Home Bibles ଯିରିମିୟଙ୍କ ବିଳାପ 2:22 · ଓଡ଼ିଆ ବାଇବେଲ
ଯିରିମିୟଙ୍କ ବିଳାପ 2:22 · ଓଡ଼ିଆ ବାଇବେଲ

ତୁମ୍ଭେ ମାରେ ଚତୁର୍ଦ୍ଦିଗରୁ ଭୟକୁ ଆହ୍ବାନ କରୁଅଛି, ସତେ ଯେପରି ସମାନଙ୍କେୁ କୌଣସି ଉତ୍ସବକୁ ନିମନ୍ତ୍ରଣ କରାୟାଇଛି। ସଦାପ୍ରଭୁଙ୍କ କୋର୍ଧର ଦିନ ରେ କହେି ରକ୍ଷା ପାଇଲେ ନାହିଁ କି କହେି ଅବଶିଷ୍ଟ ରହିଲେ ନାହିଁ। ଯେଉଁମାନଙ୍କୁ ମୁଁ ଲାଳନପାଳନ କରି ବଢ଼ାଇଥିଲି ଶତ୍ରୁ ସମାନଙ୍କେୁ ସଂହାର କରିଅଛି।

Cross references

ଦିତୀୟ ବିବରଣ 28:18

ସଦାପ୍ରଭୁ ତୁମ୍ଭକୁ ଅଭିଶାପ ଦବେେ ଏବଂ ତୁମ୍ଭମାନେେ ବହକ୍ସ୍ଟ ସନ୍ତାନର ଅଧିକାରୀ ହବେ ନାହିଁ। ସେ ତୁମ୍ଭର କ୍ଷତକେକ୍ସ୍ଟ ଅଭିଶଲ୍ଗ କରିବେ ଏବଂ ତୁମ୍ଭେ ଉତ୍ତମ ଫସଲର ଅଧିକାରୀ ହବେନାହିଁ। ସେ ତୁମ୍ଭର ପଶକ୍ସ୍ଟମାନଙ୍କୁ ଅଭିଶାପ ଦବେେ, ତାଙ୍କର ଅନକେ ଶାବକ ହବେନୋହିଁ। ସେ ତୁମ୍ଭର ଗାଈ ଓ ମଷେମାନଙ୍କୁ ମଧ୍ଯ ଅଭିଶାପ ଦବେେ।

ଦିତୀୟ ବଂଶାବଳୀ 36:17

ତେଣୁ ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ୟୁବା ଲୋକମାନେ ମନ୍ଦିର ମଧିଅରେ ଥିଲେ ସୁଦ୍ଧା, ବାବିଲର ରାଜା ସମାନଙ୍କେୁ ହତ୍ଯା କଲେ। ସେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ୟୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ଯା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ଯା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ଯା କଲେ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜଯୀ କଲେ।

ଗୀତସଂହିତା 31:13

ମୁଁ ଲୋକମାନେ କହୁଥିବା ସହେି ଭୟଙ୍କର କଥାସବୁ ଶୁଣେ, ସମାନେେ ମାେ ବିରୁଦ୍ଧରେ ଯୋଜନା କରୁଛନ୍ତି। ସମାନେେ ମାେତେ ମାରିବାକୁ ମନ୍ତ୍ରଣା କରୁଛନ୍ତି।

ଯିଶାଇୟ 24:17

ଏହି ପୃଥିବୀବାସୀଙ୍କ ପାଇଁ ବିପଦ ରହିଛି ବୋଲି ମୁଁ ଦେଖୁଛି। ସମାନଙ୍କେ ପାଇଁ ଭୟ, ଗର୍ତ୍ତ ଓ ଫାନ୍ଦ ରହିଥିବା ମୁଁ ଦେଖୁଛି।

ଯିରିମିୟ 6:25

ଘରୁ ବାହାରି କ୍ଷେତ୍ରକୁ ୟାଅ ନାହିଁ କିଅବା ରାସ୍ତା ରେ ଗମନ କର ନାହିଁ। କାରଣ ଚାରିଆଡ଼େ ଶତ୍ରୁର ଖଡ୍ଗ ଓ ଆଶଙ୍କା ରହିଛି।

ଯିରିମିୟ 14:19

ଲୋକମାନେ କହନ୍ତି, ହେ ପରମେଶ୍ବର, ତୁମ୍ଭେ କ'ଣ ଯିହୁଦାକୁ ସୂର୍ଣ୍ଣ ଭାବରେ ଅଗ୍ରାହ୍ଯ କରିଅଛ ? ତୁମ୍ଭେ କ'ଣ ସିୟୋନକୁ ଘୃଣା କରିଅଛ ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭମାନେେ ଆଉ ସୁସ୍ଥ ହାଇେ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ ? ଆମ୍ଭମାନେେ ଶାନ୍ତି ଚାହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭମାନେେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କବଳେ ଆଶଙ୍କା ଉପସ୍ଥିତ ହେଲା।

ଯିରିମିୟ 16:2

ହେ ଯିରିମିୟ, ତୁମ୍ଭର ଏହି ସ୍ଥାନ ରେ ବିବାହ କରିବା ଉଚିତ୍ ନୁହଁ, କିଅବା ପୁତ୍ର କନ୍ଯା ଜନ୍ମ କରିବା ଉଚିତ୍ ନୁହଁ।

