Home Bibles ☰ Books ଦିତୀୟ ବଂଶାବଳୀ 31:6 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 31:6 · ଓଡ଼ିଆ ବାଇବେଲ

ଇଶ୍ରାୟେଲୀୟ ଓ ୟିହୁଦୀଯ ଲୋକମାନେ, ଯେଉଁମାନେ ଯିହୁଦାର ନଗର ରେ ବାସ କରୁଥିଲେ, ସମାନଙ୍କେର ପଶୁପଲ ଓ ମଷେପଲର ମଧ୍ଯ ଦଶମାଂଶ ଆଣିଲେ। ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗୀକୃତ ପବିତ୍ର ଜିନିଷର ଏକ ଦଶମାଂଶ ଆଣିଲେ। ଏହି ସମସ୍ତ ସାମଗ୍ରୀ ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କ ନିକଟକୁ ଆଣିଲେ। ସମାନେେ ଏହି ସମସ୍ତ ସାମଗ୍ରୀକୁ ଗଦାକରି ରଖିଲେ।

Cross references

ଲେବୀୟ ପୁସ୍ତକ 27:30

ଭୂମିର ଶସ୍ଯ ହେଉ କି ବୃକ୍ଷର ଫଳ ହେଉ, ଉତ୍ପନ୍ନ ଦ୍ରବ୍ଯର ଦଶମାଂଶ ସଦାପ୍ରଭୁଙ୍କର ହବେ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।

ଦିତୀୟ ବିବରଣ 14:28

ପ୍ରତି ତୃତୀୟ ବର୍ଷର ଶଷେ ରେ ତୁମ୍ଭେ ସହେି ବର୍ଷ ରେ ଉତ୍ପନ୍ନ ଆପଣା ଶସ୍ଯାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗର ଦ୍ବାର ଭିତ ରେ ସଞ୍ଚଯ କରି ରଖିବ।

ଦିତୀୟ ବଂଶାବଳୀ 11:16

ଏହାପରେ ଇଶ୍ରାୟେଲ ସହେି ସମସ୍ତ ଘରର ଲୋକମାନେ ଯେଉଁମାନେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଥିଲେ, ସମାନଙ୍କେର ପିତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ପାଇଁ ୟିରୁଶାଲମକୁ ଆସିଲେ।

Interlinear

Choose Theme