Home Bibles ଯିଶାଇୟ 61:11 · ଓଡ଼ିଆ ବାଇବେଲ
ଯିଶାଇୟ 61:11 · ଓଡ଼ିଆ ବାଇବେଲ

କାରଣ ଭୂମି ଯେପରି ବୀଜକୁ ଅଙ୍କୁରିତ କରାଏ ଓ ଉଦ୍ୟାନ ରେ ବୁଣା ୟାଇଥିବା ମଞ୍ଜି ଯେପରି ଅଙ୍କୁରିତ ହାଇେ ବଢ଼େ, ସହେିପରି ସଦାପ୍ରଭୁ ସମଗ୍ର ଜାତିଗଣଙ୍କ ମଧିଅରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।

Cross references

ଆଦି ପୁସ୍ତକ 1:11

ପରମେଶ୍ବର କହିଲେ, ପୃଥିବୀ ତୃଣ ଓ ସଜୀବ ଶାକ, ଜୀବ ସମ୍ବଳିତ ନିଜ ନିଜ ଜାତି ଅନୁୟାଯୀ ଫଳ ଉତ୍ପନ୍ନ କରୁ, ଏହିପରି ହେଲା।

ଗୀତସଂହିତା 72:3

ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି ଏବଂ ନ୍ଯାଯପୂର୍ଣ୍ଣ ବିଚାର କରନ୍ତୁ।

ଗୀତସଂହିତା 72:16

କ୍ଷତରେେ ପ୍ରଚୁର ପରିମାଣର ଫସଲ ହେଉ। ପର୍ବତଗୁଡ଼ିକ ମଧ୍ଯ ଫସଲରେ ପୂର୍ଣ୍ଣ ହାଇେ ଲିବାନୋନ୍ କ୍ଷତେ ତୁଲ୍ଯ ଉର୍ବର ହେଉ। କ୍ଷତଗେୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।

ଗୀତସଂହିତା 85:11

ପୃଥିବୀର ଲୋକମାନେ ପରମେଶ୍ବରଙ୍କଠାରେ ବିଶ୍ବସ୍ତ ହବେେ ଏବଂ ସ୍ବର୍ଗରେ ପରମେଶ୍ବର ସମାନଙ୍କେର ମଙ୍ଗଳ କରିବେ।

ପରମଗୀତ 4:16

ହେ ଉତ୍ତରୀଯ ବାଯୁ, ଜାଗ। ହେ ଦକ୍ଷିଣ ବାଯୁ, ଆସ। ମାେ ଉଦ୍ୟାନର ସୁଗନ୍ଧି ଯେପରି ଚାରିଆଡ଼େ ବିଚ୍ଛୁରିତ ହବେ ଏବଂ ବାହାରକୁ ଆସିବ, ଏଥିପାଇଁ ତହିଁ ଉପ ରେ ପ୍ରବାହିତ ହୁଅ। ମାହେର ପ୍ରିଯତମ, ଆପଣା ଉଦ୍ୟାନକୁ ଆସନ୍ତୁ ଓ ବହୁମୂଲ୍ଯ ଫଳସବୁ ଭୋଜନ କରନ୍ତୁ।

ଯିଶାଇୟ 45:8

ହେ ଆକାଶମଣ୍ଡଳ, ତୁମ୍ଭେ ବିଜଯ, ଧର୍ମ ଓ ନ୍ଯାଯ ମେଘ ଆକାର ରେ ବର୍ଷଣ କର। ହେ ପୃଥିବୀ, ତୁମ୍ଭେ ବିଦୀର୍ଣ୍ଣ ହୁଅ ; ପରିତ୍ରାଣ, ଧାର୍ମିକତା ଅଙ୍କୁରିତ ହେଉ ; ଆମ୍ଭେ ସଦାପ୍ରଭୁ ଏହା ସୃଷ୍ଟି କରୁଅଛୁ।

ଯିଶାଇୟ 55:10

ବୃଷ୍ଟି ଓ ହିମ ଯେପରି ଆକାଶରୁ ପୃଥିବୀକୁ ଆ ସେ, ପୁନର୍ବାର ଫରେି ୟାଏ ନାହିଁ ; ମାତ୍ର ଭୂମିକୁ ସିକ୍ତ କରେ ଓ ତାକୁ ଫଳବତୀ ଓ ତୃଣ ଆଦି ଉତ୍ପନ୍ନ କରାଏ, କୃଷିକାରୀକୁ ବୀଜ ବପନ କରିବା ରେ ସାହାୟ୍ଯ କରେ ଓ ଭୋଜନକାରୀକୁ ଶସ୍ଯ ଯୋଗାଏ।

ଯିଶାଇୟ 58:11

ଆଉ ମଧ୍ଯ ସଦାପ୍ରଭୁ ତୁମ୍ଭକୁ ସର୍ବଦା ବାଟ କଢ଼ାଇ ନବେେ। ମରୁଭୂମିରେ ତୁମ୍ଭର ଅଭାବ ତୃପ୍ତ କରିବେ। ସେ ତୁମ୍ଭର ଅସ୍ଥିଗୁଡ଼ିକୁ ବଳିଷ୍ଠ କରିବେ। ତହିଁରେ ତୁମ୍ଭେ ଜଳସିକ୍ତ ଉଦ୍ୟାନତୁଲ୍ଯ କିମ୍ବା ଜଳପୂର୍ଣ୍ଣ ଝରଣା ସଦୃଶ ହବେ।

