Home Bibles ☰ Books ରୋମୀୟଙ୍କ ପ୍ରତି ପତ୍ର 4:15 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 4:15 · ଓଡ଼ିଆ ବାଇବେଲ

କାରଣ ବ୍ଯବସ୍ଥା ପାଳନ ନକରିବା ଦ୍ବାରା ବ୍ଯବସ୍ଥା ପରମେଶ୍ବରଙ୍କର କୋରଧ ଆଣିଥାଏ। କିନ୍ତୁ ଯଦି ବ୍ଯବସ୍ଥା ନଥାନ୍ତା, ତା' ହେଲେ ଅବାଧ୍ଯ ହବୋର ପ୍ରଶ୍ନ ଉଠିବ ନାହିଁ।

Cross references

ଗଣନା ପୁସ୍ତକ 32:14

ଏଠାକୁ ଦେଖ, ତୁମ୍ଭମାନେେ ତୁମ୍ଭ ପିତୃଗଣଙ୍କ ପରି କାର୍ୟ୍ଯ କଲ, ତୁମ୍ଭମାନେେ ପାପିଷ୍ଠ ଲୋକମାନଙ୍କର ନୂତନ ପିଢି ସଦାପ୍ରଭୁଙ୍କୁ ଇଶ୍ରାୟେଲର ଲୋକମାନଙ୍କ ପ୍ରତି କୋର୍ଧିତ କରାଉଛ।

ଦିତୀୟ ବିବରଣ 29:20

ସଦାପ୍ରଭୁ ତାହାକକ୍ସ୍ଟ କ୍ଷମା କରିବାକୁ ସମ୍ମତ ହବେେ ନାହିଁ। ମାତ୍ର ତତ୍କ୍ଷଣାତ ସହେି ଲୋକପ୍ରତି ସଦାପ୍ରଭୁଙ୍କ କୋରଧ ଓ ଅନ୍ତଜର୍‌ବାଳା ସଧୂମ ହାଇେ ଉଠିବ।

ଦିତୀୟ ରାଜାବଳୀ 22:13

ରାଜା ଯୋଶିୟଯ କହିଲେ, ତୁମ୍ଭମାନେେ ୟାଅ, ସଦାପ୍ରଭୁଙ୍କୁ ପଗ୍ଭର ମାେ ପାଇଁ, ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ କ'ଣ କରୁବୁ। ଏହି ପୁସ୍ତକ ବିଷଯ ରେ ପଗ୍ଭର। ପରମେଶ୍ବର ଆମ୍ଭ ଉପରେ ଅତ୍ଯନ୍ତ କୋର୍ଧିତ ହାଇେଛନ୍ତି। କାରଣ ଏହି ପୁସ୍ତକରେ ଆମ୍ଭ ପାଇଁ ଯେପରି ଲଖାେ ଥିଲା, ଆମ୍ଭର ପୁର୍ବପୁରୁଷ ସଦାପ୍ରଭୁଙ୍କ ବାକ୍ଯ ପ୍ରତି ଧ୍ଯାନ୍ଯ ଦଇେ ନଥିଲେ।

ଯିରିମିୟ 4:8

ତେଣୁ ତୁମ୍ଭମାନେେ ଚଟବସ୍ତ୍ର ପରିଧାନ କରି ବିଳାପ ଓ ହାହାକାର କର। କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କୋରଧ ଆମ୍ଭମାନଙ୍କ ଉପ ରେ ରହିଅଛି।

ଯିରିମିୟଙ୍କ ବିଳାପ 2:22

ତୁମ୍ଭେ ମାରେ ଚତୁର୍ଦ୍ଦିଗରୁ ଭୟକୁ ଆହ୍ବାନ କରୁଅଛି, ସତେ ଯେପରି ସମାନଙ୍କେୁ କୌଣସି ଉତ୍ସବକୁ ନିମନ୍ତ୍ରଣ କରାୟାଇଛି। ସଦାପ୍ରଭୁଙ୍କ କୋର୍ଧର ଦିନ ରେ କହେି ରକ୍ଷା ପାଇଲେ ନାହିଁ କି କହେି ଅବଶିଷ୍ଟ ରହିଲେ ନାହିଁ। ଯେଉଁମାନଙ୍କୁ ମୁଁ ଲାଳନପାଳନ କରି ବଢ଼ାଇଥିଲି ଶତ୍ରୁ ସମାନଙ୍କେୁ ସଂହାର କରିଅଛି।

ଯିହିଜିକଲ 7:19

ସମାନେେ ନିଜ ନିଜର ରୂପାକୁ ଦାଣ୍ଡ ରେ ପକାଇ ଦବେେ ଓ ସମାନଙ୍କେର ସୁନା ଅଶୁଚି ବସ୍ତୁ ତୁଲ୍ଯ ହବେ। ସେ ସବୁ କିନ୍ତୁ ସମାନଙ୍କେୁ ସଦାପ୍ରଭୁ ଯେତବେେଳେ ତାଙ୍କର କୋରଧ ରେ ପ୍ରକାଶ କଲେ, ତାଙ୍କ କୋପରୁ ରକ୍ଷା କରିବ ନାହିଁ। ସମାନେେ ସମାନଙ୍କେର କ୍ଷୁଧାକୁ ସନ୍ତୁଷ୍ଟ କରିପାରିବେ ନାହିଁ। କିଅବା ସମାନଙ୍କେର ଉଦର ପୂର୍ଣ୍ଣ କରିପାରିବେ ନାହିଁ। କାରଣ ଏହିସବୁ ଜିନିଷଗୁଡ଼ିକ ପାପ କରିବାକୁ ସମାନଙ୍କେର କାରଣ ଥିଲା।

