ୟିରୁଶାଲମଠା ରେ ଥିବା ପରମେଶ୍ବରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାଯାର ବିଶ୍ବାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ସମାନେେ ସମାନଙ୍କେର ସହାୟ ହାଇପୋରିବେ।
Cross references
ଯେଉଁଲୋକ ପ୍ରତିବେଶୀକୁ ତୁଚ୍ଛ ବୋଧ କରେ, ସେ ପାପ କରେ ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ଯ।
ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତା'ର ସୃଷ୍ଟିକର୍ତ୍ତାଙ୍କୁ ଅପମାନିତ କରେ। କିନ୍ତୁ ୟିଏ ଦରିଦ୍ରକୁ ଦୟାକରେ, ସେ ତା'ର ନିର୍ମାଣ କର୍ତ୍ତା ସମ୍ମାନ ବ୍ଯକ୍ତି ହୁଏ।
ଯେଉଁ ଲୋକ ଦରିଦ୍ରକୁ ଉପହାସ କରେ, ସେ ଆପଣାର ସୃଷ୍ଟିକର୍ତ୍ତାଙ୍କୁ ଅପମାନ କରେ। ପୁଣି ଯେ କହେି ଅନ୍ୟ ଲୋକର ବିପଦ ରେ ଆନନ୍ଦ କରେ, ସେ ଦଣ୍ଡ ପାଇବ।
ତେଣୁ ବଧର ଯୋଗ୍ଯ ସହେି ମଷେପଲର ଆମ୍ଭେ ଯତ୍ନ ନଲେୁ, ଯେଉଁ ନିରୀହ ମଷେ ମରା ହବୋକୁ ଯାଉଥିଲେ, ଆମ୍ଭେ ଦୁଇଟି ୟଷ୍ଟି ନଲେୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦଲେୁ। ଏହିପରି ଆମ୍ଭେ ମଷେପଲର ଯତ୍ନ ନଲେୁ।
ସହେିଦିନ ସହେି ଚୁକ୍ତି ଭଗ୍ନ ହେଲା। ତା'ପ ରେ ସହେି ନୀରିହ ମଷଗେୁଡିକ ଯେଉଁମାନେ ଆମ୍ଭଙ୍କୁ ଦେଖୁଥିଲେ, ଜାଣିଲେ ଯେ ଏହା ସଦାପ୍ରଭୁଙ୍କର ବାକ୍ଯ ଥିଲା।
ସେତବେେଳେ ରାଜା ଉତ୍ତର ଦବେେ, 'ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ ତୁମ୍ଭେ ମାରେ ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣଙ୍କ ପାଇଁ ଯାହା କିଛି କଲ, ତାହା ତୁମ୍ଭେ ମାେ ପାଇଁ କଲ।'
ଗରିବମାନେ ତ ସବୁବେଳେ ତୁମ୍ଭ ସହିତ ଅଛନ୍ତି। କିନ୍ତୁ ତୁମ୍ଭେ ମାେତେ ସବୁବେଳେ ପାଇବ ନାହିଁ।
ଶିଷ୍ଯମାନଙ୍କ ଆଡକୁ ଚାହିଁ ଯୀଶୁ କହିଲେ,
ବରଂ ଭୋଜି ଦବୋ ସମୟରେ ଗରିବ, ପଙ୍ଗୁ, େଛାଟା ଓ ଅନ୍ଧମାନଙ୍କୁ ଡାକ।
ସେତବେେଳେ କେତକେ ଭାବବାଦୀ ୟିରୂଶାଲମରୁ ଆନ୍ତିୟଖିଆକୁ ଆସିଲେ।
ରାତି ରେ ପାଉଲ ଏକ ଦର୍ଶନ ପାଇଲେ। ସେଥି ରେ ସେ ଜଣେ ମାକିଦନିଆର ଲୋକକୁ ତାହାଙ୍କ ଆଗ ରେ ଠିଆ ହାଇେ ଥିବାର ଦେଖିଲେ। ସେ ପାଉଲଙ୍କୁ କହିଲେ, ତୁମ୍ଭେ ମାକିଦନିଆକୁ ଆସି ଆମ୍ଭକୁ ସାହାୟ୍ଯ କର।
ଗାଲ୍ଲିଯୋନ୍ ଆଖାଯାର ରାଜ୍ଯପାଳ ହେଲେ। ସେ ସମୟରେ ଯିହୂଦୀୟମାନେ ମିଳିତ ଭାବରେ ଚେ଼ଷ୍ଟା କରି ପାଉଲଙ୍କୁ ଆକ୍ରମଣ କଲେ। ସମାନେେ ତାହାଙ୍କୁ ଅଦାଲତାକୁ ନଇଗେଲେ।
ତୁମ୍ଭମାନେେ ସ୍ତିଫାନର ପରିବାରବର୍ଗଙ୍କୁ ଜାଣିଛ। ସମାନେେ ଆଖାଯା ଦେଶର ପ୍ରଥମ ବିଶ୍ବାସୀ ଥିଲେ। ସମାନେେ ପରମେଶ୍ବରଙ୍କ ଲୋକମାନଙ୍କ ସବୋ ରେ ନିଜକୁ ସମର୍ପିତ କରିଛନ୍ତି।
ଭାଇ ଓ ଭଉଣୀମାନେ! ପରମେଶ୍ବର ମାକିଦନିଆର ମଣ୍ଡଳୀମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ପ୍ରକାଶ କରିଛନ୍ତି, ସହେି ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛୁ।