।

ଗୀତସଂହିତା 30:4

ହେ ପରମେଶ୍ବରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର। ତାଙ୍କର ସହେି ପବିତ୍ର ନାମର ପ୍ରଶଂସା କର।

ଗୀତସଂହିତା 101:6

ସମଗ୍ର ଦେଶରେ ସହେି ବିଶ୍ବସ୍ତ ଲୋକମାନଙ୍କ ଉପରେ ଦୃଷ୍ଟି ରଖି ଭରସା କରାୟାଇପାରିବ, ୟାହା ଫଳରେ ସମାନେେ ମାେ ପାଇଁ ମାରେ ରାଜପ୍ରାସାଦ କାମ କରିପାରିବେ। କବଳେ ଶୁଦ୍ଧ ପଥରେ ଜୀବନୟାପନ କରୁଥିବା ଲୋକମାନେ ହିଁ ମାରେ ସବେକ ହାଇପୋରିବେ।

ଗୀତସଂହିତା 116:15

ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ଯରୁ ସଦ୍ ଭକ୍ତମାନଙ୍କ ମୃତ୍ଯୁ ବହୁମୂଲ୍ଯ ଅଟେ।

ଗୀତସଂହିତା 119:63

ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି, ମୁଁ ସମାନଙ୍କେର ବନ୍ଧୁ।

ଗୀତସଂହିତା 122:8

ମାରେ ପରିବାର ଏବଂ ମାରେ ପଡ଼ୋଶୀମାନଙ୍କର ମଙ୍ଗଳ ପାଇଁ ୟିରୁଶାଲମ, ତୁମ୍ଭର ଶାନ୍ତି ପାଇଁ ପ୍ରାର୍ଥନା କରେ।

ହିତୋପଦେଶ 8:31

ସେ ସୃଷ୍ଟି କରିଥିବା ପୃଥିବୀ ରେ ମୁଁ ଉପଭୋଗ କଲି। ମାରେ ଆନନ୍ଦ ଲୋକମାନଙ୍କ ସହିତ ଥିଲା।

ହିତୋପଦେଶ 12:26

ଧାର୍ମିକ ଲୋକ ଆପଣା ପ୍ରତିବେଶୀର ଠିକ୍ ପଥ ପ୍ରଦର୍ଶକ, ମାତ୍ର ଦୁଷ୍ଟମାନଙ୍କ ପଥ ସମାନଙ୍କେୁ ଭୁଲାଏ।

ହିତୋପଦେଶ 13:20

ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହବେ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।

ପରମଗୀତ 4:1

ହେ ମାରେ ପ୍ରିୟେ, ତୁମ୍ଭେ ସୁନ୍ଦରୀ ଓ ତୁମ୍ଭେ ଓଢ଼ଣା ତଳେ ସୁନ୍ଦରୀ ଦଖାୟୋଅ। ତୁମ୍ଭ ନେତ୍ର କପୋତ ତୁଲ୍ଯ, ତୁମ୍ଭର କେଶ ଗିଲିଯଦ ପର୍ବତରୁ ଓହ୍ଲାଇ ଆସୁଥିବା ଛଳେିପଲ ତୁଲ୍ଯ।

ପରମଗୀତ 7:10

ମୁଁ ଆପଣା ପ୍ରିଯତମଙ୍କର ଓ ତାଙ୍କର ବାସନା ମାେ ପ୍ରତି ଅଛି।

ଯିଶାଇୟ 62:4

ତୁମ୍ଭର 'ଦେଶ ପରିତ୍ଯକ୍ତା ବୋଲି' ନାମିତ ହବେ ନାହିଁ ; କିମ୍ବା ତୁମ୍ଭର ଦେଶକୁ କହେି ଅନାଥିନୀ' ବୋଲି ଜାଣିବେ ନାହିଁ। ମାତ୍ର ତୁମ୍ଭର ଦେଶ ବରଂ 'ପରମେଶ୍ବରଙ୍କ କନ୍ଯା' ରୂପେ ବିବଚେିତ ହବେ ଏବଂ ମାରେ ଉଲ୍ଲାସ ତାହାର ମଧ୍ଯ ହାଇେଅଛି' କାରଣ ସଦାପ୍ରଭୁ ତୁମ୍ଭ ଉପ ରେ ସନ୍ତାଷେ ଅଛନ୍ତି।

Interlinear

Choose Theme