କଲସୀୟଙ୍କ ପ୍ରତି ପତ୍ର 4:15 · ଓଡ଼ିଆ ବାଇବେଲ
ଲାଅଦିକୀଆର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଅ। ନୁମ୍ଫା ଓ ତାଙ୍କ ଘ ରେ ମିଳିତ ହେଉଥିବା ମଣ୍ଡଳୀକୁ ନମସ୍କାର ଜଣାଅ।
Cross references
ରୋମୀୟଙ୍କ ପ୍ରତି ପତ୍ର 16:5
ତାଙ୍କ ଘ ରେ ହେଉଥିବା ମଣ୍ତଳୀକୁ ମଧ୍ଯ ନମସ୍କାର।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:9
କାରଣ ସଠାେରେ ଫଳପ୍ରଦ କାର୍ୟ୍ଯ ନିମନ୍ତେ ମାେ ପାଇଁ ଏକ ମହାନ୍ ସୁ ଯୋଗର ଦ୍ବାର ଖାେଲା ହାଇେଛି। ସଠାେରେ ମାରେ ଅନକେ ବିପକ୍ଷ ମଧ୍ଯ ଅଛନ୍ତି।
ଫିଲୀମୋନଙ୍କ ପ୍ରତି ପତ୍ର 1:2
ଆମ୍ଭର ପ୍ରିୟ ମିତ୍ର ଓ ସହକର୍ମୀ ଫିଲୀମାନେ, ଆମ୍ଭର ଭଉଣୀ ଆପ୍ପିଯା, ସାଥି ସୈନିକ ଆଖିପ୍ପ, ଓ ତୁମ୍ଭ ଘରଠା ରେ ଏକତ୍ରୀତ ହେଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଛୁ।