Home Bibles ☰ Books କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:56 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:56 · ଓଡ଼ିଆ ବାଇବେଲ

ମୃତ୍ଯୁର ଆଘାତ କରିବା ହେଉଛି ପାପ। ପାପର ବଳ ହେଉଛି ବ୍ଯବସ୍ଥା।

Cross references

ଆଦି ପୁସ୍ତକ 3:17

ଏହାପର ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ କହିଲେ, ମୁଁ ତୁମ୍ଭକୁ ସହେି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦଇେଥିଲି କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସହେି ଫଳ ଖାଇଲ। ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ଥ ହେଲା, ତୁମ୍ଭେ ତୁମ୍ଭର ୟାବଜ୍ଜୀବନ କ୍ଲେଶ ରେ ତହିଁରୁ ଭକ୍ଷ କରିବ।

ଗୀତସଂହିତା 90:3

ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ ଏବଂ ପରିଶଷେରେ ତୁମ୍ଭେ ସମାନଙ୍କେୁ ଧୂଳିରେ ପରିଣତ କରିଛ।

ହିତୋପଦେଶ 14:32

ଦୁଷ୍ଟଲୋକ ଆପଣା ମନ୍ଦ କର୍ମ ରେ ତଡ଼ି ଦିଆୟାଏ। ମାତ୍ର ମରଣକାଳ ରେ ଧାର୍ମିକର ଆଶ୍ରଯ ଥାଏ।

ଯୋହନଲିଖିତ ସୁସମାଚାର 8:21

ଯୀଶୁ ପୁନର୍ବାର ଲୋକମାନଙ୍କୁ କହିଲେ, ମୁଁ ତୁମ୍ଭକୁ ଛାଡି ଚାଲିୟିବି। ତୁମ୍ଭେ ମାେତେ ଖାଜେିବ। କିନ୍ତୁ ତୁମ୍ଭେ ନିଜ ପାପ ସହିତ ମରିବ। ମୁଁ ଯେଉଁ ସ୍ଥାନକୁ ଯାଉଛି, ତୁମ୍ଭେ ସଠାେକୁ ଯାଇପାରିବ ନାହିଁ।

ଯୋହନଲିଖିତ ସୁସମାଚାର 8:24

ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡିକ ପାଇଁ ମରିବ। ମୁଁ ଯେ ସହେି ବ୍ଯକ୍ତି ତୁମ୍ଭେ ଏହା ବିଶ୍ବାସ ନ କଲେ ତୁମ୍ଭ ନିଜ ପାପଗୁଡିକ ପାଇଁ ତୁମ୍ଭେ ମରିବ।

ରୋମୀୟଙ୍କ ପ୍ରତି ପତ୍ର 3:19

ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।

ରୋମୀୟଙ୍କ ପ୍ରତି ପତ୍ର 4:15

କାରଣ ବ୍ଯବସ୍ଥା ପାଳନ ନକରିବା ଦ୍ବାରା ବ୍ଯବସ୍ଥା ପରମେଶ୍ବରଙ୍କର କୋରଧ ଆଣିଥାଏ। କିନ୍ତୁ ଯଦି ବ୍ଯବସ୍ଥା ନଥାନ୍ତା, ତା' ହେଲେ ଅବାଧ୍ଯ ହବୋର ପ୍ରଶ୍ନ ଉଠିବ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 5:12

ଜଣେ ଲୋକ ଆଦମ ପାଇଁ ଜଗତକୁ ପାପ ଆସିଲା। ପାପ ଦ୍ବାରା ମୃତ୍ଯୁ ଆସିଲା। ସେଥିପାଇଁ ସମସ୍ତେ ନିଶ୍ଚୟ ମରିବେ, କାରଣ ସମସ୍ତେ ପାପ କରିଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 5:15

କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହଦାନ ଆଦମର ପାପ ପରି ନୁହେଁ। ଜଣେ ଲୋକର ପାପ କାରଣରୁ ଅନକେ ଲୋକ ମୃତ୍ଯୁ ବରଣ କଲେ। କିନ୍ତୁ ପରମେଶ୍ବରଙ୍କଠାରୁ ଲୋକେ ଯେଉଁ ଅନୁଗ୍ରହ ପାଇଲେ, ତାହା ବହୁତ ଅଧିକ ଥିଲା। ଅନକେ ଲୋକ ଜଣେ ଲୋକର ଅନୁଗ୍ରହ ହତେୁ ଜୀବନରୂପେ ଅନୁଗ୍ରହଦାନ ପାଇଲେ।

ରୋମୀୟଙ୍କ ପ୍ରତି ପତ୍ର 5:17

ଜଣେ ଲୋକ ପାପ କଲା, ସେଥିପାଇଁ ସେ ଜଣକ ଲାଗି, ମୃତ୍ଯୁ ସମସ୍ତଙ୍କ ଉପରେ ରାଜତ୍ବ କଲା। କିନ୍ତୁ ଏବେ କିଛି ଲୋକ ପରମେଶ୍ବରଙ୍କ ପୂର୍ଣ୍ଣ ଦୟା ଓ ତାହାଙ୍କର 'ଧାର୍ମିକ' ହବୋ ଭଳି ବିରାଟ ଅନୁଗ୍ରହଦାନକୁ ମଧ୍ଯ ଗ୍ରହଣ କରନ୍ତି। ଏହା ନିଶ୍ଚିତ ଯେ ସେ ଲୋକମାନେ ପ୍ରକୃତ ଜୀବନ ପ୍ରାପ୍ତ କରିବେ, ଓ ସହେି ଲୋକମାନେ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଶାସନ କରିବେ।

ରୋମୀୟଙ୍କ ପ୍ରତି ପତ୍ର 5:20

ଲୋକମାନେ ଅଧିକ ପାପ କରିବା ପାଇଁ ବ୍ଯବସ୍ଥା ଆସିଲା, କିନ୍ତୁ ଯେତବେେଳେ ଲୋକେ ଅଧିକ ପାପ କଲେ, ପରମେଶ୍ବର ସମାନଙ୍କେୁ ପ୍ରଚୁର ମାତ୍ରା ରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।

ରୋମୀୟଙ୍କ ପ୍ରତି ପତ୍ର 6:23

ପାପର ସ୍ବାଭାବିକ ପରିଣତି ମୃତ୍ଯୁ। କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତା ରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।

ରୋମୀୟଙ୍କ ପ୍ରତି ପତ୍ର 7:5

ଅତୀତ ରେ, ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହେଉଥିଲୁ। ଆମ୍ଭ ଦ୍ବାରା ବ୍ଯବସ୍ଥା ପାପପୂର୍ଣ୍ଣ କାମ କରାଉ ଥିଲା। ଓ ଏହି ପାପପୂର୍ଣ୍ଣ କାମସବୁ ଆମ୍ଭର ଶରୀରକୁ ନିୟନ୍ତ୍ରିତ କରୁଥିଲା। ଅତଏବ ଏହି କର୍ମ ଆମ୍ଭର ଆଧ୍ଯାତ୍ମିକ ମୃତ୍ଯୁ ଘଟାଉ ଥିଲା।

ଗାଲାତୀୟଙ୍କ ପ୍ରତି ପତ୍ର 3:10

କିନ୍ତୁ ଯେଉଁମାନେ ବ୍ଯବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସମାନେେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ଯବସ୍ଥାମାନଙ୍କ ରେ ଲଖାେଅଛି : ଯାହା ବ୍ଯବସ୍ଥା272 ରେ ଲଖାେଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହବେ।273

ଏବ୍ରୀ 9:27

ପ୍ରେତ୍ୟକକ ଲୋକ ଥରେ ମରିବା ଦରକାର। ଜଣେ ମଲାପରେ ତାହାର ବିଚାର ହୁଏ।

Interlinear

Choose Theme