ସିଫନିୟ 1:18

ସମାନଙ୍କେର ସୁନାରୂପା ସମାନଙ୍କେୁ ରକ୍ଷା କରିପାରିବ ନାହିଁ। ସହେି ସମୟରେ ସଦାପ୍ରଭୁ ଅତ୍ଯନ୍ତ ବିବ୍ରତ ଓ କ୍ରୋଧୀ ହାଇେ ପଡିବେ। ସଦାପ୍ରଭୁ ସମଗ୍ର ବିଶ୍ବକୁ ଧ୍ବଂସ କରିବେ। ସଦାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ବିଶ୍ବ ରେ ସମସ୍ତଙ୍କୁ ବିନାଶ କରିବେ।

ଯୋହନଲିଖିତ ସୁସମାଚାର 3:36

ପୁତ୍ରଙ୍କୁ ବିଶ୍ବାସ କରୁଥିବା ଲୋକ ଅନନ୍ତ ଜୀବନ ପାଆନ୍ତି। କିନ୍ତୁ ପୁତ୍ରଙ୍କୁ ଅବଜ୍ଞା କରୁଥିବା ଲୋକ କଦାପି ଅନନ୍ତ ଜୀବନ ଲାଭ କରିବ ନାହିଁ। ସହେି ଲୋକମାନଙ୍କ ଉପରେ ପରମେଶ୍ବରଙ୍କର କୋରଧ ରହିବ।

ଯୋହନଲିଖିତ ସୁସମାଚାର 15:22

ମୁଁ ଯଦି ଆସି ନଥାନ୍ତି ଓ ଏଜଗତର ଲୋକମାନଙ୍କୁ କହିନଥାନ୍ତି, ତବେେ ସମାନେେ ପାପରେ ଦୋଷୀ ବୋଲି ବିବଚେିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସମାନଙ୍କେୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସମାନଙ୍କେ ପାଖ ରେ କୌଣସି ଆଳ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:30

ପୂର୍ବରୁ ପରମେଶ୍ବର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫରେିଆସିବା ପାଇଁ ଆଦେଶ ଦିଅନ୍ତି।

ରୋମୀୟଙ୍କ ପ୍ରତି ପତ୍ର 1:17

ପରମେଶ୍ବର ଲୋକମାନଙ୍କୁ କିପରି ତାଙ୍କ ପାଇଁ ଧାର୍ମିକ କରନ୍ତି ତାହା ସୁସମାଗ୍ଭର ଦର୍ଶାଇ ଥାଏ। ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ପାଇଁ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ବାସ ରେ ଶଷେ ହୁଏ। ଯେପରି ଧର୍ମଶାସ୍ତ୍ର ରେ କୁହା ଯାଇଛି, ବିଶ୍ବାସ ଦ୍ବାରା ଧାର୍ମିକ ଅନନ୍ତକାଳ ଜୀବିତ ରହେ।

ରୋମୀୟଙ୍କ ପ୍ରତି ପତ୍ର 2:5

କିନ୍ତୁ ତୁମ୍ଭମାନେେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ବର ନିଜର କୋରଧ ଦଖାଇବେେ, ସହେି ଦିନ ତୁମ୍ଭେ ସହେି ଦଣ୍ଡ ପାଇବ। ସହେି ଦିନ ଲୋକେ ପରମେଶ୍ବରଙ୍କର ଠିକ୍ ନ୍ଯାୟବିଚ଼ାର ଦେଖିବେ।

ରୋମୀୟଙ୍କ ପ୍ରତି ପତ୍ର 2:12

ଯେଉଁ ଲୋକମାନେ ବ୍ଯବସ୍ଥା ଜାଣିଛନ୍ତି ଓ ଯେଉଁ ଲୋକମାନେ ବ୍ଯବସ୍ଥା ବିଷୟ ରେ ଶୁଣି ନାହାଁନ୍ତି, ପାପ କର୍ମ କଲା ବେଳେ ସମସ୍ତେ ସମାନ। ଲୋକେ ଯେଉଁମାନେ ବ୍ଯବସ୍ଥା ଜାଣି ନାହାଁନ୍ତି ଓ ପାପ କରୁଛନ୍ତି, ସମାନେେ ନଷ୍ଟ ହାଇେ ଯିବେ ଓ ସହେି ପରି, ଯେଉଁମାନେ ବ୍ଯବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ଯବସ୍ଥା ଅନୁସାରେ ସମାନଙ୍କେର ନ୍ଯାୟବିଚ଼ାର ହବେ।

Interlinear

Choose Theme