Home Bibles ☰ Books ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:9 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:9 · ଓଡ଼ିଆ ବାଇବେଲ

ଜଗତର ଯେଉଁ ରାଜାମାନେ ତା' ସହିତ ବ୍ଯଭିଚାର ପାପ କାର୍ୟ୍ଯ ରେ ଲିପ୍ତ ଥିଲେ ଓ ତା'ଧନ ରେ ଭାଗୀଦାର ଥିଲେ, ସମାନେେ ଯେତବେେଳେ ତାହାର ଦହନର ଧୂଆଁ ଦେଖିବେ, ସମାନେେ ତା'ର ମୃତ୍ଯୁ କାରଣରୁ କାନ୍ଦିବେ ଓ ଦୁଃଖିତ ହବେେ।

Cross references

ଆଦି ପୁସ୍ତକ 19:28

ସଦୋମ ଓ ହ ମାରୋ ଓ ପ୍ରାନ୍ତରସ୍ଥ ସମସ୍ତ ଅଞ୍ଚଳକୁ ଅନାନ୍ତେ ସହେି ଦେଶରୁ ଭାଟୀର ଧୂମତୁଲ୍ଯ ଧୂମ ଉଠିବାର ଦେଖିଲେ।

ଦିତୀୟ ବିବରଣ 29:23

ସଦାପ୍ରଭୁ ଆପଣା କୋର୍ଧ ଓ କୋପରେ ଯେଉଁ ସଦୋମ ଓ ହ ମାରୋ, ଅଦ୍ମା ଓ ସବୋଯିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନ ରେ ପରିପୂର୍ଣ୍ଣ ହାଇେଅଛି। ତହିଁରେ କିଛି ବକ୍ସ୍ଟଣାୟାଏ ନାହିଁ, କି ଫଳ ଉତ୍ପନ୍ନ ହକ୍ସ୍ଟଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢେ ନାହିଁ।

ଗୀତସଂହିତା 58:10

ଜଣେ ଧାର୍ମିକ ଲୋକ ଯେତବେେଳେ ସହେି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହବୋର ଦେଖେ, ସେ ଆନନ୍ଦିତ ହବେ।

ଯିଶାଇୟ 13:19

ବାବିଲୋନୀଯମାନେ ତାଙ୍କ ଦେଶପାଇଁ ଗର୍ବିତ ହୁଅନ୍ତି। କାରଣ ତାଙ୍କର ରାଜ୍ଯ ସବୁ ରାଜ୍ଯମାନଙ୍କ ମଧିଅରେ ଅଧିକ ସୌନ୍ଦର୍ୟ୍ଯଶାଳୀ।

ଯିଶାଇୟ 30:33

ତାଫେତ୍ ବହୁକାଳରୁ ନିର୍ମିତ ହାଇେଅଛି। ତାହା ରାଜା ନିର୍ମିତ ପ୍ରସ୍ତୁତ ହାଇେଛି। ସେ ତାହାକୁ ଅତି ଗଭୀର ଓ ପ୍ରଶସ୍ତ କରିଛନ୍ତି। ସେଥି ରେ ସ୍ତୁପ ଅଗ୍ନି ଓ ପ୍ରଚୁର କାଠ ଅଛି। ପୁଣି ସଦାପ୍ରଭୁଙ୍କର ଆତ୍ମା ଗନ୍ଧକ ଷୋର୍ତପରି ପ୍ରଜ୍ବଳିତ ହାଇେ ପୋଡ଼ି ପକାଏ।

ଯିଶାଇୟ 34:9

ଆଉ ମଧ୍ଯ ତହିଁର ସୋର୍ତସବୁ ଝୁଣା ରେ ଓ ତହିଁର ଧୂଳି ଗନ୍ଧକରେ ପରିଣତ ହବେ। ସହେି ଭୂମି ପ୍ରଜ୍ବଳିତ ଝୁଣା ହବେ।

