Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 18:27 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 18:27 · ଓଡ଼ିଆ ବାଇବେଲ

ସେ ଯେତବେେଳେ ଆଖାଯାକୁ ବାହାରିଲେ, ସେତବେେଳେ ଭାଇମାନେ ତାହାଙ୍କୁ ଉତ୍ସାହିତ କଲେ। ସମାନେେ ତାହାଙ୍କୁ ସ୍ବାଗତ କରିବାପାଇଁ ଶିଷ୍ଯମାନଙ୍କୁ ପତ୍ର ଲେଖିଲେ। ସେ ସଠାେରେ ପହଞ୍ଚି ପରମେଶ୍ବରଙ୍କ ଅନୁଗ୍ରହ ରେ ବିଶ୍ବାସ କରିଥିବା ଲୋକମାନଙ୍କର ବହୁତ ସାହାୟ୍ଯ କଲେ।

Cross references

ଯୋହନଲିଖିତ ସୁସମାଚାର 1:12

ଯେଉଁ ଅଳ୍ପ କେତକେ ଲୋକ ତାହାଙ୍କୁ ଗ୍ରହଣ କଲେ ସମାନେେ ତାହାଙ୍କ ଉପରେ ବିଶ୍ବାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ବାସ କଲେ, ସେ ସମାନଙ୍କେୁ ପରମେଶ୍ବରଙ୍କ ସନ୍ତାନ ହବୋର ଅଧିକାର ପ୍ରଦାନ କଲେ,

ରେରିତମାନଙ୍କ କାର୍ଯ୍ୟର ବିବରଣ 9:27

ମାତ୍ର ବର୍ଣ୍ଣବ୍ବା, ଶାଉଲଙ୍କୁ ଗ୍ରହଣ କଲେ ଓ ତାହାଙ୍କୁ ସାଙ୍ଗ ରେ ନଇେ ପ୍ ରରେିତମାନଙ୍କ ପାଖକୁ ଗଲେ। ଦମ୍ମସକେକୁ ୟିବା ବାଟରେ ଶାଉଲ କିପାରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ ତାହାଙ୍କୁ ସହ କିପରି କଥା ହେଲେ, ଏହା ପ୍ ରରେିତମାନଙ୍କୁ ବୁଝାଇ କହିଲେ। ଶାଉଲ ଦମ୍ମସକରେେ କିପରି ନିର୍ଭୀକ ଭାବରେ ଯୀଶୁଙ୍କ ନାମ ରେ ପ୍ରଚ଼ାର କରିଥିଲେ, ଏହା ସବୁ ମଧ୍ଯ ସେ ସମାନଙ୍କେୁ ବୁଝାଇ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:34

ୟିରୂଶାଲମର ସହେି ଭାଇମାନଙ୍କ ପାଖକୁ ଫରେି ୟିବା ପାଇଁ ଶାନ୍ତି ରେ ବିଦାୟ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:12

ଗାଲ୍ଲିଯୋନ୍ ଆଖାଯାର ରାଜ୍ଯପାଳ ହେଲେ। ସେ ସମୟରେ ଯିହୂଦୀୟମାନେ ମିଳିତ ଭାବରେ ଚେ଼ଷ୍ଟା କରି ପାଉଲଙ୍କୁ ଆକ୍ରମଣ କଲେ। ସମାନେେ ତାହାଙ୍କୁ ଅଦାଲତାକୁ ନଇଗେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:18

ପାଉଲ ସଠାେରେ ଭାଇମାନଙ୍କ ସହିତ ଅନକେ ଦିନ ରହିଲେ। ତା'ପରେ ସେ ବିଦାୟ ନଇେ ଜଳପଥରେ ସୁରିଆ ଦେଶକୁ ଗଲେ। ତାହାଙ୍କ ସହିତ ପ୍ରୀସ୍କିଲ୍ଲା ଓ ଆକ୍ବିଲା ମଧ୍ଯ ଗଲେ। ପରମେଶ୍ବରଙ୍କ ନିକଟରେ ଏକ ଶପଥ କରିଥିବାରୁ ପାଉଲ କେଙ୍କ୍ ରଯୋ ରେ ଲଣ୍ଡା ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:1

ଆପଲ୍ଲ କରିନ୍ଥ ରେ ଥିଲେ ବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦଇେ ଯାତ୍ରା କରି ଏଫିସ ରେ ଆସି ପହନ୍ଚିଲେ। ତା'ପରେ ପାଉଲ ସଠାେରେ ସେ ଯୋହନଙ୍କ କେତକେ ଶିଷ୍ଯଙ୍କୁ ଦେଖିଲେ।

ରୋମୀୟଙ୍କ ପ୍ରତି ପତ୍ର 1:5

ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ପରମେଶ୍ବର ମାେତେ ବାର୍ତ୍ତାବହ ହବୋର ବିଶଷେ କାର୍ୟ୍ଯ ଦଇେଛନ୍ତି। ପରମେଶ୍ବର, ଏହା ଦ୍ବାରା ସମସ୍ତ ଜାତିର ଲୋକଙ୍କ ମନ ରେ ତାହାଙ୍କ ପ୍ରତି ବିଶ୍ବାସ ଜନ୍ମାଇବା ଓ ତାହାଙ୍କୁ ମାନିବା ପାଇଁ ଏହି କାମ ମାେତେ ଦେଲେ। ମୁଁ ଏହି କାମ ଯୀଶୁଖ୍ରୀଷ୍ଟଙ୍କ ପାଇଁ କରୁଛି।

ରୋମୀୟଙ୍କ ପ୍ରତି ପତ୍ର 16:1

ମୁଁ, ତୁମ୍ଭକୁ କେଙ୍କ୍ ରଯୋ ନଗରୀର ମଣ୍ତଳୀର ବିଶଷେ ସବେିକା, ଆମ୍ଭର ଧର୍ମ ଭଉଣୀ ଫବୈୀଙ୍କୁ ସୁପାରିଶ କରୁଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:6

ମୁଁ ଗଛଟିଏ ଲଗାଇଲି। ଆପଲ୍ଲ ଗଛ ରେ ପାଣି ଦେଲେ, କିନ୍ତୁ ପରମେଶ୍ବର ତା'କୁ ବଢ଼ିବା ରେ ସାହାୟ୍ଯ କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:10

ଜଣେ ଦକ୍ଷ ଗୃହନିର୍ମାଣକାରୀ ଭଳି ମୁଁ ସେ ଘରର ଭିତ୍ତି ସ୍ଥାପନ କଲି। ପରମେଶ୍ବରଙ୍କ ଦତ୍ତ ଅନୁଗ୍ରହ ମୁଁ ସେଥିପାଇଁ ବ୍ଯବହାର କଲି। ଅନ୍ୟମାନେ ସହେି ଭିତ୍ତିଭୂମି ଉପରେ ଗୃହ ନିର୍ମାଣ କରିବେ, କିନ୍ତୁ ପ୍ରେତ୍ୟକକ ଲୋକ ନିର୍ମାଣ କଲା ବେଳେ ସେ କିପରି ନିର୍ମାଣ କରୁଛି। ଏବିଷୟ ରେ ସତର୍କ ହବୋ ଉଚିତ୍।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:10

କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ମୁଁ ଆଜି ଏହା ହାଇପୋରିଛି। ମାେ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହାଇେ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ ରରେିତଙ୍କ ତୁଳନା ରେ କଠାେର ପରିଶ୍ରମ କରିଛି। ମୁଁ ପ୍ରକୃତ ରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଏହା କରିପାରିଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:3

ସଠାେରେ ପହଞ୍ଚିଲା ପରେ, ତୁମ୍ଭମାନେେ ଯେଉଁ ବ୍ଯକ୍ତିମାନଙ୍କୁ ବାଛିବ, ମୁଁ ସମାନଙ୍କେର ପରିଚୟ ପତ୍ର ସହିତ ତୁମ୍ଭମାନଙ୍କର ଦାନ ୟିରୁଶାଲମକୁ ପଠାଇ ଦବେି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:24

ପରମେଶ୍ବର ଏଥିର ସାକ୍ଷୀ। ମାେ କହିବା ଉଦ୍ଦେଶ୍ଯ ନୁହେଁ ଯେ, ଆମ୍ଭେ ତୁମ୍ଭମାନଙ୍କ ବିଶ୍ବାସକୁ ନିୟନ୍ତ୍ରିତ କରିବାକୁ ଇଚ୍ଛା କରୁ। ତୁମ୍ଭମାନେେ ବିଶ୍ବାସ ରେ ଦୃଢ଼ କିନ୍ତୁ ଆମ୍ଭମାନେେ ତୁମ୍ଭର ଆନନ୍ଦ ପାଇଁ ତୁମ୍ଭମାନଙ୍କର ସହକର୍ମୀ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:1

ଆମ୍ଭେ କ'ଣ ପୁନର୍ବାର ନିଜ ପ୍ରଶଂସା ନିଜେ କରିବାକୁ ଆରମ୍ଭ କରିଅଛୁ ? ଆମ୍ଭେ କ'ଣ ତୁମ୍ଭମାନଙ୍କଠାରୁ ବା ତୁମ୍ଭମାନଙ୍କ ପାଖକୁ ପ୍ରଶଂସା ପତ୍ର ନବୋ ଦରକାର କି ? କେତକେ ଲୋକ ଏପରି କରନ୍ତି।

Interlinear

Choose Theme