ଯିରିମିୟ 20:3

ତହିଁ ପରଦିନ ପଶ୍ହୂର ଯିରିମିୟଙ୍କୁ ହରିକାଠରୁ ବାହାର କରିଆଣିଲା। ତା'ପ ରେ ଯିରିମିୟ ତାଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭର ନାମ ପଶ୍ହୂର ନ ରଖି ମାଗୋର ମୀଷାବୀବ୍ (ଚତୁର୍ଦ୍ଦିଗେ ଆଶଙ୍କା) ରଖି ଅଛନ୍ତି।

ଯିରିମିୟ 21:7

ଏସବୁ ଘଟିଲା ପ ରେ ସଦାପ୍ରଭୁ କହନ୍ତି, ଆମ୍ଭେ ଯିହୁଦା ରାଜା ସିଦିକିଯଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସମାନଙ୍କେୁ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତ ରେ, ସମାନଙ୍କେ ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ଆଉ ସମାନେେ ସମାନଙ୍କେୁ ଦୟା, କରୁଣା ଓ କ୍ଷମା ନ କରି ଖଡ୍ଗ ରେ ବଧ କରିବେ।'

ଯିରିମିୟ 46:5

ଆମ୍ଭେ କ'ଣ ଦେଖୁଅଛୁ ? ସମାନେେ ଉଦବିଗ୍ନ ହାଇେ ପଛକୁ ଫରେୁଛନ୍ତି। ସମାନଙ୍କେର ବୀରଗଣ ପରାସ୍ତ ହାଇେଛନ୍ତି ଓ ପଛକୁ ନ ଚାହିଁ ଶୀଘ୍ର ଶୀଘ୍ର ପଳାଯନ କରୁଛନ୍ତି। ସମାନଙ୍କେ ଚତୁର୍ଦ୍ଦିଗ ରେ ଆଶଙ୍କା ଭରି ୟାଇଛି। ସଦାପ୍ରଭୁ ଏହିସବୁ କହନ୍ତି।

ହୋଶେୟ 9:12

ଯଦିଓ ଇଶ୍ରାୟେଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସମାନଙ୍କେୁ ସାହାୟ୍ଯ କରିବ ନାହିଁ। ଆମ୍ଭେ ସମାନଙ୍କେଠାରୁ ସମାନଙ୍କେର ପିଲାମାନଙ୍କୁ ନଇୟିବୋ। ଆମ୍ଭେ ସମାନଙ୍କେୁ ପରିତ୍ଯାଗ କରିବା। ଫଳ ରେ ସମାନଙ୍କେର ଦୁଃଖ ବ୍ଯତୀତ ଆଉ କିଛି ରହିବ ନାହିଁ।

ହୋଶେୟ 9:13

ଆମ୍ଭେ ଦେଖିପାରୁଛୁ ଇଫ୍ରଯିମ ତା'ର ପିଲାମାନଙ୍କୁ ୟନ୍ତା ମଧ୍ଯକୁ ନେଉଛି। ଇଫ୍ରଯିମ ତା'ର ପିଲାମାନଙ୍କୁ ଘାତକ ନିକଟକୁ ଆଣୁଛି।

ଆମୋଷ 9:1

ସେ କହିଲେ, ମୁଁ ମାରେ ପ୍ରଭୁଙ୍କୁ ୟଜ୍ଞବଦେୀ ଉପ ରେ ଦଣ୍ତାଯମାନ ହବୋର ଦେଖିଲି। ସେ କହିଲେ, ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର ଯେପରିକି ଅଟ୍ଟାଳିକାର ଦ୍ବାର ଦେଶ ଥରି ଉଠିବ। ସ୍ତମ୍ଭଟିକୁ ଲୋକମାନଙ୍କ ମୁଣ୍ତ ଉପ ରେ ପକାଅ। ଯଦି ଏଥିରୁ କହେି ବଞ୍ଚିବ ଆମ୍ଭେ ତାକୁ ଖଡ୍ଗ ରେ ଚ୍ଛଦନେ କରିବା। ଦୌଡି ୟାଇଥିବା ଲୋକ ମଧ୍ଯ ରକ୍ଷା ପାଇବ ନାହିଁ। ଜଣେ ହେଲେ ବଞ୍ଚିବେ ନାହିଁ।

ଲୂକଲିଖିତ ସୁସମାଚାର 23:29

ଏବେ ସମୟ ଆସୁଛି, ଯେତବେେଳେ ଲୋକମାନେ କହିବେ, ' ଯେଉଁ ସ୍ତ୍ରୀଲୋକମାନଙ୍କର ସନ୍ତାନସନ୍ତତି ନାହାଁନ୍ତି, ସମାନେେ ସୁଖୀ। ଯେଉଁ ସ୍ତ୍ରୀଲୋକମାନେ ବନ୍ଧ୍ଯା, ସମାନେେ ଧନ୍ଯ। ଯେଉଁ ସ୍ତ୍ରୀଲୋକମାନେ ସନ୍ତାନ ସନ୍ତତିକୁ ଜନ୍ମ ଦଇେ ନାହାଁନ୍ତି ଏବଂ ତାହାଙ୍କର ଯତ୍ନ ନଇେ ନାହାଁନ୍ତି, ସମାନେେ ଧନ୍ଯ।'

Interlinear

Choose Theme