Home Bibles ☰ Books ଦିତୀୟ ବିବରଣ 26:10 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 26:10 · ଓଡ଼ିଆ ବାଇବେଲ

ତେଣୁ, ହେ ସଦାପ୍ରଭୁ, ଦେଖ ତୁମ୍ଭେ ଆମ୍ଭକକ୍ସ୍ଟ ଯେଉଁ ଦେଶ ଦଇେଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛକ୍ସ୍ଟ।'

Cross references

ଯାତ୍ରା ପୁସ୍ତକ 22:29

ଶସ୍ଯ ଅମଳ ସମୟରେ ତୁମ୍ଭର ପ୍ରଥମ ଶସ୍ଯ ଏବଂ ପ୍ରଥମ ଫଳର ରସ ଦବୋ ରେ କୌଣସି ବିଳମ୍ବ କରିବ ନାହିଁ।

ଯାତ୍ରା ପୁସ୍ତକ 23:19

ଶସ୍ଯ ଅମଳ ସମୟରେ ତୁମ୍ଭେ ଯେତବେେଳେ ଶସ୍ଯ ସାଇତିବ ପ୍ରଥମ ଶସ୍ଯ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଗୃହକୁ ଆଣିବ।

ଗଣନା ପୁସ୍ତକ 18:11

ଇଶ୍ରାୟେଲର ଲୋକମାନେ ସମସ୍ତ ଦୋଳନୀଯ ନବୈେଦ୍ଯର ଦାନ ମଧ୍ଯରୁ ଉତ୍ତୋଳନୀଯ ଉପହାର ଆମ୍ଭେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣଙ୍କୁ ଓ ତୁମ୍ଭର କନ୍ଯାମାନଙ୍କୁ ଅନନ୍ତକାଳୀନ ଅଧିକା ରେର୍ଥେ ଦଲେୁ। ତୁମ୍ଭ ପରିବାରର ପ୍ରେତ୍ୟକକ ବିଧିସମ୍ମତ ଶୁଚି ଲୋକ ତାହା ଭୋଜନ କରିପାରିବେ।

ଦିତୀୟ ବିବରଣ 6:10

ତକ୍ସ୍ଟମ୍ଭ ପୂର୍ବପୁରୁଷ ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବ ନିକଟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦବୋପାଇଁ ପ୍ରତିଜ୍ଞା କରିଥିଲେ। ସଦାପ୍ରଭୁ ଏହି ଦେଶକକ୍ସ୍ଟ ତୁମ୍ଭମାନଙ୍କୁ ଆଣିବେ ଏବଂ ନଗରଗକ୍ସ୍ଟଡିକ ସହିତ ଏହା ତୁମ୍ଭମାନଙ୍କୁ ଦବେେ, ଯେଉଁଗକ୍ସ୍ଟଡିକ ତୁମ୍ଭମାନେେ ନିର୍ମାଣ କରିନାହିଁ ଏବଂ ଯେଉଁଗକ୍ସ୍ଟଡିକ ବୃହତ ଓ ସକ୍ସ୍ଟନ୍ଦର ଅଟେ।

ଦିତୀୟ ବିବରଣ 18:4

ତୁମ୍ଭେ ଆପଣା ଶସ୍ଯର ଆପଣା ଦ୍ରାକ୍ଷାରସର, ଆପଣା ତୈଳର ଆପଣା ମଷେ ଲୋମର ପ୍ରଥମ ଭାଗ ଯାଜକଗଣଙ୍କକ୍ସ୍ଟ ନିଶ୍ଚିତ ଦବେ।

ଦିତୀୟ ବିବରଣ 26:2

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଦତ୍ତ ଆପଣା ସହେି ଦେଶ ରେ ଭୂମିରକ୍ସ୍ଟ ଫଳିଥିବା ସମସ୍ତ ଫଳ ଓ ପରିବାରକ୍ସ୍ଟ ପ୍ରଥମଜାତ ଫଳ କିଛି କିଛି ରଖି ଗ୍ଭଙ୍ଗକ୍ସ୍ଟଡି ରେ ତାହା ନଇେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାଙ୍କ ନାମ ସ୍ଥାପନାର୍ଥେ ତାଙ୍କର ମନୋନୀତ ସ୍ଥାନକକ୍ସ୍ଟ ତୁମ୍ଭେ ୟିବ।

