Cross references
ତୁମ୍ଭମାନେେ କାହାକୁ ଉପହାସ କରୁଅଛ ? ତୁମ୍ଭମାନେେ କାହା ଆଡ଼େ ମୁଖ ମଲୋଇ ଜିହ୍ବା ବାହାର କରୁଅଛ ? ତୁମ୍ଭମାନେେ କ'ଣ ଅଧର୍ମାଚାରୀର ସନ୍ତାନ ଓ ଅନାଚାର ବଂଶ ନୁହଁ ?
ତୁମ୍ଭେ ପ୍ରକୃତ ରେ ତୁମ୍ଭ ମାତାର କନ୍ଯା। ସେ ଆପଣା ସ୍ବାମୀକି ଓ ସନ୍ତାନକୁ ଘୃଣା କରେ। ତୁମ୍ଭେ ଠିକ୍ ତୁମ୍ଭ ଭଉଣୀମାନଙ୍କ ପରି। ସମାନେେ ସମାନଙ୍କେର ସ୍ବାମୀକି ଓ ସନ୍ତାନକୁ ଘୃଣା କରନ୍ତି। ତୁମ୍ଭେ ବାସ୍ତବ ରେ ତୁମ୍ଭ ପିତାମାତାଙ୍କ ସଦୃଶ। ତୁମ୍ଭର ମାତା ଜଣେ ହିତ୍ତୀଯା ଓ ତୁମ୍ଭ ପିତା ଜଣେ ଇ ମାରେୀଯ ଥିଲେ।
ପରମେଶ୍ବରଙ୍କ କୋର୍ଧ ସ୍ବର୍ଗରୁ ପ୍ରକାଶିତ ହାଇେଛି। ଲୋକମାନଙ୍କ ଦ୍ବାରା ପରମେଶ୍ବରଙ୍କ ବିରୁଦ୍ଧ ରେ କରାଯାଇଥିବା ପ୍ରେତ୍ୟକକ କୁକର୍ମ ଓ ମନ୍ଦକର୍ମ ପାଇଁ ପରମେଶ୍ବର କୋରଧ କରନ୍ତି। ସମାନଙ୍କେ ପାଖ ରେ ସତ୍ଯ ଅଛି, କିନ୍ତୁ ସମାନେେ ନିଜର ମନ୍ଦ ଜୀବନ ଦ୍ବାରା ତାହା ଲୁଚ଼ାନ୍ତି।
ଅତୀତ ରେ ତୁମ୍ଭେ ସହେି ପାପ କାର୍ୟ୍ଯ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀ ରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସହେି ମନ୍ଦ ଶକ୍ତି ଏବେ ମଧ୍ଯ ପରମେଶ୍ବରଙ୍କୁ ଅମାନ୍ଯ କରୁଥିବା ଲୋକଙ୍କ ଭିତ ରେ କାମ କରୁଛି।
ମିଥ୍ଯାକଥା କହି କହେି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟ ରେ ସଚତନେ ରୁହ। ଯେଉଁମାନେ ଅବାଧ୍ଯ ହାଇେ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସମାନଙ୍କେ ଉପରେ ପରମେଶ୍ବର କୋରଧାନ୍ବିତ ହୁଅନ୍ତି।
ଅତୀତ ରେ ତୁମ୍ଭେ ଏହି କଥା ବୁଝି ନ ପାରି, ନିଜ ଇଚ୍ଛା ରେ ସହେି ସବୁ ମନ୍ଦ କାମ କରିଥିଲ କିନ୍ତୁ ଏବେ ତୁମ୍ଭେ ପରମେଶ୍ବରଙ୍କ ଆଜ୍ଞାକାରୀ ସନ୍ତାନ ଅଟ। ଅତଏବ ଅତୀତର ମନ୍ଦ ଜୀବନଯାପନ କର ନାହିଁ।
ପ୍ରେତ୍ୟକକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସମାନେେ ବ୍ଯଭିଚାର କରିବା ପାଇଁ ଚାହାଁନ୍ତି। ଏହିଭଳି ଭାବରେ ସମାନେେ ସବୁବେଳେ ପାପ କରୁଥାନ୍ତି। ସମାନେେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦ ରେ ପକାଇ ଦିଅନ୍ତି। ସମାନଙ୍କେ ହୃଦୟଗୁଡ଼ିକ ସ୍ବାର୍ଥପରତା ରେ ପରିପୂର୍ଣ୍ଣ। ସମାନେେ ଅଭିଶପ୍ତ।
କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ୟୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ଯାପ୍ରିୟ ଓ ମିଥ୍ଯାବାଦୀମାନେ ନଗରର ବାହା ରେ ରହିବେ।