ବାବିଲର ପତନ ଘଟିବ ଓ ସହେି ପତନ ରେ ପୃଥିବୀ ପ୍ରକମ୍ପିତ ହବେ। ପୃଥିବୀର ସମସ୍ତ ଗୋଷ୍ଠୀ ସହେି କ୍ରନ୍ଦନର ଶବ୍ଦ ଶୁଣିବେ।
Cross references
ମୃତ୍ଯୁର ରାଷ୍ଟ୍ର ପାତାଳ ଉେତ୍ତାଳିତ ହାଇପେଡ଼ିବ କାରଣ ତୁମ୍ଭେ ଆସୁଛ। ପାତାଳ ସମସ୍ତ ଜୀବନ ଶକ୍ତିକୁ ଜାଗ୍ରତ କରିବେ। ସହେି ନେତାମାନେ ତୁମ୍ଭ ପାଇଁ କାମ କରିବେ। ସମାନେେ ସହେି ରାଜାମାନଙ୍କୁ ନୀଚାବସ୍ଥା କରିବେ। ସମାନେେ ତୁମ୍ଭକୁ ସ୍ବାଗତ କରିବା ପାଇଁ ସତର୍କ ରହିବେ।
ଏବଂ ୟର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାଯୀ ଚାରଣ ଭୂମିରେ ଥିବା ସହେିମାନଙ୍କୁ ଦୂରକରି ଦବୋ ପାଇଁ ଆସିବା ପରି, ଆମ୍ଭେ ହଠାତ୍ ସମାନଙ୍କେ ସ୍ଥାନରୁ ଇଦୋମକୁ ଅନୁଧାବନ କରିବା। ଆଉ ଆମ୍ଭର ମନୋନୀତ ଲୋକ ତାହା ଉପ ରେ ଶାସନ କରିବା ପାଇଁ ଆମ୍ଭେ ନିୟୁକ୍ତ କରିବା। କାରଣ ମାେ ପରି କିଏ ଅଛି ? ଏପରି ପାଳକ କହେି ଅଛି, ୟିଏ କି ଆମ୍ଭ ସମ୍ମୁଖ ରେ ଠିଆ ହବେ ?
ଇଦୋମର ପତନ ଶବ୍ଦ ରେ ପୃଥିବୀ କମ୍ପିତ ହେଉଅଛି। ସମାନଙ୍କେର କ୍ରନ୍ଦନ ଶବ୍ଦ ଲୋହିତ ସାଗର ପର୍ୟ୍ଯନ୍ତ ଶୁଣାଯାଉଛି।
ବର୍ତ୍ତମାନ ତୁମ୍ଭର ପତନ ସମୟରେ ସମସ୍ତ ଦ୍ବୀପଗୁଡ଼ିକ କମ୍ପିତ ହବେେ। ଏବଂ ତୁମ୍ଭର ନିର୍ବାସୀତ ପ୍ରବେଶ କରିବା ସମୟରେ ସମୁଦ୍ରର ଦ୍ବୀପପୁଞ୍ଜ ଆନନ୍ଦ ରେ ବିହ୍ବଳ କରେ।'
ମୁଁ ତାହାକୁ ଗର୍ତ୍ତଗାମୀମାନଙ୍କ ସହିତ ପାତାଳକୁ ପକାଇ ଦଲୋ ବେଳେ, ତାହାର ପତନ ଶବ ରେ ଗୋଷ୍ଠୀଯମାନେ କମ୍ପିତ ହେଲେ। ପୁଣି ପୃଥିବୀ ରେ ଥିବା ଏଦନର ସମସ୍ତ ଜଳ ସଚେିତ ମନୋନୀତ ବୃକ୍ଷଗୁଡ଼ିକ, ଲିବାନୋନର ସମସ୍ତ ଉତ୍ତମ ବୃକ୍ଷଗୁଡ଼ିକୁ ନିମ୍ନତମ ପୃଥିବୀ ରେ ସାନ୍ତ୍ବନା ଦିଆଗଲା।
ଏବଂ ମୁଁ ଅନକେ ଗୋଷ୍ଠୀକୁ ତୁମ୍ଭ ବିଷଯ ରେ ଚମତ୍କୃତ କରାଇବି ଏବଂ ସମାନଙ୍କେ ରାଜାମାନଙ୍କ ସମ୍ମୁଖ ରେ ମାରେ ଖଡ୍ଗ ଚାଳନା କଲା ବେଳେ ସମାନେେ ଅତିଶଯ ଭୀତ ହବେେ। ଯେତବେେଳେ ମୁଁ ତୁମ୍ଭର ପତନ ଆଣିବି, ସମାନେେ ପ୍ରେତ୍ୟକକ ନିଜ ନିଜ ଜୀବନ ବିଷଯ ରେ ଭୟଭୀତ ହବେେ।
ଜଗତର ଯେଉଁ ରାଜାମାନେ ତା' ସହିତ ବ୍ଯଭିଚାର ପାପ କାର୍ୟ୍ଯ ରେ ଲିପ୍ତ ଥିଲେ ଓ ତା'ଧନ ରେ ଭାଗୀଦାର ଥିଲେ, ସମାନେେ ଯେତବେେଳେ ତାହାର ଦହନର ଧୂଆଁ ଦେଖିବେ, ସମାନେେ ତା'ର ମୃତ୍ଯୁ କାରଣରୁ କାନ୍ଦିବେ ଓ ଦୁଃଖିତ ହବେେ।