ଯିରିମିୟ 50:40

ସଦାପ୍ରଭୁ କହନ୍ତି, ପରମେଶ୍ବର ସଦୋମ, ହ ମାରୋ ଓ ତନ୍ନିକଟବର୍ତ୍ତୀ ନଗରସବୁ ଯେଉଁପରି ଧ୍ବଂସ କରିଥିଲେ, ସହେିପରି ବାବିଲ ଧ୍ବଂସ ପାଇବ। ସଠାେ ରେ କହେି ଲୋକ ବାସ କରିବେ ନାହିଁ କି ମନୁଷ୍ଯପୁତ୍ର ତହିଁରେ ପ୍ରବାସ କରିବେ ନାହିଁ।

ଯିରିମିୟ 50:46

ବାବିଲର ପତନ ଘଟିବ ଓ ସହେି ପତନ ରେ ପୃଥିବୀ ପ୍ରକମ୍ପିତ ହବେ। ପୃଥିବୀର ସମସ୍ତ ଗୋଷ୍ଠୀ ସହେି କ୍ରନ୍ଦନର ଶବ୍ଦ ଶୁଣିବେ।

ଯିହିଜିକଲ 26:16

ସହେି ସମୟରେ ଉପକୂଳବର୍ତ୍ତୀ ରାଜ୍ଯଗୁଡ଼ିକର ମୁଖ୍ଯମାନେ ସମାନଙ୍କେର ସିଂହାସନରୁ ଓହ୍ଲାଇ ଆସିବେ। ନିଜ ନିଜ ଚୋଗା ତ୍ଯାଗ କରି ଶିଳ୍ପ କର୍ମର ସୁନ୍ଦର ବସ୍ତ୍ର ସମାନେେ ଫିଟାଇ ପକାଇବେ। ଆଉ ସମାନେେ 'ଭୀତିମୂଳକ ବସ୍ତ୍ର' ପରିଧାନ କରିବେ ଓ ଭୂମିରେ ବସିବେ। ଏବଂ ସମାନେେ ଭୟଭୀତ ହବେେ ଓ ତୁମ୍ଭ ବିଷଯ ରେ ବିସ୍ମିତ ହବେେ।

ଯିହିଜିକଲ 32:9

ତୁମ୍ଭର ବିନାଶ ଘଟାଇବା ବେଳେ ଅନକେ ଗୋଷ୍ଠୀର ହୃଦଯକୁ ବ୍ଯସ୍ତ କରିବି। ଏପରିକି ତୁମ୍ଭର ଅଜ୍ଞାତ ଦେଶସମୂହ ମଧ୍ଯ ତୁମ୍ଭ ପାଇଁ ବିବ୍ରତ ହବେେ।

ଦାନିଏଲ 4:14

ସେ ଉଚ୍ଚସ୍ବର ରେ କହିଲେ, 'ଏହି ବୃକ୍ଷକୁ ଛଦନେ କର। ତହିଁରେ ଶାଖା ସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡି ଦିଅ ଓ ଫଳଗୁଡିକୁ ବିଞ୍ଚି ଦିଅ। ତାହାର ତଳେଥିବା ପଶୁମାନେ ଓ ଶାଖା ରେ ଥିବା ପକ୍ଷୀମାନେ ପଳାଇ ୟାଆନ୍ତୁ।

ଯିଖରିୟ 11:2

ତୁମ୍ଭେ ଦବଦୋରୁ ଜୀତୀଯ ବୃକ୍ଷ ଶୋକ କର କାରଣ ଦବଦୋରୁ ପଡିୟାଇଛି। ଶକ୍ତିଶାଳୀମାନେ ଧ୍ବଂସ ହାଇେଛନ୍ତି। ଶୋକ କର, ହେ ବାଶନର ଆଲୋନ୍ ବୃକ୍ଷ ସହେି ଦୁର୍ଗମ ବନ କଟାଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:11

ସମାନଙ୍କେ ୟନ୍ତ୍ରଣାର ଧୂଆଁ ସବୁବଳେ ପାଇଁ ଉଠୁଥିବ। ସମାନଙ୍କେୁ ୟନ୍ତ୍ରଣାରୁ ଦିନରାତି କବେେ ହେଲେ ଆରାମ ମିଳିବ ନାହିଁ, କାରଣ ସମାନେେ ସହେି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରିଛନ୍ତି ଓ ତାହାର ନାମର ଚିହ୍ନ ଧାରଣ କରିଛନ୍ତି।

Interlinear

Choose Theme