ଯିଶାଇୟ 60:18

ତୁମ୍ଭ ଦେଶ ରେ ଦୌରାତ୍ମ୍ଯର କଥା ଓ ତୁମ୍ଭର ସୀମା ମଧିଅରେ ଧ୍ବଂସ ଓ ବିନାଶର କଥା ଆଉ ଶୁଣାୟିବ ନାହିଁ। ତୁମ୍ଭେ ତୁମ୍ଭ ପ୍ରାଚୀର ସମୂହର ନାମ ପରିତ୍ରାଣ' ଓ ତୁମ୍ଭ ନଗରର ଦ୍ବାର ସମୂହର ନାମ ପ୍ରଶଂସା' ରଖିବ।

ଯିଶାଇୟ 62:1

ମୁଁ ସିୟୋନକୁ ଭଲ ପାଏ, ଧର୍ମ ଦୀପ୍ତିର ନ୍ଯାଯ ଓ ତାହାର ପରିତ୍ରାଣ ଜ୍ବଳନ୍ତ ପ୍ରଦୀପର ନ୍ଯାଯ ୟିରୁଶାଲମ ରେ ପ୍ରକଟ ନ ହାଇେଛି, ସେ ପର୍ୟ୍ଯନ୍ତ ଆମ୍ଭେ ତା ନିମନ୍ତେ ବିଶ୍ରାମ ନବୋ ନାହିଁ। ପ୍ରଭାତ ରେ ଦୀପ୍ତି ଲାଭ କରିବା ପରି ମୁଁ ୟିରୁଶାଲମ ରେ ବିଜଯ ଚା ହେଁ।

ଯିଶାଇୟ 62:2

ସେତବେେଳେ ଅନ୍ୟ ଦେଶୀଯମାନେ ତୁମ୍ଭର ଧର୍ମ ଓ ରାଜାମାନେ ତୁମ୍ଭର ମହିମା ଦେଖିବେ ; ଆଉ ତୁମ୍ଭେ ସଦାପ୍ରଭୁଙ୍କ ମୁଖ ରେ ଏକ ନୂତନ ନାମ ରେ ଖ୍ଯାତ ହବେ।

ଯିଶାଇୟ 62:7

ହେ ସଦାପ୍ରଭୁଙ୍କ ସ୍ମରଣକାରୀ ଲୋକମାନେ, କ୍ଷାନ୍ତ ହୁଅ ନାହିଁ, ଯେ ପର୍ୟ୍ଯନ୍ତ ସଦାପ୍ରଭୁ ଶାନ୍ତି ପ୍ରତିଷ୍ଠା କରନ୍ତି ଏବଂ ଏହାର ପ୍ରଶଂସା ବିଚାର ଚକ୍ଷୁ ରେ ଅନୁକୂଳ ସର୍ବୋଚ୍ଚ ସ୍ଥିତ ହବୋ ପର୍ୟ୍ଯନ୍ତ ୟିରୁଶାଲମ ରେ ଆନନ୍ଦ ଉଠାଅ।

ମାଥିଉଲିଖିତ ସୁସମାଚାର 13:3

ତା'ପରେ ଯୀଶୁ ଲୋକଙ୍କୁ କାହାଣୀ ମାଧ୍ଯମ ରେ ଅନକେ ଉପଦେଶ ଦେଲେ। ଯୀଶୁ କହିଲେ, ଗୋଟିଏ କୃଷକ ତା କ୍ଷତେ ରେ ବୀଜ ବୁଣିବାକୁ ଗଲା।

ମାଥିଉଲିଖିତ ସୁସମାଚାର 13:8

ଆଉ କିଛି ବୀଜ ଭଲ ମାଟି ଉପରେ ପଡିଲା ଓ ତାହା ବଢି ସେଥି ରେ ଫଳ ଫଳିଲା। କେତକେ ଗଛ ରେ ଶ ହଗେୁଣ, କେତକରେେ ଷାଠିଏ ଗୁଣ ଓ ଆଉ କେତକରେେ ତିରିଶ ଗୁଣ ଅଧିକ ଫଳିଲା।

ମାଥିଉଲିଖିତ ସୁସମାଚାର 13:23

ଭଲ ମାଟି ଉପରେ ପଡିଥିବା ବୀଜର ଅର୍ଥ କ'ଣ? ସହେି ଲୋକ ଭଳି ସେ ସୁମାଚାର ଶୁଣେ ଓ ତାକୁ ବୁଝିପା ରେ। ସେ ଲୋକ ସଫଳ ହୁଏ। ସହେି ସଫଳତା େ ବେଳବେଳେ ଶ ହେ ଗୁଣ, ଷାଠିଏ ଗୁଣ ଓ ତିରିଶ ଗୁଣ ପର୍ୟ୍ଯନ୍ତ ମିଳିଥାଏ।

ମାର୍କଲିଖିତ ସୁସମାଚାର 4:26

ଯୀଶୁ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ, ଜମି ରେ ବୀଜ ବୁଣୁଥିବା ଲୋକଟିଏ ଭଳି।

ପିତରଙ୍କ ପ୍ରଥମ ପତ୍ 2:9

କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।

Interlinear

Choose Theme