Home Bibles ମାଥିଉଲିଖିତ ସୁସମାଚାର 18:20 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 18:20 · ଓଡ଼ିଆ ବାଇବେଲ

ଏକଥା ସତ୍ଯ। କାରଣ ଯେଉଁଠା ରେ, ମାେ ନାମ ରେ ବିଶ୍ବାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ମଠାେ ରେ ସମାନଙ୍କେ ସହିତ ଅଛି।

Cross references

ଆଦି ପୁସ୍ତକ 49:10

ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।

ଯାତ୍ରା ପୁସ୍ତକ 20:24

ତୁମ୍ଭମାନେେ ମାଟି ରେ ଏକ ସ୍ବତନ୍ତ୍ର ୟଜ୍ଞବଦେୀ ମାେ ପାଇଁ ନିର୍ମାଣ କରିବ ଏବଂ ତୁମ୍ଭମାନଙ୍କ ମଷେ ଓ ଗୋରୁଗାଈରୁ ସଠାେରେ ହାମବେଳି, ମଙ୍ଗଳାର୍ଥକ ବଳି ଉତ୍ସର୍ଗ କର। ମୁଁ ତୁମ୍ଭମାନଙ୍କୁ ସବୁଠା ରେ ଆଶୀର୍ବାଦ କରିବା ପାଇଁ ଆସିବି ଯେଉଁଠା ରେ ତୁମ୍ଭମାନେେ ମାେତେ ସ୍ମରଣ କରିବ।

ଯିହିଜିକଲ 46:10

ପୁଣି ଲୋକମାନେ ଯେତବେେଳେ ଭିତରକୁ ଯିବେ ସେତବେେଳେ ଅଧିପତି ସମାନଙ୍କେ ସହିତ ଭିତରକୁ ଯିବେ। ଆଉ ବାହାରିଲା ବେଳେ ସମାନେେ ଏକତ୍ର ବାହାରିଯିବେ।

ଯିଖରିୟ 2:5

ସଦାପ୍ରଭୁ କୁହନ୍ତି, 'ଆମ୍ଭେ ତା'ର ଚତୁର୍ଦ୍ଦିଗ ରେ ତା'ର ସୁରକ୍ଷା ପାଇଁ ଅଗ୍ନିର ପ୍ରାଚୀର ତୁଲ୍ଯ ହବୋ। ଆମ୍ଭେ ତାକୁ ଆମ୍ଭର ମହିମା ରେ ପୂର୍ଣ୍ଣ କରିବା।'

ମାଥିଉଲିଖିତ ସୁସମାଚାର 28:20

ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।

ଯୋହନଲିଖିତ ସୁସମାଚାର 8:58

ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଅବ୍ରାହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।

ଯୋହନଲିଖିତ ସୁସମାଚାର 20:19

ସଦେିନ ରବିବାର ଥିଲା। ସନ୍ଧ୍ଯା ରେ ସବୁ ଶିଷ୍ଯମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟ ରେ ଶିଷ୍ଯମାନେ ଘରର ସବୁ କବାଟ ବନ୍ଦ କରିଦଇେଥିଲେ। ତା'ପରେ ଯୀଶୁ ଆସି ସମାନଙ୍କେ ମଧିଅରେ ଠିଆ ହାଇେ ସେ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ।

ଯୋହନଲିଖିତ ସୁସମାଚାର 20:26

ଗୋଟିଏ ସପ୍ତାହ ପରେ ଶିଷ୍ଯମାନେ ପୁଣି ଘର ଭିତ ରେ ଥିଲେ। ଥୋମା ସମାନଙ୍କେ ସହିତ ଥିଲେ। କବାଟରେ ତାଲା ପଡିଥିଲା। କିନ୍ତୁ ଯୀଶୁ ଆସି ସମାନଙ୍କେ ମଧିଅରେ ଠିଆ ହେଲେ। ସେ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:4

ଆମ୍ଭର ପ୍ରଭୁ ଯୀଶୁଙ୍କ ନାମ ରେ ତୁମ୍ଭମାନେେ ଏକତ୍ର ହୁଅ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 1:1

ପାଉଲ, ସିଲ୍ବାନ ଓ ତୀମଥିଙ୍କଠାରୁ ଥସେଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର। ଏହି ମଣ୍ଡଳୀଟି ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ଅଛି। ତୁମ୍ଭମାନଙ୍କ ପ୍ରତି ପରମେଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ।

ଫିଲୀମୋନଙ୍କ ପ୍ରତି ପତ୍ର 1:2

ଆମ୍ଭର ପ୍ରିୟ ମିତ୍ର ଓ ସହକର୍ମୀ ଫିଲୀମାନେ, ଆମ୍ଭର ଭଉଣୀ ଆପ୍ପିଯା, ସାଥି ସୈନିକ ଆଖିପ୍ପ, ଓ ତୁମ୍ଭ ଘରଠା ରେ ଏକତ୍ରୀତ ହେଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଛୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:11

ସହେି ସ୍ବର ମାେତେ କହିଲା, ତୁମ୍ଭେ ଯାହା ଦେଖୁଛ, ସବୁ ଗୋଟିଏ ପୁସ୍ତକରେ ଲେଖ ଓ ତାହାକୁ ସାତାଟେି ମଣ୍ଡଳୀ ଏଫିସ, ସ୍ମର୍ଣ୍ଣା, ପର୍ଗମ, ଥିୟତୀର ସାର୍ଦ୍ଦୀ, ଫିଲାଦଲଫେିଆ ଓ ଲାଓଦିକିଆକୁ ପଠାଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:1

ଏଫିସ ନଗରର ମଣ୍ଡଳୀର ଦୂତଙ୍କୁ ଏହା ଲେଖ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:3

ମୁଁ ସିଂହାସନରୁ ଏକ ଉଚ୍ଚ ସ୍ବର ଶୁଣିଲି। ସହେି ସ୍ବର କହିଲା, ବର୍ତ୍ତମାନ ପରମେଶ୍ବରଙ୍କର ବାସସ୍ଥାନ ଲୋକମାନଙ୍କ ପାଖ ରେ ଅଛି। ସେ ସମାନଙ୍କେ ସହିତ ରହିବେ। ସମାନେେ ତାହାଙ୍କର ଲୋକ ହବେେ। ପରମେଶ୍ବର ନିଜେ ସମାନଙ୍କେ ସହିତ ରହିବେ ଓ ସମାନଙ୍କେର ପରମେଶ୍ବର ହବେେ।

Interlinear

Choose Theme