ପୃଥିବୀର ରାଜାମାନେ ତା'ସହିତ ୟୌନପାପ (ବ୍ଯଭିଚାର) କରିଛନ୍ତି। ପୃଥିବୀର ଲୋକମାନେ ତା'ର ବ୍ଯଭିଚାର ରୂପ ସୁରା ରେ ମାତାଲ୍ ହାଇେଛନ୍ତି।
Cross references
ବାବିଲ ସଦାପ୍ରଭୁଙ୍କ ହସ୍ତ ରେ ଏକ ସୁବର୍ଣ୍ଣ ପାତ୍ର ସ୍ବରୂପ ହାଇେଅଛି। ତାହା ସମଗ୍ର ପୃଥିବୀକୁ ମତୁଆଳ କରିଅଛି। ଗୋଷ୍ଠୀମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି। ତେଣୁ ସମାନେେ ଉନ୍ମତ୍ତ ହାଇେଅଛନ୍ତି।
ତୁମ୍ଭେ ର୍ଧୈୟ୍ଯର ସହିତ ମାରେଆଜ୍ଞା ପାଳନ କରିଛ। ତେଣୁ ଜଗତନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମଗ୍ର ଜଗତ ଉପରେ ଦାରୁଣ ତାଡ଼ନା ଓ ପରୀକ୍ଷାର ସମୟ ଆସିବ, ମୁଁ ତୁମ୍ଭକୁ ସେଥିରୁ ରକ୍ଷା କରିବି।
ତା'ପରେ ଦ୍ବିତୀୟ ଦୂତ ଜଣକ, ପ୍ରଥମ ସ୍ବର୍ଗଦୂତଙ୍କୁ ଅନୁସରଣ କରି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦଖାଇେ ଭ୍ରଷ୍ଟାଚାର କାମ ଓ ପରମେଶ୍ବରଙ୍କ କୋର୍ଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହାଇଯୋଇଛି।
ଏହି ଦଶଜଣ ରାଜାଙ୍କର ଉଦ୍ଦେଶ୍ଯ ସମାନ। ସମାନେେ ସମାନଙ୍କେର କ୍ଷମତା ଓ ଅଧିକାର ସହେି ପଶୁକୁ ଦବେେ।
ସମାନେେ ତାହାଙ୍କର ଶାସନ କ୍ଷମତା ସହେି ପଶୁକୁ ଦବୋ ପାଇଁ ଯେପରି ରାଜି ହୁଅନ୍ତି, ଏଥିନିମନ୍ତେ ପରମେଶ୍ବର ସମାନଙ୍କେ ମନ ରେ ଏକ ଇଚ୍ଛା ଦବେେ। ଏହାଦ୍ବାରା ପରମେଶ୍ବର କହିଥିବା ବାକ୍ଯ ସଫଳ ହବୋ ପର୍ୟ୍ଯନ୍ତ ସମାନେେ ଶାସନ କରିବେ।
ପୃଥିବୀର ସବୁ ଲୋକମାନେ ତା'ର ବ୍ଯଭିଚାର ପାପର ଓ ପରମେଶ୍ବରଙ୍କର କୋରଧର ସୁରାପାନ କରିଛନ୍ତି। ପୃଥିବୀର ରାଜାମାନେ ତା'ସହିତ ବ୍ଯଭିଚାର ପାପ କାର୍ୟ୍ଯ କରିଛନ୍ତି। ସଂସାରର ବ୍ଯବସାଯୀମାନେ ତାହାର ଧନ ରେ ଧନବାନ୍ ହାଇେଛନ୍ତି।
ଜଗତର ଯେଉଁ ରାଜାମାନେ ତା' ସହିତ ବ୍ଯଭିଚାର ପାପ କାର୍ୟ୍ଯ ରେ ଲିପ୍ତ ଥିଲେ ଓ ତା'ଧନ ରେ ଭାଗୀଦାର ଥିଲେ, ସମାନେେ ଯେତବେେଳେ ତାହାର ଦହନର ଧୂଆଁ ଦେଖିବେ, ସମାନେେ ତା'ର ମୃତ୍ଯୁ କାରଣରୁ କାନ୍ଦିବେ ଓ ଦୁଃଖିତ ହବେେ।
ତୋ ପାଖ ରେ ଦୀପର ଆଲୋକ ଆଉ ଜଳିବ ନାହିଁ। ତୋ'ପାଖ ରେ ବରକନ୍ଯାଙ୍କର ଆନନ୍ଦର ଧ୍ବନି ଆଉ କବେେ ହେଲେ ଶୁଣାୟିବ ନାହିଁ। ତୋ'ର ବ୍ଯବସାଯୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ। ସମସ୍ତ ଦେଶଗୁଡ଼ିକ ତୋ'ର ଯାଦୁ ଶକ୍ତି ଦ୍ବାରା ପଥଭ୍ରଷ୍ଟ ହାଇେଥିଲେ।