ଦିତୀୟ ବିବରଣ 26:4

ଏହାପରେ ଯାଜକ ତକ୍ସ୍ଟମ୍ଭ ହାତରକ୍ସ୍ଟ ଗ୍ଭଙ୍ଗକ୍ସ୍ଟଡି ନଇେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ୟଜ୍ଞବଦେୀ ସମ୍ମକ୍ସ୍ଟଖ ରେ ରଖିବ।

ଦିତୀୟ ବିବରଣ 26:17

ତୁମ୍ଭମାନେେ ଆଜି ସଙ୍କଳ୍ପ କରିଅଛ ଯେ, ସେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ହବେେ ଓ ତୁମ୍ଭେ ତାହାଙ୍କ ପଥରେ ଗ୍ଭଲିବ ଓ ତାଙ୍କର ବିଧି, ଆଜ୍ଞା, ଶାସନ ମାନି ଚଳିବ ଏବଂ ତାହାଙ୍କ ସ୍ବର ଶକ୍ସ୍ଟଣ।

ପ୍ରଥମ ବଂଶାବଳୀ 29:14

ଆମ୍ଭମାନେେ କିଏ ଯେ ଏପରି ସ୍ବେଚ୍ଛାପୂର୍ବକ ଦାନ କରିବାକୁ ସମର୍ଥ ହବେୁ ? ଏହି ସମସ୍ତ ବସ୍ତୁ ମାେ'ଠାରୁ କିଅବା ମାରେଲୋକମାନଙ୍କଠାରୁ ଆସି ନାହିଁ। ଏହି ସମସ୍ତ ବସ୍ତୁ ତୁମ୍ଭଠାରୁ ଆ ସେ, ତୁମ୍ଭଠାରୁ ଯାହା ଆସିଅଛି, ଆମ୍ଭେ କବଳେ ତାହା ତୁମ୍ଭକୁ ଦଇେଅଛୁ।

ଗୀତସଂହିତା 22:27

ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ। ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।

ଗୀତସଂହିତା 22:29

ବଳଶାଳୀ, ସ୍ବାସ୍ଥ୍ଯବାନ୍ ଲୋକମାନେ ଭୋଜନ କରି ପରମେଶ୍ବରଙ୍କ ସମ୍ମୁଖରେ ପ୍ରଣାମ ହବେେ। ପ୍ରକୃତରେ ସବୁ ମଣିଷ ଯେଉଁମାନେ ମୃତ୍ଯୁବରଣ କରିବେ ଓ ଯେଉଁମାନେ ମୃତ୍ଯୁବରଣ କରିଛନ୍ତି ପରମେଶ୍ବରଙ୍କ ସମ୍ମୁଖରେ ନତ ମସ୍ତକ ହବେେ।

ଗୀତସଂହିତା 86:9

ହେ ପ୍ରଭୁ, ତୁମ୍ଭେ ପ୍ରେତ୍ୟକକ ଦେଶଗୁଡ଼ିକୁ ସୃଷ୍ଟି କରିଛ। ସମାନେେ ଆସିବେ ଓ ମଥାନତ ହାଇେ ତୁମ୍ଭ ସମ୍ମୁଖରେ ଛିଡ଼ା ହବେେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।

ଗୀତସଂହିତା 95:6

ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବ! ଆସ, ସହେି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।

ହିତୋପଦେଶ 3:9

ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ।

ଯିଶାଇୟ 66:23

ସଦାପ୍ରଭୁ ପୁଣି କହନ୍ତି ଯେ, ପୃଥିବୀର ସମସ୍ତ ଲୋକ ମାେ ପାଖକୁ ପୂଜା କରିବା ପାଇଁ ଗୋଟିଏ ନୂତନ ଚନ୍ଦ୍ରରୁ ଅନ୍ୟ ଗୋଟିଏ ନୂତନ ଚନ୍ଦ୍ରକ ଏବଂ ଗୋଟିଏ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମଦିନ ଆସିବ।

Interlinear

Choose Theme