ତୁମ୍ଭର ବିନାଶ ଘଟାଇବା ବେଳେ ଅନକେ ଗୋଷ୍ଠୀର ହୃଦଯକୁ ବ୍ଯସ୍ତ କରିବି। ଏପରିକି ତୁମ୍ଭର ଅଜ୍ଞାତ ଦେଶସମୂହ ମଧ୍ଯ ତୁମ୍ଭ ପାଇଁ ବିବ୍ରତ ହବେେ।
Cross references
ଲୋକମାନେ ଏହା ଶୁଣି ଅଛନ୍ତି, ସମାନେେ ଭୟ ରେ କମ୍ପୁ ଅଛନ୍ତି। ପଲେଷ୍ଟୀୟ ନିବାସୀମାନେ ଭୟ ରେ ଥରିବାକୁ ଲାଗିଲେ।
ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁ ଏହା ମାେତେ କହିଲେ, ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କୋରଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସମାନଙ୍କେୁ ତାହା ପାନ କରାଅ।
ଚାଳିଶ ବର୍ଷ ପର୍ୟ୍ଯନ୍ତ ମୁଁ ମିଶରକୁ ଅନ୍ଯାନ୍ଯ ଜନଶୂନ୍ଯ ଦେଶମାନଙ୍କ ମଧିଅରେ ଏକ ଜନଶୂନ୍ଯ ରାଷ୍ଟ୍ର କରି ଦବେି ଏବଂ ଏହାର ନଗରଗୁଡ଼ିକରେ ଅନ୍ଯାନ୍ଯ ଭଗ୍ନ ନଗର ପରି ଭଗ୍ନାବଶଷେ ରହିୟିବ। ମୁଁ ମିଶରୀଯମାନଙ୍କୁ ନାନା ଦେଶୀଯମାନଙ୍କ ମଧିଅରେ ଛିନ୍ନଭିନ୍ନ କରିବି ଓ ନାନା ଦେଶ ରେ ସମାନଙ୍କେୁ ବିକ୍ଷିପ୍ତ କରିବି।
ଏବଂ ମୁଁ ମିଶରୀଯମାନଙ୍କୁ ନାନା ଗୋଷ୍ଠୀ ମଧିଅରେ ଓ ନାନା ଦେଶ ରେ ସମାନଙ୍କେୁ ଛିନ୍ନଭିନ୍ନ କରିବି।
ଏବଂ ମୁଁ ମିଶରୀଯମାନଙ୍କୁ ନାନା ଜାତିଗଣ ମଧିଅରେ ଓ ନାନା ଦେଶ ରେ ସମାନଙ୍କେୁ ବିକ୍ଷିପ୍ତ କରିବି। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
ଅନ୍ୟ ଜାତୀୟମାନେ ତୁମ୍ଭ ଉପରେ କୋରଧ କରିଥିଲେ, କିନ୍ତୁ ବର୍ତ୍ତମାନ ତୁମ୍ଭ କୋରଧର ସମୟ ଉପସ୍ଥିତ, ମୃତମାନଙ୍କର ବିଚାର ସମୟ ଆସିଛି ; ତୁମ୍ଭ ସବେକମାନଙ୍କୁ ଭବିଷ୍ଯତ୍ ବକ୍ତାମାନଙ୍କୁ ପୁରସ୍କାର ଦବୋର ସମୟ ଆସିଛି, ଏବଂ ତୁମ୍ଭକୁ ଭୟ ଓ ସମ୍ମାନ କରୁଥିବା ସାନବଡ଼ ପ୍ରେତ୍ୟକକଙ୍କୁ ପୁରସ୍କାର ଦବୋର ସମୟ ଆସିଛି। ପୃଥିବୀକୁ ବିନାଶ କରୁଥିବା ବିନାଶକାରୀଙ୍କର ବିନାଶର ସମୟ ଉପସ୍ଥିତ ହାଇେଛି।
ସହେି ରାଜାମାନେ ଯେତବେେଳେ ତାହାର ୟନ୍ତ୍ରଣା ଦେଖିବେ, ସେତବେେଳେ ସମାନେେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂର ରେ ରହିବେ। ସମାନେେ କହିବେ :